• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

film
ଆଜି ପରଦାକୁ ଆସିଛି ୨ଟି ନୂଆ ଫିଲ୍ମ

ମୁମ୍ବାଇ: ଆଜି ପରଦାକୁ ଆସିଛି ୨ଟି  ଫିଲ୍ମ। ରୋମାନ୍ସ, ଇମୋସନ୍ ଓ କମେଡିର ତଡ଼କା ଭରା ଫିଲ୍ମ ‘ଜିରୋ’ ଆଜି ରିଲିଜ୍‌ ହେଉଥିବା ବେଳେ ଏହାକୁ ଟକ୍କର ଦେବାକୁ ପରଦାକୁ ଆସିଛି ଟଲିଉଡ୍ ମୁଭି ‘କେଜିଏଫ୍’।  ‘ଜିରୋ’ର ଜଲୱା ‘ଫ୍ୟାନ୍’ ମୁଭି ପରେ ପୁଣି ଥରେ ରୂପେଲି ପରଦାରେ ଶାହରୁଖଙ୍କ ଭିନ୍ନ ଅବତାର। ଏକ ବାମନ ଭୂମିକାରେ ବିଗ୍ ସ୍କ୍ରିନରେ ଓହ୍ଲାଇଛନ୍ତି ବଲିଉଡର  ବାଦ୍‌ଶାହ ଖାନ୍। ଏଥିରେ ଅନୁଷ୍କା ମଧ୍ୟ ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଦର୍ଶକଙ୍କ ଆଗକୁ […]

nana
ମୁହଁ ଖୋଲିଲେ ନାନା ପାଟେକର

ମୁମ୍ବାଇ : ୧୦ ବର୍ଷ ତଳର ଅସଦାଚରଣ ନେଇ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ପରେ ଅାଜି ମୁହଁ ଖୋଲିଛନ୍ତି ଭେଟେରାନ ଅଭିନେତା ନାନା ପାଟେକର। ଗଣମାଧ୍ୟମକୁ ସେ କେବଳ ଗୋଟିଏ ଧାଡିରେ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ୧୦ ବର୍ଷ ତଳେ ଯାହା ସତ୍ୟ ଥିଲା ଏବେ ବି ତାହା ସତ୍ୟ, ଅାସନ୍ତାକାଲି ବି ତାହା ସତ୍ୟ ରହିବ। ସେ ଏହି ପ୍ରସଙ୍ଗରେ ଅାଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁନଥିଲେ। ମୋ […]

nishanta
ଗିରଫ ହେଲେ ଡିଅାରଡିଓ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲ

ନୂଆଦିଲ୍ଲୀ  : ବ୍ରହ୍ମୋସ୍ ମିସାଇଲ୍‌ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ଅଭିଯୋଗରେ ଡିଅାରଡିଓ ବୈଜ୍ଞାନିକ ଗିରଫ। ନାଗପୁର ସ୍ଥିତ ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟ୍‌ରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ନିଶାନ୍ତ ଅଗ୍ରଓ୍ୱାଲଙ୍କୁ ଗିରଫ କରାଯାଇଛି। ସୋସିଅାଲ ମିଡିଅାରେ ପାକିସ୍ତାନର ସନ୍ଦିଗ୍ଧ ଅାଇଡି ସହ ଗୁପ୍ତ ତଥ୍ୟ ଅାଦାନପ୍ରଦାନ ହୋଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ଏଟିଏସ୍ ଟିମ୍ ତାଙ୍କୁ ଗିରଫ କରିବା ସହ ପଚରାଉଚରା ଅାରମ୍ଭ କରିଛି । ନିଶାନ୍ତ ବ୍ରହ୍ମୋସ ମିସାଇଲ ସେଣ୍ଟରର […]

j7
କଶ୍ମୀରରେ ଏବେ ଶୀତର ଲହରୀ

ଶ୍ରୀନଗର: କଶ୍ମୀରରେ ଏବେ ଶୀତର ରାଜୁତି। ଥଣ୍ଡାକୁ ଖାତିର ନକରି କଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍‌ ଜମୁଛି। ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତର ଆଗମନ ହୋଇଥିବାରୁ ଶୀତ ବସ୍ତ୍ର କାରବାର ବି ଭଲ ହେଉଛି। ଭଲ ବେପାର ହେଉଥିବାରୁ ବ୍ୟବସାୟୀ ବି ଖୁସି ଅଛନ୍ତି। ସବୁଠି ବିଭିନ୍ନ ଡିଜାଇନ୍‌ର ବିଭିନ୍ନ ରଙ୍ଗର ଶୀତ ପୋଷାକ ମିଳୁଛି। ଛୋଟ ପିଲାଙ୍କ ଶୀତ ବସ୍ତ୍ର ସମସ୍ତଙ୍କୁ ଆକର୍ଷଣ କରୁଛି। ପକେଟ୍‌କୁ ସୁହାଇଲା ଭଳି ଦର ଥିବାରୁ ସମସ୍ତେ […]

interpoll
ଇଣ୍ଟରପୋଲ ମୁଖ୍ୟଙ୍କ ଇସ୍ତଫା

ଚୀନ : ନିଖୋଜ ଥିବା ଇଣ୍ଟରପୋଲ ମୁଖ୍ୟ ମେଙ୍ଗ ହୋଙ୍ଗେୱ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଇଣ୍ଟରପୋଲ ପକ୍ଷରୁ ସୂଚନା ଦିଅାଯାଇଛି। ତାଙ୍କ ସ୍ଥାନରେ ବରିଷ୍ଠ ଉପସଭାପତି ଥିବା କିମ୍ ଯୋଙ୍ଗ ୟାଙ୍ଗ୍ କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଗତ ସେପ୍ଟେମ୍ବର ୨୫ରୁ ଇଣ୍ଟରପୋଲର ମୁଖ୍ୟ କାର୍ଯ୍ୟାଳୟ ଫ୍ରାନ୍ସରୁ ନିଜ ଦେଶ ଚୀନକୁ ଫେରୁଥିବା ବେଳେ ମେଙ୍ଗ ହୋଙ୍ଗେୱ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଠାବ କରିବା ପାଇଁ ଫ୍ରାନ୍ସ ପୁଲିସ ପକ୍ଷରୁ ବିଭିନ୍ନ ଦେଶରେ […]

airforceday
ଆସନ୍ତାକାଲି ବାୟୁସେନାର ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା। ଲଢୁଅା ଫାଇଟର ଜେଟ୍ ସହ ବିଭିନ୍ନ ଅତ୍ୟାଧୁନିକ ବିମାନ ଦ୍ୱାରା ସମରାଭ୍ୟାସ କରିବ ଭାରତୀୟ ବାୟୁସେନା। ବିଶେଷ କରି ମିଗ୍ ୨୯ ଫାଇଟର ଜେଟ୍ ଦ୍ୱାରା କୌଶଳ ପ୍ରଦର୍ଶିତ ହେବ। ରୁଷ୍‌ ଠାରୁ କିଣାଯାଇଥିବା ଏହି ଯୁଦ୍ଧ ବିମାନର ସାମର୍ଥ୍ୟ ଏବେ ଅାହୁରି ବଢିଯାଇଛି। ଏପରିକି ଅାକାଶମାର୍ଗରେ ମଧ୍ୟ ଇନ୍ଧନ ଭର୍ତ୍ତି କରାଯାଇପାରିବ। ଏଥିସହ ସିଧାସଳଖ ଉଡାଣ ଅାରମ୍ଭ କରିପାରିବ।   ଶତ୍ରୁପକ୍ଷର ବିମାନକୁ ଚିହ୍ନଟ କରିବାର ମାତ୍ର […]

satyapala
ହିଂସା ପାଇଁ ଦାୟୀ କିଏ?

ଶ୍ରୀନଗର : କାଶ୍ମୀରରେ ଦେଖାଦେଇଥିବା ପରିସ୍ଥିତି ପାଇଁ ବିଜେପି ଓ ପିଡିପି ବ୍ୟତୀତ ଅନ୍ୟ ରାଜନୈତିକ ଦଳ ଦାୟୀ ବୋଲି ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି। କଂଗ୍ରେସ, ନେସନାଲ କନଫରେନସ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଓ ପାକିସ୍ତାନ ପକ୍ଷରୁ ହିଂସାକୁ ପ୍ରଶୟ ଦିଅାଯାଉଛି। ରାଜନେତା ମାନେ ଦିଲ୍ଲୀରେ ଗୋଟିଏ କଥା କହୁଥିବା ବେଳେ ଏଠାରେ ଗୋଟିଏ କଥା କହୁଛନ୍ତି। ଏଥିଯୋଗୁଁ କାଶ୍ମୀର ବାସିନ୍ଦାଙ୍କ ମଧ୍ୟରେ ଅବିଶ୍ୱାସ ବୃଦ୍ଧି ପାଇଛି ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଏଲଟିଟିଇମାନଙ୍କ ପ୍ରତି […]