• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

mon
କୁଟନୈତିକ ସ୍ତରରେ ଆଲୋଚନା ହେବ ସୀମା ବିବାଦ

ନୂଆଦିଲ୍ଲୀ: ପୂର୍ବ ଲଦାଖ ନିକଟ LAC ବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ସମାଧାନ ଲାଗି ଉଭୟ ଦେଶ କୁଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରଖିବେ। ଆଜି ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ପରେ ଏହି ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକରେ ଭାରତ ପକ୍ଷରୁ 14 କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର […]

Satellite-survey
ସୀମା ବିବାଦକୁ ନେଇ ଆଜି ପୁଣି ହେଲା ଆଲୋଚନା

ଓଡ଼ିଶା-ପଶ୍ଚିମବଂଗ ସୀମା ବିବାଦ ପ୍ରସଙ୍ଗ ନେଇ ଆଜି ପୁଣି ଆଲୋଚନା ହୋଇଛି। ଓଡ଼ିଶା ଓ ପଶ୍ଚିମବଂଗର ପ୍ରଶାସନିକ ଅଧିକାରୀଙ୍କୁ ନେଇ ବାଲେଶ୍ୱର ସର୍କିଟ୍ ହାଉସରେ ଏହି ଆଲୋଚନା ହୋଇଛି। ବୈଠକରେ ଦୁଇ ରାଜ୍ୟର ୬ ଅଧିକାରୀ ଓ ୨ ଜଣ ବିଶେଷଜ୍ଞ ଉପସ୍ଥିତ ଥିଲେ

Drinks
ରାଜ୍ୟରେ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ: ଲଟେରୀ ଜରିଆରେ ନିଷ୍ପତ୍ତି ପରେ ଅଡୁଆରେ ପୁରୁଣା ବ୍ୟବସାୟୀ

ରାଜ୍ୟ ସରକାରଙ୍କ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ ପୂର୍ବ ଭଳି ଆଉ ନବୀକରଣ କରାନଯାଇ, ଲଟେରି ମାଧ୍ୟମରେ ଲାଇସେନ୍ସ ଦିଆଯିବ ବୋଲି ନିଷ୍ପତ୍ତି ପରେ ଅଡୁଆରେ ଏବେ ପୁରୁଣା ମଦ ବ୍ୟବସାୟୀ। ସେପଟେ ନିଜ ଲୋକଙ୍କୁ ମଦ ଲାଇସେନ୍ସ ଦେବା ଲାଗି ଏହା ଚାଲ୍ ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି କହିଛି ନୂଆ ନିୟମ ଦ୍ୱାରା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ।

Land-odisha
କୋଟିଆ ପରେ ଏବେ ବଙ୍ଗ ସୀମାରେ ଦେଖାଗଲାଣି ବିବାଦ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଛି। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ କରିଛନ୍ତି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ। ସୀମା ନିର୍ଦ୍ଧାରଣ ନେଇ ତିଆରି ମ୍ୟାପ୍ ଅନୁସାରେ ଲାଇନ୍ କରାଯାଇଥିବା ଦେଖିବାକୁ ମିଳିଛି। ସୀମାର ଓଡିଶା ପଟକୁ ୯ଟି ଗାଁ […]

china
ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଫିଟୁଛି ବାଟ

ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବାଟ ଖୋଲିଲା। ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟରୁ ସେନା ଓ ଯୁଦ୍ଧ ଟ୍ୟାଙ୍କ୍ ଚୀନ ପ୍ରତ୍ୟାହାର କରି ନେଇଛି ବୋଲି ସୂଚନା ରହିଛି

lingaraj
NMA ଚିଠା ଅଧିନିୟମକୁ ନେଇ ବଢୁଛି ବିବାଦ, ତେଜୁଛି ରାଜନୀତି

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର NMA ଚିଠା ଅଧିନିୟମକୁ ନେଇ ବଢିବାରେ ଲାଗିଛି ବିବାଦ, ଆଉ ତେଜୁଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ଗତକାଲି ଲିଙ୍ଗରାଜ ମନ୍ଦିରେ ବିଜେଡି ପ୍ରାୟୋଜିତ ଦୀପଦାନ ଓ ବାଇ-ଲ ପ୍ରତ୍ୟାହର ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟୁଇଟ ପରେ ଜବାବ୍ ରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଅଧିନିୟମର କର୍ଯ୍ୟକାରିତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଠିକରେ ବୁଝାଯାଇନି। ରାଜ୍ୟ ସରକାରୀ ପ୍ରତିନିଧୀ ଠିକରେ ଅଧିନିୟମ […]

By-low
NMAର ଏକାମ୍ର କ୍ଷେତ୍ର ବାଇ-ଲକୁ ନେଇ ବଢୁଛି ବିବାଦ

ଏକାମ୍ର କ୍ଷେତ୍ର ପାଇଁ NMAର ଚିଠା ଅଧିନିୟମକୁ ନେଇ ତେଜୁଛି ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ଚିଠା ଅଧିନିୟମ ବା ବାଇ-ଲ ଜାରି ହୋଇନଥିଲେ ମଧ୍ୟ ଏହା ପ୍ରତ୍ୟାହାର ଲାଗି NMA କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

netaji-bus-terminal
ବସ ଟର୍ମିନାଲକୁ ନେଇ ବଢିବାରେ ଲାଗିଛି ବିବାଦ

କଟକ ଖାନନଗର ପ୍ରସ୍ତାବିତ ନୂଆ ବସ ଟର୍ମିନାଲକୁ ନେଇ ବିଜେଡିରେ ବିବାଦ ତେଜୁଥିବା ବେଳେ ପଦାକୁ ଆସିଛି ନୂଆ ତଥ୍ୟ। ପୂର୍ବରୁ ମୈତ୍ରୀ ସଂସଦ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାରେ ଗୋପାଳପୁରରେ ବସ ଟର୍ମିନାଲ ହେବ ବୋଲି ସରକାର ହାଇକୋର୍ଟରେ ସତ୍ୟପାଠ କରିଥିଲେ।

puri
ସେବକଙ୍କ ମଧ୍ୟରେ ବିବାଦ ଲାଗି ୫ ଘଣ୍ଟା ଡ଼େରିରେ ହେଲା ସୁନାବେଶ

୫ ଘଣ୍ଟା ବିଳମ୍ବରେ ସୁନାବେଶ ଶ୍ରୀକ୍ଷେତ୍ରରେ ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ ସେବାୟତଙ୍କ ମଧ୍ୟରେ ବିବାଦ ହେତୁ ବେଶରେ ବିଳମ୍ବ ଆପୋସ ଆଲୋଚନା ପରେ ବିଳମ୍ବରେ ଆରମ୍ଭ ହେଲା ସୁନାବେଶ ଆଜି ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ ନୀତି ବିଳମ୍ବ ଯୋଗୁଁ ଏପର୍ଯ୍ୟନ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିନଥିବା ସୂଚନା ପୁରୀ (ମଧୁସୂଦନ ମିଶ୍ରୀ/ପ୍ରଦୀପ ମହାନ୍ତି): ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ। ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ହେତୁ, ବେଶରେ […]

tandav
ତାଣ୍ଡବକୁ ନେଇ ନିର୍ମାତା କ୍ଷମା ମାଗିଲା ପରେ ବି ଥମୁନାହିଁ ବିବାଦ

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ୱେବ୍‌ ସିରିଜି ‘ତାଣ୍ଡବ’କୁ ନେଇ ଥମିବାରେ ନା ନେଉ ନାହିଁ ବିବାଦ।  ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଏହି ସିରିଜ୍ ନେଇ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

Barsha Priyadarshini
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା:କୋର୍ଟରେ ହାଜର ହେଲେ ବର୍ଷା

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି।

farmer
ଚାଷୀଙ୍କ ପୋଷ୍ଟରକୁ ନେଇ ତେଜିଲା ବିବାଦ

ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଜୋରଦାର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। ସେମାନଙ୍କର ଅର୍ଥାତ୍ ଚାଷୀଙ୍କ ଗୋଟିଏ ଦାବି କେନ୍ଦ୍ର ସରକାର ଯେ,ପର୍ଯ୍ୟନ୍ତ ଚାଷୀଙ୍କ ଦାବିକୁ ମାନିନାହାନ୍ତି ସେ ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ରୋକଠୋକ ଶୁଣାଇଛନ୍ତି।

Bhitarkanika
ଭିତରକନିକା ଅଭୟାରଣ୍ୟ ସୀମା ନିର୍ଦ୍ଧାରଣକୁ ନେଇ ମୁଣ୍ଡ ଟେକିଲା ବିବାଦ

ଭିତରକନିକା ଅଭୟାରଣ୍ୟ ସୀମା ନିର୍ଦ୍ଧାରଣକୁ ନେଇ ବିବାଦ। ଭିତରକନିକାକୁ ଅଭୟାରଣ୍ୟ ମାନ୍ୟତା ମିଳିବା ବେଳେ ୪୧୦ ଟି ଗାଁ ଅଭୟାରଣ୍ୟ ମଧ୍ୟରେ ରହିଥିଲା। ୪ ଦଶନ୍ଧି ପରେ ଭିତରକନିକା ସୀମା ନିର୍ଦ୍ଧାରଣ କରାଯାଇଥିବା ବେଳେ ମାତ୍ର ରାଜନଗର ବ୍ଲକର ୫୨ଟି ଗାଁ ଏଥିରୁ ବାଦ ପଡିଛି

central minister
ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନବେ । ସେ କହିଛନ୍ତି ଯେ,  ଦିଲ୍ଲୀ ସୀମାରେ ଧାରଣା ଦେଉଥିବା ଚାଷୀ ନୁହଁନ୍ତି । ଏହାପଛରେ ରହିଛି ଚୀନ ଓ ପାକିସ୍ତାନର ହାତ । ଯାହାକୁ ନେଇ ଏବେ ବିଭିନ୍ନ ମହଳରେ ଦେଖାଦେଇଛି ବିରୋଧ । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସଞ୍ଜୟ କହିଛନ୍ତି ଯେ,  ଯଦି, ଚାଷୀଙ୍କ ଆନ୍ଦୋଳନ ପଛରେ […]

HUMAN-2
ବିବାଦରେ ହ୍ୟୁମାନଙ୍କ 'ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ': ସୋସିଆଲ୍‌ ମିଡିଆରେ କଡ଼ା ନିନ୍ଦା

ଭୁବନେଶ୍ୱର: ଝିଅ ନୁହେଁ ତୁ କରୋନା ଭାଇରସ୍। ଏହି ଗୀତକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଏହି ଗୀତ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। ତେବେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱର ଲୋକେ ମୁକାବିଲା କରୁଥିବାବେଳେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଏପରି ଗୀତକୁ ସୋସିଆଲ୍‌ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ଏ ନେଇ ଫେସ୍‌ବୁକ୍‌ ଟ୍ୱିଟର୍‌ ଭଳି ସାମାଜିକ ଗଣମାଧ୍ୟମରେ ନାନା […]

anubhab-barsa
ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା : ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ପାରିବାରିକ ମାମଲାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲା ଏବେ ପଟିଆଲା ହାଉସ କୋର୍ଟ ବଦଳରେ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା ଦେଇଛନ୍ତି। […]

cp-pressmeet
ମୁଣ୍ଡକାଟ ରହସ୍ୟର ଖୁଲାସା: ବିବାହ ବିବାଦରୁ ହୋଇଛି ହତ୍ୟାକାଣ୍ଡ, ପ୍ରଥମେ ତଣ୍ଟି ଚିପିବା ପରେ ମୁଣ୍ଡ କାଟିଥିଲା ଅଭିଯୁକ୍ତ

ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟିଲା। ପ୍ରେସମିଟରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ କଟାମୁଣ୍ଡର ଅବଶେଷ ଜବତ କରିଛି ପୋଲିସ। ମୃତ ମହିଳା ଜଣକ ପୁଷ୍ପଲତା ରାଉଳ ଏବଂ ତାଙ୍କର ବୟସ ୨୮ ବୋଲି ଜଣାପଡ଼ିଛି, ତାଙ୍କ ଘର […]