ନୂଆଦିଲ୍ଲୀ : ଆଜି ଅଯୋଧ୍ୟା ଜମି ବିବାଦ ମାମଲାର ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ସୁପ୍ରିମ୍କୋର୍ଟରେ ଚାଲୁଥିବା ଏହି ମାମଲା ଉପରେ ଆଜି ଶୁଣାଣି ହେବ। ମଧ୍ୟସ୍ଥତା ଜରିଆରେ ହିନ୍ଦୁ ଓ ମୁସଲିମ୍ ପକ୍ଷକୁ ଆପୋଷ ବୁଝାମଣା କରିବାକୁ ନେଇ ଶୁଣାଣି କରିପାରନ୍ତି କୋର୍ଟ। ଏହି ମାମଲାରେ ଶୀଘ୍ର ଫଇସଲା ପାଇଁ ଅଦାଲତଙ୍କ ତତ୍ତ୍ୱବଧାନରେ ଜଣେ ମଧ୍ୟସ୍ଥିଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇପାରେ। ଗତ ୨୬ ତାରିଖରେ ମାମଲାର ଶେଷ ଥର ପାଇଁ ଶୁଣାଣି ହୋଇଥିଲା। ସୁପ୍ରିମ୍କୋର୍ଟ ପ୍ରଧାନ […]
ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ପୁଣିଥରେ ଆଉ ଏକ ନୂଆ ବିବାଦ ଆଡକୁ ଟାଣି ହୋଇଛନ୍ତି। ବର୍ତ୍ତମାନର ବିବାଦ ଘେରକୁ ତାଙ୍କୁ ଟାଣିଛନ୍ତି ଖୋଦ୍ ପାର୍ଟିର ସାଂସଦ। ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆମ୍ ଆଦମୀ ପାର୍ଟିର ୨ ଜଣ ସାଂସଦ ମାରପିଟ୍ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଅଭିଯାଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେଜ୍ରିୱାଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆମ୍ ଆଦମୀ ପାର୍ଟି (ଆପ୍)ର ୨ ଜଣ ସାଂସଦ ତାଙ୍କୁ ମାରପିଟ୍ […]
ନୂଆଦିଲ୍ଲୀ / ଭୁବନେଶ୍ୱର : ମହାନଦୀ ଜଳ ବିବାଦରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ନେଇ ଆପୋଷ ସମାଧାନ କରିବାକୁ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରସ୍ତାବ ଦେଇଛନ୍ତି ମହାନଦୀ ଟ୍ରିବ୍ୟୁନାଲ। ଉଭୟ ପକ୍ଷର ବୈଷୟିକ ଟିମ୍ ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଯଦି ଏହା ନ ହୁଏ, ତେବେ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ। ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ କରି ଦାବି କରିଥିଲା ଯେ, ଅଣ ମୌସୁମୀ ସମୟରେ ରାଜ୍ୟକୁ […]
ଜଗତସିଂହପୁର : ମକର ମେଳାରେ ପାର୍କିଂ ଷ୍ଟାଣ୍ଡକୁ କେନ୍ଦ୍ର କରି ବିବାଦ। ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ଜଗତସିଂହପୁର ଜିଲ୍ଲା ରାହାମା ମକର ମେଳାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପ୍ରତିବର୍ଷ ମକର ମେଳାରେ ଗୋଟିଏ ପାର୍କିଂ ଷ୍ଟାଣ୍ଡ ହେଉଥିବାବେଳେ କିଛି ଯୁବକ ଚଳିତବର୍ଷ ନୂଆ କରି ଆଉ ଏକ ପାର୍କିଂ ଷ୍ଟାଣ୍ଡ କରିଛନ୍ତି। ଗତ ବିଳମ୍ବିତ ରାତିରେ ନୂଆ ଷ୍ଟାଣ୍ଡରେ ଥିବା ବାଇକ୍, ଅଟୋ, କାର୍ ଗୁଡିକୁ କେହି ଭଙ୍ଗାରୁଜା କରିଛନ୍ତି। ଏହାର […]
ବଲାଙ୍ଗିର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗଛ କଟାକୁ ନେଇ ବିବାଦ। ମୋଦିଙ୍କ ଗସ୍ତ ପାଇଁ ଅସ୍ଥାୟୀ ହେଲିକପ୍ଟର୍ ବ୍ୟବସ୍ଥା କରାଯାଇଛି। ତେବେ ଏଥିପାଇଁ ପ୍ରାୟ ହଜାରରୁ ୧୨ ଶହ ଚାରା ଗଛ କଟା ଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ବଲାଙ୍ଗିର ଡିଏଫ୍ଓ ସମୀର ଶତପଥୀ। ମୋଦିଙ୍କ ସଭା ପାଇଁ ପ୍ରସ୍ତାବିତ ରେଳ ଷ୍ଟେସନ୍ ପାଖ ପଡ଼ିଆ ପରିଦର୍ଶନ କରିଛନ୍ତି DFO। ବନୀକରଣ ପାଇଁ ଲଗାଯାଇଥିବା ଏହି ଚାରା ଗଛକୁ କାହା ନିର୍ଦ୍ଦେଶରେ […]
ପୁରୀ : ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍ଘାଟନକୁ ନେଇ ବିବାଦ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାକୁ ତରବରିଆ ଉଦ୍ଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ପାରିକୁଦ ଗଡ଼ ରାଜା ସନ୍ତୋଷ ଦେଓ। ଏହାସହ ଉଦ୍ଘାଟନ ପ୍ରକଳ୍ପକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ରାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେପଟେ ବାକିଥିବା କାମକୁ ଖୁବଶୀଘ୍ର ଶେଷ କରାଯିବ ବୋଲି ଅତିରିକ୍ତ […]
ବଲାଙ୍ଗିର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ। ଏହାସହିତ ବିଜେଡି ଓ କଂଗ୍ରେସ ସମର୍ଥକମାନେ ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। […]
ମୁମ୍ବାଇ : ମୁଭି ‘ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’କୁ ନେଇ ତୁଟୁନି ବିବାଦ। ଦିନକ ପରେ ଅର୍ଥାତ୍ ୧୧ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ପୁଣି ଦିଲ୍ଲୀ ହାଇକୋର୍ଟରେ ଫିଲ୍ମ ବିରୋଧରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଆଜି ଏହାର ଶୁଣାଣି ହୋଇପାରେ। ଫିଲ୍ମକୁ ବ୍ୟାନ୍ କରିବା ପାଇଁ କୋର୍ଟରେ ଆବେଦନ କରାଯାଇଛି।ପୂର୍ବରୁ ମଧ୍ୟ ଦିଲ୍ଲୀର ଜଣେ ଫ୍ୟାଶନ ଡିଜାଇନର ପୂଜା ମହାଜନ ଦିଲ୍ଲୀ ହାଇକୋର୍ଟରେ ରହିତାଦେଶ ଲଗାଇବାକୁ ଆବେଦନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ […]
ମୁମ୍ବାଇ : ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ରିଲିଜ ଡେଟ୍ ଯେତିକି ପାଖଉଛି, ବିବାଦ ସେତିକି ତୀବ୍ର ହେଉଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଏର କରିଥିବା ପୂଜା ମହାଜନ କହିଛନ୍ତି, ଲୋକଙ୍କ ବ୍ରେନ୍ ୱାସ୍ କରିବା ଏବଂ ଲୋକଙ୍କ ମଧ୍ୟରେ ଭିନ୍ନ ଏକ ଭାବନା ସୃଷ୍ଟି କରିବା ପାଇଁ ଫିଲ୍ମଟି କରାଯାଇଛି। ଏହା ଉପରେ ରହିତାଦେଶ ଲଗାଇବାକୁ ସେ ଦାବି କରିଛନ୍ତି। ମୁଭିର ଟ୍ରେଲରକୁ ଦେଖିଲେ, ଏହା କେବଳ ଆଗାମୀ ସାଧାରଣ ନିର୍ବାଚନକୁ ଆଖି […]
ନୂଆଦିଲ୍ଲୀ : ଦେଶରେ ଅସହିଷ୍ଣୁ ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ ପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ ପୁଣି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଅନ୍ତର୍ଜାତୀୟ ସଂଗଠନ ‘ଆମନେଷ୍ଟି ଇଣ୍ଟରନେସନାଲ’ ବ୍ୟାନରରେ ଛଡ଼ାଯାଇଥିବା ଭିଡିଓ ବାର୍ତ୍ତାରେ ନାସିରୁଦ୍ଦିନ ଦେଶର ସାଂପ୍ରତିକ ପରିସ୍ଥିତି ନେଇ ନିଜର ମତ ରଖିଛନ୍ତି। ଧର୍ମ ନାଁରେ ଘୃଣାର ପାଚେରୀ ଛିଡ଼ା କରାଯାଉଥିବା ସେ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଯିଏ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଛି, ତାଙ୍କୁ ଦଣ୍ଡ […]
ଚୌଦ୍ୱାର : କଟକ ଚୌଦ୍ୱାର କମାଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୁଲିସ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଓ ବାଇକକୁ ପୁଲିସ ଜବତ କରିଛି। ଗତ ୨୪ ତାରିଖରେ ବିଭିଷଣ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ହତ୍ୟାକାରୀଙ୍କ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ଡମ୍ବରୁଧର ହେସା, ଦିନେଶ […]
ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼ର ନୂଆ କୃଷି ଓ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କ ରୋକଠୋକ୍ ମନ୍ତବ୍ୟ। କହିଛନ୍ତି, ମହାନଦୀ ଉପରେ ରହିଛି ତାଙ୍କ ରାଜ୍ୟର ପୂର୍ଣ୍ଣ ଅଧିକାର। ଉତ୍ପତ୍ତି ସ୍ଥଳରୁ ଶେଷ ଯାଏଁ, ମହାନଦୀ କେବଳ ଛତିଶଗଡ଼ର। ତେଣୁ ରବୀନ୍ଦ୍ରଙ୍କ ଏଭଳି ଯୁକ୍ତି ପରେ ଏବେ ଓଡ଼ିଶାରେ ମହାନଦୀର ଭାଗ୍ୟକୁ ନେଇ ପୁଣି ସୃଷ୍ଟି ହୋଇଛି ସନ୍ଧୀହାନମୂଳକ ସ୍ଥିତି। ସରକାର ବଦଳିଲେ ଓଡ଼ିଶାରେ ମହାନଦୀ ପୁଣି ଚିରସ୍ରୋତା ହେବା ନେଇ ଯେଉଁ ସମ୍ଭାବନା ସୃଷ୍ଟି […]
ନୂଆଦିଲ୍ଲୀ : ଆସନ ବୁଝାମଣାକୁ ନେଇ ବିହାରରେ ଏନ୍ଡିଏରେ ଦେଖାଦେଇଥିବା ଅସନ୍ତୋଷ ଦୂର ହୋଇଛି। ରାଜ୍ୟରେ ବିଜେପି ଓ ସଂଯୁକ୍ତ ଜନତା ଦଳ ପ୍ରତ୍ୟେକ ୧୭ଟି ଲେଖାଏଁ ଆସନରେ ଲଢ଼ିବେ। ଅନ୍ୟତମ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରେ ପ୍ରାର୍ଥୀ ଦେବ। ଏହାସହ ଏଲ୍ଜେପି ନେତା ତଥା କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭା ପଠାଯିବ ବୋଲି ସହମତି ହୋଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, […]
ଭୁବନେଶ୍ୱର : ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶାକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଓଡ଼ିଶାର ଯୁକ୍ତି ଉପସ୍ଥାପନ ପରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ ବେଆଇନ ପାଣି ଅବରୋଧ କରୁଥିବା ଓଡ଼ିଶା ଦର୍ଶାଇଥିଲା ଗତ ୨୦ ବର୍ଷର ବର୍ଷା ଜଳ ପ୍ରବାହ ପରିମାଣ ତଥ୍ୟ ମାଗିଲେ ଟ୍ରିବ୍ୟୁନାଲ ସମସ୍ତ ତଥ୍ୟ ସହ ସତ୍ୟପାଠ ଦେବାକୁ ଓଡ଼ିଶାକୁ ୨ ସପ୍ତାହ ମହଲତ ଦେଇଛନ୍ତି। ଓଡ଼ିଶା ସତ୍ୟପାଠ […]
ଭୁବନେଶ୍ୱର : ଛତିଶଗଡ଼ରେ ଗଡ଼ିଲା ରମଣ ସିଂ ସରକାର ଶାସନ। ଗାଦି ସମ୍ଭାଳିବାକୁ ଯାଉଛି କଂଗ୍ରେସ। ଏଭଳି ସ୍ଥିତିରେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ, ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ? ଓଡ଼ିଶାର ଦାବିକୁ ଅଣଦେଖା କରିଥିବା ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟରେ ଆସିବ କି ପରିବର୍ତ୍ତନ ? କାରଣ ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ମାମଲା ଏବେ ଟ୍ରିବୁନାଲ୍ର ବିଚାରାଧୀନ ରହିଛି। ହେଲେ ଦୁଇ ରାଜ୍ୟର […]
କୋଲକାତା : ପଶ୍ଚିମବଙ୍ଗରେ ସିବିଆଇର ଗତିରୋଧ ଘଟଣା ଆହୁରି ଜଟିଳ ହେବାରେ ଲାଗିଛି। ଏହାକୁନେଇ ସିବିଆଇ କରିଥିବା ମାମଲାର ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ କୋଲକାତା ପୁଲିସ୍ କମିଶନର୍ ରାଜୀବ କୁମାର ଚିଟ୍ଫଣ୍ଡ ଦୁର୍ନୀତି ସଂପର୍କିତ ପ୍ରମାଣ ନଷ୍ଟ କରୁଥିବା ନେଇ କୌଣସି ତଥ୍ୟ ନଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି। ଯଦି ଏନେଇ କିଛି ପ୍ରମାଣ ଅଛି, ତା ହେଲେ କୋର୍ଟରେ ଉପସ୍ଥାପନ କରିବାକୁ ସିବିଆଇକୁ ନିର୍ଦ୍ଦେଶ […]
ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ସର୍ଜିକାଲ ଷ୍ଟ୍ରାଇକ୍। ଯାହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ସଫଳ ହୋଇଥିଲା, ସେହି ସେନା ଅଧିକାରୀଙ୍କ ମନ୍ତବ୍ୟ ସୃଷ୍ଟି କରିଛି ନୂଆ ଚର୍ଚ୍ଚା। ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ୍. ହୁଦା କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ରାଜନୀତି ହେବା ଉଚିତ ନୁହେଁ। ଏହାକୁ ନେଇ ବାହାସ୍ଫୋଟ ମାରିବା କାରଣରୁ ଏହାର ଗୁରୁତ୍ୱ କମି ଯାଇଛି। ସେନାକୁ ଯେଉଁ ଲାଭ ଦେବା କଥା, ତାହା ହେଲା ନାହିଁ। ଏହା ପରେ ଟ୍ୱିଟ […]
ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପୁଣି ବିବାଦ। ଏଥର ରାଜ୍ୟ ସରକାରଙ୍କ ବିଜ୍ଞାପନର ପୋଷ୍ଟର ବୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ନୂଅାପଡା ଭେଲ ଗାଁର ଲକ୍ଷ୍ମଣ କୁମାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମାଗଣା ଚିକିତ୍ସା ପାଇଥିବା ନେଇ ସରକାର ଦେଇଥିବା ବିଜ୍ଞାପନକୁ, ନିଜେ ଲକ୍ଷ୍ମଣ ଖଣ୍ଡନ କରିବା ପରେ ଏହାକୁ ନେଇ ସରକାରଙ୍କ ପ୍ରଚାର ଓ ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଥିଲା। ହୃଦରୋଗରେ ପୀଡ଼ିତ ଲକ୍ଷ୍ମଣ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ […]
ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ସୋଶାଲ ମିଡିଅାରେ ଏକ ଭିଡିଓ ଭାଇରାଲ ହେବାପରେ, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଅାଯାଇଛି। ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶିଖାଇ ଏପରି ଭିଡିଓ ତିଅାରି କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୯ ଏବଂ ୧୦ ତାରିଖରେ ଲକ୍ଷ୍ମଣ କୁମାର ନାମକ ରୋଗୀ ନୂଅାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି […]
ନୂଆଦିଲ୍ଲୀ : ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ରେ ହେବ ଜନଶୁଣାଣି। ପୋଲାଭରମ ବିବାଦ ମାମଲାରେ ଶୁଣାଣି କରି ଅାଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥି ସହିତ ଜନଶୁଣାଣି ପାଇଁ ଶନିବାର ସୁଦ୍ଧା ଟର୍ମସ୍ ଅାଣ୍ଡ କଣ୍ଡିସନ୍ସ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅାସନ୍ତା ସୋମବାର ହେବ। ପୋଲାଭରମ ପ୍ରକଳ୍ପ କାମ ବନ୍ଦ ପାଇଁ ସୁପ୍ରିମ୍କୋର୍ଟରେ ଅାବେଦନ ହୋଇଛି।