• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

egggggg
ଛୁଆଙ୍କ ଅଣ୍ଡା ଖାଇଗଲେ ଅଙ୍ଗନୱାଡି ଦିଦି !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଜାଲ ଦସ୍ତଖତ ମାରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଅଙ୍ଗନୱାଡି ଦିଦି ଖାଇଗଲେ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏଭଳି ଅଭିଯୋଗ ଆସିଛି। ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଖାଦ୍ୟକୁ ଦିିଦି ମାମିନା ନାଏକ ଆତ୍ମସାତ୍ କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପାଖାପାଖି ୪ ମାସ ହେଲାଣି ଛୁଆଙ୍କୁ ଚାଉଳ, ଛତୁଆ କିମ୍ବା ଅଣ୍ଡା ପ୍ରଦାନ କରାଯାଇନାହିଁ। ମାତ୍ର କାଗଜ କଲମରେ […]

  • Thursday, 15 July 2021
vaccanation
୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ। କରୋନା ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, CDMOମାନଙ୍କୁ ଚିଠି ଏସିଏସ୍‌ ଚିଠି କରିଛନ୍ତି।  ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। […]

  • Thursday, 15 July 2021
OTV-KHABAR-jail-gale-madam
ଆତ୍ମସମର୍ପଣ ପରେ ଜେଲ୍ ଗଲେ ଏଇ ମହିଳା ପୋଲିସ୍ ଅଧିକାରୀ

ବାଲେଶ୍ୱର: ଟାଉନ ଥାନା ପୋଲିସ ଅଧିକାରୀ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ମହିଳା ପୋଲିସ ଅଧିକାରୀ ସରୋଜିନୀ ନାୟକ ଏକ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଗତ ଜୁଲାଇରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ମାମଲା ପରଠାରୁ ସେ ଫେରାର ହୋଇଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଆଜି ବାଲେଶ୍ୱର ସ୍ଥିତ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ଆତ୍ମସମର୍ପଣ […]

  • Thursday, 15 July 2021
Sita-KO
ଅସହ୍ୟ ଜାଡ଼ରେ ଥରିବ ଅଧା ଓଡ଼ିଶା, ୨୩ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାକୁ ପ୍ରବଳ ଶୀତ ମାଡ଼ିଆସୁଛି। କାଲି ଓ ପଅରଦିନ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨ ଦିନ ପାଇଁ ଆଉ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, […]

  • Thursday, 15 July 2021
andhara-ratire-
ପ୍ରାଣ ନେଲା 'ପିକ୍‌ଅପ୍': ଚାଲିଗଲା ୯ ଜୀବନ

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ପିକ୍ ଅପ୍ ଭ୍ୟାନ ଓଲଟି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୋଟିଏ ଗାଁର ଲୋକ ସିନ୍ଧିଗୁଡ଼ା ଗାଁର ଏକ ଦଶାହ କର୍ମରେ ଯୋଗ ଦେଇ ଘରକୁ ଫେରୁଥିଲେ। ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ NH […]

  • Thursday, 15 July 2021
Minor-raped 1
ବଞ୍ଚିଯିବା ଭୟରେ ଝିଅର ମୁଣ୍ଡକୁ ଇଟାରେ ଛେଚିଲେ

ବ୍ରହ୍ମପୁର: ଏକ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାଞ୍ଚଲ୍ୟକର ଖୁଲାସା କରିଛି ବ୍ରହ୍ମପୁର ପୋଲିସ। ଗଞ୍ଜାମ ଜିଲ୍ଲାର ସୋରଳରେ ଏହି ଘଟଣା ଘଟିଥିଲା।   ଜଣ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ହୋଇଛି। ପୋଲିସ କହିବା ଅନୁସାରେ, ଅଭିଯୁକ୍ତମାନେ ନାବାଳିକାକୁ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ। ତା ପରେ ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ ପୀଡ଼ିତାର ମୁଣ୍ଡ, ମୁହଁ, ନାକ, କାନକୁ ଭଙ୍ଗା ଇଟାରେ ପିଟିଥିଲେ। ଏଥିରେ ତାର […]

  • Thursday, 15 July 2021
nirmal
ରାତି ପାହିଲେ ଖୋଲିବ ନିର୍ମଳାଙ୍କ ପେଡ଼ି !

ନୂଆଦିଲ୍ଲୀ: କଣ ହେବ କେନ୍ଦ୍ର ବଜେଟ୍‌ର ରୂପରେଖ? ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡିରେ ରହିଛି କଣ? କରୋନା ମାଡ଼ରେ ଧ୍ୱସ୍ତ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ଲାଗି କି ପଦକ୍ଷେପ ନେବେ ନିର୍ମଳା? ବିକାଶ ଦର ତ୍ୱରାନ୍ୱିତ ଲାଗି କେଉଁ କେଉଁ କ୍ଷେତ୍ରକୁ ତେବେ ଗୁରୁତ୍ୱ ? ଏହାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଅର୍ଥମନ୍ତ୍ରୀଙ୍କ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ଋଣାତ୍ମକ ବିକାଶ ଦରକୁ ଅତିକ୍ରମ କରି ସ୍ୱାଭାବିକସ୍ତରକୁ ଆଣିବା ଇତି ମଧ୍ୟରେ ଭାରତୀୟ ଅର୍ଥନୀତିରେ ସକାରାତ୍ମକ ସଂକେତ […]

police
ମାଙ୍କଡା ଖଣିରେ ଚଢ଼ାଉ: ପୋଲିସ୍-ଗ୍ରାମବାସୀ ଠେଲାପେଲା

ଭୁବନେଶ୍ୱର: ବେଆଇନ ଭାବେ ଚାଲିଥିବା ଖଣିରେ ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ବାଣପୁର ଥାନା ଟାଙ୍ଗୀ ବନବିଭାଗ ଅଧିନ ନାଚୁଣୀ ନିକଟସ୍ଥ ମତପୋଖରାରେ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଖୋର୍ଦ୍ଧା, ରଣପୁର, ଟାଙ୍ଗି ଓ ବାଲୁଗାଁ ବନ କର୍ମଚାରୀ ମିଳିତ ଭାବେ ମତପୋଖରା ନିକଟ ମାଙ୍କଡା ଖଣିରେ ଚଢ଼ାଉ କରିବାକୁ ଆସିଥିଲେ। ଖଣିଠାରୁ କିଛି ଦୂରରେ ଥିବା ଜେସିବି ଜବତ କରିବାକୁ ବନବିଭାଗ ଯାଇଥିଲା। […]

  • Thursday, 15 July 2021
barricade
୫ ଖଣ୍ଡ ବାଉଁଶ ବାନ୍ଧି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା !

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମହାମାରୀବେଳେ ମହାଲୁଟ୍ ହୋଇଛି। ଲକଡାଉନ୍ ସମୟରେ ସରକାରୀ ଅର୍ଥ ଆତ୍ମସାତ୍‌ରେ ଅସାଧୁ ଅଫିସର କେମିତି ମାତିଥିଲେ, ଏ ନେଇ ବଲାଙ୍ଗୀରରୁ ସାଂଘାତିକ ଅଭିଯୋଗ ସାଙ୍ଗକୁ ତଥ୍ୟଗତ ପ୍ରମାଣ ଆସିଛି। ସହରର ବିଭିନ୍ନ ପଡ଼ାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ କେମିତି ବ୍ୟାରିକେଡ୍ ଲଗା ବାବଦରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛି, ଇଏ ତାର ଦସ୍ତାବିଜ୍। ୫ରୁ ୧୦ ଖଣ୍ଡ ଲେଖାଏଁ ବାଉଁଶ ବାନ୍ଧି ବିଲ୍ କରାଇ ଉଠାଇଛନ୍ତି ଲକ୍ଷାଧିକ ଟଙ୍କା। ପୂର୍ତ୍ତ ବିଭାଗର […]

  • Thursday, 15 July 2021
anganwadi-33
୧ରୁ ଖୋଲିବ ଅଙ୍ଗନୱାଡି, SOP ଜାରି କଲା ରାଜ୍ୟ

ଭୁବନେଶ୍ୱର: ରାଜ୍ୟର ସବୁ ଅଙ୍ଗନୱାଡ଼ି କେନ୍ଦ୍ର ଫେବୃୟାରୀ ୧ରୁ ଖୋଲିବ। ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ SOP ଜାରି କରାଯାଇଛି। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ SOP ସମ୍ବଳିତ ଚିଠି ହୋଇଛି। କଣ ରହିଛି ନିୟମ ଜାଣନ୍ତୁ:- କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସବୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବ। ମାସରେ ୨୫ ଦିନ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ। କଣ୍ଟେନମେଣ୍ଟ ଜୋନ୍ ଭିତରେ ପିଲାଙ୍କ ଘରେ […]

  • Thursday, 15 July 2021
crime
ଶିକ୍ଷୟିତ୍ରୀଙ୍କ ବେକ କାଟି ଦେଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୟାଗଡ଼: ଶରଣକୁଳ ଥାନା ଗୋଡିପଡାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଶିକ୍ଷୟିତ୍ରୀଙ୍କୁ ଘର ଭିତରେ ଛୁରାମାଡ କରି ନିଜ ବେକ କାଟିଲା ଯୁବକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଇଛି। ଶିକ୍ଷୟତ୍ରୀ ଜଣକ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିରେ ହୋଇଥିବା ଜଣାପଡ଼ିଛି। ସେ ୮ ବର୍ଷ ହେବ ଶରଣକୁଳ ଗୋଡିପଡା ସର୍ଦ୍ଦାର ପଟେଲ ବିଦ୍ୟାପୀଠରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ। ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ସୁକାନ୍ତ ବେହେରା ନାମକ ଜଣେ ଯୁବକ ଗାଁକୁ […]

  • Thursday, 15 July 2021
Odisha-strik-KO
୧୫ରେ ଓଡ଼ିଶା ବନ୍ଦର ଚେତାବନୀ ଦେଲା କଂଗ୍ରେସ

ଭୁବନେଶ୍ୱର: ଦିନକୁ ପେଟ୍ରୋଲ ଦରରେ ଅହେତୁକ ବୃଦ୍ଧି ଘଟିଛି। ପେଟ୍ରୋଲ ଦର କମାଇବାକୁ ଦାବି କରିଛି କଗ୍ରେସ। ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୨୦ ବର୍ଷ ହେଲା ବିଜେଡି କିଛି କରିନି, କେବଳ ମଦ ଦୋକାନ ଖୋଲିଛି। ଗଞ୍ଜାମରେ ଯାହା କିଛି ହୋଇଛି, କଂଗ୍ରେସ ହିଁ କରିଛି। ଏହାସହ ପେଟ୍ରୋଲ ଦର କମାଇବାକୁ ସେ ଦାବି କରିଛନ୍ତି। ପେଟ୍ରୋଲ୍ ଦର ଅତି କମ୍‌ରେ ୧୦ ଟଙ୍କା କମାଇବାକୁ ସେ ଦାବି […]

  • Thursday, 15 July 2021
kiit
ଖୋଲିଛି କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ !

ଭୁବନେଶ୍ୱର: କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ ଖୋଲିଛି। ସୂଚନା ଅଧିକାର ଆଇନ୍ ବଳରେ ପଦାକୁ ଆସିଛି ସରକାରୀ ଜମି ଜବରଦଖଲର ଆଉ ବିରାଟ ଏକ କାରସାଦି। ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ପ୍ରାୟ ୧୧ ଏକର ଜମିକୁ କିଟ୍ କର୍ତ୍ତୃପକ୍ଷ ମାଡି ବସିଛନ୍ତି। କେବଳ ଜମିକୁ ନିଜ ଅକ୍ତିଆରରେ ରଖିନାହାନ୍ତି, କେଉଁଠି ବହୁମୂଖୀ ଅଟ୍ଟାଳିକା ତ ଆଉ କେଉଁଠି ଷ୍ଟାଡିୟମ ବି ନିର୍ମାଣ କରି ସାରିଲେଣି। ସାଧାରଣ ପ୍ରସାଶନ ବିଭାଗରୁ ମିଳିଥିବା ତଥ୍ୟ […]

  • Thursday, 15 July 2021
justice
ନ୍ୟାୟ ଦେବା ତାଲିକାରେ ଟପ୍‌ରେ ମହାରାଷ୍ଟ୍ର‌, ଓଡ଼ିଶାର ସ୍ଥାନ କେଉଁଠି?

ଭୁବନେଶ୍ୱର: ନ୍ୟାୟ ଦେବାରେ ବହୁ ପଛରେ ଓଡ଼ିଶା। ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ୧୧ତମ ସ୍ଥାନରେ ରହିଛି ଆମ ରାଜ୍ୟ। ଏହା କେବଳ ଦେଶର ଅନ୍ୟ ରାଜ୍ୟମାନଙ୍କଠୁ ନୁହେଁ, ବରଂ ଗତବର୍ଷର ନିଜ ରାଙ୍କିଙ୍ଗ୍‌ରୁ ବି ଓଡ଼ିଶା ଏବର୍ଷ ଆହୁରି ପଛେଇ ଯାଇଛି। ଏକଥା ସ୍ପଷ୍ଟ ହୋଇଛି, ସଦ୍ୟ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦ରୁ ଏହି ରିପୋର୍ଟରେ ଦର୍ଶାଯାଇଛି। ଗତବର୍ଷ ଓଡ଼ିଶା ବଡ଼ ରାଜ୍ୟ ତାଲିକାରେ ସପ୍ତମ ସ୍ଥାନରେ ଥିଲା ହେଲେ ଏଥର ୪ଟି […]

  • Thursday, 15 July 2021
police
ପୋଲିସ ମାଡ଼ରେ ୨ ଗୁରୁତର

ବରଗଡ: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପଧାନପାଲି ଗାଁର ୩ ଜଣ ଯୁବକଙ୍କୁ ସଦର ଥାନା ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ୩ ଯୁବକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ବରଗଡ଼ ସହର ଉପକଣ୍ଠ ପଧାନପାଲି ଗାଁର ପ୍ରମୋଦ ନାଏକ ମାଛ ଚାଷ ପାଇଁ ପୋଖରୀକୁ ଠିକା ଭାବେ ନେଇଛନ୍ତି। ତେବେ ଗତକାଲି ରାତିରେ ପ୍ରମୋଦ ତାଙ୍କ ଭାଇ ଟିଙ୍କୁ ନାଏକ ଏବଂ ବେଦପ୍ତ ପ୍ରଧାନ ସହ ପୋଖରୀ ହୁଡାରେ […]

  • Thursday, 15 July 2021
OTV-KHABAR-PIHU
ନ୍ୟାୟ ପାଇଁ ମନ୍ତ୍ରୀଙ୍କ ଦୁଆରେ ପିହୁର ମା'

ଭୁବନେଶ୍ୱର: ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟିଲେ ନିଖୋଜ ଶିିଶୁ ପିହୁର ପରିବାର। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦେଖା ନପାଇବାରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ୭ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି ପିହୁର ମାଆ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୁଦନପୁର ଗ୍ରାମର ୨ ବର୍ଷର ଝିଅ ପିହୁ ନିଖୋଜକୁ ପାଖାପାଖି ୬ ମାସ ହେବାକୁ ଯାଉଛି। ହେଲେ […]

  • Thursday, 15 July 2021
ctber
୫ ସାଇବର ଠକଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର:  ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କ ଠାରୁ ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି। ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କୁ ଏକ ଫୋନ କଲ୍ ଆସିଥିଲା। ଜିଓ ଫୋନ କଷ୍ଟମର କେୟାରରୁ ଫୋନ୍ କରିଥିବା କହି ଅଜଣା ବ୍ୟକ୍ତି ଜଣକ ବିଭିନ୍ନ ମନଲୋଭା କଥା କହିଥିଲା। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଓଟିପି ପଠାଇବା ପରେ ଗଙ୍ଗାଧରଙ୍କ ଆକାଉଣ୍ଟରୁ […]

  • Thursday, 15 July 2021
11am-fine
କଥାହେଲେ ଗଣିବାକୁ ପଡ଼ିବ ୧୫୦ ଟଙ୍କା

କେନ୍ଦ୍ରାପଡ଼ା: ନା ଆପଣ କାହା ସହ କଥା ହୋଇପାରିବେ, ନା ଆପଣଙ୍କ ସହ କିଏ କଥାହେବେ। ଏଥିରେ ଖିଲାପ ହେଲେ ତଣ୍ଡ ଗଣିବାକୁ  ୧୫୦ ଟଙ୍କା। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରେ କିଛି ଲୋକଙ୍କୁ ବାସନ୍ଦ କରି ଏପରି ଦଣ୍ଡାଦେଶ ଶୁଣାଇଛି କଙ୍ଗାରୁ କୋର୍ଟ। ଅଭିଯୋଗ ଅନୁଯାୟୀ ଗାଁରେ ଖଗେଶ୍ୱର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘର ଆଗରେ କମ୍ୟୁନିଟି କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହା ନିର୍ମାଣ ଦ୍ୱାରା ସେ […]

  • Thursday, 15 July 2021
fire
ଘାସ ବଣରେ ଲାଗିଗଲା ନିଆଁ, ନିମିଷକେ ଜଳିପୋଡ଼ି ପାଉଁଶ

ବାଲେଶ୍ୱର: ବାଲେଶ୍ୱର ଆଇଟିଆଇ ଛକରେ ଥିବା ପଡ଼ିଆ ନିଆଁ ଲାଗି ଯାଇଥିଲା। ଏଥିରେ ପୁରା ପଡ଼ିଆ ଜଳିଯାଇଛି। ଅଳିଆ ଗଦା ଓ ଘାସ ବଣରେ ନିଆଁର ପରିମାଣ ଏତେ ଅଧିକା ଥିଲା ଯେ, ବେଶ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପଡ଼ିଆ ନିକଟରେ କୌଣସି ଘର ଦ୍ୱାର ନଥିବାରୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଅନୁମାନ କରାଯାଉଛି କେହି ଦୁବୃର୍ତ୍ତ […]

  • Thursday, 15 July 2021
dog-suad
କୁକୁର ଠାବ କରୁଛି ବିସ୍ଫୋରକ: ରେଳଯାତ୍ରୀଙ୍କ କବଚ ଆରପିଏଫ୍ ଡଗ୍‌ସ୍ୱାଡ୍

ଭୁବନେଶ୍ୱର: କୁକୁର ଦେଖାଇଲେ କମାଲ। ଭୁବନେଶ୍ୱର ରେଲେୱେ ଷ୍ଟାଡିୟମ୍‌ରେ ଗଣତନ୍ତ୍ର ଦିବସ ପାଳନରେ ସାମିଲ ହୋଇଥିଲା ଆରପିଏଫ୍‌ର ଡଗ୍ ସ୍ୱାଡ୍। ଏହି ଅବସରରେ ତାଲିମପ୍ରାପ୍ତ ବିଭିନ୍ନ ପ୍ରଜାତିର କୁକୁର ଦେଖାଇଥିଲେ ବିଭିନ୍ନ କ୍ରୀଡ଼ା କୌଶଳ। ଖାଲି ସେତିକି ନୁହେଁ ସନ୍ଦିଗ୍ଧର ଗତିବିଧି ଓ ଉଦ୍ଦେଶ୍ୟକୁ ବି ବାରି ପାରନ୍ତି ଏହି ପ୍ରତିଭାଶାଳୀ କୁକୁର।କୁକୁର ଠାବ କରୁଛି ଏକ୍ସପ୍ଲୋସିଭ୍। କୁକୁର ଦେହରେ ହାଇଟେକ୍ନୋଲୋଜିର ଗୋପ୍ରୋ କ୍ୟାମେରା। ଏମାନେ ଏମିତି ସେମିତି କୁକୁର ନୁହଁନ୍ତି, ରେଳ ବିଭାଗର ସ୍ନାଇପର ଆଉ […]

  • Thursday, 15 July 2021
mis-india KO
ଓଡ଼ିଆ ବୋହୂ ପାଇଲେ ଦେଶର ସୁନ୍ଦରୀ ମୁକୁଟ

ଭୁବନେଶ୍ୱର: ପୁଣି ଥରେ ଚମକିଛନ୍ତି ଓଡ଼ିଆ ବୋହୂ। ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ବନିଛନ୍ତି ଚଳିତ ବର୍ଷର ମିସେସ୍ ଇଣ୍ଡିଆ। ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ। ଗତ ଅକ୍ଟୋବରରୁ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନ୍‌ରେ ଭାଗ ନେବା ପରେ ଏଥିରେ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଗତ ଦୁଇ ଦିନ ତଳେ ମୁମ୍ବାଇରେ ଆୟୋଜିତ ଫାଇନାଲ୍ ରାଉଣ୍ଡରେ ନବଦୀପଙ୍କୁ କ୍ରାଉନ୍ ପିନ୍ଧାଇ […]

  • Thursday, 15 July 2021
padmashree
ଅଖ୍ୟାତ ପଲ୍ଲୀର ଏମାନେ ନାୟକ ନାୟିକା

୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥର ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବ। ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ ।  ସେହିପରି ଏଥର ୬ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ମିଳିବ । ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପଦ୍ମଶ୍ରୀ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ନନ୍ଦ ପୃଷ୍ଟି ପଦ୍ମଶ୍ରୀ […]

  • Thursday, 15 July 2021
bus-terminal
'ଗୁଗଲ ମ୍ୟାପ୍ ଦେଖି ବସ୍ ଟର୍ମିନାଲର ନିଆଯାଇଥିଲା ନିଷ୍ପତ୍ତି'

କଟକ: ବିବାଦ ଘେରରେ କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ। ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଆପତ୍ତି ଉଠାଇଛନ୍ତି ଖୋଦ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରକଳ୍ପ ସଂପର୍କରେ ସ୍ଥାନୀୟ ଜନପ୍ରତିନିଧୀଙ୍କ ସହ ଆଲୋଚନା ହୋଇ ନଥିବା କହିଛନ୍ତି ଭର୍ତ୍ତୃହରି। କ୍ଷେତ୍ର ପରିଦର୍ଶନ ନକରି, ଗୁଗୁଲ ମ୍ୟାପ୍ ତଥ୍ୟକୁ ଆଧାର କରି ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏସଂପର୍କରେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧୀଙ୍କ ସହ ଆଲୋଚନା […]

  • Thursday, 15 July 2021
engenieer-student
ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ

ପୁରୀ: ଶିକ୍ଷା ଆଗରେ ମୁଣ୍ଡ ନୁଆଁଇଛି ଦାରିଦ୍ର୍ୟତା। ନିଜର ହଷ୍ଟେଲ ଫିସ୍ ଦେଇ ନପାରି ଡିପ୍ଲୋମା ସାର୍ଟିଫିକେଟ୍ ଲାଗି ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୋରଡ଼ାପିଡି ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ। ଯୁବତୀ ଜଣଙ୍କ କୋଟାରେ ଖୋର୍ଦ୍ଧାର ଏକ ଘରୋଇ କଲେଜରେ ଡିପ୍ଲୋମାରେ ନାମ ଲେଖାଇଥିଲେ। ୪୪ ହଜାର ଟଙ୍କା ଫିସରୁ ୨୦ ହଜାର ଟଙ୍କା ଦେଇଥିଲେ, ହେଲେ ହଷ୍ଟେଲ ଫିସ ଓ ଅନ୍ୟାନ୍ୟ […]

  • Thursday, 15 July 2021