ନୂଆଦିଲ୍ଲୀ: ପାନଗଙ୍ଗରେ ଚୀନ ସେନାକୁ କଡ଼ା ଜବାବ ଦେବା ପରେ ଆଜି ବସିଛି ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା। ଚୁସୁଲରେ ଭାରତୀୟ ଓ ଚୀନର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଗତ ୨୯ ରାତିରେ ଦକ୍ଷିଣ ପାନଗଙ୍ଗରେ ଘଟିଥିବା ସଂଘର୍ଷ ପରେ ଏହି ଆଲୋଚନା ଆରମ୍ଭ ହୋଇଛି। ଉଭୟ ସେନା ମଧ୍ୟରେ ଆପୋଷ ବୁଝାମଣା, ସୀମା ବିବାଦକୁ ଏଡ଼ାଇବାକୁ ନେଇ ଏହି ବୈଠକ ବସିଛି। ମିଳିଥିବା ସୂଚନା ମୁତାବକ, ଦୁଇ ଦେଶ ସୁରକ୍ଷାକୁ ଆଖି […]
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ରୁଷ୍ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକର ଯୋଗଦେବେ, ଯେଉଁଥିରେ ଆଞ୍ଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ। ସେହିପରି ରୁଷ୍ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ ପ୍ରତିରକ୍ଷା କ୍ରୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନେଇ ରାଜନାଥ ସିଂହ ଆଲୋଚନା କରିବେ ବୋଲି ଜଣାପଡିଛି। ରୁଷ […]
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁର କୋଳି ସାହିରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ନାଗା ଗୌଡ଼। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନାଗାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ନାଗାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆସିକା SDPO ଓ ଆସିକା […]
ନୂଆଦିଲ୍ଲୀ: ଦୀର୍ଘ ୪ ମାସର ବିବାଦ ପରେ ଭାରତ ଓ ଚୀନ୍ ଏଥିରେ ପୂର୍ଣ୍ଣଛେଦ ପକାଇବାକୁ ଉଦ୍ୟମ କରିଛନ୍ତି । ଏଥିଲାଗି ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ । ରୁଷର ମସ୍କୋରେ ଅନୁଷ୍ଠିତ ଏସିିଓ ବୈଦେଶିକ ବ୍ୟାପାର ମନ୍ତ୍ରୀସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ ୟି ଦୁଇ ଘଣ୍ଟା ଧରି ଆଲୋଚନା କରି ସୀମାରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବାକୁ ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି। […]
କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦରେ ନୂଆ ଟ୍ୱିଷ୍ଟ୍ ଆସିଛି। ସାଂସଦଙ୍କ ଟାର୍ଗେଟ୍ରେ ଆଉ ପତ୍ନୀ ବର୍ଷା ନୁହଁନ୍ତି, ବରଂ ମାମଲାରେ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଥିବା ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ଓଡ଼ିଶା ଶାଖା ସଦସ୍ୟା ଗୀତାଶ୍ରୀ ଦାସ। ଗତକାଲି ଦିନ ତମାମ ସୋସିଆଲ୍ ମିଡିଆରେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ସିଧାସଳଖ ମାନବାଧିକାର ସଦସ୍ୟଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଅନୁଭବ। ଅନୁଭବଙ୍କ ଭାଷାରେ ସମ୍ମାନନୀୟ […]