ଭିଡିଓର ଆରମ୍ଭରୁ ଏକ ଛୋଟ କଚ୍ଚା ଘର ଦେଖିବାକୁ ମିଳେ, ଯାହାର ଛାତ ଏବଂ କାନ୍ଥ ଗାଁର ପାରମ୍ପରିକ ଘର ପରି, କିନ୍ତୁ ଯେତେବେଳେ କ୍ୟାମେରା ଘର ଭିତରକୁ ଯାଏ, ଦୃଶ୍ୟ ସଂପୂର୍ଣ୍ଣ ବଦଳିଯାଏ। ଏହା ଦେଖି ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିବା କଷ୍ଟକର ହେବ।
ଭୁବନେଶ୍ୱର (ସଂଗ୍ରାମ କେଶରୀ ଦାସ ମହାପାତ୍ର): ଆପଣ ମହାକାଶ ଯାତ୍ରାର ସ୍ୱପ୍ନ ଦେଖୁଛନ୍ତି କି? ଜିରୋ ଗ୍ରାଭିଟିରେ ମହାକାଶଚାରୀଙ୍କ ପରି ଭାସି ବୁଲିବାକୁ ଚାହୁଁଛନ୍ତି କି? ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଚାହୁଁଛନ୍ତି କି? କିଛି ନହେଲେ ବି, ଆପଣ ପୃଥିବୀ ବାହାରେ ଛୁଟି କଟାଇବାକୁ ଚାହୁଁଛନ୍ତି କି? ଆଉ ୪ ବର୍ଷ ଅପେକ୍ଷା କରନ୍ତୁ । ଆପଣଙ୍କ ଇଚ୍ଛା ୨୦୨୨ ମସିହା ସୁଦ୍ଧା ପୂରଣ ହୋଇପାରେ । କାରଣ ମହାକାଶରେ ପ୍ରଥମ […]