ଭୁବନେଶ୍ୱର: ମହାନଦୀ ଜଳ ପ୍ରସଙ୍ଗରେ ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାନଦୀର ପାଣି ନେବା ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏଥିସହିତ ଛତିଶଗଡ଼ ଭୁଲ୍ କରିଛି, ହେଲେ ରାଜ୍ୟ ସରକାର ୧୮ ବର୍ଷ ମଧ୍ୟରେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ନଈର ବାଲ୍ଟିଏ ପାଣି ବି ଅଟକାଇବାକୁ କିଛି ବ୍ୟବସ୍ଥା ହୋଇ ନ ଥିବା କହି ସେ ରାଜ୍ୟ ସରକାରଙ୍କୁ […]
ଭୁବନେଶ୍ୱର: ମହାନଦୀ ବିବାଦର ସମାଧାନ ନେଇ ଟ୍ରିବ୍ୟୁନାଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ପକ୍ଷରୁ ବୁଧବାର ୫ଟି ରାଜ୍ୟକୁ ନୋଟିସ୍ ଜାରି କରାଯାଇଛି। ଏହି ରାଜ୍ୟଗୁଡ଼ିକ ସେମାନଙ୍କ ପ୍ରତିନିଧି ପଠାଇବାକୁ ନିର୍ଦ୍ଦେଶ ଦେଇଛି ଟ୍ରିବ୍ୟୁନାଲ। ଆସନ୍ତା ୬ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସେମାନଙ୍କ ପ୍ରତିନିଧିଙ୍କ ନାଁ ଟ୍ରିବ୍ୟୁନାଲ ପାଖକୁ ପଠାଇବାକୁ ନୋଟିସ୍ରେ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ଭିତରେ ଯଦି କୌଣସି ରାଜ୍ୟ ପ୍ରତିନିଧି […]
ଭୁବନେଶ୍ୱର; ମହାନଦୀ ପ୍ରସଙ୍ଗରେ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି। ମହାନଦୀ ଜଳକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ପରେ ବିଜେଡି ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରମଣ ସିଂହଙ୍କ ଉପରେ ବର୍ଷିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। ରମଣ ସିଂହ ବିନାଶକାରୀ ବିବୃତି ଦେଇଛନ୍ତି। ଏହା କେବଳ ଦୁଃଖଦାୟକ ନୁହେଁ, ସଂଘୀୟ ବ୍ୟବସ୍ଥା ଓ ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ ବୋଲି […]
ବାରିପଦା : ମୟୂରଭଞ୍ଜ ବାରିପଦାରେ ଛାତ୍ର ନେତାଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ଉଠ୍ବସ୍ କରାଇବା ଅଭିଯୋଗ ଘଟଣାରେ ତାତିଲେ ଛାତ୍ର। ଅରୁଣଙ୍କ କୁଶପୁତ୍ତଳିକା ଦାହ ସହ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି କଂଗ୍ରେସ ଓ ଏବିଭିପିର ଛାତ୍ର ନେତା। ତୁରନ୍ତ ଅରୁଣ ସାହୁ ମୟୂରଭଞ୍ଜବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କର୍ମୀମାନେ ଅଭିନବ ଉପାୟରେ ଉଠାବସା ହୋଇ ପ୍ରତିବାଦ ଜଣାଇଥିଲେ। ୭ ଦିନ ମଧ୍ୟରେ ଅରୁଣଙ୍କୁ […]
ସମ୍ବଲପୁର : ପୁଣି ତେଜିଲା ସମ୍ବଲପୁର ଟୋଲ ଗେଟ୍ ବିବାଦ। ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେରେ ଥିବା ଟୋଲ ଗେଟ୍ରେ ସମ୍ବଲପୁର ରେଜିଷ୍ଟ୍ରେସନ୍ ଗାଡିକୁ ଫ୍ରିରେ ଛାଡିବା ପାଇଁ ସମ୍ବଲପୁର ହାଇେୱେ ୟୁଜର ଦାବି କରିଛି। କିଛି ଦିନ ତଳେ ସେଠାରେ ବହୁ ଗାଡି ମୋଟର ଅନେକ ସମୟ ଧରି ବନ୍ଦ କରାଯାଇଥିଲା। ହେଲେ ପ୍ରଶାସନ ନଶୁଣିବାରୁ ଆସନ୍ତା ୨୬ ତାରିଖରୁ ସେହି ସ୍ଥାନରେ ପୁଣି ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହ ଏ ସମ୍ପର୍କରେ […]
ଭୁବନେଶ୍ୱର: ଇନଭେଷ୍ଟ ଓଡ଼ିଶା ଲୋଗୋରେ ଜଗନ୍ନାଥଙ୍କ ଗୋଟିଏ ଆଖି ପ୍ରଦର୍ଶନ ବିରୋଧରେ ଦାୟର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ଆବେଦନକାରୀ ଆଇନଜୀବୀ ଦେବେନ ସତ୍ୟଦର୍ଶୀ ନନ୍ଦଙ୍କ ଆବେଦନକୁ ଗ୍ରହଣ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଇପିକଲ ସିଏମଡିଙ୍କୁ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ପାଇଁ ଇନଭେଷ୍ଟ ଓଡ଼ିଶା ଇନିସିଏଟିଭ୍ ଆରମ୍ଭ ହୋଇଛି। ଏହାର ୱେବସାଇଟ୍ରେ ଜଗନ୍ନାଥଙ୍କର ଗୋଟିଏ […]
ଭୁବନେଶ୍ୱର : ସ୍ପୋର୍ଟସ ବନାମ ସିନେମା। କ୍ଷତିରେ ଚାଲିଥିବା ସିନେ ଶିଳ୍ପକୁ ଦୁର୍ବଳ କରି ଖେଳ ଭିତ୍ତିଭୂମି ନିର୍ମାଣ ପ୍ରସ୍ତାବକୁ ଆରମ୍ଭ ହୋଇଛି ଏକ ନୂଆ ବିବାଦ। ଓଡିଆ ସିନେ ଦୁନିଆର ମୁକସାକ୍ଷୀ କଳିଙ୍ଗ ଷ୍ଟୁଡିଓ। ପ୍ରାୟତଃ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ଷ୍ଟୁଡିଓ ଉପରେ ଏବେ ଆଖି ପକାଇଛି କ୍ରୀଡା ବିଭାଗ। ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ୍ କଂପ୍ଳେକ୍ସ ନିର୍ମାଣ ପାଇଁ କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ୍, ସାଧାରଣ ପ୍ରଶାସନ […]
ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଆହୁରି ବର୍ଷେ ବାକି ଅଛି, ଦଳ କ୍ଷମତାକୁ ଆସିବ କି ନାହିଁ ତାହା ବି ଅସ୍ପଷ୍ଟ। ଏଣେ କିନ୍ତୁ କଂଗ୍ରେସରେ ଆରମ୍ଭ ହୋଇଗଲାଣି ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ବିବାଦ। ୨୦୧୯ରେ ଦଳ କ୍ଷମତାକୁ ଆସିଲେ ଓବିସି ସଂପ୍ରଦାୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ୨ଜଣ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଆଦିବାସୀ ଓ ଜଣେ ଅନୁସୂଚିତ ଜାତି ବର୍ଗରୁ କରିବାକୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ଶ୍ରୀକାନ୍ତ ଜେନା,ଏଆଇସିସି ଓ ପିସିସି ସଦସ୍ୟଙ୍କୁ ପ୍ରସ୍ତାବ […]
ମୁମ୍ବାଇ : ଅଭିନେତା ବିବେକ ଓବରୟ ପୂର୍ବତନ ପ୍ରେମିକା ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କରିଥିବା ଏକ ଟ୍ୱିଟ୍ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। ସେ ଏକଜିଟ୍ ପୋଲ୍ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି। ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ତାଙ୍କ ଟ୍ୱିଟ୍କୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନ୍ ତାଙ୍କୁ ନୋଟିସ୍ ପଠାଇ […]
ସାଲେପୁର( ମନୋଜ ଆଚାର୍ଯ୍ୟ) : ସେବାୟତ ବିବାଦକୁ ନେଇ ଗତ ୩ଦିନ ଧରି ମନ୍ଦିରରେ ପୂଜାପାଠ ବନ୍ଦ। ଉପବାସରେ ମାଆ ହରଚଣ୍ଡୀ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ର ପ୍ରସିଦ୍ଧ ଶକ୍ତିପୀଠ ଅଶୁରେଶ୍ୱର ହରଚଣ୍ଡୀ ମନ୍ଦିରରେ। ଅଭିଯୋଗ ଅନୁସାରେ, ଡ଼ଙ୍ଗା ସମସ୍ୟାକୁ ନେଇ ଚଳିତବର୍ଷ ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ହୋଇଯାଇଥିଲା। ତେବେ ଏହାକୁ ବିରୋଧ କରି ସେବାୟତମାନଙ୍କ ଭିତରୁ ଗୋଟିଏ ଗୋଷ୍ଠୀ ମନ୍ଦିରରେ ତାଲା ପକାଇଦେଇଛନ୍ତି। ଦୁଇ ସେବାୟତ ଗୋଷ୍ଠୀକୁ ବୁଝାସୁଝା କରିବାପାଇଁ […]
ନୂଆଦିଲ୍ଲୀ: ବିଭିନ୍ନ ଦୁଷ୍କର୍ମକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଉଥିବା ବେଳେ ପୀଡ଼ିତାଙ୍କ ପରିବାରଙ୍କ କଟା ଘାରେ ଚୂନ ଲଗାଇଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର। ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦୁଷ୍କର୍ମକୁ ବନ୍ଦ କରିହେବ ନାହିଁ। ଏତେ ବଡ଼ ଦେଶରେ ଏପରି ଗୋଟିଏ ଦୁଇଟି ଦୁଷ୍କର୍ମକୁ ନେଇ ହଙ୍ଗାମା କରିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଖଣ୍ଡପୀଠ ଗଠନ ଏବଂ ମାମଲା ବଣ୍ଟନକୁ ନେଇ ଦାଏର ହୋଇଥିବା ଜନସ୍ୱାର୍ଥ ଆବେଦନ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟରେ ଆଜି ଏନେଇ ଶୁଣାଣି ହୋଇଛି। ଯେଉଁଥିରେ କଡ଼ା ଭାଷାରେ ଆବେଦନକୁ ଭର୍ତ୍ସନା କରିଛନ୍ତି କୋର୍ଟ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ କରାଯାଇ ନ ପାରେ। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। କେଉଁ ମାମଲା କେଉଁ ବେଞ୍ଚ ଶୁଣାଣି କରିବେ ତାହା କେବଳ ପ୍ରଧାନ ବିଚାରପତି ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି […]
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ସିଆଇଆଇ ଓହରିଯିବା ପରେ ବିବାଦ ବଢ଼ିବାରେ ଲାଗିଛି। ଭାଗିଦାରୀ ପାଇଁ ସିଆଇଆଇ ପ୍ରଥମେ ସମ୍ମତି ଦେଇ ପରେ ଓହରିଯିବା ଏକ ଚକ୍ରାନ୍ତ ବୋଲି ବିଜେଡି କହିଛି। ଏଥିପାଇଁ ସାଂସଦ ବୈଜୟନ୍ତ ପଣ୍ଡା ଓ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି ଦଳ। କିନ୍ତୁ ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗି। ବିଜେଡି ତାଙ୍କୁ ଅଯଥା ପଲିଟିକ୍ସକୁ ନଟାଣୁ। ଯାହା ରାଜନୀତି କରିବାର ଅଛି ବୈଜୟନ୍ତଙ୍କୁ ନେଇ କରନ୍ତୁ ବୋଲି […]
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚିଲା ।
କଟକ : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ସମାଧାନ ବାଟରେ କିଏ ପୁରାଇଲା କେଁ। ସେ ସମ୍ପର୍କରେ ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଅବସରରେ ଉମା କହିଛନ୍ତି, ମହାନଦୀ ଜଳ ବିବାଦ ବୈଠକ ବେଳେ ନବୀନଙ୍କୁ ବିଭ୍ରାନ୍ତ କରାଯାଉଥିଲା। ଜଣେ ଆଇଏଏସ ତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିଲେ। ଏମିତିକି ମିଟିଂ ବେଳେ ବାରମ୍ବାର ଆସି ନବୀନଙ୍କ କାନ ପାଖରେ କିଛି କହୁଥିଲେ ଓ […]
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତରେ ଥାଇ ଫଟୋ ଉଠାଇବା ସହ ଉତ୍କଳ ଦିବସରେ ଏହାକୁ ଟ୍ୱିଟ୍ କରି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍। ଗତକାଲି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ୍ ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଗତବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମୟର ଏହି ଫଟୋ ବୋଲି ଉଲ୍ଲେଖ ବି କରିଥିଲେ। Greetings of #UtkalaDibasa to our brothers, […]
ଜଳେଶ୍ୱର(ଅଜିତ୍ ଦାସ) : ସମାଧାନ ହେବାର ନା ଧରୁନି ଓଡିଶା-ପଶ୍ଚିମବଙ୍ଗର ସୀମା ନିର୍ଦ୍ଧାରଣ ବିବାଦ। ବାଲେଶ୍ୱର ଭୋଗରାଇ ଉଦୟପୁର ବେଳାଭୂମିକୁ ପଶ୍ଚିମବଙ୍ଗ ନିଜ ଅକ୍ତିଆରକୁ ନେବା ପାଇଁ ବିଭିନ୍ନ ରଣନୀତି ଓ କୌଶଳ କରି ଚାଲିଛି। ଜଳେଶ୍ୱର ତହସିଲ ଅନ୍ତର୍ଗତ ମାଙ୍କିଡିଆ ଠାରୁ ଭୋଗରାଇ ଉଦୟପୁର ପର୍ଯ୍ୟନ୍ତ ପାଖାପାଖି ୮୪ଟି ଗାଁ ସୀମା ବିବାଦ ଭିତରେ ଘାଣ୍ଟି ହେଉଛନ୍ତି। ଖାଲି ସେତିକି ନୁହେଁ, ସୀମା ନିର୍ଦ୍ଧାରଣ ଖୁଣ୍ଟକୁ ପଶ୍ଚିମବଙ୍ଗ ସରକାର ଗତ ତିନି ବର୍ଷ ତଳେ ଭାଙ୍ଗି […]
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ। ଗତକାଲି ସଂଜୟ ଦାସବର୍ମା ହେଲିକପ୍ଟରରେ ଆସି ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟରେ ରେବଣା ନୂଆଗାଁ କେରାଣ୍ଡିଆ ହେଲିପ୍ୟାଡରେ ଅବତରଣ କରିଥିଲେ। ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଶ୍ନ କରିଛନ୍ତି, ହେଲିକପ୍ଟର ଲାଣ୍ଡିଂ ପାଇଁ ୭୨ ଘଣ୍ଟା ଆଗରୁ ଅନୁମତି ଦରକାର। କିନ୍ତୁ ବିଧାୟକ ମାତ୍ର ୨୪ ଘଣ୍ଟା ମଧ୍ୟରେ ମୌଖିକ ଅନୁମତି […]
ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନକୁ ନେଇ ବଢ଼ୁଛି ଅଡୁଆ। ଗୋଟିଏ ପଟେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଅନ୍ୟପଟେ ରାଜ୍ୟ ଫୁଡ୍ କମିଶନ୍। ରାଜ୍ୟର ଏକାଧିକ ସ୍କୁଲ୍ରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଝାରସୁଗୁଡ଼ା ବୁଢ଼ୀପଦର ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନଭୋଜନରେ ନିମ୍ନମାନର ତେଲ ଓ ଡାଲି ବ୍ୟବହାର କରାଯାଉଥିବା ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୈଫତ ତଲବ ସହ ମାସକର ଦରମା […]
ଅନୁଗୁଳ : ଜଣେ ବ୍ୟକ୍ତି ସ୍କୁଲରେ ତାଲା ପକାଇବାରୁ ରାସ୍ତାରେ ପଢିଲେ ଛାତ୍ରଛାତ୍ରୀ। ଏ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ସାନରୋହିଲା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ। ନିଜର ଜମି ଥିବା ଦର୍ଶାଇ ସେହି ଗ୍ରାମର ଜଣେ ବ୍ୟକ୍ତି ସ୍କୁଲରେ ତାଲ ପକାଇଥିବା ଅଭିଯୋଗ ହୋଇଛି। ଏହାର ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଶିକ୍ଷା ଅଧିକାରୀ, ତହସିଲଦାର ଏବଂ ଥାନା ଅଧିକାରୀ ଜମି ଚିହ୍ନଟ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା […]
ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ସମାଧାନ ପାଇଁ କୋର୍ଟଙ୍କ ଦ୍ୱାରା ମଧ୍ୟସ୍ଥି ନିଯୁକ୍ତ କରାଯିବ କି ନାହିଁ ସେ ସଂପର୍କିତ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ସେହପରି ଯଦି ଆଲୋଚନା ପାଇଁ ମଧ୍ୟସ୍ଥି ନିଯୁକ୍ତ କରାଯାଏ, ଆପୋଷ ବୁଝାମଣାକୁ କୋର୍ଟ ନିଜେ ତତ୍ତ୍ୱାବଧାନ କରିବେ କି ନାହିଁ, ତା ଉପରେ ବି ରାୟ ସଂରକ୍ଷିତ ରଖିଛନ୍ତି। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ହିନ୍ଦୁ ମହାସଭା, ଆପୋଷ ବୁଝାମଣାକୁ ବିରୋଧ କରୁଥିବା ବେଳେ ଅପରପକ୍ଷ […]