• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

tribal marriage
ଚାରି ବର୍ଷ ଡେଟିଂ, ଆଉ ତା’ପରେ ଦୁଇ ଯୁବତୀଙ୍କୁ ଗୋଟିଏ ବେଦୀରେ ବିବାହ କଲେ ଯୁବକ

ପ୍ରେମରୁ ଆରମ୍ଭ ବିବାହରେ ଶେଷ । ମନ ସହ ମନର ମିଳିନ, ପରେ ପରିବାରର ସହମତି । ଆଉ ଏବେ ତ୍ରିକୋଣୀୟ ପ୍ରେମକାହାଣୀର ସଫଳ ଅନ୍ତ । ସତ ହେଲା ନିଆରା ପ୍ରେମକାହଣୀ । ଦୁଇ ଯୁବତୀଙ୍କୁ ପ୍ରେମ କରିବା ପରେ…

  • Sunday, 20 June 2021
covid death
୫ ମାସରେ ଏହି ରାଜ୍ୟରେ କରୋନା ନେଲା ୭୫ ହଜାର ମୁଣ୍ଡ !

ପାଟନା: ବିହାର ସରକାର କ’ଣ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି ? କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ପ୍ରକୃତ ସଂଖ୍ୟା ଲୁଚାଇ ଏହାକୁ କମ୍‌ କରି କ’ଣ ବିହାର ସରକାର ତଥ୍ୟ ପ୍ରଦାନ କରୁଛନ୍ତି ? ଗତ ୫ ମାସରେ ବିହାରରେ…

  • Sunday, 20 June 2021
earthquake
ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ

ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଭୂମିକମ୍ପର କହର ଜାରି । ଆସାମ ପରେ ଗତକାଲି ରାତିରେ ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିପୋର୍ଟ ଅନୁସାରେ ଗତକାଲି ରାତି ପ୍ରାୟ ୧.୨୨…

  • Sunday, 20 June 2021
coronavirus
ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୩୫୭୭ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୫୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨୦୩୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ୍‌ ୧୫୩୮ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

  • Sunday, 20 June 2021
ବ୍ରେକିଂ ନ୍ୟୁଜ୍‌: ଜୁନ୍‌ ୨୦

ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ। ଭୁବନେଶ୍ୱର: +୨ର ବିକଳ୍ପ ମୂଲ୍ୟାୟନ ପଦ୍ଧତି ଉପରେ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା- ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ଠାରୁ ଅଧିକ ମାର୍କ…

  • Sunday, 20 June 2021
coronavirus
ଉତ୍ତର ପୂର୍ବ ଭାରତର ଦୁଇ ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଭୟ

ନୂଆଦିଲ୍ଲୀ : ଉତ୍ତର ପୂର୍ବ ଭାରତର ଦୁଇ ରାଜ୍ୟରେ ଆତଙ୍କ ରଚୁଛି କରୋନାର ଡେଲଟା ଭାରିଏଣ୍ଟ୍ । ମଣିପୁର ଓ ମିଜୋରାମରେ ପ୍ରଥମ ଥର ପାଇଁ ଡେଲଟା ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହାଇଦ୍ରାବାଦରେ ପରୀକ୍ଷା ହୋଇଥିବା ମଣିପୁରର ୨୦…

  • Sunday, 20 June 2021
Boat accident
ମଝି ନଈରେ ବୁଡ଼ିଲା ଡଙ୍ଗା: ଜୀବନ ବଞ୍ଚାଇବା ପାଇଁ ଭରା ନଈକୁ ଡେଇଁଲେ ଲୋକେ....ଦେଖନ୍ତୁ ଏହି ଭିଡ଼ିଓ

ବିହାରରେ ଡଙ୍ଗାବୁଡ଼ି। ମଝି ନଈରେ ହଠାତ୍‌ ବୁଡ଼ିଗଲା ଡଙ୍ଗା। ଆଉ ତାହା ପରେ ଯାହା ହେଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ତେବେ ଡଙ୍ଗା ବୁଡ଼ି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

  • Sunday, 20 June 2021
tapu mishra
ଆଉ ଶୁଣିବାକୁ ମିଳିବନି ତପୁଙ୍କ ସୁମଧୁର ସ୍ୱର, ଜୀବନ ଯୁଦ୍ଧରେ ହାରିଗଲେ

ଭୁବନେଶ୍ୱର: ଗତକାଲି ରାତି ୧୧ଟାରେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଛି।ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ ଭୁବନେଶ୍ୱରର…

  • Sunday, 20 June 2021
lockdown
ଆଜିଠୁ ତେଲେଙ୍ଗାନାରେ ଉଠିଲା ଲକଡାଉନ୍‌: ସ୍ୱାଭାବିକ ହେବ ପୂରା ସହର

ତେଲେଙ୍ଗାନାରେ ଆରମ୍ଭ ହେବ ଅନଲକ୍‌। ଆଜିିଠୁ ସମ୍ପୂର୍ଣ୍ଣ ଭାବେ ତେଲେଙ୍ଗାନା ଅନଲକ୍ ହେବ ବୋଲି ଜଣାପଡ଼ିଛି। ସମସ୍ତ ପ୍ରକାର ଦୋକାନ ବଜାର ଖୋଲିବା ସହ ମଲ୍ ବି ଖୋଲା ରହିବ।

  • Sunday, 20 June 2021
up
‘ପାଞ୍ଚ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେ, ବଳବତ୍ତର ରହିବ କରୋନା କର୍ଫ୍ୟୁ’

ଲକ୍ଷ୍ନୌ: କରୋନା କର୍ଫ୍ୟୁକୁ ନେଇ ଯୋଗୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୌଣସି ବି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ରୁ ଅଧିକ ହେଲେ କରୋନା କର୍ଫ୍ୟୁ ବଳବତ୍ତର ରହିବ । ୟୁପିର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଅମିତ…

  • Sunday, 20 June 2021
modi
ଜାମ୍ମୁ ଓ କାଶ୍ମୀର ନେତାଙ୍କୁ ଦିଲ୍ଲୀ ଡାକରା, ହେଲେ କାହିଁକି?

ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ସମେତ ୧୪ ଜଣ ପ୍ରମୁଖ ରାଜନେତାଙ୍କୁ ଆମନ୍ତ୍ରଣ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା

  • Sunday, 20 June 2021
corona testing
ଆଜି ସେବାୟତଙ୍କର ହେବ କରୋନା ଟେଷ୍ଟ୍‌

ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ଆଜି ହେବ କରୋନା ଟେଷ୍ଟ। ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣମୀ ରହିଛି। ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଯେଉଁ କର୍ମଚାରୀ ମାନେ ସ୍ନାନଯାତ୍ରାରେ ସାମିଲ ହେବେ ସେମାନଙ୍କର ଆଜି କରୋନା ଟେଷ୍ଟ ହେବ

  • Sunday, 20 June 2021
BeFunky-collage-5
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି। ଗତକାଲି ରାତି ୧୧ଟାରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ…

mehbooba
ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ସର୍ବଦଳୀୟ ବୈଠକ

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ରାଜନେତାଙ୍କୁ ସର୍ବଦଳୀୟ ବୈଠକ ପାଇଁ ଦିଲ୍ଲୀ ଡାକରା। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା…

  • Saturday, 19 June 2021
vaccine
ଉଭୟ ଡୋଜ୍ ଟିକା ନେବା ସତ୍ତ୍ୱେ କରୋନାରେ ଚାଲିଗଲେ, କାରଣ ଖୋଜିବ ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ। ଦୁଇ ଡୋଜ୍ ଟିକା ନେଇସାରିବା ପରେ ବି ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ, ଆଉ ଶେଷରେ ଆଖି ବୁଜିଲେ। ଠିକ୍ ସେଭଳି ପୁରୀ ଆଇଡିଏଚ୍…

  • Saturday, 19 June 2021
milkha
ସେଦିନ ରାତିରେ କ'ଣ ହୋଇଥିଲା ମିଲ୍ଖା ସିଂଙ୍କ ସହ?

୧୯୫୭ ମସିହାରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ନ୍ୟାସନାଲ ଆଥ୍ଲେଟିକ୍ସ ମିଟ୍। ୨ଶହ ଓ ୪ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ମିଲ୍ଖା ସିଂ

  • Saturday, 19 June 2021
+2
ମାର୍କିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେଣି ଛାତ୍ରଛାତ୍ରୀ

କରୋନା ପାଇଁ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ହେଲେ ବିକଳ୍ପ ବ୍ୟବସ୍ଥାରେ ମିଳିବ ମାର୍କ। ମାଟ୍ରିକ ଓ ପ୍ରାକ୍ଟିକାଲ୍ ପରୀକ୍ଷା ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ। ହେଲେ ଏହି ବ୍ୟବସ୍ଥାକୁ ନେଇ ଏବେଠାରୁ ପ୍ରଶ୍ନ ଉଠାଇଲେଣି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ।

  • Saturday, 19 June 2021
Malkangiri
ପରିବାର ପାଇଁ କଲମ ଛାଡି ଧରିଲେ ହଳଲଙ୍ଗଳ

କଲମ ବଦଳରେ ହଳ ଧରିଛନ୍ତି ଆଦିବାସୀ ଛାତ୍ରୀ। ସୋମେ।ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇବା ପାଇଁ ନେଇଛନ୍ତି ଏଭଳି ପଦକ୍ଷେପ

  • Saturday, 19 June 2021
Mango
କରୋନା ଭାଙ୍ଗି ଦେଲା ଆମ୍ବ ଚାଷୀଙ୍କ ସ୍ୱପ୍ନ

ଲକଡାଉନ ଯୋଗୁଁ ବିକ୍ରିହୋଇ ପାରୁନି ଆମ୍ବ ,ଚିନ୍ତାରେ ଆମ୍ବ ଚାଷୀ। ଚଳିତ ବର୍ଷ ଭଲ ଆମ୍ବ ହୋଇଥିବା ବେଳେ କରୋନା କଟକଣା ଯୋଗୁଁ ସରକାର ଲକଡାଉନ ଘଷଣା କରିଛନ୍ତି। ସେଥିପାଇଁ ବିକ୍ରୟ ପାଇଁ ବିକ୍ରିର ସୁବିଧା ସୁଯୋଗ ନଥିବା ବେଳେ ବାହାର ଜିଲ୍ଲାକୁ ମଧ୍ୟ ଆମ୍ବ ଯାଇ ପାରୁନି

  • Saturday, 19 June 2021
child-sale
ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା!

ଭୁବନେଶ୍ୱର: ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା! ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ଏଭଳି କାରଣ ସାମ୍ନାକୁ ଆସିଛି। ୟୁନିଟ୍ ୩ ମାଳିସାହି ଅଞ୍ଚଳରୁ ଶିଶୁଟିକୁ ଉଦ୍ଧାର କରିଛି…

  • Saturday, 19 June 2021
kohli
ଫାଇନାଲ ଟକ୍କର: ଟସ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ, ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ସାଉଥମ୍ପଟନ: ଇଂଲଣ୍ଡର ସାଉଥମ୍ପଟନ୍‌ରେ ଚାଲିଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚ। ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଦୁଇ ଓପନ୍‌ର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଭଲ ଆରମ୍ଭ କରିଥିବା…

  • Saturday, 19 June 2021
10 rs.
୧୦ ଟଙ୍କିଆ ନୋଟ୍‌ ବଦଳରେ ମିଳୁଛି ୩୦ ହଜାର ଟଙ୍କା?

୧୦  ଟଙ୍କିଆ ନୋଟ୍‌ ଦେଲେ ମିଳିବ ୩୦ ହଜାର ଟଙ୍କା। ହୁଏତ ଏହି ଖବର ଶୁଣିବା ପରେ ଆପଣ କହିବେ ଏହା ଗୁଜବ ବୋଲି। କିନ୍ତୁ ଏହା ପୂରା ସତ୍ୟ। ଯଦି ଆପଣଙ୍କ ଘରେ କେଉଁଠାରେ ବି ଏକ ନିର୍ଦ୍ଧିଷ୍ଟ ପ୍ରକରର ୧୦ ଟଙ୍କିଆ ଥାଏ ତେବେ ଆପଣମାନେ ତାହା ବଦଳରେ ୩୦ ହଜାର ଟଙ୍କା ପାଇବେ

  • Saturday, 19 June 2021
covid-winner
କରୋନାକୁ ହରାଇଲେ ଶହେ ବର୍ଷର ବୃଦ୍ଧା

ନୟାଗଡ଼: କରୋନା ନାଁ ଶୁଣିବା ମାତ୍ରକେ ସତେ ଯେପରି ଛାତି ଥରି ଉଠୁଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏ ସବୁ ବର୍ଗର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। କରୋନା କେତେ ଯେ ଘର ଭାଙ୍ଗିସାରିଲାଣି ଆଉ କେତେ ଯେ…

  • Saturday, 19 June 2021
lockdown
ସଂକ୍ରମଣ କମୁଛି: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ କାଲିଠୁ ଏହି ରାଜ୍ୟରେ ଉଠିବ ଲକଡାଉନ୍‌

ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ଅନେକ ରାଜ୍ୟ ମଧ୍ୟ ଲକଡାଉନ୍‌ କୋହଳ କରିବା ସହ ଲକଡାଉନ୍‌ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି

  • Saturday, 19 June 2021