ଭୁବନେଶ୍ୱର: “ଗଙ୍ଗା ନଦୀ ଭଳି କାବେରୀ, ପେରିଆର୍, ନର୍ମଦା, ଯମୁନା, ମହାନଦୀ, ଗୋଦାବରୀ ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଉଦ୍ୟମ କରନ୍ତୁ।” ଗତକାଲି ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି। ଏହା ପରେ ଚର୍ଚ୍ଚାକୁ ଆସିଛି ମହାନଦୀରେ ପ୍ରଦୂଷଣ ପ୍ରସଙ୍ଗ। ଶିଳ୍ପ, ଡ୍ରେନ୍ ଓ ନାଳନର୍ଦ୍ଦମାର ପାଣି ସିଧାସଳଖ ନଦୀରେ ମିଶୁଥିବାରୁ ଉତ୍କଟ ସ୍ଥିତିରେ ପହଞ୍ଚିଛି ପ୍ରଦୂଷଣ ମାତ୍ରା। ଏହାର ପ୍ରମାଣ ସମ୍ୱଲପୁର ଓ ଝାରସୁଗୁଡ଼ାରେ ଦେଖିବାକୁ […]
ଭୁବନେଶ୍ୱର : ବର୍ଷ ତମାମ ମୁଣ୍ଡ ଟେକିଥିବା ମଣ୍ଡି ସମସ୍ୟା ସୁଧୁରିବାର ନାଁ ଧରୁନି। କେଉଁଠି ମିଲର୍ସଙ୍କ ମନମାନି ଚାଲିଛି ତ ଆଉ କେଉଁଠି ମଣ୍ଡିରେ ପଡ଼ିରହିଛି ଧାନ। କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ମାଡ଼ରେ ନଷ୍ଟ ହେଉଛି ବର୍ଷକର ଅମଳ। ତଥାପି ଚାଷୀଙ୍କ ଧାନ କିଣିବା ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନି। ଆଗକୁ ମୌସୁମୀ ବର୍ଷା, ଆଉ ତାପୂର୍ବରୁ ଯଦି ଧାନ ନ ଉଠେ ତେବେ ଅଧିକାଂଶ ମଣ୍ଡିରେ ଅସୁରକ୍ଷିତ ହୋଇ ପଡ଼ିରହିଥିବା […]
ଭୁବନେଶ୍ୱର : ମାର୍କେଟରୁ ଲୁଚି ଯାଇଛି ଲିଚୁ। ବିହାରରେ ବ୍ୟାପିଥିବା ମସ୍ତିଷ୍କ ଜ୍ୱର ପଛରେ ଲିଚୁ ଏକ କାରଣ ହୋଇପାରେ ବୋଲି ସଂଦେହ କରାଯିବା ପରେ ଏବେ ଓଡ଼ିଶା ମାର୍କେଟରୁ ଲିଚୁ ଗାଏବ୍। ଗତକାଲି ଯାଏଁ ଫଳ ବଜାରରେ ବିକ୍ରି ହେଉଥିଲା ପେନ୍ଥା ପେନ୍ଥା ଲିଚୁ ଚାହିଦା ଦେଖି ଚଢା ଦରରେ ବିକ୍ରି କରୁଥିଲେ ବ୍ୟବସାୟୀ । ଏବେ କିନ୍ତୁ ମାର୍କେଟରୁ ଲିଚୁ ଗାଏବ। ରାଜଧାନୀର ପ୍ରମୁଖ ଫଳ ବଜାର ଓ କଟକର ଛତ୍ର ବଜାର ଫଳ […]
କେନ୍ଦୁଝର/ଜଗତସିଂହପୁର(ପ୍ରଣୟ ପାଣି/ଶଶାଙ୍କ ଶେଖର ପଣ୍ଡା): ଆର୍ଥିକ ଅନଟନ ହେଉ କି ଯେକୌଣସି ପରିସ୍ଥିତିର ଚାପ। ଇଚ୍ଛାଶକ୍ତି ଆଗରେ ସବୁ କିଛି ପଛରେ ପଡ଼ିଯାଏ। ଆଜିର ଓଜେଇଇ ରେଜଲ୍ଟରୁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଅସମ୍ଭବ ବୋଲି କିଛି ନାହିଁ, ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଓଜେଇଇରେ ଟପ୍ପର ହୋଇଥିବା ଦୁଇ ବିଦ୍ୟାର୍ଥୀ। ଜଣେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା ଓ ଅନ୍ୟ ଜଣେ ଜଗତସିଂହପୁର କାଦୁଆପଡ଼ା ଗାଁର ଶାଶ୍ୱତୀ […]
ବଣାଇଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅଦିନିଆ ବର୍ଷାରେ ଲିଚୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀମାନେ ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି । ଲିଚୁ ଗୁଡ଼ିକ ବାହାରୁ ଲାଲ୍ ଟୁକଟୁକ୍ ଦିଶୁଥିଲେ ମଧ୍ୟ ଫଳ ଗୁଡ଼ିକ ବର୍ଷା ମାଡ଼ରେ ସଢ଼ିଯିବା ସହ ଭିତରୁ ପୋକ ଲାଗିଯାଇଛି। ଖଣ୍ଡାଧାର ଜଳପ୍ରପାତ ପାଣିକୁ ବ୍ୟବହାର କରି ଏହି ଲିଚୁ ଚାଷ କରାଯାଇଥାଏ। ଖଣ୍ଡାଧାର, ଦାଳବହାଳୀ, ମହୁଲଲଡ଼ା ପ୍ରଭୃତି ଅଞ୍ଚଳରେ ଚାଷୀ ଏହି ଋତୁରେ ଲିଚୁରୁ ବର୍ଷକର ଆୟ […]
ଭୁବନେଶ୍ୱର : କଚ୍ଛପ ଗତିରେ ଚାଲିଛି ସହରୀ ଗରିବଙ୍କୁ ପକ୍କାଘର ଦେବାପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଯୋଜନାର ୪ ବର୍ଷ ପରେ ମଂଜୁର ହୋଇଥିବାର ଘରରୁ ମାତ୍ର ୨୦ ପ୍ରତିଶତ ଘର ନିର୍ମାଣ ହୋଇପାରିଛି। ଏମିତିକି କାର୍ଯ୍ୟାଦେଶ ମିଳିବା ପରେ ବି ପ୍ରଶାସନିକ ଅବହେଳା ଯୋଗୁଁ ଆଗେଇପାରୁନି କାମ। ରାଜ୍ୟ ସରକାରଙ୍କର ବସ୍ତିର ଗରିବଙ୍କୁ ପକ୍କା ଘର ଦେବାର ପ୍ରତିଶ୍ରୁତି ବି ଅଧାରେ ଅଟକି ରହିଛି। ଭାରତ ସାହୁ। ପତ୍ନୀଙ୍କ ସହ ୨ ବର୍ଷ […]
କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳିବା ମୁସ୍କିଲ ହୋଇପଡୁଥିଲା। କିନ୍ତୁ ଏବେ ସମୟ ସହ ତାଳ ଦେଇ ନିଜ ଅଞ୍ଚଳରେ ରୋଜଗାରର ପନ୍ଥା ଖୋଜିଛନ୍ତି ଲୋକେ। ବଜାରରୁ ସିମେଣ୍ଟ ଓ ଚିଙ୍ଗୁଡ଼ି ପାଇଁ ଆସୁଥିବା ଖାଦ୍ୟ ବସ୍ତା ସଂଗ୍ରହ କରି ବ୍ୟାଗ୍ ତିଆରି କରୁଛନ୍ତି। ଏହି କାମରେ କୋଟାପୁଟ ଜିଲ୍ଲା ବଙ୍ଗଳାଗୁଡ଼ା ଗାଁର ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ପିଲାମାନେ ବି ନିୟୋଜିତ ହୋଇଛନ୍ତି। […]
କଟକ: ସଫଳ ହେଲା ଅପେରସନ୍ ପ୍ରାଣକୃଷ୍ଣ । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଅପରେସନ୍ ପରେ ଅଟକି ରହିଥିବା ପାଇପ୍ ଭିତରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ ମୁଦୁଲି। ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ଫେରିଛନ୍ତି ପ୍ରାଣକୃଷ୍ଣ। କଂକ୍ରିଟ କଟାଯାଇ ତାଙ୍କୁ ପାଇପ୍ ଭିତରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ପ୍ରାଣକୃଷ୍ଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍ନାଲ୍ ମୁଖ୍ୟାଳୟ […]
ଭୁବନେଶ୍ୱର : ଆଜି ପହିଲି ରଜ । ଓଡ଼ିଶାର ଏହି ଗଣପର୍ବ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଘରେ ଘରେ ପିଠା ଓ ମିଠାର ଆସର। ଝିଅ ବୋହୂ ରଜ ଦୋଳି ଖେଳ ସାଙ୍ଗକୁ ମିଠା ପାନର ମଜା ନେଉଛନ୍ତି। ରଜ ଅବସରରେ ଦୋଳି, ପାନ, ଝୋଟି ଓ ହୁଳୁହୁଳି ଆଦି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେଉଛି। ଆଜିଠୁ ୩ ଦିନ ଧରି ସାରା ରାଜ୍ୟରେ ଚାଲିବ ରଜ ମଉଜ। ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ବାଲିହରଚଣ୍ଡୀ […]
ଭୁବନେଶ୍ୱର : ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…। ଗୁରୁବାର ଠାରୁ ଶୁଭିଲାଣି ଏହି ଗୀତ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଶୁକ୍ରବାର ପହିଲି ରଜ ହୋଇଥିଲେ ମଧ୍ୟ ଆଜି ସବୁଠି ଦେଖିବାକୁ ମିଳିଥିଲା ନିଆରା ପରିବେଶ। ରାଜଧାନୀରେ ଥିବା ପାନ୍ଥ ନିବାସ ହେଉ ଅବା ଖୋର୍ଦ୍ଧାର ବରୁଣେଇ ପୀଠ, ସବୁଠି ଚାଲିଛି ସଜବାଜ। ରଜ ପାଇଁ ସଜେଇ ହେଲାଣି ଖୋର୍ଦ୍ଧାର ବରୁଣେଇ ପୀଠ। ରଜ ଅବସରରରେ ଦୋଳି, […]
ଭୁବନେଶ୍ୱର : ହୃଦୟରେ ଘର କରିବସିଥିବା ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ହେଲିକପ୍ଟର ଦରକାର। ଆକାଶରେ ଉଡ଼ି ଉଡ଼ି ଯିବେ ଆଉ ପ୍ରେୟସୀଙ୍କୁ କହିଦେବେ ମନର କଥା। ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କିଛି ଏଭଳି ଅନୁରୋଧ କରିଛନ୍ତି ଜଣେ ପ୍ରେମିକ ପ୍ରବର। ବୈଜୟନ୍ତ ବି ଖୁବ ସୁନ୍ଦର ଭାବରେ ତାଙ୍କୁ ଉତ୍ତର ଦେଇଛନ୍ତି। ଇସ୍କ, ପ୍ରପୋଜ, ଟ୍ୱିଟରର ଏହି କାହାଣୀ ଖୁବ ମଜାଦାର। ମୟୁରଭଞ୍ଜର ଜୟକାନ୍ତି ଦଣ୍ଡପାଟ ନାମକ ଜଣେ ଯୁବକ […]
ଭର୍ଜିନିଆ: ଜଣେ ମହିଳା ତାଙ୍କ ବାନ୍ଧଵୀ ପାଇଁ କେତେ ବଡ ଅବଦାନ କରିପାରନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ଦେଖିବାକୁ ମିଳିଛି ଆମେରିକାରେ I ଭର୍ଜିନିଆର ଏରିକା ହଷ୍ଟନ- ଏଲେମ (୩୪) ନାମକ ଜଣେ ମହିଳା ତାଙ୍କ ପିଲାଦିନର ବାନ୍ଧବୀଙ୍କ ପାଇଁ ସରୋଗେଟ ମାଆ ସାଜି ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ତାଙ୍କ ବାନ୍ଧବୀ ଯିଏ ଜୀବନରେ କେବେ ମାଆ ହୋଇ ପାରିବେ ନାହିଁ ବୋଲି ଭାବିଥିଲେ ସେ ଦୁଇ ଦୁଇଟି ସନ୍ତାନର […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ। ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପେନସନଧାରୀମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ପୂର୍ବରୁ ବ୍ୟାଙ୍କ ଖାତା ସହ ଆଧାର କାର୍ଡ ନମ୍ବର ସଂଯୋଗ ନଥିଲେ ପେନସନଧାରୀ ମାନେ ଅସୁବିଧାରେ ପଡୁଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ୪୮ ଲକ୍ଷ ୪୧ ହଜାର […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ ପୁଣି କଙ୍ଗାରୁକୋର୍ଟର କଳଙ୍କ। ଚୋର ଧରିବା ପାଇଁ ଖଟବିଦ୍ୟାର ସାହାରା ନେବା ଏବଂ କଙ୍ଗାରୁକୋର୍ଟରେ ଚୋର ଆଖ୍ୟା ଦେଇ ଗୋଟିଏ ପରିବାରକୁ ଲହୁଲୁହାଣ କରିଛନ୍ତି ଲୋକେ। ଫଳରେ ଭୟ ଆଉ ଆତଙ୍କରେ ଥିବା ପରିବାର ସଦସ୍ୟ ଗାଁ ଛାଡ଼ି ମେଡ଼ିକାଲ୍ରେ ଆଶ୍ରୟ ନେଇଛନ୍ତି। ପୂର୍ବରୁ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ଅନେକ ବାର କଙ୍ଗାରୁକୋର୍ଟରେ ଦଣ୍ଡବିଧାନ କରାଯାଇଥିବାର ନଜିର ରହିଛି। ତେବେ କାହିଁକି ଏ କଙ୍ଗାରୁକୋର୍ଟ ? ଏଭଳି ନିଷିଦ୍ଧ ଏବଂ […]
ବାଲେଶ୍ୱର : ବାଜା, ବାଣ, ରୋଷଣୀ ସାଙ୍ଗକୁ ନାଚରେ ମସଗୁଲ ବରଯାତ୍ରୀ। ନିମନ୍ତ୍ରିତ ହୋଇଛନ୍ତି ହଜାର ହଜାର ଅତିଥି। ଏ କୌଣସି ସାଧାରଣ ବାହା ଘର ନୁହେଁ, ବାଲେଶ୍ୱର ସହରରେ ଲୋକପ୍ରିୟ ଜଉ କଣ୍ଢେଇ ବିବାହ। ସୁନ୍ଦର ଭାବେ ଗେଟ୍ ସଜାଯାଇଛି। ଗେଟ୍ରେ ବର-କନ୍ୟା ନାଁ ମଧ୍ୟ ରହିଛି। କାଳିଯାଇ ସହ ହେଉଛି ଶିବ ବାହାଘର। ଏଠି ବର ହେଉଛି ଜଉ କଣ୍ଢେଇ ଶିବ, ଆଉ କନ୍ୟା କାଳିଯାଇ। ଏଥିପାଇଁ ରୋଷଣୀରେ ଶିବ ବାହାରିଛନ୍ତି। ନୂଆ ବଜାର […]
ଭୁବନେଶ୍ୱର : ଖାଲି ହେଲା ରାଜ୍ୟର ୪ ରାଜ୍ୟସଭା ଆସନ। ପ୍ରତାପ ଦେବ, ସୌମ୍ୟରଂଜନ ପଟ୍ଟନାୟକ, ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଗତ ନିର୍ବାଚନରେ ବିଜୟ ହେବା ପରେ ଏମାନେ ରାଜ୍ୟସଭାରୁ ଦେଇଛନ୍ତି ଇସ୍ତଫା। ତେବେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା କାର୍ଯ୍ୟକାଳ ୧ ବର୍ଷରୁ କମ୍ ଥିବାରୁ ସେହି ସ୍ଥାନ ପାଇଁ ଏବେ ଉପନିର୍ବାଚନ ହୋଇନପାରେ। ତେବେ ଅନ୍ୟ ୩ଟି ଆସନ ପାଇଁ ବାଇ-ଇଲେକ୍ସନ ହେବ। ପ୍ରତାପ ଦେବଙ୍କ ସ୍ଥାନରେ ଯିଏ ରାଜ୍ୟସଭା ଯିବେ ସେ […]
ଭୁବନେଶ୍ୱର : ପଶୁ ହେଲେ ବି ବିବେକ ଅଛି। ସମ୍ବେଦନ ଅଛି। ମଣିଷ ମାନଙ୍କ ଭଳି ସେମାନେ ବି ସଂପର୍କର ମୂଲ୍ୟ ବୁଝି ପାରନ୍ତି। ଆଉ ଭାବର ଆଦାନ ପ୍ରଦାନ କରନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ସମସ୍ତଙ୍କୁ ଚକିତ କରିବ। ଆପଣ ବିଶ୍ୱାସ କରିପାରିବେନି ଏମିତି ହୋଇଥାଇପାରେ ବୋଲି । କିନ୍ତୁ ଏଭଳି ଏକ ଘଟଣା ଘଟିଛି। This will move you !! Funeral procession of the weeping elephants […]
ଢେଙ୍କାନାଳ/ଭୁବନେଶ୍ୱର/ ଖୋର୍ଦ୍ଧା : ଢେଙ୍କାନାଳ ଅଳସୁଆ ହାଟରେ ପରିତ୍ୟକ୍ତ କାନ୍ଥ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟଣାର ୩୦ ଘଣ୍ଟାରୁ ଅଧିକ ସମୟ ବିତିଲାଣି। ତଥାପି ନା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ନା ଆରମ୍ଭ ହୋଇଛି ଅଘଟଣର କାରଣ ଖୋଜା। ସ୍ଥାନୀୟ ପୌରସଂସ୍ଥା କେବଳ କିଛି ପରିତ୍ୟକ୍ତ କାନ୍ଥ ଓ ଘର ଭାଙ୍ଗିଦେଇ ଚୁପ୍ ବସିଯାଇଛି। ଏପଟେ ଢେଙ୍କାନାଳ ଅଘଟଣ ପରେ ରାଜଧାନୀ ସମେତ ଆଉ କିଛି ସହରରେ ଏଭଳି ସମ୍ଭାବ୍ୟ ବିପଦଜ୍ଜନକ ସ୍ଥିତି […]
ପଠାନକୋଟ : ବହୁଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆ ଗଣଦୁଷ୍କର୍ମ ମାମଲାର ପଠାନକୋଟର ସ୍ୱତନ୍ତ୍ର ଅଦାଲତା ଦଣ୍ଡାଦେଶ ଶୁଣାଣି କରିଛନ୍ତି। ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ବିଶାଲ ରାମ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛି। ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ, ପରଭେଶ କୁମାର ଏବଂ ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ) ଦୀପକ ଖଜୁରିଆଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହୋଇଛି। […]
ଭୁବନେଶ୍ୱର : ୧୯ ଫଳାଫଳର ୧୫ ଦିନ ପରେ ପରାଜୟର ସମୀକ୍ଷା କରିଛି ବିଜେପି। ତିନିଟି ପର୍ଯ୍ୟାୟରେ ଆଜି ୬ ଘଣ୍ଟା ଧରି ତୁଙ୍ଗ ନେତା ଜିଲ୍ଲା ସ୍ତରର ନେତାଙ୍କୁ ଡାକି କାରଣ ଖୋଜିଥିଲେ। ପରାଜୟ ଅନେକ କାରଣ ଭିତରୁ କିଛି ଦଳ ଭିତରର ଅନ୍ତର୍ଘାତୀ କାମ ସଂପର୍କରେ ଖୁଲାସା କରି କମ୍ପନ ସୃଷ୍ଟି କରିଥିଲେ। ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପରାଜୟ ପାଇଁ ନିଜ ଦଳର ଅନ୍ତର୍ଘାତୀ କାମକୁ ଦାୟୀ କରୁଛନ୍ତି। ରାଧାରାଣୀ ଏଥର […]
ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : କାଳ ହେଲା ବିପଦଶଙ୍କୁଳ କାନ୍ଥ। ବର୍ଷ ବର୍ଷ ଧରି ଆଶ୍ରୟ ଦେଇ ଆସୁଥିବା କାନ୍ଥ ପାଲଟିଲା ମୃତ୍ୟୁର କାରଣ। ଢେଙ୍କାନାଳ ସହର କାଲଟାକ୍ସ ଅଞ୍ଚଳରେ ପ୍ରାୟ ୫୦ ବର୍ଷରୁ ପୁରୁଣା କାନ୍ଥ ନେଇଛି ଚାରି ଚାରିଟି ଅମୂଲ୍ୟ ଜୀବନ। ସବୁ ରବିବାର ଭଳି ଆଜି ବି ସକାଳୁ ସକାଳୁ ଅଳସୁଆ ସାପ୍ତାହିକ ହାଟ ଥିଲା ବେଶ୍ ରୋକାରଣ୍ୟ। କିଣାବିକା ଚାଲିଥିବା ବେଳେ ହାଟକୁ ଲାଗି ରହିଥିବା ହଂସରାଜ ରାଇସ ମିଲର ପ୍ରାୟ […]
ଭୁବନେଶ୍ୱର : ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ଦୃଢ଼ ନେତୃତ୍ୱ ନୂଆପିଢ଼ି ପାଇଁ ପ୍ରେରଣା। ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଓଡ଼ିଶାର ଗୌରବ। ଓଡ଼ିଶା ରାଜନୀତିକ […]
ନୂଆଦିଲ୍ଲୀ : ଜୁନ ୨୧ରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଯୋଗ ଦିବସ ଦେଶବ୍ୟାପୀ ପାଳନ କରାଯିବ। ଝାରଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତରାରେ ଆୟୋଜିତ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଅବସରରେ ୩୦ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ଯୋଗ ଦିବସକୁ ସଫଳତାର ସହିତ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। […]
ମୁମ୍ବାଇ : ଷ୍ଟଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା। ଚଳନ୍ତା ଟ୍ରେନ୍ରେ ବିପଦଜନକ ଷ୍ଟଣ୍ଟ ଦେଖାଇବାରୁ ଅଟକ ରଖିଲା ପୁଲିସ୍। ସୂଚନା ମୁତାବକ, ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ଷ୍ଟଣ୍ଟ ଦେଖାଉଥିଲେ କିଛି ନାବାଳକ। ଟ୍ରେନ୍ ଚାଲିବା ଏବଂ ରହଣି ସମୟରେ କିଛି ବିପଦଜନକ ଷ୍ଟଣ୍ଟ ଦେଖାଇବା ସହ ଏହାର ଭିଡିଓ ମଧ୍ୟ କରିଥିଲେ। ଯାହାକୁ ଦେଖିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆର୍ପିଏଫ୍। ତେବେ ଆର୍ପିଏଫ୍ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ କିଛି ଅଭିଯୁକ୍ତ ଫେରାର […]
ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ପାଣି ସମସ୍ୟା। ଖରାଦିନେ ଏବେ ଉତ୍କଟ ହୋଇଛି ଜଳକଷ୍ଟ। ଘାଟିରେ ପ୍ରତି ଗାଁରେ ନଳକୂଅ ଥିଲେ ବି ଅଧିକାଂଶ ଅଚଳ। ଏପରିସ୍ଥଳେ ଝରଣା, ଚୁଆ ଓ କୋରଡ଼ ପାଣି ହିଁ ବଣ୍ଡା ଆଦିବାସୀଙ୍କ ଜୀବନ ବଞ୍ଚାଉଛି। ପାଣି ପାଇଁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା। ଧୁ ଧୁ ଖରାରେ ଆବଡ଼ା ଖାବଡ଼ା ପାହାଡ଼ିଆ ରାସ୍ତାରେ ପାଣି ଗରାଟେ ଲାଗି ସଂଘର୍ଷ କରୁଛନ୍ତି ବଣ୍ଡା ଆଦିବାସୀ। ମାଲକାନଗିରି ବଣ୍ଡା ଘାଟି ଅନ୍ତର୍ଗତ ଦାନ୍ତିପଡ଼ା […]