• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

aditya das
Aditya Das Death Case: CBI ତଦନ୍ତ ଦାବିରେ ହାଇକୋର୍ଟ ଗଲେ ଆଦିତ୍ୟଙ୍କ ପତ୍ନୀ

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। Aditya Das Death Case: ଆଦିତ୍ୟଙ୍କ ବାପା, ମା ଏବଂ ପତ୍ନୀ Bidyashree ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାସହ ଏହି ମାମଲାର CBI ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଗତକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଥିବାବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ […]

temple
ଲଣ୍ଡନରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୁବନେଶ୍ୱର: ଜଗତର ଠାକୁର ସେ ଜଗନ୍ନାଥ। ସାରା ବିଶ୍ୱରେ ତାଙ୍କର ଭକ୍ତ।  ସବୁଠୁ ହୁଏ ତାଙ୍କର ପୂଜା। ସବୁଠି ତାଙ୍କ ମନ୍ଦିର। ସାତ ଦରିଆ ପାରି ହୋଇ ଭକ୍ତ ଛୁଟି ଆସନ୍ତି ତାଙ୍କର ଟିକିଏ  ଦର୍ଶନ ପାଇବା ପାଇଁ।  କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଏବେ ପୂଜା ପାଇବେ  ଇଂଲଣ୍ଡରେ । ଲଣ୍ଡନରେ ନିର୍ମାଣ ହେବାକୁ ଯାଉଛି ଜଗନ୍ନାଥଙ୍କ ଭବ୍ୟ ମନ୍ଦିର । ଏଥିପାଇଁ ଜାଗା ଚିହ୍ନଟ ହୋଇ ସାରିଛି। ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ […]

ଖୋଲିଲା ହୀରାକୁଦର ୩୬ ଗେଟ୍

ସମ୍ବଲପୁର: ଏବେ ହୀରାକୁଦ ଡ୍ୟାମ୍‌ର ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଜି ସକାଳେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ଆଉ ୪ଟି ଗେଟ୍‌ ଖୋଲା ଯାଇଥିଲା। ଫଳରେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ୩ ଥରରେ ୧୨ଟି ଗେଟ୍‌ ଖୋଲା ହୋଇଛି। ବର୍ତ୍ତମାନ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦରୁ ଛଡାଯାଉଥିବା ବନ୍ୟା ଜଳ ମୁଣ୍ଡଳିକୁ ପହଞ୍ଚିବା ପାଇଁ […]

rhea-susant
ରିୟାଙ୍କ ଭାଇ ସୌଭିକଙ୍କୁ ୧୪ ଘଣ୍ଟା ଜେରା କଲା ସିବିଆଇ

ମୁମ୍ବଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରାକୁ ଚାଲିଗଲାଣି।  ସେପଟେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଜେରା କରିଛି ସିବିଆଇ।  ସିବିଆଇର ୫ ଜଣିଆ ଟିମ୍ ସୌଭିକଙ୍କୁ ସୁଶାନ୍ତଙ୍କ ସହ ଥିବା ୨ଟି କମ୍ପାନୀର ଅଂଶଧନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। କମ୍ପାନୀରେ ସୁଶାନ୍ତଙ୍କ କେତେ ନିବେଶ ଥିଲା, ରିୟା ଓ ତାଙ୍କ ଭୂମିକା କଣ ସେ ନେଇ ଜାଣିବାକୁ ଚାହିଁଛି ସିବିଆଇ […]

exam
Odisha Civil Services Exam: କରୋନା ପାଇଁ ଘୁଞ୍ଚିଲା ପରୀକ୍ଷା

ଭୁବନେଶ୍ୱର: କରୋନା ପାଇଁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷା(Main Written Test)। ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି Odisha Public Service Commission(OPSC) ପକ୍ଷରୁ କୁହାଯାଇଛି।

sushanta
CBI ସ୍କାନରରେ ସୁଶାନ୍ତଙ୍କ କେୟାରଟେକର, ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବଇ(ସୁରେଶ ଦାଶ):ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ ଭାର CBI ହାତକୁ ନେବା ପରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଜେରା ସରିଲାଣି। ତେବେ ଏମାନଙ୍କ ମଧ୍ୟରୁ ସୁଶାନ୍ତଙ୍କ କେୟାରଟେକର ଦୀପେଶ ସାୱନ୍ତ ଉପରେ CBI ଅଧିକ ଗୁରୁତ୍ୱପୂଣ୍ଣ ବୋଲି କୁହାଯାଉଛି। ବିଶ୍ୱାସ କରାଯାଉଛି ଦୀପେଶ CBIକୁ ଠିକ୍‌ ଦିଗ ଦେଖାଇ ପାରିବେ। ସେଥିପାଇଁ CBI ତାଙ୍କୁ ସରକାରୀ ସାକ୍ଷୀ କରିପାରେ। ସୁଶାନ୍ତଙ୍କ ଘର କେୟାରଟେକର ଦୀପେଶ  ସିବିଆଇ ପାଇଁ ବେଶ ମହତ୍ୱପୂର୍ଣ୍ଣ। ତେଣୁ ଦୀପେଶଙ୍କୁ ଡିଆରଡିଓ ଗେଷ୍ଟ […]

exam
PG Common Entrance: ବଢ଼ିଲା ଆବେଦନର ଅବଧି

ଭୁବନେଶ୍ୱର: ବଢ଼ିଲା ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି। ସେପ୍ଟେମ୍ବର ୧୦ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ହେବ। ନଭେମ୍ବର ୭ରେ ମେରିଟ ଲିଷ୍ଟ ବାହାରିବ ଓ ଡିସେମ୍ବର ୩ରେ କ୍ଲାସ ଆରମ୍ଭ ହେବ। ଅନ୍ୟପକ୍ଷରେ, କରୋନା ପାଇଁ ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷାକୁ(Main Written Test) ଘୁଞ୍ଚାଇ ଦିଆଯାଇଛି। ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ […]

basudevpur
ଭୂତକୋଠି ପାଲଟିଲାଣି ପ୍ରାଣୀଧନ ଚିକିତ୍ସାକେନ୍ଦ୍ର : ଦୁଆର ମୁହଁରେ ରାଜୁତି କଲାଣି ଅନାବନା ଗଛ

ବାସୁଦେବପୁର(କିରୀଟି ଦାସ) : ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ସରକାର ସବୁବେଳେ ଯତ୍ନବାନ ଥିବା କହୁଛନ୍ତି । ସେଥିପାଇଁ ପ୍ରାଣୀ ଚିକିତ୍ସାଳୟ ଠାରୁ ଆରମ୍ଭକରି ପଂଚାୟତ ମାନଙ୍କରେ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ କରାଯାଇଛି । ସ୍ଥାନୀୟ ଅଂଚଳର ଚାଷୀମାନେ ଉପକୃତ ହେବାସହ…

neet-and-jee
NEET-JEE ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ବିବାଦ ଜାରି ରହିଛି। ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। କିଛି ପରୀକ୍ଷା ସପକ୍ଷରେ ଯୁକ୍ତି ବାଢ଼ିଥିବା ବେଳେ କିଛି ଏହାକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ବିରୋଧୀ ଦଳ ପରୀକ୍ଷା ସ୍ଥଗିତ କରିବାକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛି। ଏସବୁ ଭିତରେ ଆଜି ୬ଟି ଅଣ ବିଜେପି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ସୁପ୍ରିମକୋର୍ଟରେ ମିଳିତ ଭାବେ […]

shinzo
ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ଶୁକ୍ରବାର ସେ ପ୍ରେସ କନଫରେନ୍ସ କରି ଏହି ଘୋଷଣା କରିଛନ୍ତି। ନିକଟରେ ୬୫ ବର୍ଷୀୟ ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଥର ଡାକ୍ତରଖାନା ଯାଇଥିଲେ। ଏବେ ତାଙ୍କର ପୁରୁଣା ରୋଗ ପୁଣିଥରେ ସମସ୍ୟା ସୃଷ୍ଟି କରିଛି। ଏହି କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ନିଜର ଇସ୍ତଫା ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ […]

jail
ରାୟଗଡ଼ାରେ ୨୧୮ ଜେଲ୍ ଅନ୍ତେବାସୀଙ୍କୁ କରୋନା

ରାୟଗଡ଼ା: ଚିନ୍ତା ବଢାଇଲା ରାୟଗଡା। ଆଜି ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରେ ରାଜ୍ୟର ଦ୍ୱିତୀୟ ସ୍ଥାନରେ ରହିଛି ରାୟଗଡା। ଜେଲ୍ ଅନ୍ତେବାସୀ ସଂକ୍ରମିତ ହେବା କରୋନା ବ୍ୟାପିବାର ମୂଳ କାରଣ। ରାୟଗଡ଼ା ଜିଲ୍ଲାରେ ୨୧୮ ଜେଲ୍ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାୟଗଡ଼ା ସବଜେଲରେ ୫ ଷ୍ଟାଫ୍ ସମେତ ୧୫୭ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗୁଣପୁର ସବ୍‌ଜେଲ୍‌ରେ ୬୧ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରାଙ୍କ ସୂଚନା ଦେଇଛନ୍ତି। ତେବେ ସମସ୍ତ […]

rhea-222222
ରିୟାଙ୍କୁ CBIର ଜେରା; ପଚାରିଲେ ଏହି ୧୦ଟି ପ୍ରଶ୍ନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଆଜି CBI ନିକଟରେ ହାଜର ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ହୋଇଥିବାରୁ ସିବିଆଇ ତାଙ୍କୁ ତନାଘନା ଜେରା କରିଛି। ଗତକାଲି ରିୟା ବିଭିନ୍ନ ଗଣମାଧ୍ୟକୁ ସାକ୍ଷାତ ଦେଇ କହିଛନ୍ତି, ଯାଞ୍ଚ ଏଜେନ୍ସି ଦ୍ୱାରା ଏପରି ଜେରା ଅସହ୍ୟ ମାନସିକ ନିର୍ଯାତନା ସହ ସମାନ। ତଥାପି ସିବିଆଇ ରିୟାଙ୍କୁ ୧୦ଟି ପ୍ରଶ୍ନ ପଚାରିଥିବାବେଳେ ରିୟା […]