ମଧ୍ୟପ୍ରଦେଶ : କଥାରେ ଅଛି ନିଆଁ ଓ ପାଣି ସହ ଖେଳିବା ଅତ୍ୟନ୍ତ ବିପଜ୍ଜନକ। ଅାଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ରାଲଳୀଳା ଉତ୍ସବ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ । ଷ୍ଟେଜ୍ ଉପରେ ଜଣେ କଳାକାର ନିଆଁରେ ଖେଳ ଦେଖାଉଥିବା ବେଳେ ହଠାତ ନିଆଁର ଧାସ ତାଙ୍କ ଚୁଟିରେ ଲାଗିଯାଇଥିଲା। ଏହାପରେ ସେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ନିଆଁ ତାଙ୍କ ହାତ ଓ ଶରୀରର […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଛନ୍ତି। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଥିବାବେଳେ ଆରପଟେ ବାଜପେୟୀଙ୍କ ଫଟୋ ରହିଛି। ଏହି ଅବସରରେ ମୋଦି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଯେ ଆଉ ଇହ ଜଗତରେ ନାହାନ୍ତି ସେ କଥା ବର୍ତ୍ତମାନ ଯାଏ ତାଙ୍କ ମନ ଭିତରକୁ ଆସୁନାହିଁ। ଦେଶର ପ୍ରତିଟି ବ୍ୟକ୍ତିଙ୍କ ହୃଦୟରେ […]
ନାଗପୁର : ବିଶ୍ୱରେକର୍ଡ ପାଇଁ ୩ ହଜାର କିଲୋଗ୍ରାମ ଖେଚୁଡ଼ି। ଅାଉ ତାହା ବି ପୁଣି ଗୋଟିଏ ବିରାଟକାୟ କଡେଇ ମଧ୍ୟରେ। ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ନାଗପୁରର ସେଫ୍ ବିଷ୍ଣୁ ମନୋହର ଏଭଳି ପ୍ରୟାସ କରିଛନ୍ତି। ପୂର୍ବରୁ ଲଗାତର ୫୩ ଘଣ୍ଟା ରୋଷେଇ କରି ସେ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡ୍ ରେକର୍ଡରେ ନିଜ ନାଁ ସାମିଲ କରିସାରିଛନ୍ତି। ଅାଉ ଏବେ ଖେଚୁଡ଼ି ପ୍ରସ୍ତୁତି କରି ପୁଣି ରେକର୍ଡ ଅାଶାରେ […]
ଗୁରୁଗ୍ରାମ : ଅଙ୍ଗ ରକ୍ଷକ ସାଜିଲେ ଶତ୍ରୁ। ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଚଲାଇଲା ଗୁଳି। ଏପରି କିଛି ଘଟଣା ଏବେ ଚାଞ୍ଚଳ୍ୟ ଖେଳାଇ ଦେଇଛି ଗୁରୁଗ୍ରାମରେ। ହରିୟାଣା ଗୁରୁଗ୍ରାମର ସେକ୍ଟର ୪୯ ଅଞ୍ଚଳରେ ଅତିରିକ୍ତ ସେସନ୍ ଜଜ୍ଙ୍କ ପରିବାରକୁ ଗୁଳିମାଡ଼ ହୋଇଛି। ଜଜ୍ଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ବିଚ୍ ରାସ୍ତା ଉପରେ ଗୁଳି ମାରିଛନ୍ତି ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ବିଚାରପତି ସ୍ତ୍ରୀଙ୍କ ଅବସ୍ଥା ବିପଦମୁକ୍ତ ଥିବା […]
ଅାସାମ : ଅାସାମର ଗୌହାଟି ସହରରେ ବିସ୍ଫୋରଣ। ଶୁକ୍ଲେଶ୍ୱର ଘାଟ ନିକଟରେ ହୋଇଛି ଏହି ବିସ୍ଫୋରଣ । ଫଳରେ ୪ ଜଣ ଅାହତ ହୋଇଛନ୍ତି । ସେଥିମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲ୍ରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚି ତଦନ୍ତ ଅାରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁତ୍ର ନଦୀ ନିକଟ ରାସ୍ତାରେ ଥିବା ଏକ କାନ୍ଥ ନିକଟରେ କିଛି ବିସ୍ଫୋରକ ଥିବା […]
ବେଙ୍ଗାଲୁରୁ : ବେଙ୍ଗାଲୁରୁ ଗସ୍ତରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଅାଜି ବେଙ୍ଗାଲୁରୁରେ ପହଞ୍ଚି ରାହୁଲ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେ୍ଡ-HALର ପୂର୍ବତନ କର୍ମଚାରୀଙ୍କୁ ଭେଟିଛନ୍ତି । ହାଲ୍ କର୍ମଚାରୀଙ୍କ ସହ ଅାଲୋଚନା କରିଛନ୍ତି କଂଗ୍ରେସ ସଭାପତି । ଏହି ଅବସରେ ଭାରତୀୟ ବାୟୁ ସେନାରେ ହାଲ୍ର ଉଲ୍ଳେଖନୀୟ ଅବଦାନକୁ ପ୍ରଂଶସା କରିଛନ୍ତି ସେ । ତେବେ ରାଫେଲ୍ ଫାଇଟର୍ ଜେଟ୍ ବିବାଦକୁ ନେଇ ଏଠି ପ୍ରତିକ୍ରିୟା ରଖିଛନ୍ତି ରାହୁଲ । କେବଳ ହାଲ୍ ନିକଟରେ […]
୫ ଦଶନ୍ଧି ଧରି ବଲିଉଡକୁ ସେ ଦେଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ। ଯାହା ତାଙ୍କୁ ପହଞ୍ଚାଇଛି ସଫଳତାର ଶୀର୍ଷରେ। ଯେଉଁ ସିନେମାରେ ସେ ଥାଆନ୍ତି, ତାଙ୍କର ଥାଏ ଦମ୍ଦାର ଭୂମିକା । ସେ ହେଉଛନ୍ତି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ। ୭୬ ବର୍ଷରେ ପାଦ ଦେଇଛନ୍ତି ଶତାବ୍ଦୀର ଏହି ମହାନାୟକ ଅମିତାଭ ବଚ୍ଚନ। ବିଗ୍ ବିଙ୍କ ବାର୍ଥ ଡେ ସେଲିବ୍ରେସନ କରିବା ପାଇଁ ଜମିଛି ପ୍ରଶଂସଙ୍କ ଭିଡ଼ । ଘର ବାହାରେ ଅପେକ୍ଷା […]
ନୂଆଦିଲ୍ଲୀ : ଥମିବାର ନାଁ ନେଉନି ରାଫେଲ ଝଡ଼। ଫ୍ରାନ୍ସ ଗଣମାଧ୍ୟମରେ ଏକ ଅନୁସଂଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଜୋର ଧରିଛି ବିବାଦ। ରିଲାନ୍ସ ଡିଫେନ୍ସକୁ ପାର୍ଟନର କରିବା ଲାଗି ଜେଟ୍ ନିର୍ମାତା ଦାସୋକୁ ବାଧ୍ୟ କରାଯାଇଥିଲା ବୋଲି ଦାବି କରିଛି ଅନୁସନ୍ଧାନ ମୂଳକ ପତ୍ରିକା ‘ମିଡିଅା ପାର୍ଟ’। ଦାସୋ କର୍ତ୍ତୃପକ୍ଷଙ୍କ ଉକ୍ତିକୁ ଅାଧାର କରି ‘ମିଡିଅା ପାର୍ଟ’ ଏହି ରିପୋର୍ଟ ଛାପିଥିବା କହିଛି । ପୂର୍ବରୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନସୁଁଅା ଓଲାନ୍ଦ୍ […]