• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି - ୪ର୍ଥୀ ଦିବା ୦୨.୩୧ ଗତେ ୫ମୀ,ଘାତ ଚନ୍ଦ୍ର - କର୍କଟ, ମକର ଅହୋରାତ୍ର,ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:

ପ୍ରାତଃ ୦୬.୨୭ ରୁ ୦୮.୩୮

ଦିବା ୧୦.୪୯ ରୁ ୧୧.୫୪

ଦିବା ୦୧.୪୩ ରୁ ୦୩.୫୪

ସନ୍ଧ୍ୟା ୦୬.୧୩ ରୁ ୦୭.୦୬

ରାତ୍ରି ୦୮.୫୧ ରୁ ୦୧.୧୧

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ ବାସ୍ତୁ ସିଦ୍ଧାନ୍ତ ନ ମାନିଲେ ଆସେ ଅନେକ ବିପଦ

ଅଶୁଭ ସମୟ:

ଋାହୁକାଳ - ଦିବା ୧୧.୫୪ ରୁ ୦୧.୧୬

କାଳବେଳା – ଦିବା ୦୯.୧୦ ରୁ ୧୦.୩୨

ବାରବେଳା – ଦିବା ୧୧.୫୪ ରୁ ୦୧.୧୬

କାଳରାତ୍ରି – ରାତ୍ରି ୦୩.୧୧ ରୁ ୦୪.୪୯

 

OTV is now on Whatsapp

Join and get latest news update delivered to you via whatsapp

Join Now