• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 07 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

'ମହିଳାଙ୍କୁ ସଶକ୍ତ କରାଉଛି UCCI ଲେଡିଜ୍ ଫୋରମ'

ବିକାଶ କ୍ଷେତ୍ରରେ ମହିଳାମାନେ କିଭଳି ମୁଖ୍ୟସ୍ରୋତକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ। More
  • Satyendu Shekher Mishra
  • 2 years ago

BJPର ଦବ୍‌ଦବାରେ ଚେକ୍ ଦେବାକୁ BJDର ୨୪ ବ୍ଳୁ-ପ୍ରିଣ୍ଟ

ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ More
  • Satyendu Shekher Mishra
  • 2 years ago

୮ ବର୍ଷ ଧରି ଉଈହୁଙ୍କା ଭଳି ଝୁମ୍ପୁଡ଼ିରେ ରହୁଛନ୍ତି ୭୦ ବର୍ଷିୟ ବୃଦ୍ଧା

ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା । ଓଟିଭିରେ ଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ, ଥଇଥାନ ଉଦ୍ୟମ । More
  • Satyendu Shekher Mishra
  • 2 years ago

ରାତାରାତି ୟୁଟର୍ଣ୍ଣ ! ପୁରୀ ଅବକାରୀ ଇନ୍‌ସପେକ୍ଟରଙ୍କ ବଦଳିଲା ମତ

୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ । More
  • Chandan Shishu
  • 2 years ago

ଆଠଗଡ଼ ଜଙ୍ଗଲରେ ଛଟପଟ ହେଉଛି ଗୁଳିବିଦ୍ଧ ହାତୀ

ଶିକାରୀଙ୍କ ଗୁଳିରେ ଦନ୍ତା ଗୁରତର ହୋଇ ଜଙ୍ଗଲରେ ରହିଛି। More
  • Satyendu Shekher Mishra
  • 2 years ago

K-pop ଷ୍ଟାର ଗ୍ରୁପ୍‌ରେ ସାମିଲ ହେବା ପରେ ଗାଁ ମାଟିକୁ ଫେରିଲେ ଶ୍ରେୟା ଲେଙ୍କା

 କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି । ତେବେ ଏହାରି ଭିତରେ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ଏହାର ଏକ ଅଶଂ । କେ-ପପ୍‌ର ନୂଆ ଗ୍ରୁପ୍ ବ୍ଲାକ୍‌ ସ୍ୱାନ୍‌ରେ ସେ ନିଜ ସ୍ଥାନ ସୁରକ୍ଷିତ କରିଛନ୍ତି । More
  • Pramod Behera
  • 2 years ago

ଓଡ଼ିଶାର ପ୍ରଥମ ମହିଳାମନ୍ତ୍ରୀ ବସନ୍ତମଞ୍ଜରୀ ଦେବୀ

୧୯୫୭ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବସନ୍ତ ମଞ୍ଜରୀ ଦେବୀ ରଣପୁରରୁ ନିର୍ବାଚିତ ହୋଇ ଓଡ଼ିଶା ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀଭାବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନେଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହେବାରେ ସେ ମଧ୍ୟ ପ୍ରଥମ ଓଡିଆ ମହିଳା ଥିଲେ। ଦ୍ୱିତୀୟ ଥର ମନ୍ତ୍ରୀ ହେବା ପରେ ସେ ଦେଖିଲେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ଚିକିତ୍ସାଳୟ ନାହିଁ। ଫଳରେ ବହୁ ରୋଗୀଙ୍କର ଅକାଳ ଦାରୁଣ ବିୟୋଗ... More
  • Satyendu Shekher Mishra
  • 2 years ago

କୁପ୍ରଥାର ଶିକାର ଭାରତୀୟ ଯବାନ, ଗାଁରୁ ହେଲେ ନିଆଁ ପାଣି ବାସନ୍ଦ

ଗଂଜାମ ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାସନ୍ଦ ପ୍ରଥା । ସାମାନ୍ୟ ଭୁଲ କଲେ ଗାଁରୁ ତଡ଼ିପାର । ନଚେତ ନିଜ ଜାତିରୁ ବାସନ୍ଦ । ଗାଁ ମୁଖିଆ ଘୋଷଣା କରିଦେଲେ, ତାହା ବେଦର ଗାର ପାଲଟି ଯାଏ । More
  • Prangyan Parimita
  • 2 years ago

କଲରା ଚାଷରେ ଦେଖାଦେଇଛି ଭୁରୁଙ୍ଗା ରୋଗ, ଏକର ଏକର ଫସଲ କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀ

ଏକର ଏକର କଲରା ଫସଲ କ୍ଷତିଗ୍ରସ୍ତ ହୋଇଛି More
  • Prangyan Parimita
  • 2 years ago

ଜମିରେ ଟୋପାଏ ବି ପାଣି ନାହିଁ : ବର୍ଷା ଆଶାରେ ବେଙ୍ଗବେଙ୍ଗୁଲି ନାଚ

ବର୍ଷା ହେଉନି। କେମିତି ହେବ ଚାଷବାସ। ଶେଷରେ ବେଙ୍ଗ ବେଙ୍ଗୁଲି ନାଚ କଲେ ଗାଁ ଲୋକେ । More
  • Chandan Shishu
  • 2 years ago

ଏ ସପ୍ତାହରେ ଛୁଇଁବନି ମୌସୁମୀ !

ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ଆଶଙ୍କା କମ୍ ।  More
  • Swadhin Kumar Rout
  • 2 years ago

ନବୀନଙ୍କ ନୂଆ ଟିମ୍ … ଗୋଟିଏ ଗୁଳିରେ ଦୁଇଟି ଶିକାର

ନବୀନଙ୍କ କାମରାଜ ପ୍ଲାନ୍। ବହୁଦିନ ଧରି ମନ୍ତ୍ରୀପଦ ଉପଭୋଗ କରୁଥିବା ମନ୍ତ୍ରୀଙ୍କୁ ଦିଆଗଲା ସଂଗଠନ ଦାୟିତ୍ୱ। ଦଳରେ ଥିବା ବରିଷ୍ଠ ନେତାଙ୍କୁ ପୁଣି ଫେରାଇ ଆଣିଲେ ମନ୍ତ୍ରିମଣ୍ଡଳକୁ। ଫୋକସ୍‌ରେ ପଶ୍ଚିମ ଓଡିଶା ଓ ମହିଳା କାର୍ଡ। ସଂଗଠନରେ ଦବଦବା ରଖୁଥିବା ନେତାଙ୍କୁ ଚେକ୍ ଦେବା ପାଇଁ ବିରୋଧୀଙ୍କୁ ମନ୍ତ୍ରୀ କରାଯାଇଥିବା ଚର୍ଚ୍ଚା। More
  • Prangyan Parimita
  • 2 years ago

ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହେଉଛନ୍ତି ଲୋକେ : ପ୍ରତି ମୁହୂର୍ତ୍ତରେ କୁମ୍ଭୀର ଆକ୍ରମଣର ଭୟ

କୁମ୍ଭୀର ଯାତାୟତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ More
  • Rajalaxmi Sahoo
  • 2 years ago

ଚାକିରି ଛାଡ଼ି କରୁଛନ୍ତି ଚାଷ, ବର୍ଷକୁ ଇନ୍‌କମ୍‌ ଲକ୍ଷ ଲକ୍ଷ ଟଙ୍କା

ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। More
  • Rajalaxmi Sahoo
  • 2 years ago

କରୋନା ଦେଇଗଲା ଦୁଃଖ: ଦିନେ ସିଭିଲ୍‌ ଇଞ୍ଜିନିୟର ଥିଲେ, ଆଜି ଅଟୋ ଚାଳକ...

କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା। More
  • Prangyan Parimita
  • 2 years ago

ରାତାରାତି ବଦଳିଗଲା ବୟାନ୍ : ନିଜକୁ ମାନସିକ ରୋଗୀ କହିଲେ ଅବକାରୀ ଇନ୍ସପେକ୍ଟର

୨୦୨୦ରେ କରୋନା ହେବା ଠାରୁ ମାନସିକ ଅବସାଦରେ ଥିଲି କହିଲେ More
  • Prangyan Parimita
  • 2 years ago

ଷଡ଼ଯନ୍ତ୍ର ନୁହେଁ ତ ? ପୋଲିସ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟର ମାଗିଲେ ଛୁଟି

ଚିଠି ପରେ ଛୁଟି ମାଗିଲେ ଅବକାରୀ ଇନ୍ସପେକ୍ଟର More
  • Rajalaxmi Sahoo
  • 2 years ago

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀରେ T20 ମ୍ୟାଚ୍‌ ନେଇ ହାଇକୋର୍ଟ ଶୁଣାଇଲେ ରାୟ

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ସମ୍ପର୍କିତ ମାମଲା ଖାରଜ ହୋଇଛି। ମ୍ୟାଚ୍ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଛନ୍ତି। More
  • Otv Khabar Bureau
  • 2 years ago

୨୦୨୫ ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡ଼ିଶା

୧୪ ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ । More
  • Otv Khabar Bureau
  • 2 years ago

ସିଝୁଛି ପଶ୍ଚିମ ଓଡ଼ିଶା; ଅସହ୍ୟ ତାତି ସହ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରଭାବ ଥିବାର ରେକର୍ଡ କରାଯାଇଛି । More
  • Otv Khabar Bureau
  • 2 years ago

ମାଳତୀ ନାନୀଙ୍କ 'ଥ୍ରୀ ଇନ ୱାନ୍‌ ବରା', ନା ଯେମିତି ଟେଷ୍ଟ ବି ସେମିତି

ମାଳତୀ ନାନିଙ୍କ ଥ୍ରୀ ଇନ୍‌ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ ଯାଏଁ ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌ । More
  • Otv Khabar Bureau
  • 2 years ago

କମିଲା ସୁନା ଦର, କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ

କମିଲା ସୁନା ଦର । କେବଳ ସୁନା ନୁହେଁ ରୁପା ବି ଶସ୍ତା ହେଲା, ଜାଣନ୍ତୁ କେତେ ରହିଛି ଦାମ୍... More
  • Rajalaxmi Sahoo
  • 2 years ago

ଶୀତଳ ଷଷ୍ଠୀ ଯାତ୍ରା ବେଳେ ରାତି ଅଧରେ ବୋହିଲା ରକ୍ତ ନଦୀ, ଗାଁରେ ବୁଲିଲା ଖଣ୍ଡା

ଗୋଟିଏପଟେ ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।  More
  • Otv Khabar Bureau
  • 2 years ago

୭୦ ବର୍ଷ ବୟସରେ ମୁଣ୍ତ ଗୁଞ୍ଜିବା ପାଇଁ ମିଳୁନି ସରକାରୀ ସହାୟତା, ଊଇ ହୁଙ୍କା ଘରେ କଟିଲାଣି ୮ ବର୍ଷ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି । ଭୋଟ୍‌ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ । ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି। More
  • Rajalaxmi Sahoo
  • 2 years ago

ଜଙ୍ଗଲ ଅନୁମତି ବିନା ଖଣି ଖନନ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍‌ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍ ଭାବେ ଖନନ ଜାରି ରଖିଛନ୍ତି।  More
  • Rajalaxmi Sahoo
  • 2 years ago

‘ଜୋତା ପଲିସ୍ ଓ ଭିକ୍ଷା ମାଗି ଜରିମାନା ଦିଆଯିବ’

ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍‌ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ। More
  • Rajalaxmi Sahoo
  • 2 years ago

ମଧ୍ୟ ରାତ୍ରରେ ଫ୍ୟାନ୍ସଙ୍କୁ ନିଜ ରୁମ୍‌ ବୁଲି ଦେଖାଇଲେ ଅନୁଭବ, କହିଲେ ଶେଷ ଇଚ୍ଛା...

ପୁଣି ସୋସିଆଲ୍‌ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭିଡିଓ ଛାଡ଼ିଛନ୍ତି। ଆଜି ସକାଳୁ ସକାଳୁ ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ମଧ୍ୟ ରାତ୍ରରେ ସେ ଏହି ଭିଡିଓ କରିଥିବା ଜଣାପଡ଼ିଛି।  More
  • Otv Khabar Bureau
  • 2 years ago

ଅଗ୍ନି-୪ର ସଫଳ ରାତ୍ରକାଳୀନ ପରୀକ୍ଷଣ

ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି । More
  • Otv Khabar Bureau
  • 2 years ago

ଘୋଷଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ; ଗଜପତି ମହାରାଜା କରିବେ ଅଧ୍ୟକ୍ଷତା

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ପରେ କିଛି ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ରହିଛି । More
  • Satyendu Shekher Mishra
  • 2 years ago

ନିଶା ବେପାରୀଙ୍କଠୁ ବଟି ନେଉଛି କି ପୁରୀ ପୋଲିସ ? ଅବକାରୀ ଇନ୍ସପେକ୍ଟର କଲେ ଖୁଲାସା

ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ । More
  • Satyendu Shekher Mishra
  • 2 years ago

ଦୁବାଇ-ରୋମ୍‌ରେ ବିଦେଶୀ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ

ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନ୍‌ଭେଷ୍ଟମେଣ୍ଟ ହବ୍ ହୋଇଥିବାରୁ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । More
  • Otv Khabar Bureau
  • 2 years ago

ମିଳନର ଖୁସି ଧୋଇଦେଲା ବିରହର କାନ୍ଦ: ଫିଲ୍ମ ଷ୍ଟାଇଲ୍‌ରେ ବାହାବେଦୀରୁ ଧନକୁ ଉଠାଇ ଆଣଲେ ରାହୁଲ

ଅପହରଣର ୩ ଦିନ ପରେ ଫିଲ୍ମଷ୍ଟାଇଲ୍ରେ ବାହାବେଦୀରୁ ପ୍ରେମିକା ପତ୍ନୀଙ୍କୁ ଉଠାଇ ଆଣିଲେ ଭଦ୍ରକ ଧୁଷୁରି ଅଞ୍ଚଳର ଯୁବକ ରାହୁଲ...ଅପହରଣ ଓ ଉଦ୍ଧାର କାହାଣୀକୁ ନେଇ ଚର୍ଚ୍ଚା... More
  • Pramod Behera
  • 2 years ago

ଦାୟିତ୍ୱ ଗ୍ରହଣ ପରେ ନୂଆ ମନ୍ତ୍ରୀଙ୍କ ପ୍ରତି ଚ୍ୟାଲେଞ୍ଜ୍

ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍। More
  • Otv Khabar Bureau
  • 2 years ago

ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା; ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତ୍ତି

ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ପ୍ରବଳ ଗରମ ଗୁଳୁଗୁଳି ସତ୍ତ୍ୱେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ...ଶୋଭାଯାତ୍ରାରେ ମନମୋହିଲା ପାରମ୍ପରିକ ଓ ଆଧୁନିକ ନୃତ୍ୟକଳା... More