• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

jagannath
ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି

ପୁରୀ:  ଏଣିକି ସବୁ ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ। ଅର୍ଥାତ ସପ୍ତାହକ ସାତ ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଆଜି ସୂଚନା ଦେଇଛନ୍ତି। ଏଣିକି ସକାଳ ୬ଟାରୁ ନିଶ୍ଚିତ ଭାବେ ଦର୍ଶନ ଆରମ୍ଭ ହେବ। କେବଳ ପୁରୀବାସୀ ନୁହଁନ୍ତି, ସମସ୍ତେ ସକାଳ ୬ରୁ ଦର୍ଶନ କରିପାରିବେ। ସେହିଭଳି ଦୀର୍ଘ ଦିନ ପରେ ଆନନ୍ଦବଜାରରେ ମହାପ୍ରସାଦ ସେବନ ନେଇ ମଧ୍ୟ ଭକ୍ତଙ୍କୁ […]

  • Thursday, 15 July 2021
umang-app
ଏଣିକି ମୋବାଇଲ ଆପ୍ ଜରିଆରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର: RTOକୁ ପେପରଲେସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି। ମୋବାଇଲ ଆପ୍ ଜରିଆରେ ଏଣିକି ଲର୍ଣ୍ଣିଂ ଲାଇସେନ୍ସ ମିଳିପାରିବ। UMANG ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ, ଦେଶରେ ପ୍ରଥମ। ଏହାସହ ଗାଡି ରେଜିଷ୍ଟ୍ରେସନ, ମାଲ ପରିବହନ ପରମିଟ ଆଦି ପେପରଲେସ୍ ହେବ। ଗାଡ଼ି ରେଜିଷ୍ଟ୍ରେସନ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ବି ପେପରଲେସ୍ ହେବ। କେବଳ ସେତିକି ନୁହେଁ, ଯେକୌଣସି RTOରେ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ହୋଇପାରିବ। ରେଜିଷ୍ଟ୍ରେସନ, ନବୀକରଣ, ପରିବହନ […]

  • Thursday, 15 July 2021
supreme-court
କୋଟିଆକୁ ନେଇ ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାର

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ପିଟିସନ ଦାୟର କରାଯାଇଛି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପିଟିସନ ଦାୟର ହୋଇଛି। କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ […]

OTV-Portal-andhara
ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି: ରାଜାନ୍ନା

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଧାୟକ ରାଜାନ୍ନା ଦୋରା ପ୍ରତିକ୍ରିୟା ରଖିଛନ୍ତି। OTVକୁ ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ ରାଜାନ୍ନା ଦୋରା କହିଛନ୍ତି ଯେ ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି। ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି। ସୁପ୍ରିମକୋର୍ଟକୁ ମାମଲା ଯିବା ବେଳକୁ ସେଠାରେ ନିର୍ବାଚନ କରୁଥିଲୁ। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି […]

  • Thursday, 15 July 2021
budge
କରୋନା ବିପତ୍ତି ସମୟରେ ବର୍ଷକ ପାଇଁ କେତେ ରହିବ ହିସାବ-କିତାବ?

ଭୁବନେଶ୍ୱର: ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ବ୍ୟୟ ବରାଦକୁ ଅନୁମୋଦନ ମିଳିଛି। କରୋନା କଷ୍ଟ ସତ୍ତ୍ୱେ ୨୦୨୦-୨୧ ଅପେକ୍ଷା ୨୧-୨୨ରେ ବଜେଟ୍‌ ଆକାର ବଢିଛି। କୋଭିଡ୍‌ରେ ହଜାର ହଜାର ଲୋକ ଜୀବିକା ହରାଇଥିବାରୁ ଏଥର ଫୋକସ୍‌ରେ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ରହିବ। ଖାସ୍ ସେଥିପାଇଁ ଭିତ୍ତଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି।  ଏହାସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିପାରେ। ତାଛ଼ଡ଼ା ଶିଳ୍ପ, ଏମ୍ଏସ୍ଏମ୍ଇ, ଗ୍ରାମୀଣ ଅର୍ଥନୀତି, ସାମାଜିକ କ୍ଷେତ୍ର, ମହିଳା ସଶକ୍ତୀକରଣ, […]

  • Thursday, 15 July 2021
PRAHLAD
ଶ୍ରୀମନ୍ଦିର ଐତିହ୍ୟ କରିଡ଼ରକୁ ନେଇ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି ଓଡ଼ିଶା ସରକାର: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣକୁ ନେଇ ଓଡ଼ିଶା ସରକାର ଲୋକଙ୍କ ମନରେ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯାହା ବି କିଛି ଖନନ କି ବିସ୍ଥାପନ କରାଯାଇଛି ତାହା ରାଜ୍ୟ ସରକାର ହିଁ କରିଛନ୍ତି। ଏଥିରେ ASI କିମ୍ବା ଭାରତ ସରକାରଙ୍କର କୌଣସି ନେଣଦେଣ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍ ପୁରୀ ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ସମ୍ପର୍କରେ ଗଣମାଧ୍ୟମକୁ […]

nagarjuna
ଏ ବର୍ଷ ପଡୁଛି କି ନାଗାର୍ଜୁନ ବେଶ?

ପୁରୀ: ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁଛି କି ନାହିଁ, ସେଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମୁକ୍ତି ମଣ୍ଡପ ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ। ଏବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ନାଗାର୍ଜୁନ ବେଶ ନେଇ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ୍ ତଥ୍ୟ ଦେଇଛନ୍ତି। ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପାଞ୍ଜିକାରଙ୍କ ବୈଠକ ପରେ ଏହି ସୂଚନା ଦିଆଯାଇଛି। ହେଲେ ୧୯୯୩ ଏବଂ ୧୯୯୪ ମସିହାରେ ଲଗାତର ଭାବେ […]

khandagiri
ଏ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ୱର: ଖଣ୍ଡଗିରି ମେଳାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗିରହିଥିଲା ସେଥିରେ ଅନ୍ତ ଘଟିଛି। ଏ ବର୍ଷ ଖଣ୍ଡଗିରି ମେଳା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। କେବଳ ପରମ୍ପରା ପାଳନ ନେଇ ବିଏମ୍‌ସି ନିଷ୍ପତ୍ତି ନେଇଛି। କୋଭିଡ୍ ଗାଇଡ୍ ଲାଇନ୍ ମୁତାବକ ପରମ୍ପରା ପାଳନ ହେବ। କୌଣସି ଯାତ୍ରା ପେଣ୍ଡାଲ ବା ମେଳା ପାଇଁ ଷ୍ଟଲ ପଡ଼ିବନାହିଁ। ମେଳା ସଂପର୍କରେ BMC ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ବର୍ଷ ଖଣ୍ଡଗିରି ମେଳାକୁ ନେଇ ଦ୍ୱନ୍ଦ୍ୱ ଲାଗି […]

  • Thursday, 15 July 2021
exam
୧୯-୨୦ର ସବୁ ନବମ ପିଲା ଦେଇପାରିବେ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ମାଟ୍ରିକ ଦେଇପାରିବେ। ସମସ୍ତ ପିଲା ମାଟ୍ରିକ ପରୀକ୍ଷା ଦେଇପାରିବା ନେଇ ସରକାର ଘୋଷଣା କରିଛନ୍ତି। ୨୦୨୧ ମେ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଏହି ଛାତ୍ରଛାତ୍ରୀମାନେ ଦେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ସରକାର କହିଛନ୍ତି। କୋଭିଡ଼ ପାଇଁ ୨୦୨୦ ମାର୍ଚ୍ଚରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସ୍କୁଲ ବନ୍ଦ ଥିବାରୁ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ହୋଇପାରିନଥିଲା। ସେହିପରି ୨୦୧୯-୨୦ରେ […]

  • Thursday, 15 July 2021
Pafulla-biswal-KO
ପ୍ରଫୁଲ୍ଲ ପୁଅକୁ ଯାହା କହିଥିଲେ, ତାହା ସତ ହୋଇଗଲା ?

କଟକ: ମାହାଙ୍ଗା ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ଏବେବି ସନ୍ଦେହ ଘେରରେ ରହିଛି। ତାଙ୍କର ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ଏନେଇ ଅନେକ କଥା ସାମନାକୁ ଆସୁଛି। ତାଙ୍କ ମୃତ୍ୟୁକୁ ନେଇ ଏଯାଏଁ ଥଳକୂଳ ପୋଲିସ ପାଉନି। ଗତକାଲି ଜଣେ ବ୍ୟକ୍ତିଙ୍କ ଏତଲା କପି ସାମନାକୁ ଆସିବା ଓ ଆଜି ପୁଣି ପ୍ରଫୁଲ୍ଲଙ୍କ ପୁଅଙ୍କ ପ୍ରତିକ୍ରିୟା ଘଟଣାରେ ଟୁଇଷ୍ଟ ଆଣିଛି। ମୃତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାବାଳକ ପୁଅ କହିଛନ୍ତି ଯେ ଘଟଣା […]

supreme-court
କୋଟିଆ ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟରେ ପିଟିସନ୍ କରିବେ ସରକାର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପିଟିସନ ଦାଖଲ କରିବାକୁ ରାଜ୍ୟ ଆଇନ ବିଭାଗର ଉପସଚିବଙ୍କ ପକ୍ଷରୁ AOR ଶିବଶଙ୍କର ମିଶ୍ରଙ୍କୁ ଚିଠି ହୋଇଛି। କୋଟିଆର ୩ଟି ଗାଁରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଉଛି। ଏମିତିକି କିଛି ଆଶାୟୀ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି। କୋଟିଆ ପ୍ରସଙ୍ଗରେ ଗତକାଲି କଟକରେ ଆଡୋଭୋକେଟ୍ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍ ଓ ସରକାରୀ […]

  • Thursday, 15 July 2021
suktel
ସଂଘର୍ଷ ଭିତରେ ଅଧାବାଟରେ ଅଟକିଛି ବଲାଙ୍ଗୀରର ଜୀବନରେଖା

ଭୁବନେଶ୍ୱର: ଦୁଇ ଦଶନ୍ଧିର ସଂଘର୍ଷ ଭିତରେ ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ୍ ପ୍ରକଳ୍ପ ଅଧା ବାଟରେ ଅଟକିଛି। କେବେ ଥଇଥାନ ଓ ବିସ୍ଥାପନକୁ ନେଇ ବିବାଦ ତ କେବେ ପ୍ରଶାସନିକ ଉଦାସୀନତା ଯୋଗୁଁ କାମରେ ଅହେତୁକ ବିଳମ୍ବ ହେଉଛି। ପ୍ରାୟ ୭୦ % ସ୍ପିଲ ୱେ କାମ ସରିବା ପରେ ବି ଆଜିକୁ ୩ ବର୍ଷ ହେଲା ନିର୍ମାଣ କାମ ଠପ୍ ହୋଇରହିଛି। କାରଣ ମହାନଦୀ ଜଳବିବାଦ ଭିତରେ ଛନ୍ଦି ହୋଇଯାଇଛି ପ୍ରସ୍ତାବିତ ଲୋୟର ସୁକତେଲ ପ୍ରକଳ୍ପ। ଏକଥା […]

  • Thursday, 15 July 2021
Patap---KO
ମୃତ୍ୟୁ ପୂର୍ବରୁ ପ୍ରଫୁଲ୍ଲ କହିଥିଲେ: ମନ୍ତ୍ରୀ ପ୍ରତାପ ଜେନା ମୋତେ ଫସାଇ ଦେଲେ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିିଛି। ମୃତ୍ୟୁ ପୂର୍ବରୁ ବିଜେପି ନେତା ରମାକାନ୍ତ ବରାଳଙ୍କୁ ପ୍ରଫୁଲ୍ଲ ବିଶ୍ୱାଳ ଫୋନ୍ କରିଥିଲେ। ଆଉ ଆଇନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଫସାଇ ଦେଇଥିବା ନେଇ ରମାକାନ୍ତ ବରାଳଙ୍କୁ ଫୋନରେ ବାର୍ତ୍ତାଳାପ ବେଳେ ପ୍ରଫୁଲ୍ଲ ବିଶ୍ୱାଳ କହିଥିବା ଅଭିଯୋଗ ଆଣିଛନ୍ତି ରମାକାନ୍ତ। ଏକଥା ଆମେ କହୁନୁ, ରମାକାନ୍ତ ଥାନାରେ ଦେଇଥିବା ଏତଲାରେ ଏଭଳି ଦର୍ଶାଇଛନ୍ତି। […]

  • Thursday, 15 July 2021
dance-teacher
ଶିକ୍ଷକଙ୍କୁ କାନ୍ଧରେ ଧରି ନାଚିଲେ ଗ୍ରାମବାସୀ

ନାରାୟଣାପାଟଣା: ଶିକ୍ଷକଙ୍କୁ କାନ୍ଧରେ ଧରି ନାଚଗୀତରେ ମସ୍‌ଗୁଲ। ଗ୍ରାମବାସୀ ପାରଂପରିକ ବାଦ୍ୟ ତାଳେତାଳେ ଚାଲିଛି ନାଚଗୀତ। ପିଲାଠୁ ବୁଢ଼ା ସଭିଏଁ ଗୋଟିଏ ତାଳରେ ନାଚୁଛନ୍ତ॥ ଏ ଦୃଶ୍ୟ ଆନ୍ଧ୍ରପ୍ରଦେଶ ବିଜୟ ନଗରମ୍ ଜିଲ୍ଲା ଗୁମ୍ମା ଲକ୍ଷ୍ମୀପୁରମ୍ ବ୍ଲକ୍ ମାଲୁଗୁଡ଼ା ଗାଁର। ମଣ୍ଡଳ ପରିଷଦ ବିଦ୍ୟାଳୟର ଶିକ୍ଷକ ଗୌଡ଼ୁ ନରେନ୍ଦ୍ରଙ୍କୁ କାନ୍ଧରେ ଉଠାଇ ଗାଁ ପରିକ୍ରମା କରୁଛନ୍ତି। ଲୋକେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ଶିକ୍ଷକଙ୍କୁ ଛାଡ଼ିବାକୁ ଅମଙ୍ଗ ଥିଲେ […]

  • Thursday, 15 July 2021
matric exam
ମେ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି। ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା କରାଯିବ। ସେହିପରି ୫ରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ ପରୀକ୍ଷା କରାଯିବ। ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା, ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ, ୧୦ଟା ଯାଏ ଚାଲିବ, ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ […]

  • Thursday, 15 July 2021
OTV-portal-Jatra
କୋଭିଡ୍ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ: ବିଏମ୍‌ସି କମିଶନର

ଭୁବନେଶ୍ୱର: କରୋନା ଟିକାକରଣ ପରେ ଏବେ ମହାମାରୀ ହାରୁଛି।  କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଗତ ବର୍ଷ ପର୍ବପର୍ବାଣୀ ସମେତ ମେଳା ଓ ଉତ୍ସବ ଫିକା ପଡ଼ିଥିଲା। ମହାମାରୀର ପ୍ରକୋପ କମିବା ପରେ ଧିରେ ଧିରେ ସବୁ କିଛି ସ୍ୱାଭାବିକ ସ୍ଥିତିକୁ ଆସିଲାଣି। ବିଭିନ୍ନ ମେଳା ଓ ଉତ୍ସବ ଆୟୋଜନ କରିବା ପାଇଁ ସରକାର ଗ୍ରୀନ୍ ସିଗ୍‌ନାଲ ଦେଇଛନ୍ତି।  ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ତୋଷାଳୀ ମେଳା ଆରମ୍ଭ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଖଣ୍ଡଗିରି ମେଳାକୁ […]

  • Thursday, 15 July 2021
kotia
କୋଟିଆକୁ ହାତେଇବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି କାହିଁକି?

କୋରାପୁଟ: ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ରାଜନୈତିକ ପଶାପାଲିର ଗୋଟି ପାଲଟିଛି। ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ, ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ ଆନ୍ଧ୍ର କୋଟିଆକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛି। ଏହାର ମୂଳ କାରଣ ହେଉଛି ସୌନ୍ଦର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦ। ଏଠାରେ ଥିବା ପାହାଡ଼କୁ ସ୍ଥାନୀୟ ଲୋକେ ସୁନା ପାହାଡ଼ ବୋଲି […]

palas-pali
ସେକ୍ସ ରାକେଟ୍ ମାମଲା: ରାଣୀ ମହୁମାଛି ସହ ବଡ଼ ବାବୁ ଗିରଫ

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଗିରଫ ହୋଇଛନ୍ତି। ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସାଧାରଣ ସମ୍ପାଦକ ସୁରେଶଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅନ୍ୟ ୬ ଜଣଙ୍କୁ ବି ଗିରଫ କରାଯାଇଛି। ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାଶ ବି ଅଛନ୍ତି। ଏହାଛଡ଼ା ଭିନ୍ନକ୍ଷମ ତାଲିମ କେନ୍ଦ୍ରର ୨ ଜଣ କର୍ମଚାରୀଙ୍କୁ ବି ଗିରଫ କରାଯାଇ ତଦନ୍ତ କରାଯାଉଛି। ମାମଲାରେ […]

  • Thursday, 15 July 2021
school-khabar
ଓଷ୍ଟାର ଚେତାବନୀ: ଛୁଟି ନ ଦେଲେ ଆଇନ୍‌ର ଆଶ୍ରୟ ନେବୁ

ଭୁବନେଶ୍ୱର: କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଅନେକ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ଦଶମ, ଦ୍ୱାଦଶ ପରେ ନବମ ଓ ଏକାଦଶ କ୍ଲାସ୍ ଆରମ୍ଭ ହୋଇଥିଲା।  ଫେବୃଆରୀ ଶେଷ ଆଡ଼କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିପାରେ। ଏନେଇ ବିଭାଗୀୟ ସ୍ତରରେ ପ୍ରସ୍ତୁତ ଆରମ୍ଭ ହେଲାଣି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ପ୍ରସ୍ତୁତ କରାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିଲେ ଶିକ୍ଷକ ଓ […]

  • Thursday, 15 July 2021
accident
'ମନ୍ତ୍ରୀଙ୍କ ନାଁ କହିଦେବା ଭୟରେ ପ୍ରଫୁଲ୍ଲକୁ ହତ୍ୟା କରାଯାଇଛି'

ଭୁବନେଶ୍ୱର: ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର ଅଭିଯୋଗ ମାମଲାର ମୁଖ୍ୟ ଅଭିଯୁକ୍ତର ବୀଭତ୍ସ ମୃତ୍ୟୁ ହୋଇଛି। ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳ ଡବଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳର ମୃତଦେହ ରାସ୍ତାକଡ଼ରେ ଖିନ୍‌ଭିନ୍‌ ହୋଇଯାଇଛି। ରକ୍ତରଂଜିତ ଅବସ୍ଥାରେ ଚେହେରା ବାରି ହେଉଛି ନା ସାରା ଶରୀରକୁ ଜାଣିହେଉଛି।  କଟକ ଟାଙ୍ଗି ନୂଆବନ୍ଦାଳ ଛକ ନିକଟରେ ଗତରାତିରେ ଏଭଳି ଅବସ୍ଥାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ବାଇକ୍ ସହ […]

kisko (2)
ସରକାରୀ ସୁବିଧା ଯୋଗାଇବା ନାଁରେ ବିଶ୍ୱାସରେ ଦେଲେ ବିଷ

ବାଲେଶ୍ୱର: ଅସହାୟ ଅବସ୍ଥାରେ ସାହା ହେବାର  ପ୍ରତିଶ୍ରୁତି ଦେଇଥିଲେ। ସେଇ ପ୍ରତିଶ୍ରୁତି ଉପରେ ଭରସା ରଖି କାଗଜପତ୍ର ଦେଇଥିଲେ । ହେଲେ ଯାହାକୁ ସେ ଭରସା କରିଥିଲେ ସେମାନେ ତାଙ୍କୁ ଏବେ ବିପଦ ମୁହଁକୁ ଠେଲି ଦେଇଛନ୍ତି। ଭତ୍ତା କରାଇଦେବେ ବୋଲି କହି ଦିବ୍ୟାଙ୍ଗଙ୍କଠାରୁ ଦସ୍ତଖତ ଓ କାଗଜପତ୍ର ନେଲେ। ଏହା କାଗଜପତ୍ର ଜରିଆରେ ଦିବ୍ୟାଙ୍ଗଙ୍କ ନାଁରେ  ବ୍ୟାଙ୍କରୁ ଲୋନ୍ କରି ଛୁ ମାରିଛନ୍ତି  । ଦୀର୍ଘ ବର୍ଷ ପରେ ଲୋନ୍ ସୁଝିବା ଲାଗି ନୋଟିସ ଆସିବା […]

  • Thursday, 15 July 2021
lingaraj
ବିନା ASI ଅନୁମତିରେ ଚାଲିଛି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର: ଐତିହ୍ୟ ପ୍ରକଳ୍ପ ନାଁରେ ରାଜ୍ୟ ସରକାରଙ୍କ ସୌନ୍ଦର୍ଯ୍ୟକରଣ କାମକୁ ନେଇ ଏଏସ୍‌ଆଇ ପ୍ରଶ୍ନ ଉଠାଇଛି।  ଅଭିଯୋଗ ହେଉଛି, ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ନାଁରେ ପ୍ରାଚୀନ କୀର୍ତ୍ତିରାଜି ନଷ୍ଟ କରାଯାଉଛି। ଐତିହ୍ୟ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଏଏସଆଇର ଅନୁମତି ନେଇନାହାଁନ୍ତି। ଏନସିଆଣ୍ଟ ମନୁମେଣ୍ଟ ଆଣ୍ଡ ଆରକିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ ଅନୁଯାୟୀ, ସଂରକ୍ଷିତ କୀର୍ତ୍ତୀରାଜିର ୧୦୦ ମିଟର ନିଷିଦ୍ଧାଞ୍ଚଳ ଏବଂ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ହେଉଛି ରେଗୁଲେଟେଡ୍ ଅଞ୍ଚଳ। ସଂରକ୍ଷିତ […]

  • Thursday, 15 July 2021
pm-kissan
କେନ୍ଦ୍ରକୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଲା କିଏ?

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ପ୍ରାୟ ୫୦ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ବେଳେ ଏବେ ପୁଣି ପିଏମ୍-କିଷାନରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ସାମ୍ନାକୁ ଆସିଛି। କେନ୍ଦ୍ର କୃଷି ମନ୍ତ୍ରାଳୟର ତଥ୍ୟ କହୁଛି, ଓଡ଼ିଶାରୁ ୮ ହଜାର ୭୯୦ ଜଣ ଅଯୋଗ୍ୟ ହିତାଧୀକାରୀ ପିଏମ୍-କିଷାନ ଯୋଜନାରେ ଟଙ୍କା ପାଇଛନ୍ତି। ବିଭିନ୍ନ କିସ୍ତିରେ ୪ କୋଟି ୬୮ ଲକ୍ଷ ଟଙ୍କା ବେଆଇନ ଭାବେ ହାତେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରୁ ଟଙ୍କାଟିଏ ବି ଆଦାୟ ହୋଇପାରିନି। […]

  • Thursday, 15 July 2021
odisha-border
କୋଟିଆର ୩ ଗାଁରେ ଆନ୍ଧ୍ର କରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

କୋରାପୁଟ: ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ସବୁ ସୀମା ଏବେ ପାର କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ଆନ୍ଧ୍ର ସରକାର ନିଜ ଦଖଲକୁ ନେଇଛିି। ଉଦବେଗର ବିଷୟ ହେଉଛି, ଏହି ଗାଁରେ ଖାଲି ପ୍ରଶାସନିକ ରାଜ୍ କରୁନି ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ କରିଦେଇଛି। ପଞ୍ଚାୟତ ନିର୍ବାଚନ […]

8lane
ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ହେବ କୋଷ୍ଟାଲ ହାଇୱେ

ଭୁବନେଶ୍ୱର: ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ ଲେନ୍ ବିଶିଷ୍ଟ ରାସ୍ତା ହେବ। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି। ପାରାଦୀପରୁ ବଡ଼ବିଲ ଯାଏଁ ୩ଶହ କିମି ରାସ୍ତାକୁ ୮ ଲେନ୍ ବିଶିଷ୍ଟ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡୁବୁରି-କେନ୍ଦୁଝର-ରିମୁଳି-ବଡ଼ରସାହି ଦେଇ ବଡ଼ବିଲ୍‌ ଶେଷ ହେବ। ଏହି ପ୍ରସ୍ତାବିତ ଅର୍ଥନୈତିକ କରିଡର୍ ଚଣ୍ଡିଖୋଲ ସମେତ […]

  • Thursday, 15 July 2021