• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

mal
ଦୁର୍ଦ୍ଦିନରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର

ପୁରୀ(ସଞ୍ଜୟ ପତିଙ୍କ): ଯେଉଁମାନେ ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବାକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ପରିବାର ଏବେ ବଞ୍ଚିବାକୁ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ଦୁର୍ଦ୍ଦିନରେ କାଳ କାଟୁଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ରାହ୍ମଣଖଣ୍ଡି ଗାଁର ସ୍ୱାଧୀନତା ସଂଗ୍ରାମୀ ତଥା ଭୁବନେଶ୍ୱର-ବାଲିପାଟଣାର ପ୍ରଥମ ବିଧାୟକ କାହ୍ନୁଚରଣ ମଲ୍ଲିକଙ୍କ ପରିବାର। କାହ୍ନୁଚରଣଙ୍କ ମଝିଆ ପୁଅ ସର୍ବେଶ୍ୱରଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ। ପରିବାରକୁ ଆଜି ଯାଏ କୌଣସି ସରକାରୀ ସୁବିଧା ମଧ୍ୟ ମିଳି ନାହିଁ। […]

  • Friday, 16 July 2021
mirage
ପାକ୍ ସେନାକୁ ଚକମା ଦେଇ ପରାକ୍ରମ ଦେଖାଇଲା ଫାଇଟର

ନୂଆଦିଲ୍ଲୀ :  କାର୍ଗିଲ ଯୁଦ୍ଧ ପରେ ପୁଣି ଥରେ ଭାରତୀୟ ବାୟୁସେନାର ବିଶ୍ୱାସ ଜିତିଛି ମିରାଜ୍-୨୦୦୦। ପାକିସ୍ତାନ ସେନାକୁ ଚକ୍‌ମା ଦେଇ ଏହି ଫାଇଟର ଜେଟ୍ ଯେଭଳି ପରାକ୍ରମ ଦେଖାଇଲା ପ୍ରତିରକ୍ଷା ବିଶେଷଜ୍ଞଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସାରେ ଶତମୁଖ। ଅଶୀଦଶକରେ ଆମେରିକା ଠାରୁ ପାକିସ୍ତାନ ହାସଲ କରିଥିବା ଏଫ୍-୧୬ ଫାଇଟର ଜେଟ୍‌କୁ ଚ୍ୟାଲେଞ୍ଜ ଦେବା ଲାଗି ଫରାସୀ କଂପାନି ଦାସଲଟ୍ ଏଭିସନ ନିର୍ମିତ ମିରାଜ୍‌କୁ ଆପଣେଇ ଥିଲା ଭାରତ। ୧୯୮୫ ମସିହାରେ […]

  • Friday, 16 July 2021
celebration-1
ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ ; ସବୁଠି ଚାଲିଛି ସେଲିବ୍ରେସନ୍

ଭୁବନେଶ୍ୱର :  ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ସେନାର ବଡ଼ଧରଣର ଏୟାର ଷ୍ଟ୍ରାଇକ୍ ପରେ ଏବେ ସାରା ଦେଶରେ ସେଲିବ୍ରେସନ୍ ମୁଡ୍। ସବୁଠି ଚାଲିଛି ବିଜୟ ଉତ୍ସବ। ସମ୍ବଲପୁରରେ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ବନ୍ଦେ ମାତରମ୍ ନାରା ଦେଇଛନ୍ତି। ଭାରତୀୟ ସେନାର ଭୂରି ଭୂରି ପ୍ରଶଂସା କରିବା ସହ ପାକିସ୍ତାନ ବିରୋଧୀ ନାରା ଦେଇ ଏକ ବିରାଟ ଶୋଭାଯାତ୍ରା କରିଛନ୍ତି ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ବିଜୟ ଉତ୍ସବ […]

  • Friday, 16 July 2021
adivasi
୪ ମାସ ଭିତରେ ଜଙ୍ଗଲ ଜମିରୁ ଉଚ୍ଛେଦ ହେବେ ଦେଢ ଲକ୍ଷ ଅଧିବାସୀ

ଭୁବନେଶ୍ୱର : ବେଆଇନ ଭାବେ ଜଙ୍ଗଲ ଜମିରେ ରହୁଥିବା ଆଦିବାସୀଙ୍କୁ ଉଚ୍ଛେଦ ପାଇଁ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଚିନ୍ତାରେ ରାଜ୍ୟ ସରକାର। ୪ ମାସ ଭିତରେ ପ୍ରାୟ ଦେଢ଼ଲକ୍ଷ ଆଦିବାସୀଙ୍କୁ ଉଚ୍ଛେଦ କରିବା ସହଜ ହେବନି ଜାଣି ସରକାର ଆଉ ଥରେ ପ୍ରକୃତ ହିତାଧିକାରୀଙ୍କୁ ବାଛି ପଟ୍ଟା ଦେବେ ବୋଲି କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି କହପାନୀ ଗାଁର ମିଲକୁ ପ୍ରଧାନ। ପୁରୁଷ ପୁରୁଷ ଧରି ପରିବାର ଧରି ମିଲକୁ ରହିଆସୁଛି ଏହି ସଂରକ୍ଷିତ ଜଙ୍ଗଲରେ। ୧୨ […]

  • Friday, 16 July 2021
period
ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ‘ପିରିୟଡ଼-ଏଣ୍ଡ ଅଫ୍ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର

ଲସ୍‌ ଏଞ୍ଜେଲ୍ସ : ଫିଲ୍ମ ଦୁନିଆର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଉଥିବା ଓସ୍କାର ପୁରସ୍କାର ଘୋଷଣା ହୋଇଛି। ୯୧ତମ ଏକାଡେମୀ ପୁରସ୍କାର ସମାରୋହରେ ରାମି ମାଲେକ୍‌ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଦି ଫେଭରେଟ  ପାଇଁ ଓଲିଭିଆ କୋଲମ୍ୟାନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଫିଲ୍ମ ଭାବେ ‘ଗ୍ରୀନ୍ ବୁକ୍‌’ ଓସ୍କାର ବିଜୟୀ ହୋଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ହାତେଇଛନ୍ତି ଆଲଫୋନ୍ସ କୋରନ୍। ଏଥିସହ ନିର୍ଦ୍ଦେଶନା ଓ ବିଦେଶୀ ଫିଲ୍ମ ବିଭାଗରେ ମଧ୍ୟ ଆଲଫୋନ୍ସ […]

  • Friday, 16 July 2021
school
ଗାଁ ଭାଗବତ ଟୁଙ୍ଗୀରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ସୁବର୍ଣ୍ଣପୁର ( ରବୀନ୍ଦ୍ର ହୋତା) : ଗାଁ ଭାଗବତ ଟୁଙ୍ଗୀ ପାଲଟିଛି ସ୍କୁଲ ଘର। ଟୁଙ୍ଗୀର ଛୋଟିଆ କୋଠରୀରେ ପାଠ ପଢୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ। ଶିକ୍ଷକ କେଉଁ ଶ୍ରେଣୀ ପିଲାଙ୍କୁ କଣ ବୁଝାଉଛନ୍ତି କିଛି ଜଣାପଡୁ ନାହିଁ। ଆମେ କୌଣସି ସ୍କୁଲର କଥା କହୁନୁ, ସୁବର୍ଣ୍ଣପୁର ଜିଲ୍ଲା ତରଭା ମାଙ୍କଡ଼ଚୁଆଁ ଗାଁର ଭାଗବତ ଟୁଙ୍ଗୀରେ ଏମିତି ଦେଖିବାକୁ ମିଳିଛି। ଗାଁ ପ୍ରାଥମିକ ସ୍କୁଲର ନିର୍ମାଣ କାମ ସରିନଥିବାରୁ ବାଧ୍ୟ ହୋଇ ପିଲା ପଢୁଛନ୍ତି ଗାଁର […]

  • Friday, 16 July 2021
car fire
ଜଳିଗଲା ୨ ଶହରୁ ଅଧିକ କାର୍

ଚେନ୍ନାଇ : ଚାହୁଁ ଚାହୁଁ ଜଳିଗଲା ୨ଶହରୁ ଅଧିକ କାର୍। ଚେନ୍ନାଇ ନିକଟ ରାମଚନ୍ଦ୍ର ମେଡିକାଲ୍ କଲେଜ ପଡ଼ିଆ ପାର୍କିଂରେ ଜଳିଯାଇଛି ଏହି ସବୁ କାର୍। ଆଜି ଅପରାହ୍ନରେ ହଠାତ୍ ଏହି ପାର୍କିଂ ପଡ଼ିଆରେ ନିଆଁ ଲାଗି ଯାଇଥିଲା। ପଡ଼ିଆରେ ଶୁଖିଲା ଘାସ ଥିବାରୁ ନିଆଁ ଅଳ୍ପ ସମୟ ମଧ୍ୟରେ ସବୁଆଡ଼କୁ ବ୍ୟାପି ଯାଇଥିଲା। ୧୦ରୁ ଅଧିକ ଦମକଳ ଗାଡ଼ି ଲାଗିଥିଲେ ବି ନିଆଁକୁ ଶୀଘ୍ର ଲିଭା ଯାଇପାରିନଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ଯାଏ ଜଣାପଡ଼ି […]

  • Friday, 16 July 2021
sahid--1
ଏକାଦଶାହରେ ପୁଲଓ୍ୱାମା ସହିଦ୍ ଦୁଇ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କଟକ /ଜଗତସିଂହପୁର/ନୀଳଗିରି : ଏକାଦଶାହ ଅବସରରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି। ଏହି ଉପଲକ୍ଷେ ଦୁଇ ସହିଦ୍‌ଙ୍କ ଗାଁରେ ଆଜି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବୀର ବାପ ଭଳି ଶତ୍ରୁ ବିରୋଧରେ ଯୁଦ୍ଧକୁ ଓହ୍ଲାଇବ ପୁଅ। ବାପ ସିନା ଶତ୍ରୁ ରାଷ୍ଟ୍ରର ଭୀରୁତାପୂର୍ଣ୍ଣ ଷଡ଼ଯନ୍ତ୍ରରୁ ସହିଦ୍‌ ହେଲା। ପୁଅ ମାଟି ମାଆ ପାଇଁ ସିଧା ଲଢ଼ିବ, ଭୀରୁ ଶତ୍ରୁ ସେନାର ଛାତି ହେବ […]

  • Friday, 16 July 2021
marriage-up
ସାତ ଦରିଆ ପାରି ହୋଇ କନ୍ଧମାଳର ବୋହୂ ସାଜିଲେ ସ୍ୱିଡେନ୍ ଯୁବତୀ

କନ୍ଧମାଳ: ସାତ ବର୍ଷର ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇଛି। ଏଥିପାଇଁ ସାତ ଦରିଆ ପାରି ହୋଇ ବୋହୂ ସାଜି କନ୍ଧମାଳ ଆସିଛନ୍ତି ସ୍ୱିଡେନ୍‌ର ଯୁବତୀ ଇମା ଲୋରେ। ଆଉ ଫୁଲବାଣୀ ଆମଲାପଡ଼ାର ମହମ୍ମଦ ଆଜାରୁଦ୍ଦିନଙ୍କୁ ବିବାହ କରିଛନ୍ତି ସେ। ଇସଲାମ୍ ଧର୍ମର ରୀତିନୀତି ଅନୁଯାୟୀ ଉଭୟଙ୍କ ନିକାହ ସମ୍ପନ୍ନ ହୋଇଛି। ୨୦୧୨ ମସିହାରେ ଗୋଆରେ କାମ କରୁଥିବାବେଳେ ଆଜାରୁଦ୍ଦିନଙ୍କ ସହ ପ୍ରଥମ ଦେଖା ହୋଇଥିଲା ଇମାଙ୍କର। ପରେ ପରେ ସୋଶାଲ ମିଡ଼ିଆରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ। […]

  • Friday, 16 July 2021
z1
ତତଲା କଢ଼େଇରେ ଫୁଟୁଛି ପଶ୍ଚିମ ଓଡ଼ିଶା

ସୋନପୁର/ଝାରସୁଗୁଡ଼ା: ‘ଫୋନି’ ଛାଟର ଦାଗ ଉପକୂଳବାସୀଙ୍କ ପିଠିରୁ ଲିଭି ନଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଅସମ୍ଭବ ଖରା ସାଙ୍ଗକୁ ନାକେଦମ୍ କଲାଭଳି ଗୁଳୁଗୁଳି ଏବେ ସାରା ଓଡ଼ିଶାକୁ କନ୍ଦାଉଛି। ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ଡିଗ୍ରୀ ଉପରେ ରହୁଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ରୁ ହିଁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ତାତିରୁ ବର୍ତ୍ତିବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ରାସ୍ତାଘାଟ, ଦୋକାନ […]

  • Friday, 16 July 2021
matric
ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ପଛର ମାଷ୍ଟରମାଇଣ୍ଡ କିଏ ?

ଭୁବନେଶ୍ୱର :  ନୂଆପଡ଼ା, ଢେଙ୍କାନାଳ, କୋରାପୁଟ ଓ ଜଗତସିଂହପୁର ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଜାରି ରହିଛି ତନାଘନା। ଏହି ଘଟଣାରେ ମୋଟ ୧୧ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୮ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି। ସେହିପରି ଭାଇରାଲ ଘଟଣାରେ ସଂପୃକ୍ତ ୪ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବାଦ୍ ଦିଆଯାଇଛି। ତେବେ ଅସଲ ଭାଇରାଲକାରୀ କିଏ ? କେଉଁଭଳି ପରିସ୍ଥିତିରେ ଏଭଳି ଭାଇରାଲ୍ ହେଲା ? ସେନେଇ ସ୍ପଷ୍ଟ ହୋଇନାହିଁ। ଘଟଣାର […]

  • Friday, 16 July 2021
12
ସ୍ୱତନ୍ତ୍ର ପରମ୍ପରା ; ଏଠାରେ ଅନୁଷ୍ଠିତ ହୁଏ ଦେବୀ-ମାନବ ବିବାହ

ଆଳି : ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଏମିତି ପରମ୍ପରା। କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବଜରପୁର ଗାଁରେ ଅନୁଷ୍ଠିତ ହୋଇଛି ଦେବୀ-ମାନବ ବିବାହ। ଗାଁର ଆରାଧ୍ୟ ଦେବୀ ମାଆ ବାସୁଳାଇଙ୍କ ସହ କୁମ୍ଭାର ରାଜା ବଳୀଙ୍କ ବିବାହ ହୋଇଛି। ଏହି ଗାଁରେ ବହୁ ପୂର୍ବରୁ ଏପରି ଏକ ପରମ୍ପରା ଚଳି ଆସୁଛି। ଯେଉଁଠି ଦେବୀ-ମାନବ ବାହାଘର ହେଉଛି। ଆଧୁନିକତାର ଏହି ସମାଜରେ ଆଜି ବି ବଜାୟ ରହିଛି ଏହି ପରମ୍ପରା। ଏହି ଦେବୀ-ମାନବ ବାହାଘର ଖୁବ୍‌ […]

  • Friday, 16 July 2021
viral---1
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ସତର୍କତା, ସଚେତନତା ଓ ସଜାଗ ସତ୍ତ୍ୱେ ଫେଲ୍ ମାରିଲା ସରକାର ଆଉ ବୋର୍ଡ କର୍ତ୍ତୃପକ୍ଷଙ୍କ ସବୁ ଉଦ୍ୟମ। ଗତବର୍ଷ ଭଳି ଏଥର ବି ପ୍ରଥମ ଦିନରୁ ଭାଇରାଲ୍ ହୋଇଛି ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନପତ୍ର। କେତେବେଳେ ନୂଆପଡ଼ା ତ କେତେବେଳେ କାମାକ୍ଷାନଗର।  ଏ ମୋବାଇଲ୍‌ରୁ ସେ ମୋବାଇଲ୍ ଘୁରିବୁଲିଲା ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର। ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ହିଁ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ନୂଆପଡ଼ା ଏବଂ କାମାକ୍ଷାନଗରରେ ପରୀକ୍ଷା ଆରମ୍ଭ ହେବାର କେଇ […]

  • Friday, 16 July 2021
4
ଝିଅ ବାହାଘର କରିବା ବଦଳରେ ‘ଫୋନି’ ପାଇଁ ସହର ଛାଡ଼ୁଛନ୍ତି ପରିବାର

ଭୁବନେଶ୍ୱର: ‘ଫୋନି’ ପ୍ରଭାବରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ବାହାଘର ଭଳି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଗୁଡ଼ିକର ଭାଗ୍ୟ ମଧ୍ୟ ଏବେ ଅନିଶ୍ଚିତତା ଭିତରେ। ଯେଉଁମାନେ ବାହାଘର ପାଇଁ ଭୁବନେଶ୍ୱର କିମ୍ବା ପୁରୀରେ ମଣ୍ଡପ ଠିକ୍ କରି ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ ସେମାନଙ୍କ ଅବସ୍ଥା କଥା ଏବେ ନ କହିବା ଭଲ। ବାତ୍ୟା ମାଡ଼ରେ ଅଧିକାଂଶ କଲ୍ୟାଣ ମଣ୍ଡପର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଫଳରେ ବାହାଘର ଘୁଞ୍ଚାଇବାକୁ ଲୋକେ ବାଧ୍ୟ ହେଉଛନ୍ତି। ଆଉ ଦୁଇଦିନ ପରେ […]

  • Friday, 16 July 2021
a2
ପ୍ରଶାସନକୁ ଅପେକ୍ଷା ନ କରି ସଜାଡ଼ିଲେ ବିଦ୍ୟୁତ୍‌ ତାର, କାଟିଲେ ଗଛ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ସହର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଆଉ ଯେଉଁ ସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି, ତାହା ହେଉଛି ବିଦ୍ୟୁତ୍‌। ଏହି ସମସ୍ତ ସହରରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଯୁନ୍ଧକାଳୀନ ଭିତ୍ତିରେ କରାମତି କାମ ଚାଲିଛି। ଅନ୍ୟ ଅଞ୍ଚଳ କଥା ଛାଡ, ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚି ପାରିନି। ରାସ୍ତା ଉପରେ ଏବେ ବି ପଡି ରହିଛି ଉପୁଡି ଯାଇଥିବା ଗଛ। […]

  • Friday, 16 July 2021
sura baba
ଜେଲ୍ ଗଲା ପରେ ବି ସୁଧୁରିଲେନି ସୁର ବାବା

ଭୁବନେଶ୍ୱର : ପୁଣି ବାହାରିଲାଣି କି ବାବାଙ୍କ ସେହି ପୁରୁଣା ରୋଗ। ପୁଣି ମେଲିଲାଣି କି ତ୍ରାହିଅଚ୍ୟୁତ ଆଶ୍ରମରେ ବ୍ୟଭିଚାରର ସାମ୍ରାଜ୍ୟ। ଏତଲା କପିରେ ଦର୍ଶାଯାଇଛି ନିର୍ବନ୍ଧ ସରିଥିବା ଗଂଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ପୂଜା ବାହାନାରେ ରାତି ୩ଟାରେ ନିଜ କୋଠରୀକୁ ଡକାଇଥିଲେ ସୁରବାବା। ଆଉ ଡକରା ପାଇବା ପରେ ସୁର ବାବାଙ୍କ ପରମ ଭକ୍ତ ତଥା ଆଶ୍ରମରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଭାବୀ ସ୍ୱାମୀ ଆଉ ପରିବାର ଲୋକେ ନେଇଯାଇଥିଲେ ବାବାଙ୍କ ଅନ୍ଧାର କୋଠରୀକୁ। […]

  • Friday, 16 July 2021
q2
ବାତ୍ୟା ପରବର୍ତ୍ତୀ ସଚେତନତା

ଭୁବନେଶ୍ୱର: ଚାଲି ଯାଇଛି ଝଡ଼, ହେଲେ ଛାଡ଼ି ଯାଇଛି ତାର କୋପ। କେଉଁଠି ସବୁ କିଛି ହରାଇଥିବା ବିପନ୍ନ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଛି, ତ ଆଉ କେଉଁଠି ଧ୍ୱଂସ ସ୍ତୁପ ତଳୁ ସ୍ମୃତି ସାଉଁଟୁଛି ବେସାହାରା ମଣିଷ। ଏଭଳି ସ୍ଥିତିରେ ଆପଣମାନେ କ’ଣ କରିବେ, କ’ଣ ନ କରିବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ଜାରି କରାଯାଇଛି। ପାଣିରେ ବୁଡ଼ି ଯାଇଥିବା କୂଅ ଓ ନଳକୂଅର ପାଣି ପିଅନ୍ତୁ ନାହିଁ। ପାଣିକୁ ଫୁଟାଇ କିମ୍ବା […]

  • Friday, 16 July 2021
mass-2
ଭୁବନେଶ୍ୱର ରାମ ମନ୍ଦିରରେ ଗଣ ବିବାହ

ଭୁବନେଶ୍ୱର : ବାଜା, ବାଣ ଓ ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ। ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡ଼ା ବରକନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ଆୟୋଜିତ ହୋଇଛି ଏହି ଗଣ ବିବାହ। ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଛନ୍ତି କାହ୍ନୁ ଓ ଜୟନ୍ତୀ। କିନ୍ତୁ ପ୍ରଥମ ଦେଖାରେ ହିଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ଦୁହେଁ। […]

  • Friday, 16 July 2021
koraput
କୋରାପୁଟ ଜିଲ୍ଲା ଲାଗି ଗୌରବ ସ୍ୱାଗତିକା ଓ ସସ୍ମିତା

କୋରାପୁଟ :  କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ ହାର୍‌ ମାନେ ସବୁ ପ୍ରତିବନ୍ଧକ। ଏହାକୁ ସତ କରି ଦେଖାଇଛନ୍ତି କୋରାପୁଟ ଜିଲ୍ଲାର ଦୁଇ ଦିବ୍ୟାଙ୍ଗ ଛାତ୍ରୀ। ଦୃଷ୍ଟି ଶକ୍ତି ହରାଇଥିବା ଏହି ଦୁଇ ଛାତ୍ରୀ ସାଧାରଣ ପିଲାଙ୍କ ଭଳି କ୍ଲାସ୍‌ ରୁମ୍‌ରେ ପାଠ ପଢୁଛନ୍ତି। ଜନ୍ମରୁ ଦିବ୍ୟାଙ୍ଗ ସ୍ୱାଗତିକା ଖୋସ୍‌ଲା। ଦୃଷ୍ଟି ଶକ୍ତି ହରାଇଥିଲେ ବି ମନରେ ପାଠ ପଢିବା ଲାଗି ରହିଛି ଢେର ଆଗ୍ରହ। ଦୃଷ୍ଟିହୀନ ହେଲେ ବି ପ୍ରଥମ କ୍ଲାସ୍‌ରୁ ପିଲାଙ୍କ […]

  • Friday, 16 July 2021
mm
ପ୍ରେମ ହେଲା ସାକାର ; ନିଆରା ଦିବ୍ୟାଙ୍ଗ ପ୍ରେମୀଙ୍କ ଆଦର୍ଶ ବାହାଘର

ବାଲୁଗାଁ : ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମର ନା ଅଛି ଭାଷା ନା ଥାଏ ସୀମା।  ଦୁଇଟି ହୃଦୟ ଯୋଡ଼ିବା ପାଇଁ ବାକ୍ୟ ବିନିମୟ ଯେ ଆବଶ୍ୟକ ତାହା ନୁହେଁ, ପ୍ରେମ ପାଇଁ ହୃଦୟର ଭାଷା ହିଁ ଯଥେଷ୍ଟ। ଏମିତି ହୃଦୟର ଭାଷାକୁ ବୁଝି ଏକାଠି ହୋଇଛନ୍ତି ୨ ଜଣ ଦିବ୍ୟାଙ୍ଗ। ଦୁଇ ଜଣଙ୍କ ପ୍ରେମ ଏବେ ନେଇଛି ବିବାହର ରୂପ। ବୈଦିକ ରୀତିନୀତିରେ ଚାଲିଛି ବିବାହ। ହୁଳହୁଳି ସହ ମନ୍ତ୍ର ଉଚ୍ଚାରଣରେ ଫାଟିପଡୁଛି ପରିବେଶ। […]

  • Friday, 16 July 2021
sahid5
ସହିଦ ଯବାନଙ୍କୁ ଲୋତକପୂର୍ଣ୍ଣ ବିଦାୟ ; ଅନ୍ତିମ ଯାତ୍ରାରେ ଶହ ଶହ ଜନତା ସାମିଲ

ଭୁବନେଶ୍ୱର : କାନ୍ଦ ବୋବାଳିରେ ଫାଟି ପଡୁଛି ସହିଦ୍‌ଙ୍କ ଘର। ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର ଓ ଆତ୍ମୀୟ। ସହିଦ ଯବାନ ଅମର ରହେ ଧ୍ୱନୀରେ ପ୍ରକମ୍ବିତ ହେଉଛି ପୂରା ଅଞ୍ଚଳ। କାଶ୍ମୀରରୁ ଜୟପୁର- ବିହାରରୁ ଜଗତସିଂହପୁର, ପଞ୍ଜାବରୁ ଡେରାଡୁନ ସବୁଠି ସେଇ ଗୋଟିଏ ଚିତ୍ର। ୪୦ ବୀର ଯବାନଙ୍କ ମରଶରୀର ସେମାନଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ଜନସମୁଦ୍ର ପାଲଟିଛି ବିରାଟ ଶବ ଶୋଭାଯାତ୍ରା। ସହିଦଙ୍କ ଲାଗି ଲୋତକପୂର୍ଣ୍ଣ ବିଦାୟୀ ଯାତ୍ରା ଦେଇଛନ୍ତି ହଜାର ହଜାର […]

  • Friday, 16 July 2021
pulwama
ପୁଲଓ୍ୱାମା ଆକ୍ରମଣର ଛାନ୍‌ଭିନ୍‌

ଶ୍ରୀନଗର : ପୁଲଓ୍ୱାମା ଆକ୍ରମଣର ଛାନ୍‌ଭିନ୍ ଚାଲିଛି। ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି NIA ଓ NSGର ମିଳିତ ଟିମ୍। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଆଦିଲ୍ ଅହମଦ ଦର୍ କେଉଁଠୁ ବିସ୍ଫୋରକ ପାଇଲା, ତାକୁ ଆଉ କିଏ ସାହାଯ୍ୟ କରିଛି, କଡ଼ା ସୁରକ୍ଷା ସତ୍ତ୍ୱେ CRPF ଗାଡ଼ି ପାଖକୁ ସେ କେମିତି ଆସିଲା ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଅନୁସନ୍ଧାନକାରୀ ଟିମ୍। ତା ସହିତ ସୁରକ୍ଷାରେ କେଉଁଠି ତ୍ରୁଟି ରହିଲା, କାହିଁକି ପକ୍କା ଗୁଇନ୍ଦା ସୂଚନା ମିଳି […]

  • Friday, 16 July 2021
sahid
ଦେଶସେବାରେ ଜୀବନ ଦେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର : ମନୋଜ ୱେଡ୍‌ସ ଇଲି। ୨ ବର୍ଷ ତଳେ ବାଜିଥିଲା ସାହାନାଇ। ଗଢ଼ି ଉଠିଥିଲା ଉଭୟଙ୍କ ସଂସାର। କୋଳକୁ ଆସିଥିଲା କୁନି ଝିଅଟିଏ। କେତେ ସ୍ୱପ୍ନ ଆଉ କଳ୍ପନା ବି ଥିଲା ମନୋଜ ଆଉ ଇଲିଙ୍କର। ହେଲେ ଟେରରିଷ୍ଟଙ୍କ ହମ୍‌ଲାରେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଦେଢ଼ ମାସର ଛୁଟି କାଟିବା ସହ ଝିଅର ପ୍ରଥମ ଜନ୍ମଦିନ ପାଳନ କରି ଗତ ୬ ତାରିଖରେ ଡ୍ୟୁଟିକୁ ଫେରିଯାଇଥିଲେ କଟକ ଜିଲ୍ଲା ନିଆଳି ଥାନା ରତନପୁର ଗାଁର […]

  • Friday, 16 July 2021
sushanta
ନିଆରା ବାହାଘର ; ସାତ ଜନମର ସାଥୀ ହେଲେ ସୁଧାଂଶୁ-ସୁଚିତ୍ରା

ବ୍ରହ୍ମଗିରି : କୁହାଯାଏ ସ୍ୱର୍ଗରେ ସ୍ଥିର ହୋଇଥାଏ ବାହାଘର। ପୁରୀ ଜିଲ୍ଲା ବ୍ରହ୍ମଗିରିର ସେମିତି ଏକ ବାହାଘର ହୋଇଛି, ଯେଉଁଠି ଏହି ଯୋଡ଼ିଙ୍କୁ ଦେଖିଲେ ଆପଣ ବି ଭାବିବେ କଥାଟା ମିଛ ନୁହେଁ, ପୂରା ସତ। କେଉଁ ବଡ଼ ସେଲିବ୍ରିଟିଙ୍କ ବାହାଘର କଥା ଆମେ କହୁନୁ, ହେଲେ ବାହାଘର ପରେ ସେ ଯୋଡ଼ି ମଧ୍ୟ ସେଲିବ୍ରିଟିଙ୍କ ଠାରୁ କିଛି କମ୍ ନୁହଁନ୍ତି। ଡିଜେ ବାଜୁଥିଲା। ଧୁମ୍‌ଧଡ଼କା ବୋବାଲିଆ ନାଚ ହେଉଥିଲା। ଗାଁ ଦାଣ୍ଡ ଦୁଲୁକେଇ ବର ଆସୁଥିଲା, […]

  • Friday, 16 July 2021