ଆଜି ଅଯୋଧ୍ୟା ପହଁଚି ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କରିଥିଲେ ପ୍ରଧାନମନ୍ତ୍ରୀ। ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ ଜଣାଇଥିଲେ।
ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସିବ ବିଜେପିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆଜି ଅପରାହ୍ନ ୩ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା।
ସୁପର୍ ସଣ୍ଡେରେ ଭୁବନେଶ୍ୱରରେ ବିଜେପିର ସୁପର ସୋ'। ଅପରାହ୍ଣରେ ସଭାପତି ନଡ୍ଡା, ରାତିରେ ପିଏମ୍ ମୋଦି। ଗ୍ରୀଷ୍ମ ତାତିକୁ ବଳି ବଢ଼ିବ ନିର୍ବାଚନୀ ପାରା, ଜୋରରେ ତେଜିବ ପ୍ରଚାର ଅଭିଯାନ। ବିଜେପିର ମିଶନ୍ ଓଡ଼ିଶା ଲକ୍ଷ୍ୟରେ କାଲିଠୁ ଓଡ଼ିଶାରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରି ଇଣ୍ଟରନେଟ୍ ସେନ୍ସସନ୍ ପାଲଟି ଯାଇଥିଲେ ଶ୍ୟାମ ରଙ୍ଗିଲା ।
ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ୧୦ରେ ଭୁବନେଶ୍ୱରରେ ରୋଡ୍ ସୋ କରିବେ । ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ।
ଗତ କିଛିଦିନ ଧରି ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଉଭୟେ ପରସ୍ପରକୁ ଆକ୍ଷେପ କରିବାକୁ ପଠାଉ ନାହାନ୍ତି । ଗତକାଲି ଏକ ନିର୍ବାଚନ ସଭାରେ ରାହୁଲଙ୍କର ରାୟବରେଲିରୁ ନିର୍ବାଚନ ଲଢ଼ିବାକୁ ନେଇ ମଇଦାନରୁ ପଳାୟନ ନକରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସଭା ।
ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।
ଅମେଠୀରୁ ରାହୁଲ ନିର୍ବାଚନ ନଲଢ଼ିବା ପରେ ଏବେ ଏହାକୁ ନେଇ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ।
୧୯୯୪ ମସିହାରେ ରାଜସ୍ଥାନର ହନୁମାନଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମ ରଙ୍ଗିଲା ।
ନିର୍ବାଚନ ଋତୁରେ ଜାରି ରହିଛି ରାଜନୈତିକ ଉଷ୍ମତା । ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ରାଜକୁମାର ରାହୁଲ ଗାନ୍ଧିଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଛି । ଏ ସବୁ ମଧ୍ୟରେ ନିଆଁରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ୍ ହୁସେନ୍ ।
ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ।
୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
କାହିଁକି ଭାଷା. ସଂସ୍କୃତି ବିପଦରେ ଓ କେମିତି ଅଡୁଆରେ ବିଜେଡି ? ସାହିତ୍ୟ, ସଂସ୍କୃତି ଓ ରାଜନୀତି ସହ ବିଭିନ୍ନ ମହଲରୁ ଆସିଲା ମତ ।
ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ। ବିଜେପି ପଟୁ ଜୟ ଶ୍ରୀରାମ ନାରା, ବିଜେଡି ପଟୁ ଜୟ ଜଗନ୍ନାଥ। ବିଜେପି ପଟୁ ମୋଦି ମୋଦି, ବିଜେଡି ପଟୁ ନବୀନ ନାରା।
‘ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍ ହେବାକୁ ବସିଛି। ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି।’
ବିରାଟ ଯୁଦ୍ଧ ଭିତରେ ସାଢେ ୪ ଘଣ୍ଟା। କିଛି କମ୍ ନୁହେଁ । ଯେଉଁ ସମୟରେ ଅଟକିଯାଇଥିଲା ଋଷିଆ-ୟୁକ୍ରେନ ଯୁଦ୍ଧ । ଆପଣ ଏବେ ବି ଭାବୁଥିବେ କ’ଣ ପାଇଁ ? ମୋଦି ଏମିତି ଗୋଟିଏ ବୈଶ୍ୱିକ ବିପତ୍ତି ବେଳେ ଏମିତି କ’ଣ ପାଇଁ କଲେ ।
ଋଷିଆ ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ସାଢେ ୪ ଘଣ୍ଟାର ବିରାମ । ନିସ୍ତବ୍ଧ ଯୁଦ୍ଧଭୂମି । ହେଲେ ଏ ଯୁଦ୍ଧ ବିରାମଙ୍କ ମୁଖ୍ୟ ନାୟକ କିଏ ଜାଣିଛନ୍ତି। ସେ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦର୍ଶକବନ୍ଧୁ ଏ କଥା ଆମେ କହୁନାହୁଁ, କହୁଛନ୍ତି ଆମ ଦେଶର ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି।
ଅନ୍ୟପକ୍ଷରେ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।
ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ସ୍ତରର ମହିଳା ନେତ୍ରୀ ପ୍ରଚାର ପାଇଁ ଆଗାମୀ ଦିନରେ କେନ୍ଦ୍ରାପଡା ଆସିବା କାର୍ଯ୍ୟକ୍ରମ ରହିଛି।