ମୁମ୍ବାଇ: ମୁମ୍ବାଇରେ ଜୋର ଜବରଦସ୍ତି କ୍ୱାରେଣ୍ଟିନ୍ରେ ରଖାଯାଇଥିବା ପାଟନା ଏସ୍ପି ବିନୟ ତିଓ୍ୱାରୀଙ୍କୁ ତୁରନ୍ତ ଛଡ଼ା ଯାଉ ବୋଲି ବିଏମ୍ସିକୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି । ବିଏମ୍ସି କମିଶନର ଇକବାଲ ସିଂ ଚହଲଙ୍କୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି ସଞ୍ଜୟ ସିଂହ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜୁଛି। ଗତକାଲି ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମୁମ୍ବାଇରେ ପାଟ୍ନା ଏସ୍ପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ରେ […]
ଇସଲାମାବାଦ: ନେପାଳ ରାସ୍ତାରେ ଚାଲିଲା ପାକିସ୍ତାନ। ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ବିବାଦୀୟ ନକ୍ସାକୁ ମଞ୍ଜୁରୀ ଦେଇଛନ୍ତି। ନକ୍ସାରେ ପାକିସ୍ତାନ କଶ୍ମୀରକୁ ନିଜର ବୋଲି ଦର୍ଶାଇଛି। ପ୍ରଥମେ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି କହିଆସୁଥିଲା, କିନ୍ତୁ ଏବେ ନୂଆ ନକ୍ସାରେ କଶ୍ମୀରକୁ ସାମିଲ୍ କରିଛି। ପାକିସ୍ତାନ ତା’ର ନୂଆ ନକ୍ସାରେ ଲଦାଖ, ସିଆଚେନ୍ ସମେତ ଗୁଜରାଟର ଜୁନାଗଡ଼ ପର୍ଯ୍ୟନ୍ତ ନିଜର ବୋଲି ଦାବି କରିଛି। The political map of Pakistan unveiled by PM […]
ନୂଆଦିଲ୍ଲୀ: ଦୀର୍ଘ ୭ ଦଶନ୍ଧି ଧରି ଲାଗି ରହିଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ପରିଶ୍ରମ ଅନେକ ବଳିଦାନ ଦେଇଛନ୍ତି ରାମ ଭକ୍ତ। ଶେଷରେ ସେମାନଙ୍କ ବଳିଦାନ ସଫଳ ହୋଇଛି। ଖୁବ୍ଶୀଘ୍ର ଦେଶରେ ନିର୍ମାଣ ଆକାଶ ଛୁଆଁ ଭବ୍ୟ ଶ୍ରୀରାମଙ୍କ ମନ୍ଦିର। ତେବେ ଏହି ମନ୍ଦିର ନିର୍ମାଣ […]
ବେଙ୍ଗାଲୁରୁ : ପଞ୍ଜାବ ଓ ରାଜସ୍ଥାନ ପରେ କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ ଘନେଇବାରେ ଲାଗିଛି । ଗୋଟିଏ ପଟେ ଦିଲ୍ଲୀରେ କିଛି ଟାଣୁଆ କଂଗ୍ରେସ ନେତା ଗାନ୍ଧୀ ପରିବାର ବିରୋଧରେ ମେଳି କରୁଛନ୍ତି । ଅନ୍ୟପଟେ ରାଜସ୍ଥାନ ଏବଂ ପଞ୍ଜାବ ପରେ…
ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ହେଲେ ଏବେ ଶ୍ରୀଜିଉଙ୍କ ରଥରେ ନରବିରାଳ ଚିତ୍ରକୁ ନେଇ ଦେଖାଦେଇଛି ବିବାଦ। ରଥରେ ଏହି ଚିତ୍ରକୁ ନେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)କୁ ନେଇ ଏପର୍ଯ୍ୟନ୍ତ ବିସିସିଆଇ ଓ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ତେବେ ‘ଆର୍ଥିକ’ କାରଣରୁ ଫ୍ରାଞ୍ଚାଇଜି ଓ ବୋର୍ଡ ମଧ୍ୟରେ ଏହି ମତଭେଦ ହୋଇଥିବା କୁହାଯାଉଛି। ଗୋଟିଏ ପଟେ ଫ୍ରାଞ୍ଚାଇଜିମାନେ ସେମାନଙ୍କର କ୍ଷତିର ଭରଣ କରିବାକୁ ଚାହୁଁଛନ୍ତି, କିନ୍ତୁ ବୋର୍ଡ ପାଖରେ ଏହାର କୌଣସି ବିକଳ୍ପ ନାହିଁ। ତେବେ ଫ୍ରାଞ୍ଚାଇଜିର ଏହି ଦାବି ପାଇଁ ବୋର୍ଡ ପାଖରେ କେଉଁସବୁ ସମ୍ଭାବ୍ୟ ରାସ୍ତା ରହିଛି, ଆସନ୍ତୁ ଜାଣିବା। ଚଳିତ ଆଇପିଏଲ୍ […]
ଯାଜପୁର: ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣା ସ୍ଥଳକୁ ଯାଇଥିବା ପୋଲିସ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଆକ୍ରାଣକାରୀ। ଟେକାପଥର ମାଡ଼ରେ ପୋଲିସ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବା ୨ଟି ବାଇକ୍ ମଧ୍ୟ ଜାଳି ଦେଇଛନ୍ତି। ପାଣିକୋଇଲି ଥାନା ଅମୃତିଆ ଗାଁରେ ଏଭଳି ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୪ଜଣଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ମିଳିଛି। ଅନ୍ୟପଟେ ଯାଜପୁର […]
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ଲଗାତର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ କରୋନା ଭ୍ୟାକସିନକୁ ନେଇ ମଧ୍ୟ ଜୋରଦାର୍ ପ୍ରସ୍ତୁତି ଚାଲିଛି। ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ୍ କରୋନା ଭ୍ୟାକସିନ୍ ବାହାର କରିସାରିଥିବା ନେଇ ଘୋଷଣା କରିଛି। କିନ୍ତୁ ରୁଷର ଏହି ଭ୍ୟାକସିନକୁ ନେଇ ଏବେଠାରୁ ବିବାଦ ଦେଖା ଦେଲାଣି। ରୁଷର ଏହି ଭ୍ୟାକସିନ୍ ଉପରେ ଆମେରିକା ସନ୍ଦେହ ପ୍ରକଟ କରିଥିବା ବେଳେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (ଡବ୍ଲ୍ୟୁଏଚଓ) ଏହାର ପ୍ରମାଣ ମାଗିଛି। ଆମେରିକାର ଜଣାଶୁଣା […]
କେନ୍ଦ୍ରାପଡା: ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ୬ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଶାଶିନୀପଡା ଗାଁରେ। ଖବର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ଆହତ ହୋଇଥିବା ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୀର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ୨୬ ଡିସିମିଲ ଜମି ପାଇଁ ବିବାଦ […]
ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ଜୋର ଧରିଲା ରାଜନୀତି । ୫୯ ହଜାର କୋଟିର ଏହି ଚୁକ୍ତିର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ବିଚାରପତି ନିଯୁକ୍ତ କରିବା ପରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ରାଫେଲ ରାଜିନାମାରେ ବ୍ୟାପକ ଦୁର୍ନୀତି…
ଡେରାଡୁନ୍: ଉତ୍ତରାଖଣ୍ଡ ଲିପୁଲେଖ ବିବାଦକୁ ନେଇ ଭାରତ-ନେପାଳ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଅଞ୍ଚଳରେ ଚୀନ ଏବେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିଥିବା ଦେଖିବାକୁ ମିଳିଛି। ସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଚୀନ ୧୫୦ ଲାଇଟ୍ କମ୍ବାଇନ୍ଡ ଆର୍ମ ବ୍ରିଗ୍ରେଡ୍ ମୁତୟନ କରିଛି। ପ୍ରାୟ ୨ ସପ୍ତାହ ପୂର୍ବରୁ ତିବ୍ବତ ପାଖ ଲିପୁଲେଖ ଇଲାକାରେ ଚୀନ ଏହି ସେନା ମୁତୟନ କରିଛି। ସୀମା ରେଖାର […]