ଜଳେଶ୍ୱର( ଅଜିତ ଦାସ) : ଯେଉଁ ବୟସରେ ନିଜେ ମାଆ କୋଳରେ ଗେଲା ହେବା କଥା… ସେଇ ବୟସରେ ନିଜ ସାନ ଭାଇ ପାଇଁ ମାଆ ପାଲଟି ଯାଇଛି କ୍ରିଷ୍ଣା । ଦେଢ଼ ମାସର କଅଁଳା ଶିଶୁକୁ କେତେ ବେଳେ ଛାତିରେ…
ଜେରୁଜେଲମ: ଇସ୍ରାଏଲରେ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଯୁଗ ଶେଷ । ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନାଫତାଲି ବେନେଟ୍ । ଆସ୍ଥା ଭୋଟରେ ହାରିଲେ ବେଞ୍ଜାମିନ୍ ନେତାନ୍ୟାହୁ । ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ନେତନ୍ୟାହୁ ଏବେ ତାଙ୍କର ପଦ ହରାଇଛନ୍ତି…
ଭୁବନେଶ୍ୱର: ପୁଣି ୪୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର,…
ଭୁବନେଶ୍ୱର : ଆଜି ପହିଲି ରଜ । ଓଡିଆ ପରିବାରର ବଡ଼ ପର୍ବ । ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା । କେଉଁଠି ବି ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳୁନି । କୋଭିଡ କଟକଣା…
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି । ତେବେ ଅନୁଗୁଳରୁ ୨୨୬ ଜଣ କରୋନା…
ନୂଆଦିଲ୍ଲୀ : ଡେଲଟା ଭାରିଏଣ୍ଟ୍ ପାଇଁ ସାରା ବିଶ୍ୱରେ ଆତଙ୍କ । କରୋନା ଭାଇରସର ଅତ୍ୟଧିକ ସଂକ୍ରାମକ ସ୍ୱରୂପ ଡେଲଟା ଭାରିଏଣ୍ଟ୍ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନୂଆ ଭାରିଏଣ୍ଟ ଭୟରେ ଅନେକ ଦେଶରେ ଲଗାଯାଇଥିବା…
ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ରାଜ୍ୟକୁ ଆଚ୍ଛାଦିତ କରିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା…
ମହାମାରୀ କରୋନା ସାରା ବିଶ୍ୱରେ ସୃଷ୍ଟି କରିଥିବା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଜି ୭ ରାଷ୍ଟ୍ରଗୋଷ୍ଠୀ ବୈଠକରେ ମାନସ ମନ୍ଥନ । ରବିବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ କୋରନା ଟିକା ଉପରେ ସାମୟିକ ପ୍ୟାଟେଣ୍ଟ ଛାଡ଼ ଲାଗି ଆହ୍ୱାନ…
କେମିତି ପ୍ରାଣ ହାରିଥିଲେ ସୁଶାନ୍ତ ସିଂ ରାଜପୁତ ? କଣ କହିଥିଲା ପୋଷ୍ଟମୋଷ୍ଟମ ରିପୋର୍ଟ ? ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏବେ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ…
ନାଗପୁର : ଲଜ୍ଜ୍! କୁନି ଝିଅ ସହ ଦୁଷ୍କର୍ମ । ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । କଟୋଲ ତହସିଲର ଏକ ଗାଁରେ ୭ ବର୍ଷର କୁନି ଝିଅକୁ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ କରିଛି ୨୫…
ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍ରୁ ଉଦ୍ଧାର କରାଯାଇଥିଲା। ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା…
ପାଟନା : ବିଦ୍ରୋହ ରାଜନୀତି ଆରମ୍ଭ । ବିହାର ରାଜନୀତିରେ ନାଟକୀୟ ମୋଡ । ରାମବିଲାସ ପାଶ୍ୱାନଙ୍କ ଦଳ LJPରେ ଫାଟ ସୃଷ୍ଟି ହୋଇଛି । ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ହୋଇ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି…
ଭୁବନେଶ୍ୱର: ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ? ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ଆଜି ଯାଏଁ ୩, ୩୦୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବିହାର ସମେତ କିଛି ରାଜ୍ୟରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବାପରେ ଓଡିଶାରେ ବାସ୍ତବରେ…
ନା ସ୍କୁଲ, ନା ପରୀକ୍ଷା? କରୋନା ପାଇଁ ପାଖାପାଖି ଦେଢ଼ ବର୍ଷ ହେବ ଅନିଶ୍ଚିତତାରେ ଭବିଷ୍ୟତ। ଓଡ଼ିଶା ଭଳି ରାଜ୍ୟର ଅଧିକାଂଶ ଉପାନ୍ତ,ଅନୁନ୍ନତ ଅଞ୍ଚଳରେ ଅନ୍ ଲାଇନ୍ ଶିକ୍ଷା ତ ସ୍ୱପ୍ନ ଆଉ ଏଭଳି ସ୍ଥିତିରେ ଏବର୍ଷ କଣ ହେବ ପିଲାଙ୍କ ଭାଗ୍ୟ?
କରୋନା ଟିକାର ଉଭୟ ଡୋଜ୍ ନେବା ପରେ ଶରୀରରେ ସୃଷ୍ଟି ହେଉଛି କି ଚୁମ୍ବକୀୟ ଶକ୍ତି। ଏଭଳି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କୋଭିଡକୁ ନୁହେଁ ବରଂ ଟିକା ନାଁ ଶୁଣିଲେ ଭୟ। ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। କିଏ କହୁଛି ଦେହ ଠିକ୍ ଅଛି, ଟିକା ନେବୁନି, ତ କିଏ କହୁଛି ଟିକା ନେଲେ କୁଆଡ଼େ ଦେହ ଖରାପ ହୋଇଯିବ। କୋଭିଡ୍ ଟିକା କଥା କହିଲେ ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସିଧା ସିଧା ବିରୋଧ କରୁଛନ୍ତି ଲୋକେ
ଭୁବନେଶ୍ୱର: ରାତି ପାହିଲେ ପହିଲି ରଜ। ହେଲେ ଚଳିତ ବର୍ଷ ବି କରୋନା ପାଇଁ ସରକାରଙ୍କ କଟକଣା ଜାରି ରହିଛି। ତେବେ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ପାଳନ ହେବ ରଜ ଉତ୍ସବ। ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ରଜ ପାଳିବା ପାଇଁ ସ୍ୱତନ୍ତ୍ର…
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲକ୍ 2.0। ଗତ ସପ୍ତାହରେ ଥିବା ଅଡ୍ ଇଭିନ ବ୍ୟବସ୍ଥାକୁ କୋହଳ କରାଯାଇଛି। ଏଣିକି ଆସନ୍ତାକାଲିଠୁ ସକାଳ ୧୦ଟାରୁ ରାତି ୮ ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା…
ଖୁସି ବାଣ୍ଟିଲେ ଖୁସି ବଢେ। ଏକଥା କହିଛନ୍ତି ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ। ସୋନୁସୁଦ, ସବ୍ୟସାଚୀ ଏବଂ ଶ୍ରିତମଙ୍କ କରୋନା ସମୟରେ ଅସହାୟଙ୍କୁ କରୁଥିବା ସେବା ସମ୍ପର୍କରେ ଜନସାଧାରଣ ଜାଣିଛନ୍ତି। ଆଉ ଅଭିନେତା ଆକାଶ ମଧ୍ୟ ଏଥିରୁ ପଛରେ ନାହାନ୍ତି
ନୂଆଦିଲ୍ଲୀ : କରୋନା ମହାମାରୀର ଏହି ସଂକଟ ସମୟରେ ଲୋକମାନେ ଚିନ୍ତାରେ ଅଛନ୍ତି। ଅନେକ ଲୋକ ଚାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏନେଇ ଏମିତି କିଛି କରୁଛନ୍ତି ଯାହା ଜାଣିଲା ପରେ ଆପଣ…
କରୋନା ମହାମାରୀକୁ ନେଇ ଦେଶରେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ ମହାମାରୀକୁ ନେଇ ରାଜନୀତି ବି ଜୋରସୋରରେ ଚାଲିଛି।
“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ’ ଏହା ଯେ କେବଳ ଏକ ଗୀତ ନୁହେଁ, ଏହା ପ୍ରକୃତି ଓ ମନୁଷ୍ୟ ସହିତ କେଉଁ ଆବାହମାନ କାଳରୁ ଜଡିତ ଥିବା ଏକ ଗାଢ ସମ୍ପର୍କ।ବନସ୍ତରେ…
ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ନିଜକୁ ସକ୍ରିୟ ଏବଂ ଶକ୍ତିଶାଳୀ କରିବାକୁ ପୁରୁଷମାନେ ଅନେକ ଜିନିଷ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ରସୁଣର…
ମୌସୁମୀ ବର୍ଷା ଯୋଗୁଁ ବେହାଲ ମୁମ୍ବାଇ। ଲଗାଣ ବର୍ଷା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ସ୍ୱରେଜ୍ ଲାଇନ୍ ଧସିବା ଭଳି ଘଟଣା ଦେଖିବାକୁ ମିଳିଛି