• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

virat
ପତ୍ନୀଙ୍କୁ ସାଥୀରେ ନେବାକୁ ଅନୁମତି ମାଗିଲେ ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ବିଦେଶ ଗସ୍ତରେ ପତ୍ନୀଙ୍କୁ ସାଥୀରେ ନେବାକୁ ବିସିସିଅାଇର ଅନୁମତି ମାଗିଛନ୍ତି। ପୁରା ଗସ୍ତ ସମୟରେ ପତ୍ନୀମାନଙ୍କୁ ସାଥୀରେ ରହିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି। କିନ୍ତୁ ଏନେଇ ତୁରନ୍ତ କୌଣସି ନିଷ୍ପତ୍ତି ନିଅାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ଜଣାଇଛନ୍ତି । ବିଦେଶ ଗସ୍ତ ବେଳେ ଦୁଇ ସପ୍ତାହ ପାଇଁ ପତ୍ନୀଙ୍କୁ ସାଥୀରେ ରଖିବାକୁ ଏବେ ବିସିସିଅାଇ ପକ୍ଷରୁ ଅନୁମତି […]

stock
ଖସିଲା ସେନ୍‌ସେକ୍ସ ; ସର୍ବନିମ୍ନ ସ୍ତରରେ ଟଙ୍କାର ମୂଲ୍ୟ

ନୂଆଦିଲ୍ଲୀ : ଅାଜି ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଅାଜି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୩ ଟଙ୍କା ୭୭ ପଇସା ରହିଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।  ଏହା ବ୍ୟାରେଲ୍ ପିଛା ୮୬ ଦଶମିକ ଏକ ଏକ ଡଲାରରେ ପହଞ୍ଚିଛି, ଯାହାକି ୪ ବର୍ଷରେ ସର୍ବାଧିକ। ଏସବୁର ପ୍ରଭାବ ପଡ଼ଛି ଭାରତୀୟ ଷ୍ଟକ୍ ମାର୍କେଟରେ । ଅାଜି ବମ୍ବେ ଷ୍ଟକ୍ ଏକ୍ସଚେଂଜର […]

oil price
ପେଟ୍ରୋଲ, ଡିଜେଲ ଦର ହ୍ରାସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଅାଶ୍ୱସ୍ତି । ପେଟ୍ରୋଲ, ଡିଜେଲ ଦର ହ୍ରାସ କଲେ କେନ୍ଦ୍ର ସରକାର । ଲିଟର ପିଛା ୨ ଟଙ୍କା ୫୦ ପଇସା ଶୁଳ୍କ ହ୍ରାସ। ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଏଥି ସହିତ ରାଜ୍ୟ ସରକାର ବି ଅଢ଼େଇ ଟଙ୍କା ହ୍ରାସ କରିବାକୁ ଅପିଲ୍ କରିଛନ୍ତି ଅର୍ଥମନ୍ତ୍ରୀ। ଭାଟ୍ ଅଢ଼େଇ ଟଙ୍କା କାଟିବାକୁ ରାଜ୍ୟକୁ ଅନୁରୋଧ କରିଛନ୍ତି ଜେଟଲୀ। ‘ରାଜ୍ୟ ଅଢ଼େଇ ଟଙ୍କା କାଟିଲେ […]

People Fall Into Wel
ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡ଼ିଗଲେ ୩୦ ଜଣ, ମିଳିଲା ୩ ମୃତଦେହ

ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡ଼ିଗଲେ ଗାଁର ୩୦ ଜଣ ଲୋକ। ଗତକାଲି ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭିଦିଶା ଜିଳ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। 

Indian Cricket
ଇଂଲଣ୍ଡ  ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ କରୋନା ଭୟ

ଇଂଲଣ୍ଡ  ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ କରୋନା ଭୟ । ପ୍ରଥମେ ଓ୍ୱିକେଟ କିପର ଋଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦଳର ଆଉ ଜଣେ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

Shivraj Singh Chouhan
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟା କନ୍ୟାଙ୍କର ଆଜି ବାହାଘର

ପ୍ରତିକ୍ରିୟାରେ ସେ କହିଛନ୍ତି, ମୋ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ଯାହା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ଯେତେବେଳେ ମୁଁ ଜଣେ ସାଂସଦ ଥିଲି, ସେବେ ମୁଁ ଏ ଝିଅମାନଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲି। ଆଜି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାସହ ଶିବାରାଜ କହିଛନ୍ତି, ଜଣେ ପିତାର କର୍ତ୍ତବ୍ୟ ପୂର୍ଣ୍ଣ କରିଥିବାରୁ ମୁଁ ଖୁସି ଏବଂ ଏ ଭାବନାକୁ ଶବ୍ଦରେ ବାଖ୍ୟା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶିବରାଜ।

Supreme Court
ଦେଶଦ୍ରୋହ ଆଇନକୁ ନେଇ ସୁପ୍ରିମକୋର୍ଟ ଖପ୍ପା, କେନ୍ଦ୍ର ସରକାରଙ୍କୁ ଦେଲେ ନୋଟିସ୍

ଦେଶଦ୍ରୋହ ବା ସେଡିସନ୍ ଆଇନକୁ ନେଇ ଖପ୍ପା ସୁପ୍ରିମକୋର୍ଟ । ସରକାରୀ ବିରୋଧୀ ସ୍ୱରକୁ ଚପାଇ ଦେବା ଲାଗି ଏହି ଆଇନକୁ ବ୍ୟବହାର କରାଯାଉଥିବା ଅଭିଯୋଗ ମାମଲାର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ।

Arrest
ରାଜସ୍ଥାନରୁ ଆଇଏସଆଇ ଏଜେଣ୍ଟ ଗିରଫ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଞ୍ଚଲ୍ୟକର କଥା ହେଉଛି ଯେ, ସେନାର ଜଣେ ନାୟକ କନେଷ୍ଟବଲ ପରମଜୀତ ଏହି ହବିବୁର ରେହମାନଙ୍କୁ ଭାରତୀୟ ସେନାର ତଥ୍ୟ ଦେଉଥିଲେ ବୋଲି ଖୁଲାସା ହୋଇଛି

PM Modi At Varanasi
ମୋଦିଙ୍କ ମାରାଥନ ଉଦ୍‌ଘାଟନ, ୟୁପିକୁ ଦେଲେ ୧୫୦୦ କୋଟିର ଗିଫ୍ଟ

ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ଉଦଘାଟନ । ୧୫ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

Kamal Nath
କମଲ ହେବେ କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ?

ସେପଟେ, ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି ଦଳ। ପ୍ରଭାରୀ ହରିସ୍ ରାଓ୍ୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ।