• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 24 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଛାତ଼୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ବଦଳିଲା ଦ୍ୱାଦଶ ପରୀକ୍ଷା ସୂଚୀ

ପୂର୍ବରୁ ପରୀକ୍ଷା ୨୮ ଏପ୍ରିଲରୁ ଆରମ୍ଭ ହୋଇ ମେ’ ୨୪ରେ ଶେଷ ହେବ ବୋଲି କୁହାଯାଇଥିଲା । ଏନେଇ ଗତ ୧୭ ତାରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ରିଲିଜ ମଧ୍ୟ ଜାରି କରାଯାଇଥିଲା । More
  • Chandan Shishu
  • 2 years ago

ପୌର ଭୋଟ ବେଳେ ହିଂସା ବେଲଗାମ୍

ବୁଥ୍ ରିଗିଂ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ More
  • Chandan Shishu
  • 2 years ago

ବୁଥ୍‌ ଭିତରେ ମେୟର ପ୍ରାର୍ଥୀଙ୍କ ଫେସବୁକ୍‌ ଲାଇଭ୍

ପୋଲିସ୍‌ କର୍ମଚାରୀ ଜଣକ ହସି ହସି ଏହାକୁ ଆଡେଇ ଯାଉଥିବା ନଜରକୁ ଆସିଛି। More
  • Satyendu Shekher Mishra
  • 2 years ago

ମାନସ ମର୍ଡର ମିଷ୍ଟ୍ରିର ରହସ୍ୟ ଭେଦିବ କ୍ରାଇମବ୍ରାଞ୍ଚ ? ଚିପ୍‌ରେ ଥିବା ବଡ଼ ନେତା-ଅଫିସରଙ୍କୁ ଧରି ପାରିବ ତ ?

ମେମୋରି ଚିପ୍‌ରେ ଲୁଚି ରହିଥିବା ବାବୁ ଓ ନେତାଙ୍କ ଖୋଲିବ କି ଲିଙ୍କ ? ଶର୍ମିଷ୍ଠାଙ୍କ ଫେରାର ଏବଂ ଅନୁକମ୍ପା ପଛରେ ଆଉ କାହାର ରହିଛି ହାତ ? ମାନସ ହତ୍ୟାକାଣ୍ଡ ମାମଲା ଉପରୁ ପରଦା ହଟାଇବାକୁ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ । More
  • Satyendu Shekher Mishra
  • 2 years ago

ବିଧାୟକ ପ୍ରଶାନ୍ତଙ୍କ ନାଁରେ ଲାଗିଲା ସଂଗୀନ୍‌ ଦଫା ! ନମ୍ବର ଜାଲିଆତି କରି ଚଳାଉଥିଲେ ଗାଡ଼ି

ଖୋର୍ଦ୍ଧା ପୋଲିସ ଏବେ ଏହି ଜାତିଆତି ନନେଇ ଆଉ ଏକ ମାମଲା ରୁଜୁ କରିଛି । ସେପଟେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କମ ମଧ୍ୟରେ ଦେଖାଦେଇଛି ଟ୍ୱିଟ୍‌ ୱାର । More
  • Satyendu Shekher Mishra
  • 2 years ago

ପଞ୍ଚାୟତ ହିଂସା ନଥମୁଣୁ ପୌର ନିର୍ବାଚନୀ ହିଂସା ମୁଣ୍ଡ ବିନ୍ଧା କଲାଣି, ପିପିଲିରେ ବିଜେପି କର୍ମୀ ଲହୁଲୁହାଣ

ପିପିଲିରେ ଏକ ବୁଥ୍‌ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଛି । ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡ ୯ ନମ୍ବର ବୁଥ୍‌ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ବିପକ୍ଷ ଦଳର ଲୋକେ ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । More
  • Chandan Shishu
  • 2 years ago

ବଢିବ ନାହିଁ ବିଦ୍ୟୁତ ଦର

ପ୍ରେସମିଟ୍ କରି କଣ କହିଲେ OERC ସଚିବ More
  • Satyendu Shekher Mishra
  • 2 years ago

ସାଂଘାତିକ ତ୍ରୁଟି ! EVMରେ ନାହିଁ ପ୍ରାର୍ଥୀଙ୍କ ନାଁ, ଭୋଟ ପଡ଼ିଲାଣି ୪୦୦

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍‌ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍‌ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ । More
  • Chandan Shishu
  • 2 years ago

ଭୋଟ୍‌ ବେଳେ ବଦଳାଇଦେଲେ ଇଭିଏମ୍ !

ପିଜାଇଡିଂ ଅଫିସର ସାଥୀ ହୋଇ ଏଭଳି ଅପଚେଷ୍ଟା ଚଳାଇଛନ୍ତି। More
  • Pallipuspa Samal
  • 2 years ago

ପିପିଲିରେ ନିର୍ବାଚନୀ ହିଂସା, ଭୋଟ ବେଳେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା

ପୌର ଭୋଟ ବେଳେ ପିପିଲି ଏନ୍ଏସର ୭ ନମ୍ବର ୱାର୍ଡରେ ନିର୍ବାଚନା ହିଂସା। ଭୋଟ ବେଳେ ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । More
  • Pallipuspa Samal
  • 2 years ago

କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ

କଣ୍ଟାବାଞ୍ଜି ଏନ୍ଏସିରେ ନିର୍ବାଚନୀ ହିଂସା । ପୌର ଭୋଟ ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ । More
  • Rajalaxmi Sahoo
  • 2 years ago

ଡାକ୍ତର ଓ କିରାଣୀଙ୍କୁ ମାଓବାଦୀଙ୍କ ଧମକ

ଡାକ୍ତର ଓ ହସ୍ପିଟାଲରେ କାମ କରୁଥିବା କିରାଣୀଙ୍କୁ ମାଓବାଦୀଙ୍କ ଧମକ। ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଡାକ୍ତର ସତ୍ୟରଞ୍ଜନ ଏବଂ କିରାଣୀ ଗୋବିନ୍ଦ ୫ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। More
  • Rajalaxmi Sahoo
  • 2 years ago

ଗୋଟିଏପଟେ ଚାଲିଛି ଭୋଟିଂ, ଅନ୍ୟପଟେ ହିଂସା: କେଉଁଠି ବୁଥ୍‌ ସାମ୍ନାରେ ଛୁରାମାଡ଼ ତ ଆଉ କେଉଁଠି ଆକ୍ରମଣ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ଯେଭଳି ହିଂସା ଘଟଣା ସାମ୍ନାକୁ ଆସିଥିଲା, ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି ତ ଆଉ କେଉଁଠି ଇଭିଏମ୍‌ ଅଚଳକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। More
  • Otv Khabar Bureau
  • 2 years ago

'ହାଇକମାଣ୍ତ ଚାହିଁଲେ ମୋ ସ୍ୱାମୀଙ୍କ ଇଚ୍ଛା ପୂରଣ ହୋଇପାରିବ'

ଦଳ ଚାହିଁଲେ ସେ ପ୍ରାର୍ଥୀ ହେବେ ଓ ସ୍ୱର୍ଗତ ସ୍ୱାମୀଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବେ ବୋଲି ଅଳକା କହିଛନ୍ତି । କିଶୋରଙ୍କ ପରଲୋକ ଯୋଗୁଁ ବ୍ରଜରାଜନଗର ଆସନ ଖାଲି ପଡ଼ିଛି । More
  • Otv Khabar Bureau
  • 2 years ago

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଭଦ୍ରକ ଏସ୍‌ପି ଅଫିସରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଏକ ଟିମ୍ । ତଦନ୍ତ ଅଧିକାରୀ DSP କଳ୍ପନା ସାହୁଙ୍କ ନେତୃତ୍ୱରେ ପହଞ୍ଚିଲା ଏହି ଟିମ୍ । More
  • Rajalaxmi Sahoo
  • 2 years ago

ଟଙ୍କା ବାଣ୍ଟୁଥିଲେ ବିଧାୟକଙ୍କ ଭାଇ, ଧରାପଡ଼ି ମାଡ଼ ଖାଇଲେ

ଟଙ୍କା ବାଣ୍ଟିବା ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି।  More
  • Otv Khabar Bureau
  • 2 years ago

କାର ଭିତରେ ଇଭିଏମ୍‌କୁ ଦେଖି ତାତିଲେ ଲୋକେ

କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି । More
  • Otv Khabar Bureau
  • 2 years ago

ପୌର ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ

ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମରେ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି । ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । More
  • Otv Khabar Bureau
  • 2 years ago

"ଦିନେ ନିଜର ଥିଲି, ଆଜି ପର ହେଇଗଲି"

ବୟସ ଥିଲା ବେଳେ ମୋ ପିଠିଲେ ତୁ କେତେ ଆଡ଼େ ବୁଲିଛୁ, କେତେ ରୋଜଗାର କରିଛୁ। ତୁ ବସିଛୁ, ତୋ ପିଲା ବି ବସିଛି, ମୋ ପାଇଁ ତୋ ପରିବାର ମଧ୍ୟ ଚଳିଛି। ଦିନରାତିକୁ ଏକ କରି, ଖରା ବର୍ଷାକୁ ଖାତିର ନକରି ତତେ ମୁଁ ମୋ ପିଠିରେ କୁଆଡ଼େ କୁଆଡ଼େ ନବୁଲାଇଛି। ଆଉ ଏବେ ବୁଢା ହୋଇଗଲି ବୋଲି ମତେ ମରଣ ମୁହଁରେ ଏମିତି ଛାଡ଼ି ଦେଇ ପଳାଇବୁ? More
  • Otv Khabar Bureau
  • 2 years ago

ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ନ୍ୟୁଜ୍ ଅଫିସ୍‌କୁ ସିଲ୍ କଲା ପୋଲିସ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଥିବା ଶର୍ମିଷ୍ଠା ରାଉତଙ୍କ ସଂପୂର୍ଣ୍ଣ ନ୍ୟୁଜ୍ ଅଫିସ୍‌କୁ ପୋଲିସ ସିଲ୍ କରିଛି । More
  • Otv Khabar Bureau
  • 2 years ago

ସମସ୍ତେ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରନ୍ତୁ: ସୁଲୋଚନା ଦାସ

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍‌ରେ ମତଦାନ କରିଛନ୍ତି । ସେ ସାଧାରଣ ଜନତାଙ୍କ ମଧ୍ୟରେ ଛିଡା ରହି ମତଦାନ କରିଥିବାର ଦେଖିବାକୁ ମିଳିଛି । More
  • Rajalaxmi Sahoo
  • 2 years ago

ରାଜ୍ୟରେ ବଢୁଥିବା ହିଂସାକୁ ନେଇ ଧର୍ମେନ୍ଦ୍ରଙ୍କ ତୀବ୍ର ନିନ୍ଦା, କହିଲେ- ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି ଓଡ଼ିଶା

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। More
  • Otv Khabar Bureau
  • 2 years ago

ହାତରେ କମଳ ଧରି ଭୋଟ୍‌ ଦେଲେ ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ

ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍‌କୁ ଯାଇ ମତଦାନ ଦେଇଛନ୍ତି । More
  • Otv Khabar Bureau
  • 2 years ago

କାମ କରୁନାହିଁ EVM; ବିଳମ୍ୱ ହେଉଛି ମତଦାନ

ଆଜି ପୌର ଭୋଟ । ହେଲେ ଭୁବନେଶ୍ୱରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଛି । କେବଳ ଏତିକି ନୁହେଁ ବିଭିନ୍ନ ବୁଥ୍‌ମାନଙ୍କରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ୱ ହୋଇଥିବା ଜଣାପଡିଛି । More
  • Otv Khabar Bureau
  • 2 years ago

ମତଦାନ ଆରମ୍ଭରୁ ଉତ୍ତେଜନା; ହାତରେ ଭୋଟ୍‌ର ପରିଚୟ ପତ୍ର, ହେଲେ ତାଲିକାରେ ନାଁ ନାହିଁ

ବାଦ୍‌ ପଡ଼ିଥିବା ଭୋଟରଙ୍କ ନାଁ ତାଲିକାଭୁକ୍ତ କରିବାକୁ ଦାବି କରି ମତଦାନ ବନ୍ଦ କଲେ ୱାର୍ଡବାସୀ । More
  • Rajalaxmi Sahoo
  • 2 years ago

ଚାଲିଚାଲି ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଲେ ନବୀନ

ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୩ ନମ୍ବର ୱାର୍ଡରେ ଆଜି ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି।  More
  • Rajalaxmi Sahoo
  • 2 years ago

ଭୋଟିଂର କିଛି ସମୟ ପୂର୍ବରୁ ସକାଳୁ ସକାଳୁ ଟଙ୍କା ବାଣ୍ଟି ଧରାପଡ଼ିଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ

ଆଜି ମତଦାନ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ଅର୍ଥାତ୍‌ ସକାଳୁ ସକାଳୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗର ଖବର ସାମ୍ନାକୁ ଆସିଛି। More
  • Rajalaxmi Sahoo
  • 2 years ago

ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ: ରାତି ଅଧରେ ଲୋକଙ୍କୁ ପ୍ରଭାବିତ କରୁଥିଲେ, ପ୍ରତିବାଦ କରିବାରୁ ଯୁବକଙ୍କ ମୁହଁ ଫଟାଇଲେ

ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍‌’ର ସାଙ୍ଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁରରୁ ମଧ୍ୟ ଏଭଳି କିଛି ଅଭିଯୋଗ ଆସିଛି। ଏହି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। More
  • Otv Khabar Bureau
  • 2 years ago

ମାଙ୍କଡ଼ ଛୁଆର ମଣିଷ ମାଆ, କୋଳରେ ଶୋଉଛି, ଗେଲ ହୋଇ କ୍ଷୀର ବି ପିଉଛି

ଦେଖୁନାହାନ୍ତି କେମିତି ଛୁଆ ମାଙ୍କଡ଼ିଟି ଏହି ମାଆ ଜଣଙ୍କ ପାଖରେ କେମିତି ଗେଲ ହେଉଛି। କେତେବେଳେ ପାଟିକୁ ଚାଟି ପକାଉଛି ତ ଆଉ କେତେବେଳେ କାନକୁ କାମୁଡ଼ି ପକାଉଛି। କାରଣ ସେ ଜାଣିଛି ଏଇ ସ୍ଥାନରୁ ନିରାପଦ ସ୍ଥାନ ସଂସାରରେ ଆଉ କୋଉଠି ବି ନାହିଁ । More
  • Rajalaxmi Sahoo
  • 2 years ago

ଆଜି ପୌର ନିର୍ବାଚନ: ଡବଲ୍‌ ଭୋଟ୍‌ ଦେଲେ କାର୍ଯ୍ୟାନୁଷ୍ଠାନ

ପୌର ନିର୍ବାଚନ ଲାଗି ଆଜି ମତଦାନ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। More
  • Satyendu Shekher Mishra
  • 2 years ago

ରାଜଧାନୀରୁ ୧୪ରୁ ଅଧିକ ମଣିଷ ଖପୁରୀ ଆଉ ପୁଳାଏ ଅସ୍ଥିକଙ୍କାଳ ଉଦ୍ଧାର

ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଇଂଜଣା ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଏଭଳି ୧୪ରୁ ଅଧିକ ମଣିଷ ଖପୁରୀ ଓ ଅସ୍ଥିକଙ୍କାଳ ଦେଖି ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା ଖବର । More
  • Satyendu Shekher Mishra
  • 2 years ago

ଅତି ନୃଶଂସ-ବିଭତ୍ସ-ବର୍ବର ! କମେଣ୍ଟମରାକୁ ନେଇ ୪ ଜଣଙ୍କୁ ପିଟିପିଟି ମାରିଦେଲେ

ମଙ୍ଗଳାବାର ରାତି ପ୍ରାୟ ୧୧ଟାରୁ ୧୨ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ୩ ଭାଇ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ସେମାନଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । More
  • Satyendu Shekher Mishra
  • 2 years ago

ମାନସ ହତ୍ୟା ମାମଲା: ଶର୍ମିଷ୍ଠା-ନିରଞ୍ଜନଙ୍କ ମଧ୍ୟରେ ଥିଲା କି ଘନିଷ୍ଠତା ? ଘର-ଅଫିସ୍‌କୁ ଥିଲା ଅବାଧ ପ୍ରବେଶ !

ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ? More
  • Otv Khabar Bureau
  • 2 years ago

'ନୋଟ୍‌ ନିଅ, ଭୋଟ୍‌ ଦିଅ' ନିର୍ବାଚନ ଜିତିବା ପାଇଁ ବିଜେଡିର ନୂଆ ଫର୍ମୁଲା !

ଭୁବନେଶ୍ୱର ସୁନାବେଡା ରେମୁଣା, ବାରିପଦା ଚାରି ସ୍ଥାନରୁ ଆସିଛି ଟଙ୍କା ବଣ୍ଟାର ଭାଇରାଲ ଭିଡିଓ । ପୌର ଭୋଟ୍ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସୁଛି ଭୋଟରଙ୍କୁ ଟଙ୍କା ବଣ୍ଟାଯିବାର ସାଙ୍ଘାତିକ ଅଭିଯୋଗ । ‘ନୋଟ୍ ନିଅ, ଭୋଟ୍ ଦିଅ’ ନିର୍ବାଚନ ଜିତିବା ଲାଗି ଶାସକ ବିଜେଡି ଏହି ଫର୍ମୁଲା ଧରିଥିବା ଅଭିଯୋଗ ହେଉଛି । More
  • Satyendu Shekher Mishra
  • 2 years ago

ସାମ୍ନାକୁ ଆସିଲା ନୂଆ ତଥ୍ୟ ! ହତ୍ୟା ପରେ ଶାଶୂ ଘରେ ଲୁଚିଥିଲେ ଶର୍ମିଷ୍ଠା, କିନ୍ତୁ ସ୍ୱାମୀଙ୍କ ସହ ନଥିଲା ସମ୍ପର୍କ

୧୦ ତାରିଖ ସକାଳେ ଶର୍ମିଷ୍ଠା ଚାଲି ଯାଇଥିଲେ । ଶର୍ମିଷ୍ଠା ରହିବା କଥା ଜାଣି ମାନସ ମାମଲାର ତଦନ୍ତ କରୁଥିବା ପୋଲିସ ମାର୍ଚ୍ଚ ୧୯ରେ ଶର୍ମିଷ୍ଠାଙ୍କ ଶାଶୂଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡିଛି । More