• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

hostel
'କଲେଜ ହଷ୍ଟେଲରେ ହୋଇପାରିବ +୨ ବାକି ପରୀକ୍ଷା'

ଭୁବନେଶ୍ୱର: ଯୁକ୍ତ ୨ର ବଳକା ଥିବା ପରୀକ୍ଷାକୁ ନେଇ ଚିନ୍ତା। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ଡାଟା ମାଗିଲା CHSE। ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ପରିଷଦକୁ ଦେବାକୁ ଚିଠି ହୋଇଛି। ଏଥିରେ ଶ୍ରେଣୀଗୃହ ବ୍ୟତିତ ରିଡିଂରୁମ, କମନରୁମକୁ ମଧ୍ୟ ପରୀକ୍ଷା ହଲ ଭାବେ ଗଣାଯାଇପାରିବ ବୋଲି ଦର୍ଶାଯାଇଛି। ଏପରିକି ନିଜ କଲେଜ […]

  • Wednesday, 14 July 2021
rajo
ରଜ କଟକଣା: ବାଲେଶ୍ୱରରେ ଧାର୍ମିକ ସ୍ଥଳ ବନ୍ଦ, ଢେଙ୍କାନାଳରେ ୧୪୪

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ରଜ କଟକଣା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ରଜ କଟକଣା ଜାରି କରାଯାଇଛି। ବାଲେଶ୍ୱର ସଦର ଡିଭିଜନରେ ରଜ ପର୍ବ ପାଳନ ଉପରେ ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜୁନ ୧୬ ତାରିଖ ପର୍ଯ୍ୟନ୍ତ ରଜ ପର୍ବ କଟକଣା ଜାରି ହୋଇଛି। ସଦର ସବଡିଭିଜନର ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିବ। ସାଂସ୍କୃତିକ ପର୍ବ ପାଳନ ବେଳେ ୭ରୁ ଅଧିକ ଉପସ୍ଥିତ ରହିବେନି। ସମସ୍ତ ବ୍ୟକ୍ତି ସାମାଜିକ ଦୂରତ୍ୱ […]

  • Wednesday, 14 July 2021
rain
୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ଭିତରେ ସାରା ରାଜ୍ୟକୁ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସୁଦ୍ଧା କେବଳ ୬ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନକୁ ମୌସୁମୀ ଛୁଇଁସାରିଛି। ବାକି ଥିବା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୪୮ ଘଣ୍ଟା ଭିତରେ ମୌସୁମୀ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ। ବର୍ଷା ସଂପର୍କିତ ପୂର୍ବାନୁମାନ ଅନୁସାରେ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ୨୪ ଘଣ୍ଟାରେ ସାରା ରାଜ୍ୟରେ […]

  • Wednesday, 14 July 2021
blood
ଗୋଟିଏ ବ୍ଲକ୍‌ରୁ ୨୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ। ଗୋଟିଏ ବ୍ଲକ୍‌ରୁ ଚିହ୍ନଟ ହେଲେ ୨୬ ପଜିଟିଭ। କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୨୨ କ୍ୱାରେଣ୍ଟିନ୍ ସେଣ୍ଟର, ୪ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏନେଇ ବିଡିଓ କର୍ଣ୍ଣଦେବ ସମାଦ୍ଦାରଙ୍କ ସୂଚନା ଦେଇଛନ୍ତି। ଆଜି ଦିନକରେ ୧୩୮ ପଜିଟିଭ ଚିହ୍ନଟ ହେଲେଣି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨୪କୁ ବୃଦ୍ଧି ପାଇଛି। […]

  • Wednesday, 14 July 2021
clg
୧୭ରୁ ସବୁ ୟୁନିଭର୍ସିଟି, କଲେଜକୁ ଯିବେ ଅଧ୍ୟାପକ

ଭୁବନେଶ୍ୱର: ଜୁନ୍ ୧୭ ତାରିଖରେ ସବୁ ବିଶ୍ୱବିଦ୍ୟାଳୟକୁ ଯିବେ ଅଧ୍ୟାପକ। କଲେଜର ଅଧ୍ୟାପକ ବି ୧୭ ତାରିଖ ଦିନ ଡ୍ୟୁଟିକୁ ଯିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କୁଳପତି, ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର। ରାଜ୍ୟ ସରକାର ଅଧୀନ ୟୁନିଭର୍ସିଟି, ସରକାରୀ ଓ ବେସରକାରୀ କଲେଜ ଷ୍ଟାଫ୍ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଶିକ୍ଷକ,ଅଣଶିକ୍ଷକ ଓ କର୍ମଚାରୀ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ […]

  • Wednesday, 14 July 2021
MARKET
ସିଲ୍ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍‌ଡିଂ

ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍‌ଡିଂ। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ। ବଜାରରେ ଭିଡ଼ ଜମୁଥିବା ସହ ପ୍ରବଳ ଲୋକଙ୍କ ଗହଳି ଜମୁଥିଲା। ଏହି ସମୟରେ ସାମାଜିକ ଦୂରତା ସହ କୋଭିଡ୍ ନିୟମ ଉଲ୍ଲଘଂନ ହେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ BMCର ଜୋନାଲ ଡେପୁଟି କମିଶନର ମାର୍କେଟକୁ ସିଲ୍ କରିଛନ୍ତି। ଆଜି ରଜ କିଣାବିକା ନେଇ ରାତ୍ରୀକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରିଥିଲେ ରାଜ୍ୟ ସରକାର। […]

  • Wednesday, 14 July 2021
trash
ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲାରୁ ସବୁଠୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଠି ୩୦ ଜଣ ସୁସ୍ଥ ହୋଇଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। Another 120 #Covid19 patients have recovered and are being discharged on 12.6.2020. 30 from Ganjam 19 from Khurda 14 from […]

  • Wednesday, 14 July 2021
sameer
ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ'

ଭୁବନେଶ୍ୱର: ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ଏ ବର୍ଷ ବହି ବଣ୍ଟନ ସରିଛି। ସୁବିଧା ହେଲେ ସ୍ୱତନ୍ତ୍ର ପୁସ୍ତିକା ବଣ୍ଟାଯିବ ବୋଲି ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି। ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି। ସଙ୍ଗୀତ ନେଇ ବିଜ୍ଞପ୍ତି ପ୍ରକାଶ ପରେ […]

  • Wednesday, 14 July 2021
main-head
ଅଧା ଆକାଶରେ ଅଟକି ଗଲା ଫାତିମାଙ୍କ ସ୍ୱପ୍ନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିରାଶାଳରେ ଥିବା ପାଇଲଟ୍ ଟ୍ରେନିଂ। ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପାଇଲଟ୍ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନି ଅନିଶ ଫାତିମା। ସଞ୍ଜୀବଙ୍କ ଘର ବିହାରରେ ହୋଇଥିବାବେଳେ ଫାତିମାଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ପୋଲିସ ଓ ଏୟାରଷ୍ଟ୍ରିପ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି। ଗତ କିଛିଦିନ ହେଲା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ କ୍ୟାମ୍ପ ଆରମ୍ଭ […]

  • Wednesday, 14 July 2021
brown
୨୮ ଲକ୍ଷ ଟଙ୍କାର ଧଳାଜହର ଜବତ

କଟକ: ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। କଟକ ପୀରବଜାର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। ଅବକାରୀ ବିଭାଗର ଚଢ଼ାଉ ବେଳେ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ। ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ବାଇକରେ ବ୍ରାଉନ୍ ସୁଗାର ଚାଲାଣ ବେଳେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଗତ ୨ ତାରିଖରେ ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଧଳା ଜହର ଜବତ […]

  • Wednesday, 14 July 2021
tiger
ବାଘ ଓ ହରିଣ ଛାଲ ଜବତ, ଏସଟିଏଫ ହାତରେ ୨ ବେପାରୀ

ଭୁବନେଶ୍ୱର: ବାଘ ଛାଲ ରାକେଟ୍‌ର ପର୍ଦ୍ଦାଫାସ୍। କ୍ରାଇମବ୍ରାଞ୍ଚ STF ବାଘ ଛାଲ ରାକେଟ ପର୍ଦ୍ଦାଫାସ କରିଛି। ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବାଘ ଛାଲ ବେପାରୀ ଗିରଫଙ୍କୁ ଗିରଫ କରିଛି ଏସଟିଏଫ୍। ଏଥିସହ ୨ଟି କଲରା ପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଛି, ବାଘର ଛାଲ ଗୁଳି ମରାଇଥିବାର ଚିହ୍ନ ରହିଛି। ତେବେ ବାଘକୁ କେଉଁଠୁ ମରାଯାଇ ଏହି ଛାଲ ଅଣାଯାଇଛି ତାର ତଦନ୍ତ ଏସଟିଏଫ […]

  • Wednesday, 14 July 2021
covid33
ରାଜ୍ୟରେ ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ୧୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। COVID-19 REPORT FOR 7th JUNE New cases: 138 In quarantine: 125 Local contacts: 13 (Details of local contacts will be shared by […]

  • Wednesday, 14 July 2021
aircraft-crash-in-Odisha
ବିରାଶାଳ ଏୟାରଷ୍ଟ୍ରିପରେ ଅଘଟଣ, ୨ ପାଇଲଟ ମୃତ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ବିମାନ ଦୁର୍ଘଟଣା। ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଇଲଟ୍ ଟ୍ରେନିଂ ନେଉଥିବାବେଳେ ଏୟାରଷ୍ଟ୍ରିପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟଙ୍କ ମୃତ୍ୟୁ ହୋଇଛି।  ମୃତ ପୁରୁଷ ପାଇଲଟ ଜଣଙ୍କ ଟ୍ରେନର୍‌ ଓ ମହିଳା ଜଣକ ଟ୍ରେନି ପାଇଲଟ୍ ଥିଲେ। ପ୍ରକାଶଥାଉକି ବିରାଶାଳ ଏୟାରଷ୍ଟ୍ରିପରେ ୯୦ ଜଣ ଛାତ୍ରଛାତ୍ରୀ ଟ୍ରେନିଂ […]

  • Wednesday, 14 July 2021
rainfall
ଅଧା ଓଡ଼ିଶା ଭିଜିବ, ୧୮ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା କିଛି ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଉଭୟ ଘୁର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଜି ସକାଳ ୮ଟା ୩୦ ସୁଦ୍ଧା ଓଡ଼ିଶାର ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ବିଶେଷ କରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର […]

  • Wednesday, 14 July 2021
train
ଆଜିିଠୁ ରାଜ୍ୟ ଭିତରେ ଗଡ଼ିବ ୬ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଆଜିିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ […]

  • Wednesday, 14 July 2021
jagannath
ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଏବେ କେମିତି ଅଛନ୍ତି ଶ୍ରୀଜିଉ?

ପୁରୀ: ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଅନବସରର ଆଜି ତୃତୀୟ ଦିନରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବେ ଦଇତାପତି ସେବକ। ଅନବସରର ଗୁପ୍ତ ସେବା ପ୍ରକାରେ ଦ୍ୱିପହର ଧୂପ ପରେ ଅଣସର ତାଟି ଖୋଲାଯିବ। ଦଇତାପତି ସେବକ ତିନି ଠାକୁରଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବା […]

  • Wednesday, 14 July 2021
accident
ଜନ୍ମଦିନରେ ଆସିଲା ମରଣ

ନୂଆପଡ଼ା: ଜନ୍ମଦିନରେ ଚାଲିଗଲା ଜୀବନ। ମାଆ ସହ ସ୍କୁଟିରେ ଘରକୁ ଫେରୁଥିବାବେଳେ ଟ୍ରକ୍ ଚଢିଯିବାରୁ ଗାଡି ପଛରେ ବସିଥିବା ୯ ବର୍ଷର ଝିଅର ଶୋଚନୀୟ ମୃତ୍ୟୁ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବୋଡେନ ଛକ ନିକଟରେ। ନିଜ ଜନ୍ମଦିନ ପାଳନ ନେଇ ମାଆ ରିତା ଖମ୍ପରିଆଙ୍କ ସହ ସ୍କୁଟିରେ ଘରକୁ ଫେରୁଥିଲା ୯ ବର୍ଷୀୟ ଝିଅ ବୈଷ୍ଣବୀ। ତେବେ ବୋଡେନ ଛକ ନିକଟରେ ପଛପଟୁ ଏକ ଟ୍ରକ୍ ସ୍କୁଟିିକୁ ଧକ୍କା ଦେଇଥିଲା। ଫଳରେ […]

  • Wednesday, 14 July 2021
srimandir
ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ବାନା

ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା। ଏହି ଧଳା ରଙ୍ଗର ଧ୍ୱଜା ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି। ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି ପ୍ରଦାନ କରିଥାନ୍ତି। ଲଟେରୀ ମାଧ୍ୟରେ ବାନା ଚୟନ କରାଯାଉଥିବା ବେଳେ ଯେଉଁ ଦିନ ଯାହାର ଲଟେରୀ ଉଠେ, ସେହି ହିସାବରେ ବାନା ବନ୍ଧାଯାଏ। ତେବେ ବିଧିର ବଡ ବିଚିତ୍ର ବିଧାନ, ଯେଉଁଦିନ ପାଣିପାଗରେ ବର୍ଷାର […]

  • Wednesday, 14 July 2021
amit-saha
'ଅମିତ ଶାହଙ୍କୁ ଗିରଫ କର'

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ଆୟୋଜନ କରିବେ ଭର୍ଚୁଆଲ ରାଲି। ତେବେ ଏହା ପୂର୍ବରୁ ଏହି ରାଲିକୁ ନେଇ ଆରମ୍ଭ ହୋଇଛି ରାଜନୀତି। କରୋନା ମହାମାରୀ ବେଳେ ଏମିତି ଆୟୋଜନ ବେଆଇନ୍ ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏଭଳି ଏକ ମହାବିପତ୍ତି ସମୟରେ ଭର୍ଚୁଆଲ ରାଲି ଆୟୋଜନ କରୁଥିବାରୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଗିରଫ କରାଯିବା ଦରକାର ବୋଲି ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି। ସେପଟେ ଭର୍ଚୁଆଲ ରାଲିର ଅର୍ଥ ବୁଝିବାକୁ କଂଗ୍ରେସକୁ […]

  • Wednesday, 14 July 2021
rgh
RGHର ୨ ଡାକ୍ତରଙ୍କୁ କରୋନା

ରାଉଲକେଲା: ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା। ସୁନ୍ଦରଗଡ଼ରୁ ଆଜି ବାହାରିଥିବା ୧୮ ପଜିଟିଭଙ୍କ ଭିତରୁ ୨ ଜଣ ଆରଜିଏଚ ଡାକ୍ତର ବୋଲି ଜଣାପଡ଼ିଛି। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ମେଡିକାଲ ପରିସରକୁ ସାନିଟାଇଜ୍ କରାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି। ତେବେ ୧୮ ପଜିଟିଭଙ୍କ ଭିତରୁ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ପ୍ରବାସ ଫେରନ୍ତା ଅଛନ୍ତି। ପ୍ରକାଶଥାଉକି, ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୯୯ ଜଣ କରୋନାରେ […]

  • Wednesday, 14 July 2021
utkal
ବାଣୀବିହାରର ୩ଟି ବିଭାଗ ସିଲ୍

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ୍। ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଜଣେ କୋଭିଡ୍ ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପ୍ରଶାସନ ନେଲା ପଦକ୍ଷେପ। ୩ ବିଭାଗକୁ ସିଲ୍ କରିବା ସହ ସମସ୍ତ କର୍ମଚାରୀଙ୍କୁ ଅଫିସ ନଆସିବାକୁ ବାରଣ କରାଯାଇଛି। ପ୍ରକାଶଥାଉକି ବାଣୀବିହାର କ୍ୟାମ୍ପସରେ ରହୁଥିବା ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ଜଣାପଡ଼ିବା ପରେ ଆଜି ୩ଟି ବିଭାଗକୁ ସିଲ୍ କରାଯାଇଛି। ଇଂରାଜୀ, ଦର୍ଶନ ଓ […]

  • Wednesday, 14 July 2021
osrtc
ରାଜ୍ୟର ୨୨ ସହରକୁ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ସୋମବାରଠୁ ଆରମ୍ଭ ହେବ OSRTC ବସ୍ ସେବା। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରୁ ୨୨ଟି ସହରକୁ ୯୬ଟି ବସ୍ ଗଡ଼ିବ ଏବଂ ପର୍ଯ୍ୟାୟ କ୍ରମେ ଅଧିକରୁ ଅଧିକ ରୁଟ୍‌ରେ ବସ୍ ସେବା ଆରମ୍ଭ ହେବ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ CMD ଅରୁଣ ବୋଥ୍ରା ଏନେଇ ସୂଚନା ଦେଇଛନ୍ତି। ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ହିଁ ଯାଇପାରିବେ। କୌଣସି ଯାତ୍ରୀ ଠିଆ ହୋଇ ବସ୍‌ରେ ଯାଇପାରିବେ […]

  • Wednesday, 14 July 2021
migrants
ସହଯୋଗ କରୁନାହାନ୍ତି ବିଦେଶ ଫେରନ୍ତା, ଚେତାବନୀ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ବିଦେଶ ଫେରନ୍ତାଙ୍କ ପାଇଁ କଠୋର ହେଲା ସ୍ୱାସ୍ଥ୍ୟ ବିଭାଗ। ଏଣିକି ବିଦେଶ ଫେରନ୍ତା ଫୋନ୍ ସ୍ୱିଚ୍ ଅଫ୍ ରଖିଲେ କିମ୍ବା କଲ ନଉଠାଇଲେ ଏହାକୁ ହୋମ୍ କ୍ୱାରେଣ୍ଟିନ ନିୟର ଉଲ୍ଲଂଘନ ବୋଲି ଧରାଯିବ। ଏହାସହ ସେମାନଙ୍କୁ ଆଇନ ମୁତାବକ ଦଣ୍ଡ ବିଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି। ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତି ସହଯୋଗ କରିବା ସହ ୧୦୪ କିମ୍ବା ରାଜ୍ୟ କଲ ସେଣ୍ଟରରେ ନମ୍ବର ପଞ୍ଜୀକରଣ […]

  • Wednesday, 14 July 2021
main
'ଜୁନ୍ ଘାଟି ପାରିହେଲେ ଟଳିବ ବିପଦ'

ଭୁବନେଶ୍ୱର: ଜୁନ୍ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଏଇ ଘାଟି ପାରିହେଲେ ବିପଦ ଟଳିବ। ଆଜି ଏପରି କଥା କହି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଓଡ଼ିଶାରେ ବି ଉଦବେଗଜନକ ହେବାରେ ଲାଗିଛି କରୋନା ସ୍ଥିତି। ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ସେ ଭିତରୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୨୩ ଜଣ। ଯାହାକୁ ନେଇ ଚିନ୍ତା ବଢ଼ିଛି। […]

  • Wednesday, 14 July 2021
bagchi
IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଲେ ବାଗଚୀ

ଭୁବନେଶ୍ୱର: କୋଭିଡ୍ ସ୍ଥିତି ପରିଚାଳନା ଦାୟିତ୍ୱରୁ ୯ ଜଣ IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ ପରିସ୍ଥିତିକୁ ଦେଖି ପ୍ରଶାସନିକ ଅଦଳ ବଦଳ କରିବାକୁ ପଡ଼ିଥାଏ। ରଣକ୍ଷେତ୍ରକୁ ନୂଆ ଲୋକଙ୍କୁ ଆଣିବା ଜରୁରୀ। ସେ ଆହୁରୁ କହିଛନ୍ତି ଯେ, ଯୁଦ୍ଧକ୍ଷେତ୍ରକୁ ନୂଆ ଯୋଦ୍ଧା ନଆସିଲେ ସମସ୍ତେ କ୍ଲାନ୍ତ ହୋଇଯିବେ। ସେପଟେ ପ୍ରଶାସନିକ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ଦାୟିତ୍ୱକୁ ଫେରା ନଗଲେ ପ୍ରଶାସନିକ ସମସ୍ୟା ଦେଖାଦେବ। ତେଣୁ […]

  • Wednesday, 14 July 2021