• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 30 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ନ୍ୟାୟ ପାଇଁ ଶ୍ୱଶୂର ଘର ସାମ୍ନାରେ ଆଉ ଜଣେ ତପସ୍ୱିନୀ

ବାପଘର ଲୋକଙ୍କ ପକ୍ଷରୁ ବୁଝାମଣା ପାଇଁ ପୂର୍ବରୁ ଚେଷ୍ଟା କରାଯାଇଥିଲା।  More
  • Satyendu Shekher Mishra
  • 2 years ago

ମେ’ରେ ଓଡ଼ିଶାକୁ ରହିଛି ବାତ୍ୟା ଭୟ ! ଏଥର କ’ଣ ରହିଛି ସ୍ଥିତି ? ହେଉଛି ପୂର୍ବାନୁମାନ..

ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । More
  • Satyendu Shekher Mishra
  • 2 years ago

ଓଟିଭି ପ୍ରଭାବ ! ମେଡିକାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଲା, ଏଣିକି ଖରାରେ ସିଝିବେନି ରୋଗୀ କି ସମ୍ପର୍କୀୟ..

ହସ୍ପିଟାଲ୍ ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ଗଲା ଦୁଇ ଦିନ ଧରି ଲଗାତର ଖବର ପ୍ରସାରଣ ପରେ ଡେରିରେ ହେଲେ ବି ସମ୍ବେଦନହୀନତାର ଟ୍ୟାଗ୍ ହଟେଇ ଆଜି ଯେମିତି ନିଦ ଭାଙ୍ଗିଥିଲା ସମସ୍ତଙ୍କର । More
  • Satyendu Shekher Mishra
  • 2 years ago

ରାତାରାତି ଧନୀ ହେବା ଆଶାରେ ବାପାର ବଳି ଦେବାକୁ ପୁଅ କରିଥିଲା ପ୍ରସ୍ତୁତି, ଧରିଲା ପୋଲିସ

ସଂପତ୍ତି ଲୋଭ ହେଉ କି ପ୍ରତିପତି ହାସଲ ଲକ୍ଷ୍ୟ, ରାଜ୍ୟରେ ନରବଳିର ଅନେକ ନଜିର ରହିଛି । More
  • Satyendu Shekher Mishra
  • 2 years ago

ସକାଳ ୬ଟାରୁ ଆରମ୍ଭ ହେବ ସ୍କୁଲ, ୯ଟାରେ ଛୁଟି

ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । More
  • Satyendu Shekher Mishra
  • 2 years ago

ବାଲେଶ୍ୱରରେ ହେବ ଟଙ୍କା ଛାପା କାରଖାନା !

ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳକୁ ଜିଲ୍ଲା ପ୍ରଶାସନ ରେମୁଣା ଅଂଚଳର ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ବୁଲି ଦେଖାଇଥିଲେ । More
  • Satyendu Shekher Mishra
  • 2 years ago

ପୁରୀ ଗସ୍ତରେ ଯିବ ASI ଟିମ୍‌, କରିବ ତଦନ୍ତ !

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ୧୦୦ ମିଟର ପରିଧି ଭିତରେ ନିର୍ମାଣ କାମକୁ ନେଇ ଯେଉଁ ବିବାଦ ଉପୁଜିଥିଲା, ତାର ତଦନ୍ତ କରିବା ନେଇ ଏଏସ୍‌ଆଇ ଟିମ୍‌ ପୁରୀ ଯିବ More
  • Satyendu Shekher Mishra
  • 2 years ago

‘୨୨ ବର୍ଷରେ ରାଜ୍ୟ ସରକାର ମହାନଦୀ ପାଇଁ କିଛି ବି ପଦକ୍ଷେପ ନେଇ ନାହାନ୍ତି’

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ୨୨ ବର୍ଷ ଭିତରେ ମହାନଦୀ ଉପରେ ପ୍ରକଳ୍ପ ନେଇ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି । More
  • Rajalaxmi Sahoo
  • 2 years ago

ମେ’ ମାସରେ ଓଡ଼ିଶାକୁ ବାତ୍ୟା ଆସିଲେ କେମିତି ରହେ ଏହାର ପ୍ରଭାବ ?

ପୂର୍ବରୁ ମଧ୍ୟ ମେ’ ମାସରେ ଏକାଧିକ ଥର ଓଡ଼ିଶାକୁ ଛୁଇଁଛି ବାତ୍ୟା। ୨୦୦୯ରେ ବାତ୍ୟା ଆସିଥିଲା ଓ ଦକ୍ଷିଣ ଓଡ଼ିଶା ଛୁଇଁ ଆନ୍ଧ୍ର ଯାଇଥିଲା।  More
  • Rajalaxmi Sahoo
  • 2 years ago

୬ ତାରିଖରେ ଲଘୁଚାପ ! ନେବ କି ବାତ୍ୟାର ରୂପ ?

ବହୁବାର ମେ’ ମାସରେ ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଆଉ ତୀବ୍ର ବି ହୋଇଛି। ତେଣୁ ଏବେ ଆଶଙ୍କା ଏହି ଲଘୁଚାପ ବାତ୍ୟାରେ ରୂପ ନେବନି ତ ? More
  • Rajalaxmi Sahoo
  • 2 years ago

ବାପାକୁ ବଳି ଦେବା ପାଇଁ ବାହାରିଥିଲା ପୁଅ, ପହଞ୍ଚିଗଲା ପୋଲିସ୍‌...

ବାପାକୁ ବଳି ଦେବା ଉଦ୍ୟମ ବେଳେ ଚଢ଼ାଉ କରି ଅଭିଯୁକ୍ତ ପୁଅ ଓ ପୂଜକକୁ ପୋଲିସ ଗିରଫ କରିଛି। କଳାହାଣ୍ଡି କଲମପୁର ବେଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି। More
  • Rajalaxmi Sahoo
  • 2 years ago

୬ ତାରିଖରେ ଲଘୁଚାପ !

୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।ତେବେ ଏହା କେତେ ତୀବ୍ର ହେବ ଓ କୁଆଡ଼େ ଗତି କରିବ ସେନେଇ ସ୍ପଷ୍ଟ ହୋଇନି। More
  • Prangyan Parimita
  • 2 years ago

ବାହାଘର ପାଇଁ ଓଡ଼ିଆ ବିଏସଏଫ୍ ଯବାନଙ୍କୁ ଏୟାରଲିଫ୍ଟ କଲା ବିଏସଏଫ୍‌

ବୀର ଯବାନ ବିବାହ ପାଇଁ ଏୟାରଲିଫ୍ଟ ହୋଇଛନ୍ତି । More
  • Rajalaxmi Sahoo
  • 2 years ago

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସାମ୍ନାରେ ରୋଗୀ ହିନସ୍ତା: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ‘ଘଟଣା ମୋ ନୋଟିସ୍‌କୁ ଆସିଛି’

କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ। ଯେଉଁମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଚାଲିଛି। More
  • Otv Khabar Bureau
  • 2 years ago

ସ୍କୁଲ ବାରଣ୍ଡାରୁ ଯୁବକ - ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । More
  • Otv Khabar Bureau
  • 2 years ago

ଜୁଏଲାରୀ ଦୋକାନରୁ ଲୁଟିନେଲେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର; ଦେଖନ୍ତୁ ସିସିଟିଭି ଦୃଶ୍ୟ...

କୋଣାର୍କ ସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । More
  • Prangyan Parimita
  • 2 years ago

ସୋଲାର ପମ୍ପ ଅଚଳ : ୩ ହଜାର ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ନଳକୂଅ

୪ ବର୍ଷ ତଳେ ବସିଥିଲା ସୋଲାର ଚାଳିତ ପମ୍ପ। ବର୍ଷେ ପରେ ଅଚଳ ହୋଇଗଲା। ଏବେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁଲୋକେ। ପ୍ରାୟ ତିନି ହଜ଼ାର ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ମାତ୍ର ନଳକୂଅ... More
  • Prangyan Parimita
  • 2 years ago

ଆସୁଛି କି ବାତ୍ୟା ଭୟ ? ମେ ୪ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କା

ଦୁଇରୁ ତିନି ଦିନ ଭିତରେ ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି । More
  • Prangyan Parimita
  • 2 years ago

ପାରିବାରିକ କଳହର କରୁଣ ପରିଣତି : ରାଜଧାନୀରେ ସ୍ତ୍ରୀକୁ ପିଟିପିଟି ହତ୍ୟା

ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ସ୍ତ୍ରୀକୁ ପିଟିପିଟି ଜୀବନରୁ ମାରି ପକାଇଲା । More
  • Otv Khabar Bureau
  • 2 years ago

ରୋଗ ପୋକ ଯୋଗୁଁ ଫସଲ ନଷ୍ଟ; ଏବେ ଋଣ କିପରି ଶୁଝିବ ଚଷା ପୁଅ ?

ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । More
  • Otv Khabar Bureau
  • 2 years ago

ବସ୍‌-ଟ୍ରକ୍ ଧକ୍କା; ଜଣେ ମୃତ, ୪ ଆହତ

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । More
  • Prangyan Parimita
  • 2 years ago

ଅଭିଯୁକ୍ତକୁ ଗିରଫ ଦାବିରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଧାରଣା

ଜଣେ ଗରିବ ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଧାରଣା ଦେଇଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । More
  • Otv Khabar Bureau
  • 2 years ago

ମେଡ଼ିକାଲରେ ପାୱାର କଟ୍; ବିଜୁଳି ଅଭାବରୁ ରୋଗୀ ଓ ସଂପର୍କୀୟଙ୍କ ଅବସ୍ଥା ସାଂଘାତିକ

ମେଡିକାଲ୍‌ରେ ୪ ଘଣ୍ଟା ଧରି ବିଦ୍ୟୁତ୍‌ କଟ୍‌ । ବାହାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇଥିବା ବେଳେ ମେଡ଼ିକାଲ୍ ଭିତରେ ପାୱାର କଟ୍ । ଫଳରେ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । More
  • Otv Khabar Bureau
  • 2 years ago

ତାତିରୁ ମିଳିବ କି ନିସ୍ତାର ? ୫ରେ ଆସୁଛି ଲଘୁଚାପ !

ତାତିରୁ ମିଳିବ ଆଶ୍ୱସ୍ତି । ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ମେ’ ପହିଲାରୁ ପ୍ରଚଣ୍ଡ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । More
  • Otv Khabar Bureau
  • 2 years ago

ଫୁଟିଲା ଗୁଳି, ଗଡିଲା ମୁଣ୍ତ

ପୂର୍ବ ଶତ୍ରୁତାକୁ ନେଇ ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । More
  • Otv Khabar Bureau
  • 2 years ago

ସାରା ଦେଶରେ ବିଜୁଳି ଉତ୍କଟ ସମସ୍ୟା; ପ୍ୟାସେଞ୍ଜର୍‌ ଟ୍ରେନ୍‌ ବଦଳରେ ଗଢ଼ିବ ମାଲଗାଡ଼ି

ଦେଶର ୭୦ ପ୍ରତିଶତ ବିଜୁଳି କୋଇଲା ଉପରେ ନିର୍ଭରଶୀଳ । ତେବେ କୋଇଲା ସଙ୍କଟର ତୁରନ୍ତ ସମାଧାନ ନ ହେଲେ, ଆଗକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଅନେକ ବାଧା ଉପୁଜିପାରେ । More
  • Otv Khabar Bureau
  • 2 years ago

ରାଜଧାନୀରେ ଦଗାଦିଆ ପ୍ରେମିକ; ନା ଟଙ୍କା ମିଳୁଛି, ନା ପ୍ରେମିକ ଧରାପଡୁଛି

ରାଜଧାନୀରେ ନିବିଡ଼ ସମ୍ପର୍କ ନାଁରେ ଦୁଇ ଦୁଇ ଜଣ ଯୁବକଙ୍କ ଧୋକାବାଜି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାମ ଦେଲା ନିବିଡ଼ ସମ୍ପର୍କ । ଜଣଙ୍କୁ ୯୭ ଲକ୍ଷର ଚୂନା ଲଗାଇ ଚାଲିଗଲା ଦଗାଦିଆ ବୟଫ୍ରେଣ୍ଡ । ଆଉ ଜଣେ ବ୍ଲାକମେଲିଂ କରି ଯୁବତୀ ଠାରୁ ହାତେଇ ନେଇଛନ୍ତି ୧୦ ଭରି ସୁନା । More
  • Prangyan Parimita
  • 2 years ago

ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କଲା ଇଡି

IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କରାଯାଇଛି । More
  • Prangyan Parimita
  • 2 years ago

NGTରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

ଘସିପୁରା ତହସିଲ ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳିବା ମାମଲାରେ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ More