କଟକ : କଟକରେ ଓକିଲ-ପୁଲିସ ବିବାଦରେ ନୂଅା ଟ୍ୱିଷ୍ଟ। ଥଣ୍ଡା ପଡ଼ିଲା କନଷ୍ଟେବଲ ହାବିଲଦାର-ସିପାହୀ ମହାସଂଘ । ମାମଲାରେ ୩ଜଣ କନଷ୍ଟେବଲ ଓ ଜଣେ ହୋମଗାର୍ଡଙ୍କ ଉପରେ ନିଲମ୍ବନ ଅାଦେଶକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଥିବାରୁ ଅାସନ୍ତାକାଲି ଠାରୁ ହେବାକୁ ଥିବା ଅାନ୍ଦୋଳନକୁ ସ୍ଥଗିତ ରଖିଛି ମହାସଂଘ। ଅାଜି କଟକରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ସନ୍ତୋଷ ଶତପଥୀ ଏହି ସୂଚନା ଦେଇଛନ୍ତି। ମହାସଂଘର ୩ଟି ଦାବିରୁ ସରକାର୨ଟି ପୂରଣ କରିଛନ୍ତି। କନଷ୍ଟେବଲ ଓ […]
ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଗତକାଲି ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିବା ପରେ ବିବାଦ ବଢ଼ିଯାଇଛି। ଅନ୍ୟପଟେ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଥିବା ଅଭିଯୋଗ କରି ଆସ୍ଥାନା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ହାଇଦ୍ରାବାଦର ମାଂସ ବେପାରୀ ମୋଇନ କ୍ୟୁରେସି ଅର୍ଥ ହେରାଫେରି ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ସତୀଶ […]
ଭୋପାଳ: ହାଥରସ ଗ୍ୟାଙ୍ଗରେପ ଓ ହତ୍ୟା ଘଟଣାକୁ ବିରୋଧ କରି ସାରା ଦେଶରେ ବିଦ୍ରୋହର ନିଆଁ ଜଳୁଛି। ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଦାବି ଉଠୁଛି। ହେଲେ ଦେଶରେ ମହିଳାଙ୍କ ସହ ଅପରାଧ କମିବାର ନାଁ ଧରୁନାହିଁ। ଉତ୍ତରପ୍ରଦେଶ ଗୋରଖପୁର ନିକଟ ମହାରାଜଗଞ୍ଜ ଜିଲ୍ଲାରେ ଜଣେ ୨୨ ବର୍ଷିୟ ଯୁବତୀ ଗୁରୁବାର ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରିବାର ଲୋକେ ଦାବି କରିଛନ୍ତି, ପଡୋଶୀ ପରିବାରର ୪ ଜଣ ଯୁବକ ତାଙ୍କୁ […]
ମାଲକାନଗିରି: ପେଶାରେ ସରକାରୀ ଚାକିରୀଆ କିନ୍ତୁ ନିଶା ତାଙ୍କର ଅଭିନୟ କରିବା। ଏଭଳି ପେଶା ଆଉ ନିଶାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରେମାନ୍ ଖରସେଲ। କାରଣ ଜଣେ ନାୟିକାଙ୍କ ସହ ଏକ ରୋମାଣ୍ଟିକ୍ ଆଲବମ୍ରେ ତାଙ୍କୁ ଆଜିକାଲି ଦେଖିବାକୁ ମିଳିଛି। ପୁରା ପୋଖତ ଅଭିନେତା ଭଳି ଅଭିନୟ ବି କରୁଛନ୍ତି ଲରେମାନ। କିନ୍ତୁ ଏହାକୁ ନେଇ ବିବାଦ ବି ଛିଡ଼ା ହୋଇଥିବା କୁହାଯାଉଛି। ଏହି ଭିଡ଼ିଓ ଆଲବମ୍ରେ ତାଙ୍କ […]
ପିପିଲି: ବିବାଦୀୟ ମନ୍ତବ୍ୟକୁ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ମହାରଥୀଙ୍କ ବିରୋଧରେ ପିପିଲି ଡେଲାଙ୍ଗ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି। ଯଦି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଥାନାରେ ଚାବି ପକାଇବାକୁ ଚେତାବନୀ ଦେଇଛି ମହିଳା ମୋର୍ଚ୍ଚା। ଏପଟେ ଥାନା ଅଧିକାରୀ କହିଛନ୍ତି, ଅଭିଯୋଗକୁ ଗ୍ରହଣ କରାଯାଇଛି ଓ ଏହାର ତଦନ୍ତ କରାଯିବ। ଏପଟେ ବିବାଦୀୟ ମନ୍ତବ୍ୟ […]
ଭୁବନେଶ୍ୱର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ ବିବାଦ ବଢୁଛି। ଅାଜି ମନ୍ତ୍ରୀ ମହାରଥୀଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହା ପରେ ତାଙ୍କ କ୍ୱାର୍ଟର୍ସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ବିଜେପି ମହିଳା କର୍ମୀଙ୍କୁ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ନେଇ ଅଟକ ରଖିଛି । ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ […]
ଭୁବନେଶ୍ୱର: ଟୁଇଟର୍ରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ୨୦୧୭ ମସିହାରେ ଅଭିଜିତ୍ ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ। ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ଶାସକ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି।
ନୂଆଦିଲ୍ଲୀ: ଟାଇଟନ୍ ଗ୍ରୁପ୍ର ତନିସ୍କ କମ୍ପାନୀ ଏକ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ ହୋଇଛି। ଏଥିସହିତ ଏହି ବିଜ୍ଞାପନକୁ ବୟକଟ କରିବା ପାଇଁ ଦାବି ମଧ୍ୟ ଉଠିଛି। ଏହାପରେ କମ୍ପାନୀ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛି। ସୋମବାର ଟ୍ୱିଟରରେ #BoycottTanishq ଟ୍ରେଣ୍ଡ କରୁଥିଲା। ଏହି ବିଜ୍ଞାପନଟି କମ୍ପାନୀ ଗତ ସପ୍ତାହରେ ରିଲିଜ କରିଥିଲା। ଲଭ ଜେହାଦୀକୁ ଏହା ପ୍ରୋତ୍ସାହନ ଦେଉଛି ବୋଲି କହି ଏହାକୁ ହଟାଇବା ପାଇଁ ସୋଶାଲ ମିଡିଆରେ ଦାବି ହୋଇଥିଲା। ବିଜ୍ଞାପନଟି ଥିଲା […]
ବଲାଙ୍ଗିର : ନିମନ୍ତ୍ରଣ ପତ୍ରରେ ନାହିଁ ନଡ୍ଡାଙ୍କ ନାଁ। ଅାସନ୍ତାକାଲି ଉଦ୍ଘାଟନ ହେବାକୁ ଯାଉଥିବା ବଲାଙ୍ଗିରର ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ଉଦ୍ଘାଟନ ଉତ୍ସବ ପାଇଁ ଛପା ଯାଇଥିବା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଅଛି, ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ ନ ରହିବାକୁ ନେଇ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିଜେପି ଅଭିଯୋଗ କରିଛି, ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଉତ୍ସବରେ ଯୋଗ ଦେବାକୁ ପୂର୍ବରୁ ସମ୍ମତି ଜଣାଇଥିଲେ ବି ତାଙ୍କ […]
ଭୁବନେଶ୍ୱର : ଛତିଶଗଡ଼ରେ ପ୍ରବଳ ବର୍ଷା। ଜଳଭଣ୍ଡାରରେ ବଢୁଛି ଜଳସ୍ତର। ମହାନଦୀ ଦେଖାଇଲାଣି କରାଳ ରୂପ। କଲ୍ମା ଭଳି ହୀରାକୁଦ ଉପର ମୁଣ୍ଡରେ ଥିବା ଶିବରି ନାରାୟଣ ବ୍ୟାରଜ୍ ଉପରେ ଚାଲିଛି ଅାଣ୍ଠୁଏ ଉଚ୍ଚର ପାଣି। କଲ୍ମା ବ୍ୟାରଜର ଉପର ମୁଣ୍ଡରେ ଥିବା ଗାଁ, ମନ୍ଦିର ସବୁକିଛି ପାଣି ଘେରରେ। ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସୁଖାସୋଡ଼ାର ଦୃଶ୍ୟ ମଧ୍ୟ କିଛି ଏହିପରି । ନଦୀରେ ପାଣି ଭର୍ତ୍ତି। ମହାନଦୀ ଫୁଲିବା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି। […]
କଟକ : କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣା ପରେ ତେଜିଲା ପୁଲିସ-ଓକିଲ ବିବାଦ। ଅାଜି RDC ଅଫିସ୍ ସାମ୍ନାରେ ଏକ ପିସିଅାର୍ ଭ୍ୟାନ୍କୁ ପୋଡ଼ି ଦେଇଛନ୍ତି। କଟକ ନୂଅାବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଅାଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଅାର ଭ୍ୟାନ୍ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଅାଇନଜୀବୀମାନେ ଥାନା ଘେରାଉ […]