ମୋହାଲି: ନାକେଦମ୍ ହେଲେଣି ପଞ୍ଜାବ ସରକାର । କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା…
ଜୟପୁର: ରାଜସ୍ଥାନ କଂଗ୍ରେସ ସରକାରଙ୍କ ନୀତିକୁ ନେଇ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ତୀବ୍ର ସମାଲୋଚନା । ରାଜସ୍ଥାନ କଂଗ୍ରେସରେ ଅସ୍ଥିରତା ଜାରି ରହିଛି । ସରକାର ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟବର୍ଦ୍ଧନ…
ଖଣି ଲିଜ ଅବଧି ବୃଦ୍ଧି ପ୍ରସଙ୍ଗରେ ବଡ ଧରଣର କିକ୍ ବ୍ୟାକ୍ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୧୭ ଲୁହାପଥର ଖଣିର ଲିଜ ଅବଧି ସାରିଯାଇଥିବା ଖଣିକୁ ନିଲାମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି
ତେଣୁ ଯଦି ଟିକା କେନ୍ଦ୍ରରେ ଏହା ଦେଖାଦେଲା, ଏହାର ଉପଚାର ହୋଇପାରିବ। ବିଳମ୍ବ ହେଲେ ଅବସ୍ଥା ଗୁରୁତର ହୋଇପାରେ। ହେଲେ ରାଜ୍ୟରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ଟିକା ନେବାକୁ ଲୋକେ ଅମଙ୍ଗ
ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଦିଲ୍ଲୀ ସରକାର । ଏହି କ୍ରମରେ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ସ୍ଥିର କରିଛନ୍ତି ସରକାର । ଆଗକୁ ଦେଶରେ…
ପ୍ରାୟ ଦେଢ଼ମାସର ସଂପୂର୍ଣ୍ଣ ଲକଡାଉନ୍ ପରେ ସାରା ରାଜ୍ୟରେ କାଲିଠାରୁ ଆଂଶିକ ଲକଡାଉନ୍ ଲାଗୁ ହେବ। ଏହା ଜୁଲାଇ ୧ ସକାଳ ଯାଏଁ ବଳବତ୍ତର ରହିବ।
ନୂଆଦିଲ୍ଲୀ: କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୮ ତାରିଖ ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଭିଡିଓ…
ଦାରିଙ୍ଗବାଡ଼ି: ମାଓବାଦୀ ପରିଚୟ ଦେଇ ଲୁଟ୍। ୪ ଜଣ ଡକାୟତକୁ ଗିରଫ କରିଛି ଦାରିଙ୍ଗବାଡ଼ି ପୋଲିସ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ୨ଟି ମୋବାଇଲ, ଖଣ୍ଡା, ଛୁରୀ, ଆଉ ଲୁଟ ହୋଇଥିବା ସୁନା ସମେତ ୧୦ହଜାର ଟଙ୍କା ଜବତ ହୋଇଛି।…
କେବଳ ସେତିକି ନୁହେଁ, ବର୍ଷାରେ ଭିଜି ଧାନ୍ ସବୁ ଗଜା ହୋଇଗଲାଣି। ଫଳରେ ଚାଷୀ ସେବା ସମବାୟ ସମିତି ସମ୍ପାଦକ ଓ ସହ ସମ୍ପାଦକଙ୍କୁ ତାଲା ପକାଇ ଅଫିସ୍ ଭିତରେ ରଖିଛନ୍ତି।
ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି
ମେକ୍ସିକୋର ଚିହୁଆହୁଆ ମରୁଭୂମି ନିକଟକୁ ଯିବା ମାତ୍ରେ ସମସ୍ତ ଇଲେକ୍ଟ୍ରୋନିକ୍ ଜିନିଷ ହଠାତ୍ କାମ ବନ୍ଦ କରିଦିଏ। ଏହି ମରୁଭୂମିରେ ରେଡିଓ ଫ୍ରିକ୍ୱେନ୍ସି କାହିଁକି ଅକାମି ହୋଇଯାଏ ତାହାର ଅନୁସନ୍ଧାନ ଏପର୍ଯ୍ୟନ୍ତ ହୋଇପାରିନି। ୧୯୭୦ ମସିହାରେ ଏହି ସ୍ଥାନ ବିଷୟରେ ପ୍ରଥମ…
ଭୁବନେଶ୍ୱର: କୋଭିଡ ରୋଗୀଙ୍କ ପାଇଁ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେସିନ। ହେଲେ ରାଜ୍ୟରେ ଏକ୍ମୋ ଚିକିତ୍ସା ସୁବିଧା ନାହିଁ। ଫଳରେ ଅନେକ ଗୁରୁତର କୋଭିଡ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଲିଫ୍ଟିଂ ଜରିଆରେ ବାହାର ରାଜ୍ୟକୁ ପଠାଯାଉଛି। ଏପରିକି ଅନେକ…
ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ସହ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳତାର ସ୍ୱାଦ ଚାଖିଛନ୍ତି ଉଦ୍ୟମୀ ଛାତ୍ର ପବିତ୍ର ମୋହନ। ନାଁ ଯେମିତି ପବିତ୍ର, ତାଙ୍କ ଜୀବନର କର୍ମମୟ ପଥ ସେମିତି ପବିତ୍ର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ଜୀବନ
ଭୁବନେଶ୍ୱର: ମହାମାରୀ କୋଭିଡ ମଣିଷକୁ ନାକେଦମ କରିସାରିଲାଣି। ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ କୋଭିଡକୁ ମାତ ଦେଇଛନ୍ତି । ଯେଉଁମାନେ କୋଭିଡ଼ରୁ ଭଲ ହେଉଛନ୍ତି, କୋଭିଡ ପରବର୍ତ୍ତୀ ସମସ୍ୟା ସହ ସେମାନେ ଜୁଝି ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା…
ଚାଇନାରେ ତାଙ୍କ ନିଜ ଲୋକମାନେ ଏବେ ବିରୋଧୀ ହେବାରେ ଲାଗିଛନ୍ତି। କାରଣ ସେଠାରେ ଥିବା ଯୁବକମାନେ ଦୀର୍ଘ ଘଣ୍ଟା କାମ କରିବାରେ ଅସୁବିଧା ଭୋଗୁଛନ୍ତି ଏବଂ ସପ୍ତାହକୁ ୬ ଦିନ ପ୍ରତ୍ୟେହ ୧୨ ଘଣ୍ଟା କାମ କରିବାକୁ ବିରୋଧ କରୁଛନ୍ତି। ଏହି…
କଟକ:ରାଜ୍ୟରେ ବଢୁଛି ଚୋରା ବନ୍ଧୁକ କାରବାର। ଚୋରା ବନ୍ଧୁକ କାରବାର ରୋକିବାକୁ କମିଶନରେଟ ପୋଲିସ ଚଳାଇଥିଲା ସ୍ପେଶାଲ ଡ୍ରାଇଭ । ଏହି ସ୍ପେଶାଲ ଡ୍ରାଇଭବେଳେ ୧୧ ବନ୍ଧୁକ ଓ ୫୧ଟି ଗୁଳି ଜବତ କରାଯାଇଛି। ଏହା ସହ ୪ ଜଣ ଅପରାଧୀଙ୍କୁ…
ଘସିପୁରା: ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେବାଶିଷ ଜଣେ ମହିଳାଙ୍କ ଘରେ ପଶି ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ଉକ୍ତ ମହିଳା ଜଣକ ଅସଦାଚରଣର ଶିକାର ହୋଇ…
ମୁମ୍ବାଇ : କମଲ ରସିଦ ଖାନ ତଥା କେଆର୍କେ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ମିକା ସିଂଙ୍କ ସହ ସୋସିଆଲ ମିଡିଆରେ ଜବରଦସ୍ତ ଲଢେଇ କରୁଛନ୍ତି। କେଆର୍କେଙ୍କ ଏକ ଟୁଇଟ୍ ପରେ ସୋସିଆଲ ମିଡିଆରେ ହଠାତ୍ ଉତ୍ତେଜନା ସୃଷ୍ଟି କରିଥିଲା,…
ସରକାରଙ୍କ ନାକ ତଳେ କରୋନା ଟିକାକରଣ ନେଇ ସଚେତନ ନୁହଁନ୍ତି ଲୋକେ। ଭୁବନେଶ୍ୱରର ଆଦିବାସୀ ବସ୍ତିର ଲୋକେ କରୋନା ଟିକା ନେବାକୁ ଡରୁଛନ୍ତି
ପାଣିକୁ ଭୂଗୋଳ, ତଥା ମାନଚ୍ଚିତ୍ର ଇତ୍ୟାଦିରେ ନୀଳ ରଙ୍ଗର ଦେଖାଯାଇଥାଏ। ଦେଖିବାକୁ ଗଲେ ପାଣି ରଙ୍ଗହୀନ କିନ୍ତୁ ସମୁଦ୍ର, ନଦୀ, ପୋଖରୀ ଇତ୍ୟାଦିର ନୀଳ କିମ୍ବା ହାଲୁକା ସବୁଜ ରଙ୍ଗର ହୋଇଥାଏ
କୋଲକାତା: କରୋନା ଖୋଲି ଦେଇଛି ଆମ ସ୍ୱାସ୍ଥ୍ୟାବସ୍ଥାର ଅସଲ ମୁଖା। ଆମ ସ୍ୱାସ୍ଥ୍ୟ ସେବା କେତେ ଅବ୍ୟବସ୍ଥା ଭିତରେ ଚାଲିଛି ତାହା ଏହି ମହାମାରୀ ସମୟରେ ସମସ୍ତେ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି। ମହାମାରୀ ସମୟରେ ନା ମିଳିଥିଲା ହସ୍ପିଟାଲରେ ବେଡ …
ଆମ ଦୁନିଆରେ ଅଜବ ଗଜବ ଭୂଭାଗ ବି ରହିଛି। ଯାହା କୌଣସି ସାଧାରଣ ମଣିଷକୁ ଅତି ସହଜରେ ଆଶ୍ଚର୍ଯ୍ୟ କରିଥାଏ। ସେହିଭଳି ଏକ ଭୂଭାଗ ରହିଛି ଆର୍ଜେଣ୍ଟିନାରେ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଶାନ୍ତିପଡ଼ାରେ ଘରେ ପଶି ବନ୍ଧୁକ ଧରି ଆତଙ୍କରାଜ ଖେଳାଇ ଥିବା ଅଭିଯୁକ୍ତ ବିକ୍ରମ ପଣ୍ଡା ଗଣମାଧ୍ୟମ ସାମ୍ନାରେ ଘଟଣାର ରହସ୍ୟ ଖୋଲିଛନ୍ତି। ପ୍ରେମ ପାଇଁ ସେ ଏଭଳି କରିଥିବା କହିଛନ୍ତି। ପ୍ରେମ କରୁଥିବା ଯୁବତୀଙ୍କ ବାହାଘର ଅନ୍ୟତ୍ର…
ନୂଆଦିଲ୍ଲୀ : ମୌସୁମୀ ବାୟୁ ପ୍ରଭାବରେ ନେପାଳରେ ଗତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ହିମାଳୟ ପାଦ ଦେଶରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ଆସିଛି। ମେଲାନସି, ଇନ୍ଦ୍ରାବତୀ ଓ ଗଣ୍ଡକୀ ନଦୀରେ ବଡ଼ ଧରଣର ବନ୍ୟା…
ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଜିଲ୍ଲାରେ ୧୪ ଦିନ ପାଇଁ ଲକ୍ଡାଉନ୍ କଟକଣା ଆଂଶିକ କୋହଳ କରାଯାଇଛି। ଆସନ୍ତାକାଲି ସକାଳ ୫ଟା ପରଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକ୍ଡାଉନ୍ କଟକଣା ଲାଗୁ ହେବ। ଏନେଇ ମୁଖ୍ୟ ଶାସନ…