• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

rice 3
ବର୍ଷ ବର୍ଷ ଧରି ଭୂତ ହିତାଧିକାରୀ ଖାଉଛନ୍ତି ସରକାରଙ୍କ ଟଙ୍କିକିଆ ଚାଉଳ

ଭୁବନେଶ୍ୱର : ଟଙ୍କିକିଆ ଚାଉଳ ନେଉଛନ୍ତି ଭୂତ ହିତାଧିକାରୀ ଅର୍ଥାତ୍‌ ମୂଳରୁ ଲୋକ ନାହାଁନ୍ତି; କିନ୍ତୁ ସେମାନଙ୍କ ନାଁରେ ଉଠୁଛି ଚାଉଳ। ବର୍ଷ ବର୍ଷ ଧରି ଚାଲିଛି ଏମିତି ଲୁଟ୍‌। ଜିଲ୍ଲାପାଳମାନଙ୍କୁ ରାଜ୍ୟ ଖାଦ୍ୟ କମିଶନ ଦେଇଥିବା ଚିଠି ଟଙ୍କିକିଆ ଚାଉଳ ନେଉଥିବା ଭୂତ ହିତାଧିକାରୀଙ୍କ ଗୁମର ଖୋଲିଛି। ୨୦୧୮ ଡିସେମ୍ବର  ଓ ୨୦୧୯ ଜାନୁଆରୀ ଅର୍ଥାତ ଏହି ମାସ ସୁଦ୍ଧା ୨ ଲକ୍ଷ ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଯାଉଛି। ତେବେ ଏ ଚାଉଳ କିଏ […]

  • Friday, 16 July 2021
1
ଅସ୍ତିତ୍ୱ ବଜାୟ ରଖିବାକୁ କଂଗ୍ରେସର ସଂଗ୍ରାମ

ଭୁବନେଶ୍ୱର : ଅସ୍ଥିତ୍ୱ ବଜାୟ ରଖିବାକୁ କଂଗ୍ରେସର ସଂଗ୍ରାମ। ନବଙ୍କ ଭଳି ଆଉ କେହି ଝଟ୍‌କା ଦେବା ପୂର୍ବରୁ ସତର୍କ ହୋଇଛି ଦଳ। ୧୬ରେ ପୁରୁଖା ବିଧାୟକ ନବ ଦାସଙ୍କ ଇସ୍ତଫା ଓ ବହିଷ୍କାର । ୧୭ରେ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ। ୧୮ରେ କଂଗ୍ରେସ ଓ ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା। କେବଳ ଏହି ଦୁଇ ଜଣ ନୁହନ୍ତି, ଦଳ ଡିଆଁ ତାଲିକାରେ ଆହୁରି ଅନେକ ନେତାଙ୍କ ନାଁ ଥିବା ଚର୍ଚ୍ଚା ହେଉଛି। କହିବାକୁ ଗଲେ […]

  • Friday, 16 July 2021
1
୮ ମାସ ହେଲା ଉତ୍ପାଦନ ବନ୍ଦ, ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା

ନବରଙ୍ଗପୁର: ୮ ମାସ ହେଲା ଉତ୍ପାଦନ ବନ୍ଦ,  ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା। ନବରଙ୍ଗପୁର ଜିଲ୍ଲାର ଏକମାତ୍ର ଶିଳ୍ପାନୁଷ୍ଠାନ ମଙ୍ଗଳମ୍‌ ଟିମ୍ବର କମ୍ପାନୀରେ ଏଭଳି ସମସ୍ୟା ଦେଖା ଦେଇଛି।  ଏହି କମ୍ପାନୀ ଦୀର୍ଘ ୩୨ ବର୍ଷ ହେଲା ସୁରୁଖୁରୁରେ ଚାଲିଥିଲା ବେଳେ ଗତ ୮ ମାସ ହେଲା ଆର୍ଥିକ ସଙ୍କଟ ଯୋଗୁ ଉତ୍ପାଦନ ବନ୍ଦ ରହିଛି।  ଫଳରେ କମ୍ପାନୀ ସହ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତାରେ ଥିବାବେଳେ ମ୍ୟାନେଜର ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି। ମଙ୍ଗଳମ୍‌ […]

  • Friday, 16 July 2021
ips-4
ଭୁବନେଶ୍ୱରରେ ୩ ଦିନିଆ IPS ସମ୍ମିଳନୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହେଉଛି ତିନି ଦିନିଆ IPS ସମ୍ମିଳନୀ।  ବିଭିନ୍ନ ଜିଲ୍ଲାର SP, DCP, IGP ଓ DIGମାନେ ଏଥିରେ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍‌ବୋଧନ ରଖିଛନ୍ତି।  ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଗତ ବର୍ଷ ରାଜ୍ୟ ପୁଲିସ ପକ୍ଷରୁ ୨୫ଟି ମାଓ ଏନ୍‌କାଉଣ୍ଟର କରାଯାଉଛି।  ଯେଉଁଥିରେ ୧୯ଟିରେ ପୁଲିସକୁ ସଫଳତା ମିଳିଥିବା ପୁଲିସ ଡିଜି କହିଛନ୍ତି। ଆଗାମୀ […]

  • Friday, 16 July 2021
a1
ଜୟପୁର ବିମାନ ଘାଟିରୁ କେବେ ଉଡ଼ିବ ବିମାନ?

ଜୟପୁର: ଜୟପୁର ବିମାନ ଘାଟିରୁ ନିତିଦିନିଆ ବିମାନ ଚଳାଚଳ ନେଇ ପୁଣି ଆଶଙ୍କା ଦେଖା ଦେଇଛି। ଏୟାରଷ୍ଟ୍ରିପ୍‌ ପୁନରୁଦ୍ଧାର କରାଯିବା ପରେ ବି ବିମାନ ଚଳାଚଳ ନେଇ ସବୁଜ ସଙ୍କେତ ମିଳିପାରିନାହିଁ। ବିମାବନ୍ଦରର ରନ୍‌ୱେ ପ୍ରସ୍ତୁତ ଅଛି। ଏୟାର ଟ୍ରାଫିକ୍‌ ମଧ୍ୟ ପ୍ରସ୍ତୁତ ଅଛି। ଟର୍ମିନାଲ୍‌ ବିଲଡିଂ ସହ ବିମାନ ବନ୍ଦରର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ସରିଛି। ଏବେ ଖାଲି ବିମାନ ଚଳାଚଳକୁ ଅପେକ୍ଷା ରହିଛି। ବିମାନ ବନ୍ଦରର ଫିନିସିଂ କାର୍ଯ୍ୟ ଏବେ ଚାଲିଛି। ଆଉ ମାତ୍ର […]

  • Friday, 16 July 2021
t3
ଟମାଟୋ ଅଭାବୀ ବିକ୍ରି ଯୋଗୁ ଚିନ୍ତାରେ ଚାଷୀ

ଜଗତସିଂହପୁର: ଚାଷ ଓ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। କିନ୍ତୁ ଚାଷୀ ଫସଲର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ପଞ୍ଚାୟତର ଟମାଟୋ ଚାଷୀ ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି।  ବଜାରରେ ଟମାଟୋ କିଲୋ ପ୍ରତି ୨ରୁ ୩ଟଙ୍କାରେ ମୂଲ୍ୟରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ବାଧ୍ୟ ହୋଇ କମ୍ ଦରରେ […]

  • Friday, 16 July 2021
netaji musium
ପୁରୀରେ ଲୋକାର୍ପିତ ହେଲା ନେତାଜୀ ସଂଗ୍ରହାଳୟ

ପୁରୀ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ପୁରୀରେ ନେତାଜୀଙ୍କ ପୈତୃକ ବାସଭବନରେ ଲୋକାର୍ପିତ ହୋଇଛି ନେତାଜୀ ସଂଗ୍ରହାଳୟ। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହି ସଂଗ୍ରହାଳୟଙ୍କୁ ଲୋକାର୍ପିତ କରି ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଏଠାରେ ରହିଛି ନେତାଜୀଙ୍କ ବାଲ୍ୟ ଜୀବନର ଫଟୋଚିତ୍ର, ଆଦ୍ୟ ଜୀବନର ଗ୍ୟାଲେରୀ ଓ ରାଜନୈତିକ ଜୀବନର ଅନେକ ଫଟୋଚିତ୍ର। ଏଥିସହ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଏସବୁ ଭିତରେଆଜାଦ […]

  • Friday, 16 July 2021
seba
ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମଦେଇଥିବା ଶିଶୁକନ୍ୟାର ମୃତ୍ୟ

କନ୍ଧମାଳ :  ଦୁଷ୍କର୍ମରୁ ଅନ୍ତଃସତ୍ତ୍ୱା। ଆଉ ୮ ମାସ ପରେ ସେବାଶ୍ରମ ପରିସରରେ ଶିଶୁକନ୍ୟା ପ୍ରସବ। ଶେଷରେ ମୃତ୍ୟୁସହ ସଂଗ୍ରାମ କରୁ କରୁ ଆଖିବୁଜି ଦେଲା ନବଜାତ। ଏମିତି ଦୁଃଖଦ ପରିଣାମ ଘଟିଛି କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ କେଳେଙ୍କାରୀ ମାମଲାରେ। ଶନିବାର ମଧ୍ୟରାତ୍ରରେ ସେବାଶ୍ରମର ଜଣେ ଛାତ୍ରୀ ଜନ୍ମ ଦେଇଥିବା ଶିଶୁକନ୍ୟାଟି ବ୍ରହ୍ମପୁର ଏମ୍‌କେସିଜିରେ ପ୍ରାଣ ହରାଇଥିବାବେଳେ ସଂପୃକ୍ତ ଛାତ୍ରୀ ଚିକିତ୍ସାଧିନ ଅଛନ୍ତି । ସେପଟେ ଏହି ଘଟଣାରେ ଜାରି ରହିଛି ତନାଘନା। ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ […]

  • Friday, 16 July 2021
modi--2
୧୫୫୦ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାତି ପାହିଲେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ। ସ୍ୱାଗତ ଲାଗି ବ୍ୟାନର ଓ ପୋଷ୍ଟରରେ ଛାଇ ଯାଇଛି ସାରା ସହର। ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଷ୍ଟେସନରରୁ ବିଛୁପାଲିକୁ ନୂଆ ରେଳ ଲାଇନ୍‌ରେ ନୂଆ ଟ୍ରେନ୍‌ର ଶୁଭାରମ୍ଭ କରିବେ ମୋଦି। ସେଥିପାଇଁ ପ୍ଲାଟଫର୍ମରେ ଲାଗି ସାରିଛି ପାସେଞ୍ଜର ଟ୍ରେନ୍। ସେଠାରୁ ମୋଦି ସିଧା ଯିବେ ସହର ମଝିରେ ଥିବା ଦଳୀୟ ସଭାସ୍ଥଳକୁ। ଯେଉଁଠି ପ୍ରସ୍ତୁତି ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାର ବି ଚାଲିଛି ତନ୍ନ ତନ୍ନ ଯାଞ୍ଚ। […]

  • Friday, 16 July 2021
students
ଏକା ସାଙ୍ଗରେ ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ

ଭୁବନେଶ୍ୱର  : ଏକା ସାଙ୍ଗରେ ୧ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ। ଭୁବନେଶ୍ୱରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଆୟୋଜିତ ହୋଇଥିବା ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଗୋଟିଏ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ୨୫ ପ୍ରକାର ଦିବ୍ୟବେଶ ଓ ଛପନଭୋଗର ପ୍ରଦର୍ଶନ। ପୁଣି ଉତ୍କଳୀୟ ପରମ୍ପରା ସହ ଜଡିତ ପୁରୀର ନାଗା ଓ ମେଢ ନାଚ,  ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ,ବନାଟି ଖେଳ […]

  • Friday, 16 July 2021
gadakhai
ଅବହେଳିତ ଅବସ୍ଥାରେ କଟକ ଗଡ଼ଖାଇ

କଟକ : ୧୪ଶହ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଥିବା ଗଡ଼ଖାଇ। ଏବେ ଅବହେଳିତ ରକ୍ଷଣା ବେକ୍ଷଣ ଅଭାବରୁ ଜୀର୍ଣ୍ଣ ଦିଶୁଥିଲେ ମଧ୍ୟ ଅନେକ ଐତିହାସିକ ଗାଥା ବହନ କରୁଛି ଏହି ଗଡ଼ଖାଇ। ତେବେ ଇତିହାସକୁ ବଞ୍ଚାଇ ରଖିବା ପାଇଁ ଗଡ଼ଖାଇର ପୁନରୁଦ୍ଧାର ଓ ନବୀକରଣ ଲାଗି ୨୦୧୫ମସିହାରେ ପଦକ୍ଷେପ ନେଇଥିଲେ ସରକାର। ସର୍ବସାଧାରଣଙ୍କ ପାଇଁ ବୋଟିଂ ବ୍ୟବସ୍ଥା, ପାର୍କ ଓ ଝୁଲାପୋଲ ନିର୍ମାଣ ଭଳି ଯୋଜନା ପ୍ରକଳ୍ପରେ ସ୍ଥାନ ପାଇଥିଲା। ବର୍ଷ ପରେ ବର୍ଷ […]

  • Friday, 16 July 2021
burla-1
ବୁର୍ଲା ଭିସୁଟ୍ ଛାତ୍ରଛାତ୍ରୀଙ୍କ ସଫଳତା

ସମ୍ବଲପୁର :  ସଫଳ ହେଲା ପରିଶ୍ରମ। ସାଧନାକୁ ମିଳିଲା ସ୍ୱୀକୃତି । ଆଉ ଏହି ବିଶେଷ ମୁହୂର୍ତ୍ତରେ ନିଜେ କୁଳପତି ଭିସୁଟ ଇନୋଭେସନ ସେଲର ଗବେଷଣାରତ  ଛାତ୍ରଛାତ୍ରୀ ଓ ଅନ୍ୟ ପ୍ରାଧ୍ୟାପକ ପ୍ରାଧ୍ୟାପିକାଙ୍କୁ ଡାକି ମିଠା ଖୁଆଉଛନ୍ତି। ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍ସାହ। ସୂଚନା ଅନୁସାରେ ବୁର୍ଲା ଭିସୁଟର କିଛି ଉତ୍ସାହୀ ଛାତ୍ରଛାତ୍ରୀ ୨ ବର୍ଷ ତଳେ ଆରମ୍ଭ କରିଥିଲେ ରକେଟ ନିର୍ମାଣ ନେଇ ଗବେଷଣା। ଇଣ୍ଟରନେଟ୍‌ରୁ ରକେଟ୍‌ ନିର୍ମାଣ ସମ୍ବନ୍ଧୀୟ ଜ୍ଞାନ କୌଶଳ ଆହରଣ […]

  • Friday, 16 July 2021
biju legacy
୧୯ ନିର୍ବାଚନରେ ବିଜେଡିକୁ ଚେକ୍ ଦେବାକୁ ହେବ କି ନୂଆ ସମୀକରଣ?

ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ ନବୀନଙ୍କୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ହେଉଛି କି ନୂଆ ଷ୍ଟ୍ରାଟେଜି ? ଏକାଠି ହେବେ କି ବିଜୁ ପରିବାରର ପୁରୁଣା ସଦସ୍ୟ ଓ ଅନ୍ୟ ନେତା? ବୈଜୟନ୍ତଙ୍କ ସମେତ ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ଦିଲୀପ ରାୟ, ଖାରବେଳ ସ୍ୱାଇଁଙ୍କ ପରି ବରିଷ୍ଠ ନେତା ଏକ୍ ହୋଇ ନବୀନଙ୍କ ବିରୋଧରେ ଲଢିବେ କି? ଉତ୍କଳ ଭାରତ ସଭାପତି  ଖାରବେଳ ସ୍ୱାଇଁ ଓ ବରିଷ୍ଠ ବିଧାୟକ ଦାମୋଦର ରାଉତ […]

  • Friday, 16 July 2021
chhatish garh
କୁମ୍ଭୀର ପାଇଁ କାନ୍ଦଣା

ଛତିଶଗଡ଼ : କୁମ୍ଭୀର କାନ୍ଦଣା କଥା ଆପଣ ଶୁଣିଥିବେ। କିନ୍ତୁ କେବେ କୁମ୍ଭୀର ପାଇଁ କାନ୍ଦଣା କଥା ଶୁଣିନଥିବେ। ହେଲେ ଛତିଶଗଡ଼ରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଆଜିକାଲି ଭାରି ଚର୍ଚ୍ଚାରେ। ଏମିତି ତ ପ୍ରିୟର ଗୃହପାଳିତ ପଶୁ ପକ୍ଷୀଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ କରିବା ସହ ଦୁଃଖ କରିବାର ଜାଣିଛେ। କିନ୍ତୁ କେବେ ହିଂସ୍ର ଜଙ୍ଗଲୀ ଜନ୍ତୁ କିମ୍ବା ସରୀସୃପଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଥା ଆପଣ ଶୁଣିନଥିବେ। ଛତିଶଗଡ଼ର ବେମତରା […]

  • Friday, 16 July 2021
maka
ଦିନକ ପରେ ମକର ସଂକ୍ରାନ୍ତି ; ଚଳଚଞ୍ଚଳ ମୟୂରଭଞ୍ଜ

ମୟୂରଭଞ୍ଜ : ଦିନକ ପରେ ମକର ସଂକ୍ରାନ୍ତି। ଘରେ ଘରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମୟୂରଭଞ୍ଜ ଜିଲ୍ଲା। ଚାଲିଛି ଘରର ଲିପାପୋଛା, ଅଙ୍କା ଯାଉଛି ରଙ୍ଗବେରଙ୍ଗରେ ଚିତ୍ର। ଏହାକୁ ଗଣପର୍ବ ରୂପେ ପାଳନ କରନ୍ତି ଏହି ଜିଲ୍ଲାବାସୀ। ଆଦିବାସୀ ବହୁଳ ଏହି ଜିଲ୍ଲାରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ। ଘରେ ଘରେ ପିଠାପଣା କରାଯିବ ସହ ମାଂସଭାତର ଆସର ଜମେ। ଏହି ଦିନରେ ନୂଆଲୁଗା […]

  • Friday, 16 July 2021
kite3
ଆଗକୁ ଆସୁଛି ମକର ସଂକ୍ରାନ୍ତି ; କଟକରେ ଆରମ୍ଭ ହୋଇଗଲାଣି ଗୁଡ଼ି ଉଡା

କଟକ : ଆଗକୁ ଆସୁଛି ମକର ସଂକ୍ରାନ୍ତି। ଏହି ଦିନ ଆସିଲେ ମନକୁ ଆସିଯାଏ କଟକର ଗୁଡ଼ି ଉଡା ପରମ୍ପରା। କାହିଁ କେଉଁ କାଳରୁ କଟକରେ ଏହି ପରମ୍ପରା ଚାଲି ଆସିଥିବାବେଳେ, ବିଭିନ୍ନ ଦୋକାନରେ ଦେଖିବାକୁ ମିଳିଲାଣି ଭଳିକି ଭଳି ଗୁଡ଼ି। ହାତରେ ମାତ୍ର ଦୁଇ ଦିନ ଥିବାରୁ ସାହି ଗଳିରେ ପିଲାମାନେ ଗୁଡ଼ି ଉଡା ଆରମ୍ଭ କରିସାରିଲେଣି। ସେପଟେ ସମୟକ୍ରମେ ସାଧା ସୂତା ବଦଳରେ ପ୍ଲାଷ୍ଟିକ୍‌ ସୂତାର ଚାହିଦା ବଢୁଥିବାରୁ କେତେବେଳେ ଯେ କାହାର ଜୀବନ […]

  • Friday, 16 July 2021
modi
୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ପୁରୁଣା ସହଯୋଗୀ ଖୋଜା

ଭୁବନେଶ୍ୱର : ବିଜେପି- ବିଜେଡି ପରସ୍ପର ପ୍ରତି ଢଳୁଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଲା ମୋଦିଙ୍କ ଆହ୍ୱାନ। ଗତକାଲି ଭିଡିଓ କନଫରେନ୍ସରେ ତାମିଲନାଡୁର କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ମୋଦି କହିଛନ୍ତି, ପୁରୁଣା ସାଥୀଙ୍କ ପାଇଁ ଏନଡିଏର ଦ୍ୱାର ଖୋଲା। ମୋଦିଙ୍କ ଏ ଆହ୍ୱାନ ପରେ ପ୍ରଶ୍ନ ଉଠୁଛି ଏନଡିଏର ପୁରୁଣା ସହଯୋଗୀ ଏକାଠି ହେବା ନେଇ ପ୍ରକିୟା ଆରମ୍ଭ ହୋଇନାହଁ ତ ? ପୁରୁଣା ସାଥୀ ଭିତରୁ ବିଜ଼େଡି ୯ ବର୍ଷ ଧରି ବିଜେପି ସହ ସରକାରରେ […]

  • Friday, 16 July 2021
kumbhamela
କୁମ୍ଭମେଳା ପାଇଁ ସଜେଇ ହେଲାଣି ପ୍ରୟାଗରାଜ

ଉତ୍ତର ପ୍ରଦେଶ  : ସଜେଇ ହେଉଛି ଧାର୍ମିକ ନଗରୀ ପ୍ରୟାଗରାଜ। ଏଥରର ଅର୍ଦ୍ଧ କୁମ୍ଭମେଳାରେ ଦେଶବିଦେଶରୁ ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ମେଳା ପୂର୍ବର ପ୍ରସ୍ତୁତି ଏବେ ଖୁବ୍‌ ରୋମାଂଚକର ହୋଇଉଠିଛି। ଆଲୋକମାଳାରେ ଝଲସୁଛି ଟେଣ୍ଟ ସିଟି। ଆସନ୍ତା ୧୫ ତାରିଖରୁ ପ୍ରୟାଗରାଜରେ କୁମ୍ଭମେଳା ଆୟୋଜନ ହେଉଛି।  ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ରହିବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ସମସ୍ତ ବ୍ୟବସ୍ଥା କରାଯାଇଛି।  କୁମ୍ଭମେଳାକୁ ଆଉ ମାତ୍ର ୪ […]

  • Friday, 16 July 2021
nn
ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ସ୍ୱାମୀ ଲିପନ୍

କଟକ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ନିକିତାଙ୍କ ସ୍ୱାମୀ ଲିପନ ସାହୁ। ଲିପନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଲିପନଙ୍କୁ ଜେଲ ପଠାଇ ଦିଆଯାଇଛି। ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଦାୟୀ ବୋଲି କଟକ ଡିସିପି ପ୍ରମାଣ ପାଇବା ପରେ ସୋମବାର ଗିରଫ କରିଥିଲେ। ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ଏମିତି କିଛି ସୂଚନା ଦେଇଛନ୍ତି କଟକ ଡିସିପି। ନିକିତା ଓ […]

  • Friday, 16 July 2021
kalia
‘କାଳିଆ’ ଯୋଜନା ଲାଗି ଜାଲ୍‌ ଫର୍ମ ବିକ୍ରି !

ବାଲେଶ୍ୱର : ‘କାଳିଆ’ ଯୋଜନାରୁ ଉପକୃତ ହେବା ଲାଗି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ମଧୁପୁରା ପଞ୍ଚାୟତରେ ଫର୍ମ ନେବା ଲାଗି ଆବଶ୍ୟକତା ଠାରୁ ଅଧିକ ଚାଷୀ ରୁଣ୍ଡ ହୋଇଥିଲେ। ହେଲେ ସେଠାରେ ଫର୍ମ ନ ନିଳିବାରୁ ଏବେ ଖୋଲା ବଜାରରୁ ଚାଷୀ ୫ରୁ ୧୦ ଟଙ୍କା ଲେଖାଏଁ ଦେଇ ଫର୍ମ କିଣୁଥିବା ଦେଖିବାକୁ ମିଳିଛି। ମଧୁପୁରା ସରପଞ୍ଚ ଓ ନୋଡାଲ ଅଫିସର କହିବାରୁ ଅଫସେଟ୍ ପ୍ରିଣ୍ଟିଂ ମେସିନରେ ଫର୍ମ ଛପାଇ ତାହାକୁ ବିକ୍ରି କରାଯାଉଥିବା ଦେଖିବାକୁ […]

  • Friday, 16 July 2021
suicide
ଆୟୁଷ୍ମାନଙ୍କ ଡାଏରୀରୁ ମିଳିଲା ହୃଦୟସ୍ପର୍ଶୀ ଲେଖା

ଭୁବନେଶ୍ୱର : ଏସିପି ସଞ୍ଜୀବ ଶତପଥୀଙ୍କ ୧୨ ବର୍ଷର ପୁଅ ଆୟୁଷ୍ମାନର ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଛି। ମୃତ୍ୟୁର ଦୁଇ ଦିନ ପରେ ଆୟୁଷ୍ମାନଙ୍କ ଡାଏରୀରୁ ସେ ନିଜ ପରିବାର ସମ୍ପର୍କରେ ଲେଖିଥିବା ଏପରି କିଛି ହୃଦୟସ୍ପର୍ଶୀ ବାର୍ତ୍ତା ମିଳିଛି, ଯାହା ତାଙ୍କ ଶୋକ ସନ୍ତପ୍ତ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ଆଶ୍ଚର୍ଯ୍ୟ କରିଛି। ‘ମୋ ମା ଦୁନିଆର ସବୁଠୁ ସୁନ୍ଦରୀ ମହିଳା, ଯିଏ ମୋତେ ସବୁଠୁ ଅଧିକ ଭଲ ପାଆନ୍ତି। ମୋ ବାପା ରିଅଲ୍ […]

  • Friday, 16 July 2021
station
ଟ୍ରେନ୍‌ ଯାତ୍ରୀ ସାବଧାନ

ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍‌ ଛାଡ଼ିବାର ୧୫ରୁ୨୦ ମିନିଟ୍‌ ପୂର୍ବରୁ ଆପଣ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ। ନଚେତ ଆପଣ ଟ୍ରେନ୍‌ ଯାତ୍ରାରୁ ବଞ୍ଚିତ ହେବେ। ବିମାନ ବନ୍ଦର ଭଳି ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍‌ ପୂର୍ବରୁ ହିଁ ଷ୍ଟେସନ ସିଲ୍ କରାଯିବ। ରେଳ ବିଭାଗ ଖୁବ୍‌ ଶୀଘ୍ର ଏହି ନିୟମ ପ୍ରଚଳନ କରିବାକୁ ଯାଉଛି।  ସୁରକ୍ଷା କାରଣରୁ ରେଳ ବିଭାଗ ଏଭଳି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଥିବା ଜଣାପଡ଼ିଛି। କୁମ୍ଭମେଳାକୁ ଦୃଷ୍ଟିରେ […]

  • Friday, 16 July 2021
m2
ଧାର୍ଯ୍ୟ ସମୟର ୨ମାସ ପୂର୍ବରୁ ଧାନ କିଣା ସାରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଥର ଧାର୍ଯ୍ୟ ସମୟର ଦୁଇମାସ ପୂର୍ବରୁ ସରକାର ଖରିଫ ଧାନ କିଣା ବନ୍ଦ କରିଦେବେ। ଅର୍ଥାତ୍‌ ଏପ୍ରିଲ ବଦଳରେ ଫେବୃଆରୀ ୨୮ ମଧ୍ୟରାତ୍ର ପରଠାରୁ ଖାଦ୍ୟ ଯୋଗାଣ ବିଭାଗ ଧାନ କିଣିବା ଉପରେ କଟକଣା କରିଛି। ନୂଆପଡ଼ା ଜିଲ୍ଲା ସାରାବଙ୍ଗ ମଣ୍ଡିର ଦିନେ କି ଦୁଇ ଦୁଇ ଦିନ ନୁହେଁ, ୨୦ରୁ ୨୫ ଦିନ ହେବ ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ି ରହିଛି। ଛତିଶଗଡ଼ ସୀମାର ମୋଟାନୂଆପଡ଼ା ଓ ମୋହରାଡ଼ିହି ଧରମବନ୍ଧା ମଣ୍ଡିରେ […]

  • Friday, 16 July 2021
brave
ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ମହାକାଳପଡ଼ା ନିପାଣିଆ ଡଙ୍ଗାବୁଡି ଘଟଣାରେ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପାଣିଆ ଗାଁର ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ବବିତା ଗିରିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଗତ ୨ ତାରିଖ ରାତିରେ କୁଜଙ୍ଗ ହସିଣା ଗାଁର ୫୫ ଜଣ ହୁକିଟୋଲାରୁ ଭୋଜି କରି ଏକ ଡଙ୍ଗାରେ ଫେରୁଥିବାବେଳେ ନିପାଣିଆ ନିକଟରେ ବୁଡିଯାଇଥିଲା। ତେବେ ବବିତା ଓ  ପୂର୍ଣ୍ଣିମା ହାଡ଼ […]

  • Friday, 16 July 2021
boat----
୯ ଜଣଙ୍କ ସଲିଳ ସମାଧି ପରେ ସ୍ତବ୍ଧ ଜଗତସିଂପୁର ହସିନା ଗାଁ

କେନ୍ଦ୍ରାପଡ଼ା : କାନ୍ଦ ବୋବାଳିରେ ଫାଟି ପଡୁଛି ହସ୍ପିଟାଲ୍ ପରିସର। ଆଉ ଏପଟେ ହସ ଲିଭିଯାଇଛି ହସିନା ଗାଁରୁ। ହୁକିଟୋଲା ବଣଭୋଜିକୁ ଯିବା ପୂର୍ବରୁ ଯେଉଁ ଗାଁ ଦାଣ୍ଡରେ କାଲି ସକାଳେ ହସ ଖୁସିର ଲହଡ଼ି ଭାଙ୍ଗୁଥିଲା, କୁନି କୁନି କୋଳାହଳରେ ଫାଟି ପଡୁଥିଲା ଘର ଅଗଣା, ସେ ଘର, ଗାଁ ଖୁଲିରେ ଆଜି ଶ୍ମଶାନର ନିରବତା। ଗତକାଲି ହୁକୁଟେଲାର ସେ କାଳସଂଜ ଉଚ୍ଛନ୍ନ କରି ଦେଇଛି ହସିନା ଗାଁର ଅନେକଙ୍କ ସଂସାର। ନିଜର ଦୁଇ ଦୁଇଟି […]

  • Friday, 16 July 2021