• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

otv-kharbr-corona
ଭ୍ୟାକ୍ସିନ୍ ନେବା ପରେ ଜଣେ ବ୍ୟକ୍ତିଙ୍କର ଦେଖାଦେଲା ସାଇଡ୍ ଇଫେକ୍ଟ

ଭୁବନେଶ୍ୱର: କରୋନା ହାରିବ, ଜୀବନ ଜିତିବ। ଏ ଦିଗରେ ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୁପ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ। ଓଡ଼ିଶା ସମେତ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ଏଥିସହିତ ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ନିର୍ଣ୍ଣାୟକ ଲଢ଼େଇ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ କେନ୍ଦ୍ର ସରକାର। ଆଜି ସଂଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୮୪ ପ୍ରତିଶତ […]

  • Thursday, 15 July 2021
otv-khabr-tana-otra
ସର୍ଭେ ରେଜଲ୍ଟକୁ ନେଇ ରାଜନୈତିକ ବୟାନବାଜି

ଭୁବନେଶ୍ୱର: ଓଡିଶାରେ ସବୁଠାରୁ ଅଧିକ ପ୍ରିୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏଏନ୍ଏସ୍ ସି-ଭୋଟର ସର୍ଭେରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି ଓଡିଶାବାସୀ। ପୁରା ଦେଶରେ ରାଜ୍ୟ ଓ୍ୱାରୀ ହୋଇଥିବା ସର୍ଭେରେ ୮୪.୩୫ ପ୍ରତିଶତ ଓଡ଼ିଶାବାସୀ ମୋଦିଙ୍କ ପ୍ରଦର୍ଶନରେ ଅଧିକ ସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ କାମରେ ୮୩.୧୨ ପ୍ରତିଶତ ଓଡ଼ିଶାବାସୀ ସନ୍ତୁଷ୍ଟ ଅଛନ୍ତି। ଯାହାକି ସାରା ଦେଶରେ ସର୍ବାଧିକ କରୋନା ମୁକାବିଲାରେ ସହାୟତା, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ, […]

  • Thursday, 15 July 2021
bolangir-pathar---banam-dakayat
ପୋଲିସ୍-ଡକାୟତ ଲଢେଇ: ଦେଖନ୍ତୁ ଜିତିଲା କିଏ ?

ବଲାଙ୍ଗିର: ପ୍ରଥମେ ପୋଲିସ ଓ ଡକାୟତଙ୍କ ମଧ୍ୟରେ ମୁହାଁମୁହିଁ। ଆଉ ଶେଷରେ କିଛି ଘଣ୍ଟା ପରେ ୩ ଜଣଙ୍କୁ କାବୁ କରିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟାସିଂହା ଗାଁ ନିକଟସ୍ଥ ଥିବା ଜଂଗଲ ରାସ୍ତାରେ। ଫିଲ୍ମ ଷ୍ଟାଇଲରେ ଡକାୟତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରିଛି ପୋଲିସ। ଏକ ୫ ଜଣିଆ ଡକାୟତ ଦଳ ଆଜି ଲୋଇସିଂହା ନିକଟରେ ଜଣେ ଯୁବକଙ୍କଠାରୁ ଟଙ୍କା ଓ ଲ୍ୟାପଟପ ଲୁଟ କରି […]

  • Thursday, 15 July 2021
himanshu
କିଡ୍‌ନୀ ଦଲାଲ୍ ହିଂମାଶୁର ସମ୍ପତ୍ତି ହୋଇପାରେ ସିଜ୍

ଭୁବନେଶ୍ୱର: ଖୋଲିବ କିଡନୀ ଦଲାଲ୍ ହିଂମାଶୁ ଭୂଷଣ ନନ୍ଦର ନେଟୱର୍କ। ହିଂମାଶୁଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ଆଜି ଝାରପଡ଼ା ଜେଲ୍‌ରୁ ଆଣି ନୟାପଲ୍ଲୀ ଥାନାରେ ଆଣି ପଚରାଉଚରା ଆରମ୍ଭ କରିଛି ପୋଲିସ୍। କିଡ୍‌ନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି ହିଂମାଶୁ। ତେଣୁ ଏହି ଠକେଇ ପଛରେ କିଏ କିଏ ସାମିଲ ତାକୁ ନେଇ ତଦନ୍ତ ହେବ। ହସ୍ପିଟାଲ, ଡାକ୍ତର ଓ କିଡ୍‌ନୀ ଡୋନର୍‌ଙ୍କ ଲିଙ୍କ୍ ସମ୍ପର୍କରେ ରିମାଣ୍ଡ […]

  • Thursday, 15 July 2021
lady-wanted
ଲେଡି ୱାଣ୍ଟେଡ୍ ଗିରଫ, ଏବେ ସିବିଆଇର ପଞ୍ଝାରେ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି। ତାଙ୍କୁ ତଦନ୍ତକାରୀ ସଂସ୍ଥା କୋଲକାତାରୁ ଗିରଫ କରିଥିବା ସୂଚନା ମିଳିଛି। ଶୁଭ୍ରା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ଓ୍ୱାଣ୍ଟେଡ୍ ଥିଲେ। ରୋଜଭ୍ୟାଲି ହଜାର ହଜାର ଜମାକାରୀଙ୍କଠାରୁ ଠକେଇ କରିଥିବା ଅଭିଯୋଗ ରହିଛି। ଅଧିକ ସୁଧ ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ ସାରା ଦେଶରୁ ୧୨ ହଜାର କୋଟିର ଠକେଇ କରିଥିବା ସିବିଆଇ ସୂତ୍ରରୁ […]

  • Thursday, 15 July 2021
Pampad
ଡକ୍ୟୁମେଣ୍ଟ ଦେବା ପୂର୍ବରୁ ଥରୁଟିଏ ପରଖନ୍ତୁ। ନଚେତ୍ ଫସିଯିବେ

ରାଉରକେଲା: ପୁଣି ୧୩ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଏଥର ଜାଲ କାଗଜପତ୍ରରେ ବାଲୁଘାଟ ବସ୍ତିରେ ଜଣେ ପାମ୍ପଡ଼ ବେପାରୀଙ୍କ ନାଁରେ ୧୩ ଲକ୍ଷ ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ମିଳିଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କହି ଝୁନୁ ପ୍ରଧାନ ନାମକ ଜଣେ ମହିଳାଙ୍କଠାରୁ ଡକ୍ୟୁମେଣ୍ଟ ନିଆଯାଇ ଏଭଳି ଠକେଇ ହୋଇଛି। ତ୍ରିନେତ୍ର ଟ୍ରେଡରସ୍ ନାମକ କମ୍ପାନୀ ଖୋଲାଯାଇ ୭୪ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ପ୍ରକୃତରେ ଝୁନୁ ପ୍ରଧାନ ପାମ୍ପଡ଼, […]

  • Thursday, 15 July 2021
prajo
ନାଁ ନେବାକୁ ଏତେ ଇଚ୍ଛା ? ରାଜଭବନରେ ପହଞ୍ଚିଲା 'ପ୍ର.ଆ.ଯୋ'

ଭୁବନେଶ୍ୱର: ରାଜଭବନରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ। ରାଜ୍ୟରେ ଆବାସ ଯୋଜନାକୁ ନିଜ କବଜାକୁ ନେଇଯାଇଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମ୍‌କୁ ହଡ଼ପ କରିବାକୁ ଉଦ୍ୟମ ହେଉଛି। ସେହିପରି ଦଳୀୟ ଭିତ୍ତିରେ ଶାସକ ଦଳର ନେତା-ମନ୍ତ୍ରୀ, ଘର ଦେଉଥିବା ଅଭିଯୋଗ ନେଇ ଆଜି ରାଜଭବନ ଯାଇଥିଲା ବିଜେପି ଟିମ୍। ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଆବାସ ଯୋଜନା କାର୍ଯ୍ୟକାରିତାରେ ଓଡିଶା, ସାରା ଦେଶରେ ପଛରେ ରହିଥିବା କଥା ଅବଗତ […]

  • Thursday, 15 July 2021
maddda
ଇଞ୍ଜିନିୟର ବୋହୂ ମଦ ବେପାରୀ

ଭଦ୍ରକ: ଶିକ୍ଷିତଙ୍କ ଘରେ ମଦ ଵେପାର। ଶାଶୁ ଗୃହିଣୀ, ବୋହୂ ସିଭିଲ ଇଞ୍ଜିନିୟର। ଦୁଇ ପୁଅ ମଧ୍ୟ ଶିକ୍ଷିତ। କିନ୍ତୁ ତିଆରି କରି ବିକୁଥିଲେ ଦେଶୀ ମଦ। ମାଡି ବସିଲା ଗ୍ରାମାଞ୍ଚଳ ପୋଲିସ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଏହି ଶିକ୍ଷିତ ମଦ ଗୋଷ୍ଠୀକୁ ବାନ୍ଧିଛି। ଭଦ୍ରକ ଜିଲ୍ଲା ଘୁଷୁରୀପୋଖରୀ ଗାଁରେ ପୋଲିସ ଚଢ଼ାଉ କରିଛି। ଚଢ଼ାଉ ବେଳେ ଆଲାଦୀ ସିଂଙ୍କ ଘର ପଛ ପଟେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିଲେ। ପୋଲିସ ଖବର ପାଇ […]

  • Thursday, 15 July 2021
prakash-rao-ru-guruji
ଚା ଦୋକାନୀରୁ ସମାଜସେବୀ… ପ୍ରକାଶ ରାଓରୁ ଗୁରୁଜୀ

ଭୁବନେଶ୍ୱର (ତପନ ସ୍ୱାଇଁ): ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ। କଟକ ଗୋପବନ୍ଧୁ ଭବନ ପାଖରେ ଥିବା ତାଙ୍କ ନିରାଡମ୍ବର ଚା’ ଦୋକାନଟି ଥିଲା ତାଙ୍କ ସବୁଦିନିଆ ଠିକଣା। ଜଣେ ଚା ଦୋକାନୀ ଯେ ଲୋକଙ୍କୁ […]

otv-vaccine
ଜେଡ୍‌ ପ୍ଲସ୍ ସୁରକ୍ଷାରେ ଆସୁଛି କରୋନା ଟିକା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ବହୁ ପ୍ରତୀକ୍ଷୀତ କରୋନା ଟିକା। ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ। ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଆଜି ଭୋର୍ ପ୍ରାୟ ସାଢେ ୪ଟାରେ ପ୍ରଥମେ ପୁଣେର ସିରମ ଇନଷ୍ଟିଟ୍ୟୁଟ୍‌ରୁ ସ୍ୱତନ୍ତ୍ର ଟ୍ରକ୍‌ରେ ଟିକାଗୁଡିକୁ ବିମାନ ବନ୍ଦର ଅଣାଯାଇଥିଲା। ଏଥିପାଇଁ ଟିକା ଟ୍ରକ୍ ଗୁଡିକୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ପରେ ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନରେ ଟିକାକୁ ଭୁବନେଶ୍ୱର ଅଣାଯାଉଛି। ବିମାନବନ୍ଦରରେ ପହଞ୍ଚିବା ପରେ […]

  • Thursday, 15 July 2021
Khabar-Odia-Pua
ଓଡ଼ିଆ ପୁଅ ସୁବ୍ରତ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ୧୯୯୨ ବ୍ୟାଚ୍‌ର ଓଡ଼ିଆ IAS ଅଧିକାରୀ ସୁବ୍ରତ ସାହୁ ଏବେ ଛତିଶଗଡ଼ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ IAS ସୁବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବ୍ରତ ସାହୁ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ […]

  • Thursday, 15 July 2021
vaccine
ଆଜି ଓଡ଼ିଶାକୁ ଆସିବ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶାକୁ ଆସିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ। ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଆଜି ଟିକା ପହଞ୍ଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି କୋଭିଡ ଟିକାକରଣ ମହା ଅଭିଯାନ। ଏଥିପାଇଁ ମହାରାଷ୍ଟ୍ରସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କଡା ସୁରକ୍ଷା ବଳୟରେ ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକ୍‌ରେ […]

khabar-murder
ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ମୋବାଇଲ ନମ୍ବର କହିଦେଲା ହତ୍ୟାକାରୀ କିଏ!

ଭଞ୍ଜନଗର: ଲୋମଟାଙ୍କୁରା ହତ୍ୟାକାଣ୍ଡ। ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡ଼ଯନ୍ତ୍ର। ମାସକ ତଳର ହତ୍ୟାକାଣ୍ଡରେ କେହି ପାଇପାରିଲେନି ଟେର୍। ନା ପରିବାର ଲୋକେ ନା ସମ୍ପର୍କୀୟ, ନା ସାଙ୍ଗସାଥୀ। ବାଲେଶ୍ୱର ଅଞ୍ଚଳରୁ ଆସିଥିବା ଯୁବତୀଙ୍କୁ ରାଜଧାନୀରେ ହତ୍ୟା କରି ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜାମରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ମାସେ ତଳେ ଘଟିଥିବା ଏହି ଅପରାଧର ଏବେ ଖୁଲାସା କରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଗଞ୍ଜାମ ପୋଲିସ୍। ଭୁବନେଶ୍ୱର ଭରତପୁର ଅଞ୍ଚଳରେ ମାନସ ରଞ୍ଜନ ପାଇକରାୟ ଏବଂ ସରୋଜିନୀ ସାହୁଙ୍କ […]

  • Thursday, 15 July 2021
Tika-KO
ଟିକା ନେବା ଉଚିତ ବୋଲି କହିଲେ ଜୟନ୍ତ

ଭୁବନେଶ୍ୱର: ଟିକାକରଣ ନେଇ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରିଛି ସ୍ୱାସ୍ଥ୍ୟ ବିଭାଗ। ଏକ୍ ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି ଯେ, ଗର୍ଭବତୀମାନେ ବି ଟିକା ନେଇପାରିବେ, କିନ୍ତୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ହିଁ ଟିକା ନେଇପାରିବେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ୍ ଟିକା ମାଗଣାରେ ଦିଆଯିବାକୁ ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାର ବ୍ୟବସ୍ଥା ବର୍ତ୍ତମାନ ନାହିଁ କିନ୍ତୁ ଅନ୍ୟ କୋଭିଡ୍ […]

  • Thursday, 15 July 2021
death-khabar
ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା କରି ଗଞ୍ଜାମରେ ଫିଙ୍ଗିଦେଲେ

ଭଂଜନଗର: ବାଲେଶ୍ୱରର ଯୁବତୀକୁ ଭୁବନେଶ୍ୱରରେ ହତ୍ୟା। ଭୁବନେଶ୍ୱରରେ ହତ୍ୟା କରି ଗଂଜାମ ଜିଲ୍ଲାରେ ଫିଙ୍ଗିଲେ ଦଂପତି। ହତ୍ୟା ଅଭିଯୋଗରେ ଦଂପତିଙ୍କୁ ଗିରଫ କରାଯାଇଛି। ବ୍ୟବହୃତ କାର୍ ଜବତ କରାଯାଇଛି। ଡିସେମ୍ବର ୨ରେ ଜଗନ୍ନାଥପ୍ରସାଦ ଭୂଷଣ୍ଡପାଳରୁ ମୃତଦେହ ମିଳଥିଲା। ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ତନାଘନା କାଳରେ ମୃତ ଯୁବତୀଙ୍କ ଘର ବାଲେଶ୍ୱର ଜଣାପଡ଼ିଥିଲା। ଭୁବନେଶ୍ୱରରେ ଜଣଙ୍କ ଘରେ ଘରୋଇ ସହାୟିକା କାମ କରୁଥିଲେ। କାମରେ ଖିଲାପ କରିବାରୁ ଯୁବତୀଙ୍କୁ ନିସ୍ତୁକ ପିଟିଥିଲେ ଦଂପତି। […]

  • Thursday, 15 July 2021
naveen-geeta
ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, ଭଉଣୀ ଠାରୁ ଧାର ଆଣିଥିଲେ ନବୀନ

ଭୁବନେଶ୍ୱର: ୨୦୧୯-୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଢ଼ିଛି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଅର୍ଥାତ୍ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୪ କୋଟି ୯୮ଲକ୍ଷ ୧୯ହଜାର ୮୬୩ ଟଙ୍କା। ଯେଉଁଥିରୁ କେବଳ ସ୍ଥାବର ସମ୍ପତ୍ତି ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କାର। ସେହିପରି ନବୀନ ନିଜ ପାଖରେ ରଖିଛନ୍ତି ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା। ଏହାବାଦ୍ ୧୯୮୦ ମଡେଲର ଏକ ଆମ୍ବାସାଡର କାର୍ ତାଙ୍କର ଅଛି, ଯାହାର […]

  • Thursday, 15 July 2021
death
୧୦ ଦିନ ସାଇତି ରଖିଥିଲେ ଶବ, ଆଉ ତା' ପରେ...

ବରଗଡ଼: ମଣିଷର ମୃତ୍ୟୁ ହେବା ପରେ ଆଉ ସେ ଜୀବନ୍ତ ହୁଏ ନାହିଁ ଏହା ସମସ୍ତଙ୍କୁ ଜଣା। ବହୁ ପୁରାତନ କାଳରେ ମୃତ ଶବକୁ ଯତ୍ନ ସହକାରେ ରଖୁଥିଲେ। ମୃତକର ଜୀବନ ଫେରି ପାଇବା ଆଶାରେ ଯାହା ଏକ ଅନ୍ଧବିଶ୍ଵାସ ରହିଥିଲା। ମାତ୍ର ବର୍ତ୍ତମାନର ଆଧୁନିକ ଯୁଗରେ ଯଦି ମୃତ ଶବକୁ ଦଶ ଦିନ ଧରି ଘରେ ରଖାଯାଏ, ତାହାବି ପୁଣି ମୃତକଙ୍କ ଜୀବନ ଫେରିବା ଆଶାରେ। ବୋଧ ହୁଏ ଏହାକୁ କେହି ବିଶ୍ୱାସ କରିପାରିବେ ନାହିଁ। […]

  • Thursday, 15 July 2021
bridge
କାମ ଚାଲୁଥିବା ବେଳେ ଭଶୁଡିଲା ପୋଲ, ଚାଲିଗଲା ଜୀବନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୋଲ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ତାଲାପଦର ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ବେଳେ ଅଘଟଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ଉନ୍ନୟନ କମିଶନର। ସମ୍ପୃକ୍ତ ଠିକାଦାର ଓ […]

  • Thursday, 15 July 2021
COVID19-Vaccine-6
ରାଜ୍ୟରେ ୧୬୦ଟି ସ୍ଥାନରେ ହେବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ୧୬୦ଟି ସ୍ଥାନରେ ହେବ କୋଭିଡ୍ ଟିକାକରଣ। ଏଥିପାଇଁ ସେସନ୍ ସାଇଟ୍ ନିର୍ଦ୍ଧାରଣ କରାଯାଇଛି। ସରକାରୀ ହସ୍ପିଟାଲ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ ୧୬୦ଟି ସ୍ଥାନରେ ଟିକାକରଣ କରାଯିବ। ରାଜ୍ୟସ୍ତରରେ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି। ଟିକାକରଣ ଲାଗି ପର୍ଯ୍ୟାୟ କ୍ରମେ ଉପକରଣ ଆସୁଛି। ଏବେ ଯେତିକି ରହିଛି, ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ଅସୁବିଧା ନାହିଁ। ଯେଉଁଠି ଡ୍ରାଏରନ୍ କରାଯାଇଥିଲା ସେଠାରେ ପ୍ରସ୍ତୁତି ସରିଛି। […]

  • Thursday, 15 July 2021
lootera
ପ୍ରେମିକା ପାଇଁ ପାଲଟିଲା ପେଶାଦାର ଅପରାଧୀ

ଭୁବନେଶ୍ୱର: ଚୋର ହେଲେ ବି ଚରିତ୍ରରେ କିନ୍ତୁ ରହିଛି ପ୍ରେମିକ ପଣ। ସେଥିପାଇଁ ପ୍ରେମିକାକୁ ବୋଧହୁଏ ଖୁସି କରିବାକୁ ଚୋରି ଧନରେ ଭେଟି ଦେଉଥିଲା ମନ ପସନ୍ଦର ଉପହାର। ହେଲେ ଜେଲ୍‌ରେ ରହି କଳା କାରନାମାର କାହାଣୀ କହୁ କହୁ ନିଜେ ଖୋଲିଦେଲା ନିଜ ଅପରାଧର କଳାଚିଠାା ଆଉ ଧରାପଡ଼ିଲା ପୁରା କାହାଣୀ। ତାସହ ନୟାପଲ୍ଲୀ ଆଇଆରସି ଭିଲେଜ୍‌ର ୬ ମାସ ତଳର ଲୁଟ୍ ଆଉ ହତ୍ୟାର ବି ଫିଟିଲା ଗୁମର। ଦେଖନ୍ତୁ ଜଣେ ଲୁଟେରା ଲଭର୍ର […]

  • Thursday, 15 July 2021
26-posive
ଏଇ ଜିଲ୍ଲାରେ ୨୬ ଶିକ୍ଷକ କରୋନାରେ ଆକ୍ରାନ୍ତ

ଗଜପତି: ପୁଣି ଫେରିଲା କରୋନା। ଥମିଯାଇଥିବା କରୋନା ପୁଣି ଥରେ କାୟାବିସ୍ତାର କରିବାରେ ଲାଗିଛି। ଗଜପତି ଜିଲ୍ଲାରେ ୨ ଦିନରେ ୨୬ ଶିକ୍ଷକ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି। ୨ ଜଣ ଛାତ୍ର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋହନା ବ୍ଲକରୁ ସର୍ବାଧିକ ୨୧ ଶିକ୍ଷକ ସଂକ୍ରମିତ ହୋଇଛନ୍ତି। ପଜିଟିଭ ଚିହ୍ନଟ ଶିକ୍ଷକ ଓ ଛାତ୍ରଙ୍କୁ ସ୍କୁଲ ଆସିବା ବାରଣ ହୋଇଛି। ସେହିପରି ପଜିଟିଭ ଚିହ୍ନଟ ହୋଇଥିବା ଶିକ୍ଷକ ଓ ଛାତ୍ର ସମସ୍ତେ ଲକ୍ଷଣହୀନ। ଏନେଇ […]

  • Thursday, 15 July 2021
navin
ନବୀନଙ୍କ ପାଇଁ ଅଡୁଆ ସାଜିଛନ୍ତି ଏଇ ୪ ମନ୍ତ୍ରୀ

ଭୁବନେଶ୍ୱର: ଅରୁଣ ସାହୁ, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗନ୍ନାଥ ସାରକା। ନବୀନଙ୍କ ପଞ୍ଚମ ପାଳିରେ ସବୁଠୁ ଅଧିକ ବିବାଦରେ ଫସିଛନ୍ତି ଏହି ଚାରି ମନ୍ତ୍ରୀ। ଏମାନଙ୍କ ବିବାଦୀୟ କାର୍ଯ୍ୟକଳାପ, ବିରୋଧୀଙ୍କୁ ସରକାରଙ୍କ ଉପରେ ଶାଣିତ ଆକ୍ରମଣର ସୁଯୋଗ ଦେଇଛି। ତାସହିତ ନବୀନଙ୍କ ଭାବମୂର୍ତ୍ତିରେ ଆଣିଛି ଆଞ୍ଚ। (ପରୀ ମାମଲା-ଅରୁଣ ସାହୁ) ପରୀ ହତ୍ୟା ଘଟଣାରେ ବିବାଦ ଘେରକୁ ଟାଣି ହୋଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ବିଜେପି ଏହାକୁ ବଡ଼ ପ୍ରସଙ୍ଗ କରି ରାଜ୍ୟବ୍ୟାପୀ ବିକ୍ଷୋଭ […]

  • Thursday, 15 July 2021
budhimaaku-dakila
'ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ'

ପୁରୀ: ଆଜି ଏକାଦଶୀ। ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ପହଞ୍ଚିଲିଣି ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ। ତାକୁ ଆଖିଭରି ଦେଖିଦେଲେ ମୋର ସବୁ ଆଶା ପୁରଣ ହୋଇଯିବ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସିଂହଦ୍ୱାର ସମ୍ମୁଖରେ। ଏ ହେଉଛନ୍ତି ପୁରୀ ଗୌଡବାଡ ସାହିର ୭୦ ବର୍ଷୀୟ ଲକ୍ଷ୍ମୀ ଦେ। ଆଜି ବଡ […]

  • Thursday, 15 July 2021
rich
ଧନୀ ଘରର ମହିଳାଙ୍କୁ ଖୁସି କରିବା ଚକ୍କରରେ ନିଜେ ଫସିଗଲେ

ଭୁବନେଶ୍ୱର: ଏପଟେ ହ୍ୱାଟ୍ସଆପ୍‌କୁ ଆସିଲା ଏକରୁ ବଳି ଆରେକ ସୁନ୍ଦରୀଙ୍କ ଫଟୋ। ଆଉ ସେପଟେ ଗୁଗୁଲ୍ ପେରୁ ଗାଏବ୍ ହୋଇଗଲା ୭ ହଜାର, ୯ ହଜାର, ୧୨ ହଜାର, ୧୪ ହଜାର, ଏମିତି ମୋଟ୍ ୯୪ ହଜାର ଟଙ୍କା।  ଏସକର୍ଟ ସର୍ଭିସ୍‌ର ପ୍ରଲୋଭନ ଦେଖାଇ ୨ଦିନରେ ପ୍ରାୟ ୯୪ ହଜାର ଟଙ୍କା ଲୁଟିନେଲେ ସାଇବର୍ ଠକ।  ଭୁବନେଶ୍ୱରରେ କାର୍ଯ୍ୟରତ ଉତ୍ତରପ୍ରଦେଶର ଜଣେ ଯୁବ ଇଞ୍ଜିନିୟର୍। ଏଭଳି ଅଭିଯୋଗ ଆଣିବା ସହ କମିଶନରେଟ୍ ପୋଲିସର ହେଲ୍ପ ଡେସ୍କକୁ ମଧ୍ୟ […]

  • Thursday, 15 July 2021