• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 03 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି

କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୋରରେ ପବନ ସହ ବର୍ଷା ହୋଇଛି । ଆଜି ସଂଧ୍ୟାରୁ ପ୍ରାୟ ୩-୪ ଘଣ୍ଟା ହେଲାଣି କାଳବୈଶାଖୀ ବର୍ଷା ଲାଗିରହିଛି । ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି More
  • Satyendu Shekher Mishra
  • 2 years ago

ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ନୂଆ ମୋଡ଼

ଏସ୍‌ପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁଅର ମୃତ୍ୟୁ ଖବର ପାଇଲା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ସେମିତି କହି ଦେଇଥିଲେ । More
  • Satyendu Shekher Mishra
  • 2 years ago

ଚାଷୀଙ୍କ ଆୟ ପାଇଁ କାଳିଆ-ବଳିଆ କେତେ କ’ଣ ! ତଥାପି ଆୟ ବଢ଼ୁନି, ସ୍ୱୀକାର କରିଛନ୍ତି ମନ୍ତ୍ରୀ

ବଡ଼ କଥା ହେଉଛି ଚାଷୀ ଆୟର ଏଭଳି ଦୟନୀୟ ସ୍ଥିତିକୁ ବି ପରୋକ୍ଷରେ ମାନିଛନ୍ତି ସରକାର । More
  • Otv Khabar Bureau
  • 2 years ago

ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା; ମାଗଣା ଖାଦ୍ୟ ସହ ବାଣ୍ଟୁଛନ୍ତି ଶାଢ଼ୀ, ଲୁଙ୍ଗି ଓ ଧୋତି

କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା। ଏଥର କେବଳ ମାଗଣା ଖାଇବା ନୁହେଁ ବରଂ ଶାଢୀ, ଧୋତି ସାଙ୍ଗକୁ ଦେଉଛନ୍ତି ୫୦ ଟଙ୍କା। ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ। ଚିକେନ୍‌ ଦୋକାନ କରି ଲୋକଙ୍କୁ ଏମିତି ଭାବରେ କରୁଛନ୍ତି ସାହାଯ୍ୟ.. More
  • Satyendu Shekher Mishra
  • 2 years ago

BJD ଟିକଟ ରେସ୍‌ରେ ସବୁଠୁ ଆଗରେ ଅଳକା, ନିରାଶ ହେବେ ନବଙ୍କ ଝିଅ ଦିପାଳି !

ବିଜେଡିର ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଛି । କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠି ପ୍ରାର୍ଥୀ କରିବା ସମ୍ଭାବାନ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳିଙ୍କ ନାଁ ବି ଚର୍ଚ୍ଚାରେ ରହିଛି । More
  • Satyendu Shekher Mishra
  • 2 years ago

ସତ ହୋଇଥିଲେ ସାଂଘାତିକ ! BJD ବିଧାୟକଙ୍କ ନାଁରେ ଯୌନ ଶୋଷଣ-ଭୃଣହତ୍ୟା ଅଭିଯୋଗ, ପୋଲିସ ରଖୁନି ଏତଲା

ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଦର୍ଶାଇ ଜଣେ ବିଜେପି ବିଧାୟକଙ୍କୁ ଗିରଫ କରିଥିବା ପୋଲିସ, ଏଭଳି ଜଘନ୍ୟ ଅପରାଧରେ ଜଡ଼ିତ ଶାସକ ଦଳ ବିଧାୟକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ବୋଲି ଦଳ ପ୍ରଶ୍ନ କରିଛି । More
  • Otv Khabar Bureau
  • 2 years ago

ରାସ୍ତାକଡ଼ରେ ବିକ୍ରି ହେଉଥିବା ଥଣ୍ତା ମୃଦୁପାନୀୟରେ ବରଫ ନାଁରେ ଦିଆଯାଉଛି କି ବିଷ ?

ସାବଧାନ ! ଆପଣ ଖାଉଛନ୍ତି କି ଚୁସକି ? ମାର୍କେଟରେ ମିଳୁଥିବା ସାଧା ବରଫ ମିଶା ଥଣ୍ଡା ପାଣି, ଲେମ୍ୱୁ ପାଣି, ଲସି ଭଳି ଆରାମଦାୟକ ମୃଦୁପାନୀୟର ବ୍ୟବାହର ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । କେମିତି ତିଆରି ହେଉଛି ଏହି ବରଫ ଏବଂ କିପରି ଅବସ୍ଥାରେ ଏହା ବଜାରକୁ ଛଡାଯାଉଛି, ଜାଣନ୍ତୁ.. More
  • Satyendu Shekher Mishra
  • 2 years ago

ଗୁପ୍ତେଶ୍ୱର ଯାଉଥିବା ବେଳେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଜଣେ ମୃତ

ଭାରସାମ୍ୟ ହରାଇ ଗାଡ଼ିଟି କଲଭର୍ଟ ତଳକୁ ଓଲଟି ପଡ଼ିଥିଲା । ଏଥିରେ ୩୫ ବର୍ଷୀୟ ରାଇମିତି ଭୂମିଆଙ୍କ ମୃତ୍ୟୁ ହୋଇଛି । More
  • Otv Khabar Bureau
  • 2 years ago

କାମରେ ଲାଗୁନି ସରକାରୀ ଜଳପ୍ରକଳ୍ପ; ପାଣି ବୁନ୍ଦେ ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ବଡ ବଡ ଯୋଜନା ରହିଛି । କିନ୍ତୁ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଭାଙ୍ଗିରୁଜି ଗଲାଣି କେଉଁଠି ଟାଙ୍କି ବସିଥିଲେ ବି ପାଣିର ସୁବିଧା ନାହିଁ । More
  • Satyendu Shekher Mishra
  • 2 years ago

କାଳିଆ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ୮୦୪ କୋଟି ଟଙ୍କା

ବର୍ଷକୁ ଦୁଇଟି କିସ୍ତିରେ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଖରିପ ଚାଷ ପାଇଁ ୨୦୦୦ ଟଙ୍କା ଓ ରବି ଚାଷ ପାଇଁ ୨୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା । More
  • Satyendu Shekher Mishra
  • 2 years ago

ଭୁବନେଶ୍ୱର-ପୁରୀ-ରାୟଗଡ଼ା, ସବୁଠି ଲୁଟେରାଙ୍କ ଟାର୍ଗେଟ୍‌ରେ ସୁନା ଦୋକାନ

ଜୁଏଲାରୀ ଦୋକାନୀ ଓ ସେଲସମ୍ୟାନ୍‌ଙ୍କୁ ମିଶାଇ ଏପରି ୪ ଜଣ, ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା । ଏହାକୁ ଦେଖି ତିନି ଜଣ ଲୁଟେରା ତାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ । More
  • Satyendu Shekher Mishra
  • 2 years ago

ଅକ୍ଷୟ ତୃତୀୟରେ ଅନୁକୂଳ ହେଲା ରଥ ନିର୍ମାଣ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । More
  • Rajalaxmi Sahoo
  • 2 years ago

ବୟଫ୍ରେଣ୍ଡ୍‌ ଉଡ଼େଇଛି ୫୦ ଲକ୍ଷ !

ହଡ଼ପ ଟଙ୍କାରୁ ୫୦ ଲକ୍ଷ ଟଙ୍କାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଜୁଆ ଖେଳିଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି।  More
  • Otv Khabar Bureau
  • 2 years ago

କୋରାପୁଟରେ IIC ଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍ ମୁଡରେ ପୋଲିସ

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା IIC ଙ୍କୁ ଆକ୍ରମଣ । ଆସାମୀଙ୍କୁ ଧରିବା ପାଇଁ ୩ ପ୍ଲାଟୁନ୍‌ ଫୋର୍ସ ମୂତୟନ। More
  • Rajalaxmi Sahoo
  • 2 years ago

୭ କୋଟି ବ୍ୟୟରେ ଗଡ଼ଖୋର୍ଦ୍ଧା ଛକରେ ନିର୍ମାଣ ହେବ ଭେଇକିଲ୍ ଅଣ୍ଡର ପାସ୍

ଗଡ଼ଖୋର୍ଦ୍ଧା ଛକରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଭେଇକିଲ୍ ଅଣ୍ଡର ପାସ୍। ୧୫ ଦିନରେ ଏହି କାମ ଆରମ୍ଭ ହେବ। More
  • Rajalaxmi Sahoo
  • 2 years ago

‘CMCର ବିନା ଅନୁମତିରେ କଟକରେ କୌଣସି ବସ୍ତି ଉଚ୍ଛେଦ ହେବନି’

ସିଏମ୍‌ସି(କଟକ ମ୍ୟୁନିସିପାଲ କର୍ପୋରେସନ)ର ଅନୁମତି ବିନା ଉଚ୍ଛେଦ ହେବନି ବୋଲିି ଦୃଢ଼ୋକ୍ତି ଦେଇଛନ୍ତି କଟକ ମେୟର। More
  • Prangyan Parimita
  • 2 years ago

ବିଜେଡି ବିଧାୟକଙ୍କ ବିରୋଧର ଯୌନ ନିର୍ଯାତନା ଅଭିଯୋଗ : ଏତଲା ପୋଲିସ ଗ୍ରହଣ କରୁନି

ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । More
  • Rajalaxmi Sahoo
  • 2 years ago

ସକାଳୁ ସକାଳୁ ପୂର୍ବତନ ସରପଞ୍ଚଙ୍କୁ ହାଣି ପକାଇଲେ

ଗୁଣିଗାରେଡ଼ି ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ଏଥିରେ ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା। More
  • Rajalaxmi Sahoo
  • 2 years ago

ମାଗଣା ଲାପ୍‌ଟପ୍‌ ସ୍କିମ୍: ଆବେଦନ ତାରିଖ ଘୁଞ୍ଚାଇଲେ ଓଡ଼ିଶା ସରକାର

ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇଁ ଯୁକ୍ତ ୨ ପାସ୍‌ କରିଥିବା ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତୃତୀୟ ଥର ପାଇଁ  ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି। More
  • Rajalaxmi Sahoo
  • 2 years ago

ଝିଅ ବାହାଘର ଦିନ ବାପାର ମୃତ୍ୟୁ, ରେଲ୍‌ୱେ ଟ୍ରାକ୍‌ରୁ ମିଳିଲା ମୃତଦେହ

ଆଉ କିଛି ଘଣ୍ଟା ପରେ ଝିଅର ବାହାଘର ହୋଇଥାନ୍ତା। ହେଲେ ତା’ର୍ପବରୁ ଏମିତି ଏକ ଖବର ପରିବାର ଲୋକଙ୍କୁ ମିଳିଲା, ଯାହା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା। More
  • Chandan Shishu
  • 2 years ago

୯୭ ଲକ୍ଷ ଟଙ୍କା ହଡ଼ପ ମାମଲା: ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍

ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।   More
  • Rajalaxmi Sahoo
  • 2 years ago

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଡକରା ମିଳିଛି। ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି। କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି।  More
  • Rajalaxmi Sahoo
  • 2 years ago

କାଳ ହେଲା ହକି ଖେଳ, ପୋଲ୍‌ ଉଠାଇବା ବେଳେ ଚାଲିଗଲା ଜୀବନ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ପାଖ ପଡ଼ିଆରେ ହକି ଖେଳି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। More
  • Chandan Shishu
  • 2 years ago

ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ

କେନ୍ଦ୍ରାପଡ଼ା ମାଟିର ଲଢ଼ୁଆ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା  More
  • Rajalaxmi Sahoo
  • 2 years ago

ଗନ୍‌ ପଏଣ୍ଟରେ ଲୁଟ୍‌: ଫାୟାରିଂ କରି ସୁନା ଦୋକାନୀଙ୍କଠୁ ବ୍ୟାଗ୍‌ ଛଡ଼ାଇ ନେଲେ, ପରେ ଜଣାପଡ଼ିଲା ବ୍ୟାଗ୍‌ ଭିତରେ...

ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି ଦୁର୍ବୃତ୍ତ। ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଲଗାତାର ଭାବେ ଏଭଳି ଅପରାଧ ଘଟି ଚାଲିଛି। More
  • Chandan Shishu
  • 2 years ago

୧୦ ଜିଲ୍ଲାକୁ ଝଡ଼ବର୍ଷା ନେଇ ୱାର୍ଣ୍ଣିଂ

ତାତି କମି ନଥିବା ବେଳେ ସମ୍ଭାବ୍ୟ ଲଘୁଚାପକୁ ନେଇ ଛାନିଆ ଉପକୂଳ ଲୋକେ। More
  • Rajalaxmi Sahoo
  • 2 years ago

ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା: ୨ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି। More
  • Chandan Shishu
  • 2 years ago

ଆଜି ଇଦ୍: ମୁସଲିମ୍‌ ଭାଇ-ଭଉଣୀଙ୍କ ମଧ୍ୟରେ ଭରପୂର ଉତ୍ସାହ

କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ।   More
  • Chandan Shishu
  • 2 years ago

ଆଜି ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କରିବ ଚଷା ପୁ୍ଅ

ଅକ୍ଷୟ ତୃତୀୟାରେ ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ।  More
  • Satyendu Shekher Mishra
  • 2 years ago

ଓଟିଭିର ବଡ଼ ପ୍ରଭାବ ! ଖବର ବାଜିଲା ପରେ ଚେତା ପଶିଲା, ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ନିର୍ମାଣ ହେଲା ଶିବିର

ଆସନ୍ତାକାଲି ସୁଦ୍ଧା ଦ୍ୱିତୀୟ ଶିବିର ନିର୍ମାଣ ଶେଷ ହେବ । ଏହାସହ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । More
  • Satyendu Shekher Mishra
  • 2 years ago

ସ୍କୁଲ ଖୋଲିବା ପୂର୍ବରୁ ସରକାର କେତେ କ’ଣ କହିଥିଲେ, ହେଲେ ଏବେ ପୁରୁଣା ପାଠର ନାଗନ୍ଧ ନାହିଁ !

ଘରୋଇ ସଂସ୍ଥା ଦ୍ୱାରା ପିଲାଙ୍କୁ ପଢାଯିବ ବୋଲି ପୂର୍ବରୁ ବିଭାଗ କହିଥିଲେ ମଧ୍ୟ ଏଯାଏଁ ଥାର୍ଡ ପାର୍ଟି ସଂସ୍ଥା ଚୟନ କରାଯାଇନାହିଁ । More
  • Satyendu Shekher Mishra
  • 2 years ago

ଜନପ୍ରତିନିଧିଙ୍କୁ ଅଫିସର୍‌ଙ୍କ ଖାତିର ନାହିଁ, ବିଜେଡି ଚାପରେ ବିଜେପି ବିଧାୟକ ଗିରଫ !

ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା । More
  • Satyendu Shekher Mishra
  • 2 years ago

ବାଲି ମାଫିଆଙ୍କ ସହ ତହସିଲଦାରଙ୍କ ମଧୁଚନ୍ଦ୍ରିକା, କାରନାମା ପଦାରେ ପଡ଼ିବା ପରେ ଉଭାନ୍‌

ପଡ଼ିଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ, ଫିଟିଲା ଖୋଦ୍ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଥିବା ବାଲି ଚୋରାଚାଲାଣର ରହସ୍ୟ । ବନ୍ଧାହେଲେ ବହୁଚର୍ଚ୍ଚିତ ବାଲିଖାଦାନ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣି । More
  • Pramod Behera
  • 2 years ago

ଆସନ୍ତା ୬ ତାରିଖରେ ଲଘୁଚାପ ଥୟ, ହେଲେ ବାତ୍ୟା?

ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ଭୁବନେଶ୍ୱରରେ ବିଏମ୍ସିର ପ୍ରାଥମିକ ପ୍ରସ୍ତୁତି ବୈଠକ। ନିଆଯାଇଛି ଅନେକ ନିଷ୍ପତ୍ତି। More