• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 28 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ହାତୀ ମୃତ୍ୟୁ ରୋକିବା ପାଇଁ ଆସିବ ୮ ମଡେଲ: ଅଶ୍ୱିନୀ

ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି More
  • Chandan Shishu
  • 2 years ago

ତାଟି ଘେରା ପାଇଖାନା ପାଖରେ ବସିଛି ଗୁପଚୁପ୍ ଫ୍ୟାକ୍ଟ୍ରି

ନକଲି ସାମଗ୍ରୀର ଏ ପ୍ରାବଲ୍ୟ ଭିତରେ ଯେମିତି ଅସଲି ଜିନିଷକୁ ଭୁଲିଗଲେଣି କଟକବାସୀ। More
  • Otv Khabar Bureau
  • 2 years ago

ଲୋକମତ ବିରୋଧରେ ଗଲେ ଚେତିବେ: ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜ୍ୟ ସରକାରଙ୍କ ଅଡୁଆ । ବିବାଦ ଯେତିକି ବଢୁଛି, ଚାପ ସେତିକି ପଡୁଛି । ଏହା ଭିତରେ ପୁଣିଥରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । More
  • Chandan Shishu
  • 2 years ago

ନନ୍ଦନକାନନରେ ରୀତିମତ ଜୀବ ମଡ଼କର କାରଣ କଣ ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗଲା କିଛି ମାସ ଧରି ଲଗାତାର ଜାରି ରହିଛି ମୃତ୍ୟୁର ବିଭୀଷିକା। More
  • Chandan Shishu
  • 2 years ago

ଏଣିକି ପୁରୁଣା ଗାଡ଼ିରେ ବି ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

। ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ବା STA। More
  • Otv Khabar Bureau
  • 2 years ago

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ

ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୋନୁ ସୁଦ୍‌ । More
  • Otv Khabar Bureau
  • 2 years ago

ପୁରୀରେ ପିନାକୀଙ୍କ ଗାଡ଼ିକୁ କାଳିମାଡ଼ ଓ କଳାପତାକା ପ୍ରଦର୍ଶନ

ସାଂସଦ ପିନାକୀ ମିଶ୍ରଙ୍କ ଗାଡ଼ିକୁ କାଳିମାଡ଼ କରିଛନ୍ତି ଛାତ୍ର କଂଗ୍ରେସ ।  More
  • Otv Khabar Bureau
  • 2 years ago

ସରକାର ଶୁଣିଲେନି, ନିଜସ୍ୱ ଖର୍ଚ୍ଚରୁ ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ...

ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜସ୍ୱ ଖର୍ଚ୍ଚରୁ ସଞ୍ଚୟ କରି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ। ପିଲା କହିଲେ ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ...ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ହେବେ ରଞ୍ଜନ More
  • Rajalaxmi Sahoo
  • 2 years ago

ମର୍ଡର କେସ୍‌ର ତଦନ୍ତ କରୁ କରୁ ପୋଲିସ୍‌ ହାତରେ ଲାଗିଲା ବଡ଼ ସୁରାଗ

ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁ କରୁ ପୋଲିସ୍‌ ହାତରେ ଲାଗିଲା ବଡ଼ ସୁରାଗ। ପୁରୀ ସେବାୟତ ଶିବରାମ ପାତ୍ର ହତ୍ୟାକାଣ୍ଡ ମାମଲାର ତଦନ୍ତ ବେଳେ ବେଆଇନ ବନ୍ଧୁକ କାରବାର ନେଇ ପୋଲିସ ହାତରେ ସୁରାଗ ଲାଗିଛି।   More
  • Otv Khabar Bureau
  • 2 years ago

'ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ମହାପ୍ରଭୁଙ୍କ କାମରେ ବନ୍ଦ କରିପାରିବନି'

କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଥିବାରୁ ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । More
  • Rajalaxmi Sahoo
  • 2 years ago

ସତର୍କ ରୁହନ୍ତୁ, ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। More
  • Prangyan Parimita
  • 2 years ago

କୁନି ପୁଅର ନିରୋଳା ପ୍ରେମରେ ବନ୍ଧା ଗାଈଗୋରୁ,କୁକୁର

ମୋହିତଙ୍କୁ ଦେଖିଲେ ଧାଇଁ ଆସନ୍ତି ଗାଈଗୋରୁ , କୁକୁର । More
  • Prangyan Parimita
  • 2 years ago

ଆର୍ୟନଙ୍କୁ ଆଶ୍ୱସ୍ତି ମିଳିବା ପରେ ସମୀରଙ୍କ ପାଇଁ ଅଡୁଆ ବଢିଲା

କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସମୀର ୱାଙ୍ଖଡ଼େଙ୍କ ପ୍ରତି ଅଡ଼ୁଆ ବଢ଼ିଛି More
  • Prangyan Parimita
  • 2 years ago

ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର, ଦୁଇଶହ ବିଦ୍ୟାର୍ଥୀଙ୍କୁ ଦୁଇ ଶିକ୍ଷକ

ଏବେ ରାଜ୍ୟର ସବୁ ସ୍କୁଲର ରୂପରେଖ ବଦଳି ଯାଇଛି। ପାଚେରୀଠାରୁ ଖେଳ ପଡିଆ ସବୁ କିଛି ଚକାଚକ୍ ଦିଶୁଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ସେମିତି କିଛି ପରିବର୍ତ୍ତନ ହୋଇଥିବା ପରି ମନେ ହେଉନି। More
  • Prangyan Parimita
  • 2 years ago

ବିଚିତ୍ର କଦଳୀ ଗଛ : ଉପର ମୁହାଁ ହେଉଛି କାନ୍ଧି

ଉପରକୁ ମୁହଁ କରି ପଦ୍ମ ପାଖୁଡ଼ା ଭଳି କଦଳୀ ଛରେ ଫୁଲଫୁଟିଛି ଓ ଫଳ ଫଳୁଛି । More
  • Satyendu Shekher Mishra
  • 2 years ago

ପରିକ୍ରମା ପ୍ରକଳ୍ପ ନେଇ ପୁଣି ବର୍ଷିଲେ ଶଙ୍କରାଚାର୍ଯ୍ୟ ! ‘ମୁଁ ନିର୍ଭୟରେ କୁହେ, ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି’

ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । More
  • Prangyan Parimita
  • 2 years ago

ରାଜ୍ୟର ଶ୍ରେଷ୍ଠ ପୋଷ୍ଟମ୍ୟାନ : କରୋନା କାଳରେ କରିଥିବା ନିରନ୍ତର ସେବା ପାଇଁ ମିଳିଲା ସମ୍ମାନ

କରୋନା କାଳରେ ଗାଁକୁ ଗାଁ ବୁଲି ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସରକାରୀ ସହାୟତା ଟଙ୍କା ବାଣ୍ଟିଛନ୍ତି ସୋହନ। More
  • Rajalaxmi Sahoo
  • 2 years ago

ଜୁନ୍ ୨ରୁ +୨ ଖାତାଦେଖା

ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବ।  More
  • Satyendu Shekher Mishra
  • 2 years ago

ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସ: ଦେୟଯୁକ୍ତ ଛୁଟି ଦାବି କରି ଓଡ଼ିଆ ଝିଅଙ୍କ ଅନ୍‌ଲାଇନ୍‌ କ୍ୟାମ୍ପେନ୍‌

ସମ୍ବଲପୁରର ଏହି ଝିଅଙ୍କ ଅଭିନବ ପ୍ରାୟାସ ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ ଏକ ଅଭିନବ ପ୍ରୟାସ କରିଛନ୍ତି । More
  • Rajalaxmi Sahoo
  • 2 years ago

ନକଲି ସାର୍ଟିଫିକେଟ୍, ହେଲେ ଅସଲି ଚାକିରି: ତଡ଼ା ଖାଇଲେ ପ୍ରଧାନଶିକ୍ଷକ

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।  More
  • Rajalaxmi Sahoo
  • 2 years ago

ବାଘ ଛୁଆ ପରେ ନନ୍ଦନକାନନରେ ସିଂହୀର ମୃତ୍ୟୁ

କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  More
  • Rajalaxmi Sahoo
  • 2 years ago

ଗୁପ୍‌ଚୁପ୍‌ ଖାଉଛନ୍ତି କି ? ସାବଧାନ ! ଏମିତି କଟକରେ ତିଆରି ଚାଲିଛି ଗୁପ୍‌ଚୁପ୍‌...

କଟକ ମ୍ୟୁନିସିପାଲ୍‌ କର୍ପୋରେସନ୍‌(CMC) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁପଚୁପ୍ ତିଆରି ସ୍ଥାନରେ ରେଡ୍ କରାଯାଇଛି। ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ କଟକ ଶଙ୍କରପୁର ଅଞ୍ଚଳରେ ଆଜି ସକାଳୁ ସକାଳୁ ରେଡ୍ କରିଛି।  More
  • Satyendu Shekher Mishra
  • 2 years ago

ବିଧାୟକଙ୍କ କ୍ୱାର୍ଟର ନିର୍ମାଣ ପାଇଁ ବଳି ପଡ଼ିଲା ଶତାଧିକ ବଡ଼ ବଡ଼ ଗଛ

୨୭୫ କୋଟି ଟଙ୍କା ବ୍ୟୟରେ ଏହି ସ୍ଥାନରେ ର୍ନିମାଣ ହେବ ୧୦ ମହଲା ଓ ୧୧ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ଏଥିରେ ୩୦୦ଟି କ୍ୱାର୍ଟର ରହିବ । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜଗଦ୍‌ଗୁରୁଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର

ଆରମ୍ଭରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ କରିନାହାନ୍ତି ବୋଲି ସେ କହିଛନ୍ତି । More
  • Satyendu Shekher Mishra
  • 2 years ago

Daily Horoscope 28th May: ବୃଷ-ସିଂହ-କନ୍ୟା ରାଶିର ଘାତବାର, ଜାଣନ୍ତୁ କେମିତି କଟିବ ଦିନ

୨୦୨୨ ମସିହା, ମଇ ମାସ ୨୮ତାରିଖ, ଶନିବାର, ବୃଷ ୧୪ଦିନ, ଜ୍ୟେଷ୍ଠମାସ କୃଷ୍ଣପକ୍ଷ, ତ୍ରୟୋଦଶୀତିଥି, ଦ୍ୱିଜା ନକ୍ଷତ୍ର ମେଷ ରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର More
  • Satyendu Shekher Mishra
  • 2 years ago

କଲବଲ ହେଲେଣି ଲୋକେ ! ପିଇବାକୁ ପାଣି ନାହିଁ କି ଗାଁରେ ନଳକୂଅ ନାହିଁ

୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଦୁଇଟି ପାନୀୟ ଜଳ ପ୍ରକଲ୍ପ ନିର୍ମାଣ ହୋଇଥିଲା । ହେଲେ ଖରାଦିନେ ଗୋଟିଏ ପ୍ରକଳ୍ପରୁ ଜଳ ଯୋଗାଣ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । More
  • Satyendu Shekher Mishra
  • 2 years ago

ଲାଗିବ NSA ! ତଡ଼ିପାର ହେବେ ଦୁର୍ଦ୍ଦାନ୍ତ ଚକରା ଗ୍ୟାଙ୍ଗ

ଖାଲି ୨୦୨୨ରେ ରୁଜୁ ହୋଇଛି ୨୨ଟି ମାମଲା । ଖାଲି ଚକରା କାହିଁକି ଗ୍ୟାଙ୍ଗ ସଦସ୍ୟ ରାଜେଶ ମହାପାତ୍ର, ରବିନ ଶତପଥୀ ନାଁରେ ବି ରହିଛି ମାଳମାଳ ମାମଲା । More
  • Satyendu Shekher Mishra
  • 2 years ago

ଏଣିକି ଚଳିବନି ପୁରୁଣା ନମ୍ବର ପ୍ଲେଟ୍ ! ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ

ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ଓଡ଼ିଶା ଲାଗି ୪ଟି ସ୍ୱୀକୃତିପ୍ରାପ୍ତ ସଂସ୍ଥା ରହିଛି । ନମ୍ବର ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଆପ୍ ରଖାଯାଇଛି । More
  • Satyendu Shekher Mishra
  • 2 years ago

UGCର ତାଗିଦ୍‌ ପରେ OPSCର ନିଯୁକ୍ତି ପ୍ରକ୍ରିୟା ବନ୍ଦ

ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରି ଓପିଏସ୍‌ସି, ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ଫିଜିକ୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ସାକ୍ଷାତକାର ପରୀକ୍ଷା ଏବଂ ୬ ତାରିଖରେ ହେବାକୁ ଥିବା କମର୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚକୁ ବନ୍ଦ ରଖିଛି ।  More
  • Chandan Shishu
  • 2 years ago

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସମ୍ବଲପୁରୀ ମାସ୍କ ପିନ୍ଧିଲେ ସେଲିବ୍ରିଟି

ବୁଣାକାର କେହି ବି ଭାବିପାରିନଥିଲେ ସେମାନଙ୍କ ହାତବୁଣା କୃତି କାନ୍ସକୁ ଯିବ। More
  • Chandan Shishu
  • 2 years ago

କୋଭିଡ୍‌ ମୃତ୍ୟୁକୁ ନେଇ ମିଛ କହିଥିଲେ କି ରାଜ୍ୟ ସରକାର?

MCCD ରିପୋର୍ଟ ପରେ କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ।  More
  • Satyendu Shekher Mishra
  • 2 years ago

ଅନୁଭବ-ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍‌, ଆକ୍ଷେପ କରି ଭିଡିଓ ପୋଷ୍ଟ କରିପାରିବେନି ଅନୁଭବ !

ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନିଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । More
  • Chandan Shishu
  • 2 years ago

ମ୍ୟାରେଜ୍ ବେଳକୁ ପ୍ରେମିକା ହୋଇଗଲା ପୁଅ

ଉଭୟ ପ୍ରେମୀ ଚଣ୍ଡିଖୋଲ ନିକଟରେ ଭେଟ ହୋଇ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ, କିନ୍ତୁ ଘଟଣା ବେଳକୁ... More
  • Chandan Shishu
  • 2 years ago

ପିଠିରେ ମମତା ହାତରେ ଝାଡୁ

ମା’ର ମମତା ଟିକେ ବି ଉଣା ପଡ଼ିନି କି କର୍ତ୍ତ୍ୟବରୁ ଦଣ୍ଡେ ବି ଓହରି ନାହାଁନ୍ତି...ଏ ଦୁଇଟିକୁ ବେଶ୍ ଭଲ ଭାବେ ସମ୍ଭାଳି ଉଦାହରଣ ସୃଷ୍ଟି କରିଛନ୍ତି ଲକ୍ଷ୍ମୀ More