ଭାଗ୍ୟ ବଦଳାଇ ଦେଲା କଦଳୀ ଚାଷ। ନୀଳ ଜହର ମୋହରେ ବାୟା ନହୋଇ ପାଳରେ କଲେ କଦଳୀ ଚାଷ॥ ଏତେ ମାତ୍ରାରେ ଫଳୁଛି ଯେ, ପୂରା ପକେଟ୍ ହୋଇଯାଉଛି ଗରମ। କେବଳ ପାଣି ଆଉ ଟିକିଏ ସୁବିଧା ହେଲେ...
ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍। ଲୋକେ ବି ବେଶ୍ ଭିଡ଼ ଜମାଉଛନ୍ତି..ଦେଖନ୍ତୁ କେମିତି ପରସା ଯାଉଛି ଖାଇବା
ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍। ଲୋକେ ବି ବେଶ୍ ଭିଡ଼ ଜମାଉଛନ୍ତି....ଦେଖନ୍ତୁ କେମିତି ପରସା ଯାଉଛି ଖାଇବା
ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଅସୁବିଧା ମଧ୍ୟ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ଅଧିକ ମାତ୍ରରେ କଦଳୀ ଖାଇବା ଦ୍ୱାରା କଣ ହୋଇଥାଏ ।
ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...
କଦଳୀ ଏକ ଲାଭଜନକ ଚାଷ। ଏହା ଏପରି ଏକ ଫଳ ଯାହାର ଚାହିଦା ବର୍ଷସାରା ରହିଥାଏ। ଏହା ପାଚିଲା ଖାଇବା ବ୍ୟତୀତ ତରକାରୀ ଏବଂ ଚିପ୍ସ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ଯଦି ଆପଣ କଦଳୀ ଚାଷ କରିବାକୁ ଯୋଜନା କରୁଛନ୍ତି, ତେବେ ଏହାକୁ ଭଲଭାବେ ପଢି ନିଅନ୍ତୁ, ଏଥିରୁ ଆପଣ ଯଥେଷ୍ଟ ସୂଚନା ପାଇଯିବେ।
କଟକ ଜିଲ୍ଲା ନିଆଳୀ ବ୍ଲକ ସଡାଂଷ ପଞ୍ଚାୟତ ସୁନିନ୍ଦା ଦଣ୍ଡା ସାହିର ସଂଗ୍ରାମ ଜିତ ହାତୀ । ନିଜସ୍ୱ ଉଦ୍ୟମରେ କୁକୁଡା, ମାଛ ଓ କଦଳୀ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୧ ଏକର ଜମିରେ ସେ କୁକୁଡା, ମାଛ ଓ କଦଳୀ ଚାଷ କରି ମାସକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।
ସକାଳ ହେଲେ ଘରେ ଜଳଖିଆ ପାଇଁ ପ୍ରସ୍ତୁତି ଚାଲେ । ତେବେ ସବୁବେଳେ ଏକା ପ୍ରକାର ଜଳଖିଆ ଖାଇ ବୋର୍ ଲାଗିଲାଣି କି ? ତାହେଲେ ଡେରି ନକରି ଆଜି ହିଁ ଘରେ ବନାନ୍ତୁ ସୁଆଦିଆ ‘କଞ୍ଚା କଦଳୀ ପୁରୀ’ । ଏହି ରେସିପିଟି ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
ପ୍ରାୟତଃ ଯେତେବେଳେ ଆପଣ ବଜାରରୁ କଦଳୀ ଆଣନ୍ତି, ତାହା ଦିନେ କିମ୍ବା ଦୁଇ ଦିନ ରହିଲା ପରେ ସଢି ଯାଇଥାଏ । ତାହା ଉପରେ କଳା ଦାଗ ଦେଖାଦେଇଥାଏ । ତେଣୁ ତାହାକୁ ଆମେ ଖରାପ ଭାବି ଫିଙ୍ଗିଦେଇଥାଉ, କିନ୍ତୁ ଆପଣ ଜାଣନ୍ତି କି ଯାହାକୁ ଆପଣ ପ୍ରକୃତରେ ଖରାପ ଭାବନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
ସବୁଦିନେ ମସଲା ଖାଉଛନ୍ତି। ପାଟିକୁ ସ୍ପାଇସରୁ ମୁକ୍ତି ଦେବା ପାଇଁ କିଛି ମିଠା ହୋଇଯାଉ। ଏଥି ପାଇଁ ଆଜି ଘରେ ହିଁ ତିଆରି କରନ୍ତୁ କଦଳୀରେ ତିଆରି ଗୋଲାପ୍ ଜାମୁନ୍। ପରିବାର ସହ ମିଶି ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆଇବାକୁ ଦିଅନ୍ତୁ..
ପ୍ରତାପ ନନା କରିଛନ୍ତି ଆୟୋଜନ। ଆଜି ନନାଙ୍କ ଘରେ ପ୍ରବଳ ଭିଡ଼। ନନାଙ୍କ ଘରେ ଛ' ତିଅଣ, ନ' ଭଜା। ଜଙ୍ଗଲରୁ କିଛି ଦେଶୀ ଜିନିଷ ଆଜି ରନ୍ଧା ହୋଇଛି। ନନା ନିଜେ ମନ୍ତ୍ରୀ ଥିଲେ। ବାଲେଶ୍ୱରର ସାଂସଦ ମଧ୍ୟ ସେ। ହେଲେ ତାଙ୍କ ଚାଳ ଛପର ଘର ଛାତ ହୋଇ ପାରିନାହିଁ ସିନା ରାନ୍ଧଣା ଟା ଜମେଇକି ହେଇଛି
ପ୍ରତାପ ନନା କରିଛନ୍ତି ଆୟୋଜନ। ଆଜି ନନାଙ୍କ ଘରେ ପ୍ରବଳ ଭିଡ଼। ନନାଙ୍କ ଘରେ ଛ' ତିଅଣ, ନ' ଭଜା। ଜଙ୍ଗଲରୁ କିଛି ଦେଶୀ ଜିନିଷ ଆଜି ରନ୍ଧା ହୋଇଛି। ନନା ନିଜେ ମନ୍ତ୍ରୀ ଥିଲେ। ବାଲେଶ୍ୱରର ସାଂସଦ ମଧ୍ୟ ସେ। ହେଲେ ତାଙ୍କ ଚାଳ ଛପର ଘର ଛାତ ହୋଇ ପାରିନାହିଁ ସିନା ରାନ୍ଧଣା ଟା ଜମେଇକି ହେଇଛି
ରେଳମନ୍ତ୍ରୀ ଓ ଅନ୍ୟ ଅତିଥିଙ୍କ ପାଇଁ ସାଂସଦଙ୍କ ଭଙ୍ଗା ଚାଳଘରେ ପ୍ରସ୍ତୁତ ହୋଇଥିଲା ସୁଦ୍ଧ ଶାକାହାରୀ ସୁସ୍ୱାଦୁ ବ୍ୟଞ୍ଜନ ଭାତ, ଡାଲି, ପଲାଉ, ଖିରି ସହ ଫୁଟି ଗୁଡ଼ ତରକାରୀ ଏବଂ ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥିଲା।
‘ସାର୍ ସେ ଝିଅର ଆଇଡେଣ୍ଟିଟି କାର୍ଡ ଧରିକି କହୁଛନ୍ତି… ତୁ ତ ଆଗରୁ କେତେ ସୁନ୍ଦର ଥିଲୁ… ଏବେ କେତେ ଝଡ଼ି ଗଲୁଣି… ଅଣ୍ଡା କଦଳୀ ଖାଉନୁ… ପ୍ରୋଟିନ୍ ପିଉନୁ…’ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ କଲେଜରେ ଶିକ୍ଷକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଛାତ୍ରୀ।
କଦଳୀ ବର୍ଷସାରା ଉପଲବ୍ଧ ହେଉଥିବାଏକ ଫଳ। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଲାଲ୍ କଦଳୀ ଖାଇବାର ଉପକାରିତା ବିଷୟରେ କହିବୁ। ତେବେ ଚାଲନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ ଏହା କେତେ ଉପକାରୀ ?
୩୧ ବର୍ଷିୟ ଯୁବକ ସଂଗ୍ରାମ ଜିତ୍ ୫ ବର୍ଷ ହେଲେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । ଆଉ ନିଜ ବ୍ଲକ ଅଂଚଳରେ ଅନ୍ୟ ଯୁବକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
କଦଳୀ ଗଛରୁ ତିଆରି ହେଉଛି ବଡ଼ି, ପାମ୍ପଡ଼ ସହ ଅନେକ ଘରକରଣା ସାମଗ୍ରୀ। ହେଲେ କେମିତି? କଦଳୀ କଟା ହେବା ପରେ ଗଛକୁ ବିକ୍ରି କରି ଟଙ୍କା ରୋଜଗାର କରୁଛନ୍ତି ଏଠାକାର ଚାଷୀ।
ବେକାରୀ ସମସ୍ୟା ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଳାଗିଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ଏଥିପାଇଁ ବିଭିନ୍ନ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଯୋର ଧରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ସେଥିପାଇଁ ନୂତନ ଯୋଜନା ମାନ କରାଯାଉଥିବା ଲକ୍ଷକରାଯାଉଛି । ଯାହାଦ୍ୱାରା ବେକାରୀ ସମସ୍ୟା ହଟିବ ବୋଲି ଆଶା କରାଯାଉଛି ।
ଘରେ ଆମେ କଞ୍ଚା କଦଳୀରେ ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆପଣଙ୍କ ପାଇଁ କଞ୍ଚା କଦଳୀରେ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘କଞ୍ଚା କଦଳୀ କୋଫ୍ତା କରି’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ ।
ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ନିହାତି ଆବଶ୍ୟକ । ପୃଷ୍ଟିକର ଓ ଭିଟାମିନରେ ଭରପୁର ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିଥାଏ । ଫଳ ମଧ୍ୟରେ କଦଳୀ ଏକ ପୃଷ୍ଟିକର ଓ ସୁଷମ ଖାଦ୍ୟ ଅଟେ । କଦଳୀ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର ହୋଇଥାଏ । କଦଳୀ ଖାଇବା ଦ୍ୱାରା ରକ୍ତକଚାପ ନିୟନ୍ତ୍ରଣରେ ରହିଥାଏ । ଶରୀରରେ ଇମ୍ୟୁନିଟି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।
ବର୍ଷାଦିନେ ସଂଧ୍ୟାରେ ଚଟପଟା ଜଳଖିଆ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଆଜି ଆମେ ଏକ ଦେଶୀ ସ୍ନାକ୍ସ ରେସିପି ବିଷୟରେ କହିବାକୁ ଯାଉଛୁ ଯାହା ଆପଣମାନେ ଆପଣଙ୍କର ସଂଧ୍ୟା ଜଳଖିଆ ଭାବେ ବନେଇ ପାରିବେ। ଏହି ସ୍ନାକ୍ସର ନାଁ ହେଉଛି ‘କଦଳୀ ମଞ୍ଜା ବରା’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଏଭଳି ସ୍ୱତନ୍ତ୍ର ଗଛ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଗଲେଣି କି? ହେଲେ କଥାଟି ସତ।
ଗୋଟିଏ ଗଛରେ ବିଭିନ୍ନ ରଙ୍ଗର ଫୁଲ ଫୁଥିଥିବା ଆମେ ଦେଖିଛେ। ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିବା ଆପଣ କେବେ ଦେଖିଛନ୍ତି କି? ଯଦି ନା ତାହେଲେ ଏବେ ଦେଖନ୍ତୁ। ଗୋଟିଏ ଗଛରେ ଫଳିଛି ଆମ୍ବ, ପିଜୁଳି, ସେଓ, କଦଳୀ ଓ ଜାମୁକୋଳି
ଉପରେ କଦଳୀ, ଭିତରେ ଗଞ୍ଜେଇ। ଏଭଳି କାଣ୍ତ ଘଟିଛି କୋରାପୁଟର ଜୟପୁର ସହରରେ। କଦଳୀ ଟ୍ରକରେ ଗଂଜେଇ ଭର୍ତ୍ତି ହୋଇ ଯାଉଥିଲା ବେଳେ ଜୟପୁର ଠାରେ ପୋଲିସ ଜବତ କରିଛି।