• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 23 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଗିରଫ ହେଲେ ୧୮ ଭାଉଜଙ୍କ ଅଲିଅଳି ନଣନ୍ଦ: ଠକେଇର ସତ ଉଗାଳିବାକୁ ରିମାଣ୍ଡରେ ନେଲା ପୋଲିସ

ବନ୍ଧା ହେଲେ ଠକ ଡାକ୍ତରଙ୍କ ଭଉଣୀ । ଗିରଫ ହେଲେ ୧୮ ଭାଉଜଙ୍କ ଅଳିଅଳି ନଣନ୍ଦ । ଯିଏ ଭାଇର କ୍ରାଇମପାର୍ଟନର ସାଜି ଚଳାଉଥିଲେ ଠକଭଣ୍ଡର କଳା ବେପାର । ହେଲେ ଏବେ ବିବାହ ନାଁରେ ମହିଳାଙ୍କୁ ଲୁଟ୍‌ର ଖେଳ ଖତମ୍ । More
  • Satyendu Shekher Mishra
  • 2 years ago

ଶିବରାତ୍ରୀରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟ ଧାର୍ଯ୍ୟ, ମନ୍ଦିରରେ ଭକ୍ତ ବି ଜାଳିପାରିବେ ଦୀପ

ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । More
  • Otv Khabar Bureau
  • 2 years ago

ଯାହା ଆଜିକୁ ୧୦ ବର୍ଷ ହେଲା ହୋଇନାହିଁ, ତାହା କାଲି ଘଟିବ

ଅପହଞ୍ଚ ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଦବଦବା ସତ୍ତ୍ୱେ, ଶାନ୍ତିପୂର୍ଣ୍ଣ ମତଦାନ ଆୟୋଜନ କରିବାକୁ ପୂର୍ଣ୍ଣ ଭରଷା ଦେଇଛନ୍ତି ସୁରକ୍ଷା ବାହିନୀ । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଯାଗା ଯାଗାରେ ଯାଞ୍ଚ୍ ଆଉ କଡ଼ା ପଇଁତରା ମାରୁଛନ୍ତି ସୁରକ୍ଷା ବାହିନୀ । More
  • Satyendu Shekher Mishra
  • 2 years ago

ଷ୍ଟ୍ରଙ୍ଗରୁମ୍‌ ଉପରେ ଭରସା ନାହିଁ ! କେଉଁଠି ଟ୍ରାକ୍ଟର ତ କେଉଁଠି ଜରିପାଲ ପକାଇ ଜଗିଛନ୍ତି ପ୍ରାର୍ଥୀ

ଭୋଟ୍ ଗଣତି କେନ୍ଦ୍ର ବାହାରେ ବିଶେଷ କରି ଗଣତି ସମୟରେ ହେବାକୁ ଥିବା ଭିଡ଼ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା ହୋଇଛି । More
  • Satyendu Shekher Mishra
  • 2 years ago

ଭୋଟ୍ ସରିନି.. ରେଜଲ୍ଟ ବି ଆସିନି.. ହେଲେ ତେଜିଲାଣି ପଲିଟିକାଲ୍ ବାଦିପାଲା

ଚଳିତ ପଞ୍ଚାୟତ ନିର୍ବାଚନରେ ଚାଲିଥିବା ବେକାବୁ ହିଂସାକୁ ନେଇ ଚାଲିଛି ଦୋଷ ଠେଲାଠେଲି । ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ନିଇତି ଆଗ ପଛ ହୋଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଉଥିଲେ, କିନ୍ତୁ ଆଜି ସିଧା ତାଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ବିଜେଡି-ବିଜେପି । More
  • Satyendu Shekher Mishra
  • 2 years ago

ମଡେଲ ସୌମ୍ୟ ମୃତ୍ୟୁ ମାମଲା: ପୋଲିସକୁ ତାଗିଦ୍‌ କଲେ ହାଇକୋର୍ଟ, କହିଲେ ଶୀଘ୍ର ତଦନ୍ତ କରି..

ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ଗତ ଜାନୁଆରୀ ୩୦ରେ ସୌମ୍ୟରଂଜନ ଆତ୍ମହତ୍ୟା କରିଥିଲେ । ତେବେ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଥିଲେ ପରିବାର । More
  • Satyendu Shekher Mishra
  • 2 years ago

ଏମିତି ମାଆକୁ ଶହେ ପ୍ରଣାମ ! ପୁଅର ଅଧୁରା ସ୍ୱପ୍ନ ପୂରଣ କଲା, ଦାନ କରିଦେଲା ଧନ ସଂପତ୍ତି ସହ ନିଜ ଶରୀର

ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା ସ୍ୱପ୍ନକୁ ପୂରଣ କରିଥାଏ ପୁଅ। ହେଲେ ଏଠି ସଂପୂର୍ଣ୍ଣ ଓଲଟା। ମାଆ ପୂରଣ କଲା ପୁଅର ଅଧୁରା ସ୍ୱପ୍ନ । More
  • Satyendu Shekher Mishra
  • 2 years ago

ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କ୍ରିଷନ କୁମାରଙ୍କୁ ଆସିଲା କେନ୍ଦ୍ରରୁ ଡାକରା

କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ଦେଖିବାକୁ ବାକି ରହିଲା ଯେ, କ୍ରିଷନ କୁମାର ଓଡ଼ିଶା ଛାଡ଼ି ଯାଉଛନ୍ତି ନା ନାହିଁ ।  More
  • Satyendu Shekher Mishra
  • 2 years ago

ତୀବ୍ର ହେଉଛି ଦଳୀୟ କନ୍ଦଳ; BJD ବ୍ଲକ ସଭାପତିଙ୍କୁ ସାଂସଦ ପ୍ରତିନିଧିଙ୍କ ଅପହରଣ !

ବିଜେଡିରେ ତୀବ୍ର ହେଉଛି ଗୋଷ୍ଠି କନ୍ଦଳ । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି, ନିଜ କର୍ମୀଙ୍କୁ ମ୍ୟାନେଜ କରିବାରେ ବିଫଳ ହୋଇଥିବା ଦେଖାଦେଇଛି ।  More
  • Otv Khabar Bureau
  • 2 years ago

ଢିଙ୍କିଆରେ ଜନଶୁଣାଣି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ପୃଥକ ପୃଥକ ରିପୋର୍ଟ ଦେବେ ୫ ଜଣିଆ କମିଟି

ଢିଙ୍କିଆ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନଶୁଣାଣି ପାଇଁ ସବୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, ଏସ୍ପିଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । More
  • Otv Khabar Bureau
  • 2 years ago

ଭୋଟ୍‌ ନ ଦେଇ ପାରିବାରୁ ବିଡିଓକୁ ଅଟକ ରଖିଲେ ଗ୍ରାମବାସୀ

ଭୋଟର ଲିଷ୍ଟରେ ନାଁ ନଥିବାରୁ ଗତ ୨୦ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇପାରନାହାନ୍ତି ତୁମ୍ବାର କିଛି ଲୋକ । ବିଡିଓଙ୍କୁ ଅଟକ ନେଇ ଚିକିଟି SDPO କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି । More
  • Prangyan Parimita
  • 2 years ago

ଓଃ କି ପ୍ରଦୂଷଣ : ରାସ୍ତାଘାଟ, ଘରଦ୍ୱାର କୋଇଲାଗୁଣ୍ଡର ଆସ୍ତରଣ, ଅଶନିସ୍ୱାନୀ ହୋଇପଡ଼ୁଛନ୍ତି ଅନୁଗୋଳ ଓ ତାଳଚେରବାସୀ

ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ସହ ଅନୁଗୋଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ ସହ ରହିଛି ଅନେକ ଖଣି ଖାଦାନ । ଶିଳ୍ପ ସଂସ୍ଥାର ସଂଖ୍ୟାକୁ ଦୃଷ୍ଟିରେ ରଖି ଅନୁଗୋଳକୁ ଶିଳ୍ପ ସମୃଦ୍ଧ ଜିଲ୍ଲା କୁହାଯାଉଥିବାବେଳେ ଏହାର ଅନ୍ୟ ଏକ ପରିଚୟ ହେଉଛି ଦେଶ ତଥା ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ । More
  • Satyendu Shekher Mishra
  • 2 years ago

ଭୋଟ୍‌ ସରିଲା, ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଲେ ପ୍ରର୍ଥୀ ! ହେଲେ କାହିଁକି ?

ଗଞ୍ଜାମ ଜିଲ୍ଲାରୁ ଆସିଛି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ । ଏଠାରେ ଭୋଟ ଗ୍ରହଣ ସରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପଡ଼ିଛି ପ୍ରର୍ଥୀଙ୍କ ଭାଗ୍ୟ । ଆଉ ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି ପ୍ରାର୍ଥୀ । ଆପଣ ଚିନ୍ତା କରୁଥିବେ ଷ୍ଟ୍ରଙ୍ଗ ରୁମ୍‌ରେ ତ ଭୋଟ ବାକ୍ସ ରହିଲା । More
  • Rajalaxmi Sahoo
  • 2 years ago

ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ରହସ୍ୟମୟ ଭୂତଳ ଗୁପ୍ତ କୋଠରୀ, ସିଢ଼ି ପକାଇ ଭିତରକୁ ଯାଉଥିଲେ...

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କ୍ଲିନିକରେ ରହିଛି ରହସ୍ୟମୟ ଅନ୍ଧାରୀ ଭୂତଳ ଗୁପ୍ତ କୋଠରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବାସଭବନରେ ଥିବା କ୍ଲିନିକ ଭିତରେ ଅନ୍ଧାରୀ ଭୂତଳ ଗୁପ୍ତ ଘରକୁ ନେଇ ଏବେ ଚର୍ଚ୍ଚା।  More
  • Prangyan Parimita
  • 2 years ago

ଇଭିଏମ୍‌ରେ ଫେବିକ୍ୱିକ୍‌ : ଦବୁନି ସପା ବଟନ୍‌, ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

ପୂର୍ବତନ ବିଧାୟକ ତଥା ସମାଜବାଦୀ ପାର୍ଟି (ସପା) ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର ଏନେଇ ଅଭିଯୋଗ କରିଛନ୍ତି । ପ୍ରଥମ ନମ୍ବରରେ ବଟନ୍‌ରେ ସପାର ଚିହ୍ନ ଥିବାବେଳେ ଦୁର୍ବୃତ୍ତ ସେଥିରେ ଇଭିଏମ୍ ଲଗାଇ ଦେଇଛନ୍ତି । More
  • Chandan Shishu
  • 2 years ago

୬୦କିଲୋମିଟର ଜଳଭଣ୍ଡାର ଡେଇଁ ବୁଥ୍‌ରେ ପହଞ୍ଚିଲେ ପୋଲିଂ ଅଧିକାରୀ

ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେଉଥିବାରୁ ଭୋଟର୍‌ ବହୁତ ଖୁସି ଅଛନ୍ତି। More
  • Rajalaxmi Sahoo
  • 2 years ago

୨୮ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ରଦ୍ଦ

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଉଚ୍ଚଶିକ୍ଷା ବିଭାଗ ରଦ୍ଧ କରିଛି। More
  • Prangyan Parimita
  • 2 years ago

ମୃତ ପୁଅର ଅଧୁରା ସ୍ୱପ୍ନକୁ ପୂରଣ କଲା ମାଆ, ଧନ ସମ୍ପତ୍ତି ସହ ଦାନ କରିଦେଲେ ଶରୀର

ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା ସ୍ୱପ୍ନକୁ ପୂରଣ କରିଥାଏ ପୁଅ। ହେଲେ ଏଠି ସଂପୂର୍ଣ୍ଣ ଓଲଟା। ମାଆ ପୂରଣ କଲା ପୁଅର ଅଧୁରା ସ୍ୱପ୍ନ... More
  • Rajalaxmi Sahoo
  • 2 years ago

ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ପୋର ର୍ନିବାଚନ ତାରିଖ

ଯେକୌଣସି ମୁହୂର୍ତ୍ତରେ ପୋର ର୍ନିବାଚନ ତାରିଖ ଘୋଷଣା ହୋଇପାରେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ଆହ୍ୱାନ କରିଛି। More
  • Rajalaxmi Sahoo
  • 2 years ago

ପୁଣି ପଶ୍ଚିମାଝଡ଼ ବିପଦ ! କାଲିଠୁ ବର୍ଷା ସମ୍ଭାବନା,ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୫ରୁ ବର୍ଷାର ପରିମାଣ ବଢ଼ିବ। ସେହିପରି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ଚେତାବନୀ ଜାରି କରାଯାଇଛି।  More
  • Rajalaxmi Sahoo
  • 2 years ago

ପଞ୍ଚାୟତ ନିର୍ବାଚନ: ୪୯ ବୁଥ୍‌ରେ ଆଜି ପୁନଃ ମତଦାନ

ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି।  More
  • Chandan Shishu
  • 2 years ago

ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା

ଶତ୍ରୁମାନେ ଚକ୍ରାନ୍ତ ରଚିପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ। More
  • Satyendu Shekher Mishra
  • 2 years ago

ଆଳୁ ଖୋଳୁ ଖୋଳୁ ମହାଦେବ ! ଖୋଲୁଛି ନୂଆ ନୂଆ ଅପରାଧ ପେଡ଼ି

ଭଉଣୀ ଲୁଟୁଥିଲେ ନଣନ୍ଦ ପୁଟୁଳି ତ ସୁନା ଓ ଟଙ୍କାରେ ଭାଗ ବସାଉଥିଲେ ଭିଣୋଇ ସହ ୧୮ ପତ୍ନୀ ଭିତରୁ ଜଣେ ପତ୍ନୀ । ଏପରିକି ଡ୍ରାଇଭରର ସଂପୃକ୍ତି ବି ରହିଛି More
  • Otv Khabar Bureau
  • 2 years ago

ସାବଧାନ ! SMSରେ ପଠାଯିବ ୭,୦୦୦ ଟଙ୍କାର ଚାଲାଣ, ଲାଇସେନ୍ସ ବି ହେବ ବାତିଲ୍

ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ସାବଧାନ! କାହିଁକି ନା ରାଜଧାନୀର ଛକ ଛକରେ ଜଗିଛି ଅତ୍ୟାଧୁନିକ ଡିଭାଇସ୍ । ଟ୍ରାଫିକ ଛକରେ ଖଞ୍ଜାଯାଇଛି ଅଟୋମେଟିକ ନମ୍ବର ପ୍ଲେଟ ରେକଗନିସନ ଏବଂ ଟ୍ରାଫିକ ଭାୟୋଲେସନ ଡିଟେକ୍ସନ ସିଷ୍ଟମ, ଯାହା ଆପଣଙ୍କ ଗାଡ଼ିର ବେଗକୁ ମାପିବ । More
  • Satyendu Shekher Mishra
  • 2 years ago

ପଞ୍ଚାୟତ ନିର୍ବାଚନ: ବିବାଦ ବଢ଼ୁଛି, ହିଂସା ଥମୁନି ! ସିଲ୍‌ ଥାଇ ବି ଖୋଲିଯାଉଛି ଭୋଟ ବାକ୍ସ

ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍‌ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି । More
  • Otv Khabar Bureau
  • 2 years ago

ଗଣତନ୍ତ୍ର ମହାପର୍ବର ଚତୁର୍ଥ ଅଧ୍ୟାୟ ଶେଷ: ଭୋଟ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ

ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ନିଜ ନିଜର ମନପସନ୍ଦ ପ୍ରାର୍ଥୀ ବାଛିଛନ୍ତି ଭୋଟର୍ । ଭୋଟ୍ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଗଣତନ୍ତ୍ରର ଏହି ମହାପର୍ବରେ ବେଶ୍ ଉତ୍ସାହର ସାମିଲ ହୋଇଛନ୍ତି ସବୁ ବର୍ଗର ଭୋଟର୍ । More
  • Satyendu Shekher Mishra
  • 2 years ago

ପଞ୍ଚାୟତ ନିର୍ବାଚନ: ପୁଅ ପାଇଁ ଘର ଘର ବୁଲି ଭୋଟ ମାଗୁଛି ମାଆ

ରମାମଣିଙ୍କ ସ୍ୱାମୀ ସ୍ୱର୍ଗତ ନାରାୟଣ ସାହୁ ବାଙ୍ଗୁରି ଗାଁ ପଂଚାୟତରୁ ୩ ଥର ସରପଞ୍ଚ ହୋଇଥିଲେ । ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନ୍ମେଜୟ ଘରୋଇ କମ୍ପାନୀ ଚାକିରୀ ଛାଡ଼ି ପଂଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । More