• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Untitled-1
ଟିକା ମହଜୁଦ୍ ପାଇଁ ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର

ଭୁବନେଶ୍ଵର: ରାଜ୍ୟରେ ଅଧିକ ପରିମାଣର ଟିକା ମହଜୁଦ୍ ରଖିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର। ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ ଟେଣ୍ଡରକରି ଟିକା କିଣିବ ସ୍ଵାସ୍ଥ୍ୟ ବିଭାଗ। କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟ ସରକାର ଗ୍ଲୋବାଲ…

  • Tuesday, 11 May 2021
vaccination
ଭୁଲ୍‌ରେ ଯୁବତୀଙ୍କୁ କରୋନା ଭ୍ୟାକ୍‌ସିନ୍‌ର ୬ଟି ଡୋଜ୍‌ ଦେଇଦେଲେ ନର୍ସ, ତା’ପରେ...

ରୋମ୍‌: କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଭାରତ ସମେତ ଅନେକ ଦେଶରେ ଭ୍ୟାକ୍ସିନେସନ୍‌ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଭ୍ୟାକ୍‌ସିନ୍‌ ନେବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଭ୍ୟାକ୍‌ସିନ୍‌ ନେବା ପାଇଁ କେଉଁଠି ଶୃଙ୍ଖଳିତ ଭାବେ ଲୋକମାନେ…

  • Tuesday, 11 May 2021
jogi 1
ଦଶ ଦିନରେ କମ୍ ହେଲା ଏକ ଲକ୍ଷ ସକ୍ରିୟ ସଂକ୍ରମିତ ସଂଖ୍ୟା

ଲକ୍ଷ୍ନୌ : ଦଶ ଦିନରେ କମିଲା ସଂକ୍ରମିତଙ୍କ ସଂଖ୍ୟା । କରୋନା ଭାଇରସକୁ କାବୁ କରିବାକୁ ଉତ୍ତରପ୍ରଦେଶରେ ଲଗାତାର କରୋନା କର୍ଫ୍ୟୁ ଲାଗୁ କରିବା ପରେ ସ୍ଥିତିରେ ସୁଧାର ଆସିଛି । ବିଗତ ୧୦ ଦିନରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ…

  • Tuesday, 11 May 2021
Untitled-1
ଆଜିଠୁ କେବିସି ପଞ୍ଜୀକରଣ ଆରମ୍ଭ

ମୁମ୍ବାଇ: ବଲିଉଡ ଶେହେନଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ସହ ତାଙ୍କ ଗମ୍ଭୀର ସ୍ଵରର ଝଲକ ଶୁଣିବାକୁ ପାଇବେ, କାରଣ ବିଗ୍ ବି କୌନ ବନେଗା କରୋଡପତି-୧୩…

  • Tuesday, 11 May 2021
airabata ins
ବିଦେଶରୁ ଅକ୍ସିଜେନ୍ ଓ ମେଡିକାଲ ଉପକରଣ ନେଇ ଆସିଲା ଆଇଏନ୍ଏସ୍ ଐରାବତ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଅଣନିଶ୍ୱାସୀ ହେଉଛି ଭାରତ । କରୋନା ସହ ଲଢ଼ିବା ପାଇଁ ସାଧନର ଘୋର ଅଭାବ। ଏପରି ସ୍ଥିତିରେ ବିଦେଶରୁ ଛୁଟୁଛି ସହାୟତାର ସୁଅ । କରୋନା ସେ ଲଢ଼ିବା ପାଇଁ ଦେଶ ଭିତରେ ବି ସବୁ…

  • Tuesday, 11 May 2021
twitter
ମହାମାରୀ ସହ ଲଢ଼ିବା ପାଇଁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର

ନୂଆଦିଲ୍ଲୀ : ଭାରତର ସଙ୍କଟ ଘଡ଼ିରେ ମହାମାରୀର ମୁକାବିଲା କରିବାକୁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର । ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଭିତରେ ୧. ୫କୋଟି ଡଲାର ପ୍ରଦାନ କରିଛି ସୋସିଆଲ ମିଡ଼ିଆ କମ୍ପାନୀ । କରୋନାର…

  • Tuesday, 11 May 2021
murder in bhadrak
‘ଟଙ୍କା ପାଇଁ ମୋ ଝିଅକୁ ମାରିଦେଲେ’

ଭଦ୍ରକ: ଯିଏ ଦିନେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଥିଲେ, ଶେଷରେ ସେ ନିଜେ ମଥାରୁ ସିନ୍ଦୂର ଲିଭାଇ ଦେଲେ। ସାତ ଜନ୍ମର ସାଥୀ ହୋଇ ରହିବା ତ ଦୂରର କଥା ଗୋଟିଏ ଜନ୍ମ ପାଇଁ…

  • Tuesday, 11 May 2021
corona patient
କମୁଛି, କିନ୍ତୁ ଭୟ ଯାଇନି: ଚିହ୍ନଟ ହେଲେ ୩ ଲକ୍ଷରୁ ଅଧିକ କରୋନା ରୋଗୀ

ନୁଅଦୀଲ୍ଲି:କରୋନାକୁ ନେଇ ଆସିଛି ଅଶ୍ୱସ୍ତିର ଖବର। ଗତ କିଛି ଦିନ ହେବ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିବା ବେଳେ ୨ ଦିନ ହେବ ଏହା ସାମାନ୍ୟ ହ୍ରାସ ପାଇଛି । ଆଜି ଦେଶରେ କରୋନା ସଂକ୍ରାମିତଙ୍କ…

  • Tuesday, 11 May 2021
shop
କରୋନା କର୍ଫ୍ୟୁ ମଧ୍ୟରେ ଖୋଲିବ ମଦ ଦୋକାନ

ଆଗ୍ରା : ଖୋଲିବ ମଦ ଦୋକାନ । କରୋନା କର୍ଫ୍ୟୁ ମଧ୍ୟରେ ଉତ୍ତରପ୍ରଦେଶ ଆଗ୍ରା ଜନପଦରେ ମଦ ଦୋକାନ ଖୋଲିବ । ସୋମବାର ଦିନ ଜିଲ୍ଲା ଅବକାରୀ ଅଧିକାରୀ ନୀରେଶ ପାଲିଆଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ସମସ୍ତ ମଦ ଦୋକାନ…

  • Tuesday, 11 May 2021
liquor home delivery
ଏଠି ଆରମ୍ଭ ହେଲା ମଦର ହୋମ ଡେଲିଭରି, ଦିନକରେ ୪ କୋଟିର ବେପାର

ରାୟପୁର: କରୋନାର ଦ୍ଵିତୀୟ ଲହରରେ ଥରୁଛି ସାରା ଛତିଶଗଡ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାରା ରାଜ୍ୟ ଲକ୍‌ଡାଉନ । ଲକଡାଉନରେ ଆବଶ୍ୟକ ଜିନିଷ ପାଇଁ ଲୋକଙ୍କର ଚିିନ୍ତା ଯେତିକି ନୁହେଁ, ଚିନ୍ତା ବେଶୀ ମଦ ପାଇଁ । ଚାହିଦାକୁ…

  • Tuesday, 11 May 2021
covid warrior
କରୋନା କାଳରେ ଦେବଦୂତ ସାଜି ବଞ୍ଚାଉଛନ୍ତି ରୋଗୀଙ୍କ ଜୀବନ

ଭୁବନେଶ୍ୱର: କରୋନାର କହର ଆପଣାକୁ ବି କରି ଦେଉଛି ପର। ଆକ୍ରାନ୍ତଙ୍କୁ କେହି ଭେଟିବାର ଦୂରର କଥା, କଥା ହେବା ଲାଗି ବି ସଙ୍କୋଚ ପ୍ରକାଶ କରୁଛନ୍ତି ପରିଜନ। ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ଲାଗି ଦେବଦୂତ ସାଜିଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି…

  • Tuesday, 11 May 2021
Fuel price hike
ରେକର୍ଡ଼ ଛୁଇଁଲା ତୈଳ ଦର : ବିଭିନ୍ନ ସହରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟପିଲା

ନୂଆଦିଲ୍ଲୀ : ତେଲ ଦରରେ ନିଆଁ। ଗତ ଏକ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ମୂଲ୍ୟ କ୍ରମାଗତ ବୃଦ୍ଧି ପାଉଛି । ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ତେବେ ଆଜି  ପେଟ୍ରୋଲ ଏବଂ ଡିଜେଲର…

  • Tuesday, 11 May 2021
corona
ଘରମାଲିକ ବାହାର କରିଦେଲା, କୋଭିଡ ରୋଗୀ ସହ ଗାଡି ଭିତରେ ରହିଲେ ପୂରା ପରିବାର

ମଣ୍ଡି:କରୋନାର ଦ୍ଵିତୀୟ ଲହରକୁ ନେଇ ସାରା ଦେଶରେ ହାହାକାର ପରିସ୍ଥିତି ଲାଗିରହିଛି । ଏପରି ଦୁଃସ୍ଥିତିରୁ ବର୍ତ୍ତିବା ପାଇଁ ମଣିଷ ଭୁଲି ଯାଉଛି ସମ୍ପର୍କକୁ । ଭୁଲିଯାଉଛି ମଣିଷ ପଣିଆକୁ । ତା ଆଖିରେ ଗୋଟିଏ ଲକ୍ଷ୍ୟ, କିପରି ଏ ବିପତ୍ତିରୁ…

  • Tuesday, 11 May 2021
river ghat
କରୋନା ସଙ୍କଟ କାଳରେ ନଦୀରୁ ମିଳିଲା ୪୦ରୁ ଅଧିକ ମୃତଦେହ, ଭୟଭୀତ ଲୋକେ

ପାଟନା: ଦେଶବାସୀ ଏବେ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କରୋନା…

  • Tuesday, 11 May 2021
lockdown
ଲକ୍‌ଡାଉନ୍‌ କଟକଣା : ଅମାନିଆଙ୍କ ଉପରେ ପୋଲିସର କଡ଼ା ନଜର

ଭୁବନେଶ୍ୱର : କୋଭିଡ ସ୍ଥିତିକୁ ନେଇ ଆଜି ମଧ୍ୟ ଜାରି ରହିବ ଲକଡାଉନ କଟକଣା । ସକାଳ ୬ରୁ ଦିନ ୧୨ ଭିତରେ ଜରୁରୀ ସାମଗ୍ରୀ କିଣାକୁ ଅନୁମତି ରହିଛି । ଅନ୍ୟପଟେ ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ…

  • Tuesday, 11 May 2021
coronavirus
ଦିନକରେ ଓଡ଼ିଶାରେ ୧୮ ଜଣଙ୍କ ମୁଣ୍ଡ ନେଲା କରୋନା, ଅନୁଗୁଳରେ ସର୍ବାଧିକ ୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮ ଜଣଙ୍କର ଜୀବନ ନେଲା ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…

  • Tuesday, 11 May 2021
corona 1
ଭାରତରେ ବିଶ୍ୱର ସବୁଠାରୁ ଭୟଙ୍କର କରୋନା ଭାରିଏଣ୍ଟ୍ !

ନୂଆଦିଲ୍ଲୀ : ଭାରତରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନାର ନୂଆ ଭାରିଏଣ୍ଟ ବିଶ୍ୱର ସବୁଠାରୁ ସଂକ୍ରାମକ ମ୍ୟୁଟେସନ୍ ହୋଇପାରେ । ବେଲଜିୟମନର ୟୁନିଭରସିଟି ଅଫ୍ ଲ୍ୟୁବେନର ଜଣାଶୁଣା ବାୟାଲୋଜିଷ୍ଟ ଟମ୍ ବେସଲିୟର୍ସ ଏପରି ଦାବି କରିଛନ୍ତି । ୟୁକେ ଭାରିଏଣ୍ଟକୁ ବାକି…

  • Tuesday, 11 May 2021
oxizen
ଅକ୍ସିଜେନ ଅଭାବରୁ ପୁଣି ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ-ପୁଣି ଅକ୍ସିଜେନ ଅଭାବ ଯୋଗୁ ଚାଲିଗଲା ୧୧ ଜୀବନ । ଡାକ୍ତରଖାନାରେ ଅକ୍ସିଜେନ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଗଲା । ଛଟପଟ ହୋଇ ଆଖି ବୁଜିଦେଲେ ୧୧ କରୋନା ରୋଗୀ । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ତିରୁପତି ସ୍ଥିତ ଭେଙ୍କଟେଶ୍ୱର ରାମନାରାୟଣ…

  • Tuesday, 11 May 2021
corona
କମୁଛି ସଂକ୍ରମଣ : ଆଜି ରାଜ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ । ୬ ଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସ୍ଥିର ରହିବା ପରେ ଆଜି ପଜିଟିଭ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ କରୋନା ପଜିଟିଭ୍…

  • Tuesday, 11 May 2021
family
କଟକଣାର ବେଡ଼ି ଭିତରେ ପେଷି ହୋଇଯାଉଛନ୍ତି ହଜାର ହଜାର ପରିବାର

ଭୁବନେଶ୍ୱର କରୋନାଠୁ ଜୀବନ ବଞ୍ଚାଇବାକୁ ସରକାର ଆପଣାଇଛନ୍ତି ଲକଡାଉନ୍, ସ଼ଟଡାଉନ୍ ଷ୍ଟ୍ରାଟେଜି, ହେଲେ ଦୀର୍ଘ କଟକଣା ଯୋଗୁଁ ଉଛନ୍ନ ହେଲାଣି ନିମ୍ନ ମଧ୍ୟବିତ୍ତଙ୍କ ସଂସାର। ସାଧାରଣ ଦୈନନ୍ଦିନ ବୃତ୍ତି କରି ପେଟ ପୋଷୁଥିବା ଲୋକଙ୍କ ବେପାର ବନ୍ଦ ହୋଇଯିଥିବାରୁ ସେମାନେ ଆଗକୁ…

  • Monday, 10 May 2021
jail
ଜେଲ ଭିତରେ ପଶିଲାଣି କରୋନା

କାରାଗାରକୁ କରୋନା ଭୟ। ଜେଲର ଚାରିକାନ୍ଥ ଭିତରକୁ ଧସେଇ ପଶିଲାଣି କରୋନା ଭୂତାଣୁ। ସଂକ୍ରମଣର ଶିକାର ହେଲେଣି ଅନ୍ତେବାସୀ ଓ କର୍ମଚାରୀ। ସେଥିପାଇଁ କଏଦୀଙ୍କ ଲାଗି କଡା କଟକଣା। ଆଜୀବନ ସଜା କାଟୁଥିବା କଏଦୀ କୋଭିଡ କଟକଣା ଭିତରେ କରୁଛନ୍ତି ଶ୍ରମ

  • Monday, 10 May 2021