• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

p1
ବ୍ୟବହାର ହୋଇପାରୁନି ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଜୟପୁର(ଟି.ଗୌରୀଶଙ୍କର): ଯାତ୍ରୀଙ୍କ ଜରୁରୀ ସୁବିଧା ପାଇଁ ସରକାର ପଥପ୍ରାନ୍ତ ସୁବିଧା କେନ୍ଦ୍ର ଯୋଜନା କରିଛନ୍ତି। ଆଉ ଯୋଜନା ଅନୁସାରେ, ରାଜ୍ୟର କିଛି ଅଞ୍ଚଳର ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି। ହେଲେ କେଉଁଠି ଏହା ବ୍ୟବହାର ହୋଇପାରୁନି ତ ପୁଣି କେଉଁଠି ପ୍ରଶାସନିକ ଅବହେଳାରୁ ଏହାର ନିର୍ମାଣ ହୋଇପାରିନାହିଁ। କୋରାପୁଟ ଜିଲ୍ଲା ଡୁମୁରିପୁଟର ଜାତୀୟ ରାଜପଥ-୨୬ କଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରର ନବନିର୍ମାଣ କରାଯାଇଛି। ଲକ୍ଷାଧିକ ଟଙ୍କାରେ ପଥପ୍ରାନ୍ତ […]

  • Friday, 16 July 2021
vlcsnap-error247
ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ପନିପରିବା ଫସଲ ନଷ୍ଟ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁ ବାଲେଶ୍ୱରରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଗତ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ ଟମାଟୋ, ବାଇଗଣ, କଖାରୁ ଓ ଲଙ୍କା ଭଳି ବିଭିନ୍ନ ପନିପରିବା ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଜିଲ୍ଲାର କସିମେଳା, ରେମୁଣା ଓ ବସ୍ତା ବ୍ଲକ୍‌ର ଭେଲୋରା, ପାଉଁଶକୁଲି ଆଦି ଅଞ୍ଚଳରେ ପନିପରିବା ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। […]

  • Friday, 16 July 2021
sex-ratio
ରାଜ୍ୟରେ ଉଦ୍‌ବେଗଜନକ ଭାବେ କମୁଛି ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା

ଭୁବନେଶ୍ୱର : ପୁଣି ଅଲୋଡ଼ା ଶିଶୁକନ୍ୟା। ଲାଲ୍‌ କପଡ଼ାରେ ଗୁଡ଼ା ହୋଇଥିବା କଅଁଳା ଝିଅଟିକୁ ହତାଦର କରି ଦେଇଛି ଜନ୍ମଦାତ୍ରୀ। ରାସ୍ତା କଡ଼ରେ ଶୀତରେ କୁଆଁ କୁଆଁ କାନ୍ଦ ଶୁଣି ଉଦ୍ଧାର କରିଛନ୍ତି ଗାଁ ଲୋକେ। କୋରାପୁଟ୍ ଜିଲ୍ଲା କେବିଡ଼ି ଗାଁ ପାଖ କଲଭର୍ଟ ତଳୁ ମିଳିଥିବା ଝିଅଟିକୁ ଜିଲ୍ଲା ଶିଶୁ ସୁରକ୍ଷା କମିଟି ନିଜ ଅଧିନକୁ ନେଇ ତା ବାପା ମାଆଙ୍କୁ ଖୋଜୁଛି। ହେଲେ ଏ ଘଟଣା ପୁଣି ପ୍ରମାଣତି କରିଛି ଶିଶୁକନ୍ୟାଙ୍କ ପ୍ରତି ଗଭୀର […]

  • Friday, 16 July 2021
otv
ବିଧାନସଭା ସ୍ୱାଧିକାର କମିଟିରେ ହାଜର ହେଲେ ଓଟିଭି ନିର୍ଦ୍ଦେଶିକା

ଭୁବନେଶ୍ୱର: ବିଧାନସଭା ସ୍ୱାଧିକାର କମିଟିରେ ପକ୍ଷ ରଖିଲେ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ୍ ପଣ୍ଡା। ଗତ ନଭେମ୍ବର ୧୯ ଶୀତ ଅଧିବେଶନ ପ୍ରଶ୍ନକାଳ ସଂପର୍କିତ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସ୍‌ ଉପରେ ଜଗି କମିଟି ଆଗରେ ନିଜ ମତ ଉପସ୍ଥାପନ କରିଥିଲେ। ସେପଟେ ସ୍ୱାଧିକାର କମିଟିରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗି ମଙ୍ଗତ୍ କହିଛନ୍ତି, ଓଟିଭିକୁ ଜାଣିଶୁଣି ହଇରାଣ କରାଯାଉଛି। ଜଣେ ମହିଳା […]

  • Friday, 16 July 2021
saha--1
ରାହୁଲଙ୍କ ଆଟାକ୍ ପରେ ଶାହଙ୍କ କାଉଣ୍ଟରକୁ କର୍ମୀଙ୍କ ଅପେକ୍ଷା

ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଂପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଲଗାତର ୩ଟି ସଭାରେ ନବୀନଙ୍କ ପ୍ରତି ମୋଦିଙ୍କ ଅପେକ୍ଷାକୃତ ନରମ ମନୋଭାବ ଉଭୟଙ୍କ ମଧ୍ୟରେ ଭିତିରି ସଂପର୍କ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଥିଲା। ଯଦିଓ ରାଜ୍ୟ ବିଜେପି ନେତାଏ ଏହି ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି। ତଥାପି ଶାହଙ୍କ ମୁହଁରୁ ଏହାର ଜବରଦସ୍ତ ଜବାବ ଆଶାରେ ଅଛନ୍ତି କର୍ମୀ ଓ ନେତା। […]

  • Friday, 16 July 2021
fr
ଦିନ ମଜୁରି କରି ଚଳୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଲୋକେ

କୋରାପୁଟ: ବ୍ରିଟିଶ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ କୋରାପୁଟ ଖେମୁଣ୍ଡୁଗୁଡା ଗାଁର ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ। ହେଲେ ଏହି ବୀରପୁତ୍ରଙ୍କୁ ପ୍ରକୃତ ସମ୍ମାନ ମିଳିବା ତ ଦୂର କଥା, ସରକାରୀ ସହାୟତା ନମିଳିବାରୁ ଦିନ ମଜୁରିଆ ଭାବେ ଅତିବାହିତ କରୁଛନ୍ତି ଭଗବାନଙ୍କ ପରିବାର ଲୋକେ। ବ୍ରିଟିଶ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ କୋରାପୁଟ ଖେମୁଣ୍ଡୁଗୁଡା ଗାଁର ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ। ହେଲେ ଏହି […]

  • Friday, 16 July 2021
e6
ସୌଭାଗ୍ୟ ଯୋଜନା ଏବେ ଦୁର୍ଭାଗ୍ୟ ଯୋଜନା

ସୁବର୍ଣ୍ଣପୁର/ ମୟୂରଭଞ୍ଜ(ଦିଲ୍ଲୀପ କୁମାର ସାହୁ/ରାଜେଶ କୁମାର ଶର୍ମା): ଘରେ ଘରେ ପହଞ୍ଚିବ ବିଦ୍ୟୁତ୍‌ ସେବା। କେହିବି ଅନ୍ଧାରରେ ରହିବେନି। ଏଇ ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା। ହେଲେ ସୌଭାଗ୍ୟ ଯୋଜନା ସୁବର୍ଣ୍ଣପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଦୁର୍ଭାଗ୍ୟ ଯୋଜନା ପାଲଟିଥିବା ଅଭିଯୋଗ ହୋଇଛି। ଉଭୟ ଜିଲ୍ଲାରେ ସୌଭାଗ୍ୟ ଯୋଜନାରେ ଘରେ ଘରେ ବିଦ୍ୟୁତ୍‌ ସଂଯୋଗ ହୋଇଛି। ହେଲେ ଲାଇନ୍ ନାହିଁ। ଫଳରେ ଅନ୍ଧାରରେ କଟୁଛି ରାତି। ବିଜୁଳି ଆଲୁଅ ପାଇଁ ବିଭାଗୀୟ ଅଧିକାରୀଙ୍କୁ […]

  • Friday, 16 July 2021
b5
ନୀଳଗିରିରେ ବଢ଼ିଚାଲିଛି ଭାଲୁ ମୃତ୍ୟୁ ସଂଖ୍ୟା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଭାଲୁ ମୃତ୍ୟୁ ବଢ଼ି ଚାଲିଛି। ଗତ ମାସକ ମଧ୍ୟରେ କେବଳ ନୀଳଗିରିରେ ୪ଟି ଭାଲୁଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଏକ ଭାଲୁ ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ, ନୀଳଗିରି ଅଞ୍ଚଳରେ ମାସକ ମଧ୍ୟରେ ୪ଟି ଭାଲୁଙ୍କ ମୃତ୍ୟୁ ହୋଇଥିବାବେଳେ୨ ମାସରେ ଏହି ସଂଖ୍ୟା ୭ରେ ପହଞ୍ଚିଛି।ଚଲଣାପାଳ ନିକଟରେ ଗୋଟିଏ ଭାଲୁକୁ ଲୋକେ ପିଟି ପିଟି ମାରି […]

  • Friday, 16 July 2021
girls
ଗତ ରାତିରୁ ଅନ୍ତର୍ଦ୍ଧାନ କନ୍ୟାଶ୍ରମର ୨୯ ଛାତ୍ରୀ

ମୋହନା : ରହସ୍ୟମୟ ହୋଇ ରହିଛି ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମ ବିଦ୍ୟାଳୟରୁ ୨୯ ଛାତ୍ରୀଙ୍କ ଅନ୍ତର୍ଦ୍ଧାନ ଘଟଣା? ଗତକାଲି ରାତିରୁ ଏହି ଛାତ୍ରୀମାନେ କେଉଁଠି ଅଛନ୍ତି ତାର ଟେର୍ କେହି ପାଉନାହାନ୍ତି। ସ୍କୁଲ କର୍ତ୍ତୃପକ୍ଷ ଜଣେ କି ଦୁଇ ଜଣ ନୁହନ୍ତି, ଏକା ବେଳକେ ଏତେ ସଂଖ୍ୟକ ପିଲା କେମିତି ଉଭାନ ହୋଇଗଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ଘଟଣାକୁ ନେଇ ଖାଲି ବିଦ୍ୟାଳୟ କର୍ତ୍ତୃପକ୍ଷ ନୁହଁନ୍ତି , ଜିଲ୍ଲା ପ୍ରଶାସନ ବି […]

  • Friday, 16 July 2021
elephant1
ବାଘ ଜଗିବାକୁ ଶିମିଳିପାଳରୁ ପଠାଗଲା ହାତୀ

ଅନୁଗୁଳ : ସାତକୋଶିଆ ଅଭିମୁଖେ ମହେନ୍ଦ୍ର ଓ ରାଜକୁମାର। ଆଜି ବଡ଼ି ଭୋରରୁ ଶିମିଳିପାଳର ଯଶୀପୁରରୁ ସାତକୋଶିଆ ଅଭିମୁଖେ ଯାତ୍ରା କରିଛନ୍ତି ଏ ଦୁଇ କୁମ୍‌କୀ ହାତୀ। ଏନ୍‌ଟିସିଏର ପରାମର୍ଶ ଅନୁଯାୟୀ ଉଭୟ ହାତୀଙ୍କୁ ସାତକୋଶିଆକୁ ଅଣାଯାଉଛି। ବିବାଦ ଭିତରେ ଛନ୍ଦି ହୋଇଥିବା ସାତକୋଶିଆର ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଆଗକୁ ନେବା ପୂର୍ବରୁ ଏନ୍‌ଟିସିଏ କିଛି ପଦକ୍ଷେପ ନେବାକୁ କହିଥିଲେ। ସେ ଅନୁଯାୟୀ ହାତୀଙ୍କୁ ସାତକୋଶିଆ ଅଣାଯାଉଛି। ଏଠି ଉଭୟ ହାତୀ ପାଟ୍ରୋଲିଂ ସହିତ ଅନ୍ୟାନ୍ୟ କାର୍ଯ୍ୟରେ […]

  • Friday, 16 July 2021
1
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହେଲେ ହଟହଟ୍ଟା ; ନିଜ ଭାଷଣ ଠିକ୍‌ରେ ପଢ଼ିପାରିଲେ ନାହିଁ

ମଧ୍ୟପ୍ରଦେଶ  : ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ମଧ୍ୟପ୍ରଦେଶ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହଟହଟ୍ଟା। ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା। ହେଲେ ସେ ନିଜ ଭାଷଣ ପଢ଼ି ପାରିନଥିଲେ। ଦୁଇ ଧାଡ଼ି ପଢ଼ିବା ପରେ ଥଙ୍ଗ ଥଙ୍ଗ ହୋଇଥିଲେ। ଆଉ ବାକି ଭାଷଣ ଜିଲ୍ଲାପାଳ ପଢ଼ିବେ ବୋଲି କହି ପଳାଉଥିଲେ। ହେଲେ […]

  • Friday, 16 July 2021
raghu
ରଘୁନାଥଙ୍କ ହାତର ଯାଦୁଗରୀ ସ୍ପର୍ଶରେ କଥା କହେ ଶାମୁକା ଓ ଶଙ୍ଖ

ପୁରୀ : ମାଟି ନୁହେଁ କି ପଥର ନୁହେଁ। ସମୁଦ୍ରର ବିସ୍ତୀର୍ଣ୍ଣ ବାଲୁକାରାଶିର ଅଦକାରୀ ଶଙ୍ଖ କିମ୍ବା ଶାମୁକାଟିଏ ତାଙ୍କ ହାତରେ ପଡ଼ିଗଲେ, ସତେ ଯେମିତି ପାଲଟିଯାଏ ଜୀବନ୍ତ। ତାଙ୍କର ସୃଜନଶୀଳ ପରିକଳ୍ପନା କେତେବେଳେ ପ୍ରତିମୂର୍ତ୍ତି କଳାରେ ରୂପାୟିତ ହୁଏ, ଆଉ କେବେ ପାଲଟିଯାଏ ଆକର୍ଷଣୀୟ ଘରକରଣା। ଆଉ ଏହି ଯାଦୁଗରୀ କଳାର ପ୍ରବୀଣ ଶିଳ୍ପୀ ହେଲେ ପୁରୀର ରଘୁନାଥ ମହାପାତ୍ର। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ଆଧାରିତ ଦଶାବତାର ମୂର୍ତ୍ତୀ ହେଉ କିମ୍ବା ଶ୍ରୀମନ୍ଦିରର ପ୍ରତିକୃତି, ଅଥବା […]

  • Friday, 16 July 2021
4
କୂଅରୁ ମିଳିଲା ନିଖୋଜ ମହିଳା ଓ ୪ ପିଲାଙ୍କ ମୃତଦେହ

ବଣାଇ : ଭୟଙ୍କର, ବୀଭତ୍ସ ଓ ବର୍ବର। ମା’ ସହ ୪ ପୁଅ ଝିଅଙ୍କ ରହସ୍ୟଜନକ ମୃତ୍ୟୁ। ସୁନ୍ଦରଗଡ଼ ଇନ୍ଦୁପୁର ଗାଁରେ ପାଞ୍ଚ ପାଞ୍ଚ ଜଣଙ୍କ ହୋଇଛି ସନ୍ଦେହଜନକ ମୃତ୍ୟୁ। ଏମାନେ ହେଉଛନ୍ତି ମା’ ମାଙ୍ଗିରି ମୁଣ୍ଡା ଏବଂ ତାଙ୍କର ୨ ଝିଅ ଓ ୨ ପୁଅ। ଆଜି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ନରେ ଗାଁ ନିକଟ କୁଅ ଭିତରୁ ଉଦ୍ଧାର କରିଛି ପୁଲିସ। ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ମା’ ଓ […]

  • Friday, 16 July 2021
ak
ପରେଡ ବେଳେ ଜଣେ ଯୁବତୀ ଏକେ-୪୭ ଧରିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ପରେଡ ବେଳେ ଜଣେ ପୁଲିସ କର୍ମଚାରୀ ନିଜ ଏକେ -୪୭କୁ ଜଣେ ଯୁବତୀଙ୍କୁ ଦେଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ କର୍ମଚାରୀ ଜଣଙ୍କ କଟକ ଷଷ୍ଠ ବାଟାଲିୟନର ଜଣେ କର୍ମଚାରୀ ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ -୪୭କୁ ଯୁବତୀଙ୍କୁ ଦେଇଥିଲେ ?  ଯୁବତୀ ଜଣଙ୍କ କିଏ ? ପୁଲିସ କର୍ମଚାରୀଙ୍କ ସହ ତାଙ୍କର କି ସଂପର୍କ ରହିଛି ? ଏପରି ଲୁଚାଇ ବନ୍ଧୁକ ଦେଖାଇବା ପଛରେ […]

  • Friday, 16 July 2021
w
ମଦମୁକ୍ତ ପଞ୍ଚାୟତ ହେଲା କନ୍ଧମାଳ ଜିଲ୍ଲାର ପର୍ତ୍ତମାହା

ବାଲିଗୁଡ଼ା : ମଦ ବିରୋଧରେ ଅନେକ ସ୍ଥାନରେ ଆନ୍ଦୋଳନ, ରାସ୍ତାରୋକ୍‌ ଭଳି ଘଟଣା ଘଟୁଛି। ଏପରିକି ପ୍ରତିବାଦରେ ଲୋକେ ଥାନା ମଧ୍ୟ ଘେରାଉ କରୁଛନ୍ତି।  ହେଲେ ମଦର ଦୌରାତ୍ମ୍ୟ କମୁନି; କିନ୍ତୁ କନ୍ଧମାଳ ଜିଲ୍ଲାର ଆଦର୍ଶ ପଞ୍ଚାୟତ ପର୍ତ୍ତମାହାରେ ଲୋକଙ୍କ ମିଳିତ ଉଦ୍ୟମରେ ଗଠନ ହୋଇଛି ମଦମୁକ୍ତ ପଞ୍ଚାୟତ। କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳର ଆଦର୍ଶ ପଞ୍ଚାୟତ ପର୍ତ୍ତମାହା। କିଛି ବର୍ଷ ପୂର୍ବେ ପଞ୍ଚାୟତରେ ପ୍ରଚୁର ପରିମାଣରେ ମଦ କାରବାର ହେଉଥିଲା ଅଶାନ୍ତ, ଓ ବିଶୃଙ୍ଖଳିତ ହୋଇପଡିଥିଲା […]

  • Friday, 16 July 2021
trilochana sir
ପରିଣତ ବୟସରେ ବି ଯାଇନି ଶିକ୍ଷାଦାନର ନିଶା

ନୀଳଗିରି  : ସମାଜରେ ଶିକ୍ଷା ଦ୍ୱାରା ହିଁ ମିଳିଥାଏ ବାସ୍ତବ ସ୍ୱାଧୀନତା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ସରକାର ପୁରା ଜୋସ୍‌ରେ ଲାଗିଛନ୍ତି ସତ, ହେଲେ ଶିକ୍ଷାନୁଷ୍ଠାନର କେତେକ ପୂଜାରୀ ଆଜି ବି ସେହି ସାଧନାରେ ନିମଗ୍ନ ଅଛନ୍ତି। ସେହିଭଳି ଜଣେ ଶିକ୍ଷାର ପୂଜାରୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳ ବାଲିଓରି ଗ୍ରାମର ତ୍ରିଲୋଚନ ସାହୁ। ୯୨ ବର୍ଷରେ ବି ଛାଡ଼ିନି ଶିକ୍ଷାଦାନର ନିଶା ପ୍ରତିଦିନ ସକାଳ ୯ଟା୩୦ ହେଲେ ବଙ୍କୁଲି ବାଡ଼ି ଧରି […]

  • Friday, 16 July 2021
k11
କ୍ୟାମ୍ପେନ୍ ମୋଡ୍‌ରେ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ପ୍ରଦାନ ନିର୍ଦ୍ଦେଶ

ଭୁବନେଶ୍ୱର: କ୍ୟାମ୍ପେନ୍ ମୋଡ୍‌ରେ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ। ଏମିତିକି ବ୍ଲକ୍ ଓ ଗାଁରେ ମଧ୍ୟ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କାର୍ଡ ଦେବାକୁ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କୃଷି ମନ୍ତ୍ରାଳୟ ଚିଠି ଲେଖିଛି। ତେବେ ଓଡ଼ିଶାରେ କିନ୍ତୁ ସବୁ ଚାଷୀଙ୍କ ପାଖରେ ଏହି କାର୍ଡ ପହଞ୍ଚାଇବା ଲକ୍ଷ୍ୟ ଠାରୁ ସରକାର ବହୁ ଦୂରରେ ଅଛନ୍ତି। ସମବାୟ ବ୍ୟାଙ୍କରେ ଆକାଉଣ୍ଟ […]

  • Friday, 16 July 2021
Capture-7...........
ଭୂତ କୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ

ମାଲକାନଗିରି: ଭୂତ କୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ। ଚକାଚକ୍ କୋଠା ସିନା ତିଆରି ହୋଇଛି, କିନ୍ତୁ କଲେଜ ପାଇଁ ଯାହା ପ୍ରଥମେ ଦରକାର, ତାକୁ ବୋଧେ ସରକାର ଭୁଲି ଯାଇଛନ୍ତି। ବିଏଡ୍ କଲେଜ ପାଇଁ ଜରୁରୀ NCTE ର ଅନୁମୋଦନ ଏଯାଏ ମିଳି ନାହିଁ। ଯାହା ଫଳରେ ନବ ନିର୍ମିତ କୋଠାଟି କୌଣସି କାମରେ ଆସୁନାହିଁ। ବିଏଡ୍ କଲେଜର କୋଠା ପୁରା ଚକାଚକ୍ ଦେଖାଯିବା ସହ ସୁନ୍ଦର କ୍ଲାସରୁମ୍, ପ୍ଲେ-ଗ୍ରାଉଣ୍ଡ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ପୃଥକ୍ […]

  • Friday, 16 July 2021
baba
ଖୋଲୁଛି ଆଶ୍ରମ ମୁଖ୍ୟ ବାବା ମୁରାରୀଙ୍କ ବେଆଇନ କାମର ଗୁମର

ଢେଙ୍କାନାଳ  : ପୁଣି ଚର୍ଚ୍ଚାରେ ଢେଙ୍କାନାଳ। ବେଲଟିକିରି ସେଲ୍‌ଟର ହୋମ୍ କେଳେଙ୍କାରୀ ଠାରୁ ବି ଆସିଛି ଆହୁରି ସାଂଘାତିକ ଅଭିଯୋଗ। ସହର ଉପକଣ୍ଠ ଗୋବିନ୍ଦପୁରରେ ବେଆଇନ ଭାବେ ଚାଲିଥିବା କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହେବା ପରେ ଖୋଲିଛି ଏଠାରେ ଚାଲିଥିବା ବେଆଇନ କାର୍ଯ୍ୟକଳାପର ଗୁମର। ଢେଙ୍କାନାଳ ସହର ଠାରୁ ମାତ୍ର ତିନି କିଲୋମିଟର ଦୂର ଗୋବିନ୍ଦପୁରରେ ଥିବା ଏହି କଳ୍ପତରୁ ଆଶ୍ରମ। ଏଠାରେ ରହୁଥିବା ୧୦ ବର୍ଷର ବାଳକ ଛୋଟୁ ରୋହିଦାସ ନିଖୋଜ ହୋଇଯିବା […]

  • Friday, 16 July 2021
rr
ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ : ରାହୁଲ୍‌ ଗାନ୍ଧି

ଭୁବନେଶ୍ୱର : ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ। ଦିଲ୍ଲୀରେ ମୋଦି ରିମୋଟ ଟିପିଲେ ନବୀନ ଏଠି ଉଠବସ୍‌ ହେଉଛନ୍ତି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ଦଳୀୟ ସଭାରେ ଯୋଗ ଦେଇ ନବୀନଙ୍କୁ ମୋଦିଙ୍କ ଜୁନିୟର ପାର୍ଟନର କହିବା ସହ ମୋଦିଙ୍କ ହାତରେ ନବୀନଙ୍କ  ରିମୋଟ ବୋଲି  କହି କଡ଼ା ଭାଷାରେ ସମାଲୋଚନା କରିଥିଲେ କଂଗ୍ରେସ ସଭାପତି। ହାତ ଗଣତି ୧୫ -୨୦ ଉଦ୍ୟୋଗପତିଙ୍କ ଫାଇଦା ପାଇଁ ଉଭୟ ମୋଦି ଓ ନବୀନ କିପରି କାମ କରୁଛନ୍ତି […]

  • Friday, 16 July 2021
koraput
ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ

ଜୟପୁର : ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ। କୋରାପୁଟ ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଅଞ୍ଚଳର ୧୪ ବର୍ଷର ଛାତ୍ର ଅମରେଶ ସାହୁଙ୍କୁ କିଛି ଦିନ ଧରି ପେଟ ବଥା ହେଉଥିଲା। ପେଟର କିଛି ଅଂଶ ଫୁଲି ରହିବାରୁ ତାଙ୍କୁ ପରିବାର ଲୋକେ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ଅଲଟ୍ରା ସାଉଣ୍ଡ ପରେ ପେଟରେ ସିଷ୍ଟ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଡାକ୍ତର ଅପରେସନ କରି ଅମରେଶଙ୍କ ପେଟରୁ ସିଷ୍ଟ ବାହାର କରିଥିଲେ। […]

  • Friday, 16 July 2021
power show
ଆସନ୍ତାକାଲି ବଲାଙ୍ଗିର ଓ ଝାରସୁଗୁଡ଼ାରେ ନବୀନଙ୍କ ମେଗା ସୋ

ଭୁବନେଶ୍ୱର : ଗୋଟିଏ ଦିନରେ ପଶ୍ଚିମ ଓଡିଶାରେ ନବୀନଙ୍କ ଦୁଇଟି ମେଗା ସୋ’ ପାଇଁ ବ୍ୟାପକ ଆୟୋଜନ। ଝାରସୁଗୁଡ଼ା ଓ ବଲାଙ୍ଗିରରେ ଶକ୍ତି ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଉଣ୍ଟର କରିବେ ନବୀନ। ସେପ୍ଟେମ୍ବରେ ୨୨ତାରିଖରେ ଝାରସୁଗୁଡ଼ା, ଜାନୁୟାରୀ ୧୫ରେ ବଲାଙ୍ଗିର ଆସିଥିଲେ ମୋଦି। ସେ ଦୃଷ୍ଟିରୁ ଏହି ଦୁଇ ସ୍ଥାନରୁ ହିଁ ନବୀନ ନିର୍ବାଚନୀ ବିଗୁଲ ଫୁଙ୍କିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିସହିତ କଂଗ୍ରେସ ଛାଡିଥିବା ଟାଣୁଆ ନେତା ନବ ଦାଶ ଝାରସୁଗୁଡ଼ାରେ […]

  • Friday, 16 July 2021
alaka
ଅଧୁରା ରହିଲା ଅଳକାନନ୍ଦାଙ୍କ ନିର୍ବନ୍ଧ ; ପରିବାରରେ ଶୋକାକୂଳ ପରିବେଶ

ଜଳେଶ୍ୱର : ଅଧୁରା ରହିଲା ନିର୍ବନ୍ଧ। ଆଜି ଘରେ ଲାଗିଥାନ୍ତା ବନ୍ଧୁବାନ୍ଧବଙ୍କ ଭିଡ଼। କିନ୍ତୁ ପରିବାରରେ ଏବେ ଶୋକାକୂଳ ପରିବେଶ। ଗତ ଶନିବାର ରୁମ୍‌ ମେମ୍‌ ଦ୍ୱାରା ରାଜଧାନାରେ ହତ୍ୟାର ଶିକାର ହୋଇଥିବା ଅଳକାନନ୍ଦାଙ୍କର ଆଜି ଥିଲା ନିର୍ବନ୍ଧ। ଘରେ ନାହିଁ ଗହଳ ଚହଳ। ପରିବେଶ ପୂରା ଖାଁ ଖାଁ। ହସ ଖୁସିର ସମ୍ଭାର ବଦଳରେ ଚାରିଆଡ଼େ ଛାଇଯାଇଛି ନୀରବତା। ଆଜି ହୋଇଥାନ୍ତା ଅଳକାନନ୍ଦାଙ୍କ ନିର୍ବନ୍ଧ। କିନ୍ତୁ ଶନିବାରରେ ସେହି କାଳ ରାତି ପରିବାରର ହସ ଖୁସି […]

  • Friday, 16 July 2021
cable
ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ ଲୋକାଲ କେବୁଲ୍‌ ପ୍ରସାରଣ ସେବା

ଭୁବନେଶ୍ୱର : ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ କେବୁଲ ଟିଭି ପ୍ରସାରଣ। ଟ୍ରାଇର ନୂଆ ତାରିଫ୍ ପ୍ଲାନ୍‌କୁ ବିରୋଧ କରି ଏହି ନିଷ୍ପତ୍ତି ନେଇଛି ଲୋକାଲ୍ କେବୁଲ ଅପରେଟର୍ସ ସଂଘ। ଏହି ନିଷ୍ପତ୍ତିକୁ ଓଡ଼ିଶା ଲୋକାଲ କେବୁଲ ଅପରେଟର୍ସ ସଂଘ ମଧ୍ୟ ସମର୍ଥନ କରିବ। ଗତକାଲି ଏକ ପ୍ରେସ୍‌ମିଟ୍‌ରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।  କେବୁଲ ଟିଭି ପାଇଁ ନିଆଯାଇଥିବା ନୂଆ ଟାରିଫ୍‌ ପ୍ଲାନ୍ ଦ୍ୱାରା ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକାଲ କେବୁଲ […]

  • Friday, 16 July 2021
accident----
ଘାତକ ସାଜିଲା ଘାଟି ; ପୁଣି ୧୦ ଜୀବନ ନେଲା ସଡ଼କ ଦୁର୍ଘଟଣା

କନ୍ଧମାଳ  : ଘାତକ ସାଜିଲା ଘାଟି। କନ୍ଧମାଳ ବ୍ରାହ୍ମଣୀଗାଁ ନିକଟ ବଙ୍ଗଡ଼ଦୁଆ ଘାଟିରୁ ଖସିଲା ମିନି ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ୨୫ରୁ ଅଧିକ ଆହତଙ୍କ ଚିକିତ୍ସା ଏମ୍‌କେସିଜି ମେଡିକାଲରେ ଚାଲିଛି। ମୃତାହତଙ୍କ ମଧ୍ୟରେ ବୃଦ୍ଧ ଏବଂ ଶିଶୁଙ୍କ ସଂଖ୍ୟା ଅଧିକ। ସୂଚନା ଅନୁସାରେ ସକାଳେ ମିନି ଟ୍ରକ୍‌ଟି ଦାରିଙ୍ଗିବାଡ଼ିରୁ ବ୍ରାହ୍ମଣୀଗାଁକୁ ଯାଉଥିଲା। ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ୫୦ଜଣ ଯାତ୍ରୀ […]

  • Friday, 16 July 2021