ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାକୁ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ବିବାଦ ଜଳ ଜଳ କରି ଦିଶୁଛି । ତେବେ ଏହି ବିବାଦ ଉପରେ…
ଭୁବନେଶ୍ୱର: ଗ୍ରାମାଞ୍ଚଳରେ କୋଭିଡ୍ ବିରୋଧୀ ଲଢ଼େଇରେ ବାଧକ ସାଜିଛି ଗୁଜବ, ଭୟ ଓ ଅନ୍ଧବିଶ୍ୱାସ। କେଉଁଠି ଟିକା ତ କେଉଁଠି ସେରୋ ସର୍ଭେକୁ ଡର। ଏପରିକି କିଛି ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ ଗାଁକୁ ଆସୁଥିବା କଥା ଶୁଣିବା କ୍ଷଣି ଘରେ ତାଟିକବାଟ…
ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ । ଏହା ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଯାଇଛି । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଟ୍ୟାଙ୍କର ଗଂଜାମରୁ କୋଲକତା ଯାଉଥିଲା…
ଭୁବନେଶ୍ୱର: ରଙ୍ଗ ହଜିବାକୁ ବସିଲାଣି ରଙ୍ଗୀନ ଦୁନିଆରୁ । ସୁଟିଂ ବନ୍ଦ ଯୋଗୁ ଚଳଚ୍ଚିତ୍ର ଶିଳ୍ପ ପ୍ରଭାବିତ ହୋଇଥିବା ବେଳେ ତାଲାବନ୍ଦ ଯୋଗୁଁ ଫିଲ୍ମ ହଲ୍ ବି କ୍ଷତିଗ୍ରସ୍ତ ହେଲାଣି । ପୂର୍ବରୁ ବ୍ୟାବସାୟିକ କାରଣରୁ ରାଜ୍ୟରେ ଅନେକ ଫିଲ୍ମ ହଲ…
ଭୁବନେଶ୍ୱର: ଦେଢ଼ମାସ ପରେ ଖୋଲିଲା ଦୋକାନ ବଜାର। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାରେ କିଛିକାଂଶରେ ସ୍ୱାଭାବିକ ହେଲା ଜୀବନଯାତ୍ରା। ସଂଧ୍ୟା ୫ଟା ଯାଏଁ ବ୍ୟବସାୟ ପାଇଁ ଅନୁମତି ମିଳିଥିଲେ ବି ବେପାରୀ ଖୁସ୍। ଏପଟେ କିନ୍ତୁ ଫୋକସ୍ରେ ୧୦…
ମହାରାଷ୍ଟ୍ର: ଆସୁଛି ତୃତୀୟ ଲହର । କରୋନା ମହାମାରୀର ଦ୍ୱିତୀୟ ଲହରୀର ମୁକିବଲା ଚାଲିଥିବା ବେଳେ ଏବେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ନିଜ କାୟା…
ମୁମ୍ବାଇ: ମହାରାଷ୍ଟ୍ରରେ ସମୁଦ୍ରରେ ଫସିରହିଥିବା ମାଲବାହୀ ଜାହାଜରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କୁ କୋଷ୍ଟଗାଡ୍ ଦ୍ୱାରା ଉଦ୍ଧାର କରାଯାଇଛି । ଆଜି ସକାଳୁ ରାଇଗଡ ଜିଲ୍ଲାର ରେଭଦଣ୍ଡା ପୋର୍ଟ ଅଞ୍ଚଳରେ ଏମ୍.ଭି ମଙ୍ଗଲମ୍ ନାମକ ଏକ ମାଲବାହୀ ଜାହାଜ ସମୁଦ୍ର ମଧ୍ୟରେ…
ନୟାଗଡ଼: ନୟାଗଡ଼ରେ ପୁଣି ପରୀ ରିପିଟ୍ । ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଅଞ୍ଚଳରେ ନିଖୋଜ ୬ ବର୍ଷର କୁନି ଝିଅର ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଲେ ନୟାଗଡ଼ ଏସ୍ପି ସିଦ୍ଧାର୍ଥ କାଟାରିଆ…
ପୂର୍ବ ଶତୃତାକୁ ନେଇ ଗାଁ ଦାଣ୍ଡରେ ଯୁବକଙ୍କୁ ର୍ନିମମ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଟାଉନ ଥାନା ଠାକୁରପଡା ଗ୍ରାମ ନୁଆସାହିରେ।
କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି? କେତେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି? ଏନେଇ ଆଜିଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନ ଧରି କୋରାପୁଟ, ରାୟଗଡା ଓ ଗଂଜାମ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ କରାଯାଉଛି
ପଶ୍ଚିମବଙ୍ଗରେ ଭୀଷଣ ବର୍ଷାରେ ଜନଜୀବନ ଅସ୍ଥବ୍ୟସ୍ତ ହୋଇପଡିଛି । କୋଲକାତାରେ ଗତକାଲି ରାତିରେ ପ୍ରବଳ ବର୍ଷା ଫଳରେ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଥିଲା । ଲେକ୍ ଗାର୍ଡେନ ଏବଂ ଗଲ୍ଫ ଗ୍ରୀନ ଅଂଚଳରେ ପ୍ରବଳ ବର୍ଷା ଫଳରେ ଲୋକଙ୍କ…
ପାଣି ପାଇଁ ମହିଳାଙ୍କ ପଦ ଯାତ୍ରା। ଟିଟିଲାଗଡ ସହର ଚାରଭଟା ଓ ସିଲପଡା ଗାଁରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଏନେଇ ଗାଁ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି
ନୂଆଦିଲ୍ଲୀ: ଖିଲାଡ଼ି କୁମାରଙ୍କ ନିଆରା ଅନ୍ଦାଜ। ଯବାନଙ୍କ ସହ ନାଚିଲେ ଅକ୍ଷୟ କୁମାର। କୌଣସି ଫିଲ୍ମରେ ନୁହେଁ, ଏଥର ରିୟଲ୍ ଲାଇଫ୍ରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳଛି କିଛି ଏଭଳି ଢଙ୍ଗରେ। ଜମ୍ମୁ ଓ କଶ୍ମୀର ଗୁରେଜ୍ ସେନା କ୍ୟାମ୍ପରେ ଆଜି…
ମହାରାଷ୍ଟ୍ର: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଦାହାନୁ ଅଂଚଳରେ ଆଜି ସକାଳେ ଏଭଳି ହଠାତ୍ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଅନେକ ଦୂର…
ନୂଆଦିଲ୍ଲୀ: ଓଡିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ ଏକ୍କାଙ୍କୁ ଅଲିମ୍ପିକ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପକ୍କା କରିଛନ୍ତି ଦୀପ ଗ୍ରେସ୍ ।…
ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ସହାୟତାର ହାତ ବଢାଇଲେ ପରିବାର ଲୋକେ #Odisha
IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ମିଳିଥିବା ନେଇ ସୂଚନା ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ଅଭୟଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ଏନେଇ ସୂଚନା ଦେଇଛନ୍ତି
ଭୁବନେଶ୍ୱର: ୧୭ ଜିଲ୍ଲାରେ କରୋନା କଟକଣା କୋହଳ ହେବା ପରେ ଲୋକେ ଅଧିକ ସତର୍କ ଓ ସଜାଗ ହେବାକୁ ପଡ଼ିବ । ଏବେ ବି ବହୁ ଲୋକେ ନିୟମ ଖିଲାପ କରୁଛନ୍ତି । ଫଳରେ ଏପ୍ରିଲରୁ ଏବେ ଯାଏଁ ୧୬ କୋଟିରୁ…
ଅଷ୍ଟ୍ରେଲିଆ: ବିଶାଳ ବୁଢ଼ିଆଣୀ ଜାଲରେ ଆଚ୍ଛାଦିତ ହୋଇଛି ପଡ଼ିଆ । ଘାସ ଗାଲିଚା ସହ ପଡ଼ିଆର ଏକର ଏକର ଅଂଚଳ ବୁଢ଼ଇାଣୀ ଜାଲରେ ଢାଙ୍କି ହୋଇ ରହିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ଗିପ୍ସଲ୍ୟାଣ୍ଡ ଭିକ୍ଟୋରିଆ ଅଞ୍ଚଳରେ ।…
ବ୍ରହ୍ମପୁର: ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ। ଟିକା ନେଲେ ଲୋକେ ମରିଯାଉଛନ୍ତି ବୋଲି ଗୁଜବ ଶୁଣିବା ପରେ ଏବେ ଏଇ ଅବସ୍ଥା। କେତେ ସଚେତନ କଲେ ବି ଟିକା ନେବାକୁ ମଙ୍ଗୁନାହାନ୍ତି ଗ୍ରାମାଞ୍ଚଳ ଲୋକେ। ଗଞ୍ଜାମ ଜିଲ୍ଲା ସୋରଡା…
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାୟନ । ଏଣିକି ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ଯେପରି କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି…
ମହାମାରୀ କରୋନା ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଖରାପ୍ କରିଥିବା ବେଳେ, ନିମ୍ନ ମଧ୍ୟବିତ୍ତ ଓ ଖଟିଖିଆ ଲୋକଙ୍କ ମେରୁଦଣ୍ଡ ଉପରେ ଯେମିତି ଶକ୍ତ ପ୍ରହାର କରିଛି । ପ୍ରଥମ ଲହର ପରେ ଦ୍ଵିତୀୟ ଲହର ତାଲା ବନ୍ଦର ପ୍ରଭାବ ଲୋକଙ୍କ ପାଇଁ ଅନେକ ଯନ୍ତ୍ରଣା ଆଣିଦେଇଛି
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ…
୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ସରକାର। କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆଯାଇ ପାରିବ ସେଥିପାଇଁ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି। ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ଆପଣ କେବେ ରକ୍ତ ଦାନ କରିଛନ୍ତି କି? ଯଦି ନାଁ ତେବେ ନିଶ୍ଚିତ କରନ୍ତୁ। କାରଣ ଆପଣଙ୍କ ରକ୍ତରେ କେବଳ ଜଣଙ୍କର ଜୀବନ ନୁହେଁ ବରଂ ଆପଣଙ୍କର ବି ଅନେକ ଲାଭ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।