• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

e
ଦିଲ୍ଲୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଆରୋରା, ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ଅଶୋକ ଲାଭାସା ଏହି ବୈଠକରେ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ବାଚନ ସଂପର୍କରେ ତଥ୍ୟ ପ୍ରଦାନ କରିବେ। ନିର୍ବାଚନ ବେଳେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନଙ୍କର କ’ଣ ଭୂମିକା ଓ ଦାୟିତ୍ୱ ରହିବ ସେନେଇ ବୈଠକରେ ସୂଚନା ଦିଆଯିବ। […]

  • Friday, 16 July 2021
cabinet-meeting
କୁମ୍ଭମେଳା ବେଳେ ପ୍ରୟାଗରାଜରେ କ୍ୟାବିନେଟ୍‌ ବୈଠକ

ଉତ୍ତରପ୍ରଦେଶ  : ଉତ୍ତରପ୍ରଦେଶ ପ୍ରୟାଗରାଜରେ କୁମ୍ଭମେଳା ଚାଲିଥିବା ବେଳେ ଏହି ସହରରେ କ୍ୟାବିନେଟ୍‌ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରଥମ ଥର ପାଇଁ ପ୍ରୟାଗରାଜରେ ଏପରି କ୍ୟାବିନେଟ୍‌ ବୈଠକ ହୋଇଛି।  କ୍ୟାବିନେଟ୍‌ର ସବୁ ମନ୍ତ୍ରୀଙ୍କୁ ଡକାଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ଆଲୋଚନା କରିଛନ୍ତି। ବୈଠକରେ ନିଷ୍ପତ୍ତି ହୋଇଛି ମିରଠରୁ ପ୍ରୟାଗରାଜ ଯାଏ ଗଙ୍ଗା ନଦୀ କୂଳେ କୂଳେ ଗଙ୍ଗା ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ। ୩୬ ହଜାର କୋଟି ଟଙ୍କା ବଜେଟର ଏହି […]

  • Friday, 16 July 2021
modi
ପିଲାଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ  : ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣରେ ଯୋଗଦେଇ ପିଲାଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗକୁ ପରୀକ୍ଷା ଋତୁ ଆସୁଥିବାରୁ ଆଜି ମୋଦି ଦେଶର ପରୀକ୍ଷାର୍ଥୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ହଜାର ହଜାର ଛାତ୍ରାଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ। ପରୀକ୍ଷାବେଳେ ଚାପ ମୁକ୍ତ ରହିବା ସହ ପରୀକ୍ଷାରେ ବିଫଳ ହେଲେ ଜୀବନ ବିଫଳ ହୁଏ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

  • Friday, 16 July 2021
p1
ଜମ୍ମୁ ଓ କଶ୍ମୀରରେ ପାକିସ୍ତାନ ପକ୍ଷରୁ ଗୁଳି ମାଡ଼: ଟଳି ପଡ଼ିଲେ ଗୋଟିଏ ପରିବାରର ୩ ଜଣ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲା ସୀମାରେ ପାକିସ୍ତାନ ପକ୍ଷରୁ ଗୁଳି ମାଡ଼ ଯୋଗୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଗୁଳିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନ ହେଲେ ରୁବାନା କୋସର ତାଙ୍କ ପୁଅ ଫଜନ ଏବଂ ୯ ମାସର ଶିଶୁ କନ୍ୟା ଶବନମ। ସମୀବାର୍ତ୍ତୀ ଗାଁକୁ ଟାର୍ଗେଟ କରି ପାକିସ୍ତାନୀ ସେନା ପକ୍ଷରୁ ଗୁଳି ଓ ବୋମାମାଡ଼ କରାଯାଇଥିଲା। ଏଥିରେ ସାଲୋଟ୍ରି ଗାଁର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। […]

  • Friday, 16 July 2021
jaguara
ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଭାରତୀୟ ବାୟୁ ସେନାର ଆଉ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ। ଆଜି ଉତ୍ତରପ୍ରଦେଶର କୁଶିନଗର ଠାରେ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନ ଭିତରେ ଥିବା ପାଇଲଟ ୱିଙ୍ଗ କମାଣ୍ଡର ରୋହିତ କାଟୋଚ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି। ଆଜି ସକାଳେ ଏହି ଯୁଦ୍ଧ ବିମାନ ଗୋରଖପୁରସ୍ଥିତ ଏୟାର ବେସ୍‌ରୁ ରୁଟିନ ଅନୁଯାୟୀ ଉଡ଼ାଣ ଭରିଥିଲା। ଜନଗହଳି ପୂର୍ଣ୍ଣ କୁଶିନଗର ସହର ଉପରେ ଉଡୁଥିବାବେଳେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ପାଇଲଟ ଉପସ୍ଥିତ ବୁଦ୍ଧି […]

  • Friday, 16 July 2021
a4
ଭାରତ ଛାଡ଼ିବା ପୂର୍ବରୁ ଅଭିନନ୍ଦନଙ୍କ ଭିଡିଓ ଜାରି କଲା ପାକିସ୍ତାନ

ନୂଆଦିଲ୍ଲୀ: ଗୋଟେପଟେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ଫେରାଇ ପାକିସ୍ତାନ ଶାନ୍ତିର ବାର୍ତ୍ତ ଦେବାକୁ ଚାହୁଁଛି ବୋଲି ପ୍ରଚାର କରୁଛି। ହେଲେ ଅନ୍ୟପଟେ ତାଙ୍କୁ ଛାଡ଼ିବା ପୂର୍ବରୁ ଜାରି କରାଯାଇଥିବା ଅଭିନନ୍ଦନଙ୍କ ଭିଡିଓରେ ପାକିସ୍ତାନର ଆଉ ଏକ ଚାଲ୍‌ ଧରାପଡ଼ିଯାଇଛି। ଭାରତ ଛାଡ଼ିବା ପୂର୍ବରୁ ଅଭିନନ୍ଦନଙ୍କ ଏକ ଭିଡିଓ ପାକିସ୍ତାନ ଜାରି କରିଛି। ସେ ଭାରତ ଛାଡ଼ିବା ପୂର୍ବରୁ ଏହି ଭିଡିଓକୁ ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା। ଏଥିରେ ଅଭିନନ୍ଦନ ପାକିସ୍ତାନ ସେନାକୁ ପ୍ରସଂଶା କରୁଥିବା ଏବଂ […]

  • Friday, 16 July 2021
a1
ମା’ କୋଳକୁ ଫେରିଲା ବୀର ପୁଅ

ନୂଆଦିଲ୍ଲୀ: ମା’ କୋଳକୁ ଫେରିଲା ବୀର ପୁଅ ଅଭିନନ୍ଦନ ବର୍ତ୍ତମାନ। ଦୀର୍ଘ ୩ ଦିନ ଧରି ଶତ୍ରୁ ଗଡ଼ରେ ଫସି ରହିବା ପରେ ଗତାକଲି ଠିକ୍ ରାତି ୯ଟା ୨୦ ମିନିଟ୍‌ରେ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଭାରତ ମାଟିରେ ପାଦ ଦେଇଥିଲେ। ୱାଘା ଓ ଅଟ୍ଟାରୀ ବର୍ଡର ଦେଇ ଅଭିନନ୍ଦନ ଭାରତ ଫେରିଥିଲେ। ସେ ସୁରକ୍ଷିତ ଭାବେ ଭାରତ ଫେରିବା ପରେ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଥିଲା। ଅଟାରୀ ବର୍ଡରରେ ପହଞ୍ଚିବା ପରେ […]

  • Friday, 16 July 2021
naveen
ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଅନୁଦାନ ଦେବାରେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ। ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ଥିବାବେଳେ, କେନ୍ଦ୍ର ସରକାର ୬ ହଜାର ୪୦୦ କୋଟି ଟଙ୍କା ମଞ୍ଜୁର କରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ନୂଆଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ନବୀନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଠିକ୍ ସମୟରେ ଅନୁଦାନ ଆସୁନଥିବାରୁ ପ୍ରକଳ୍ପ କ୍ରିୟାନ୍ୱୟନରେ ସମସ୍ୟା ହେଉଛି ଗୃହ ନିର୍ମାଣ ଯୋଜନାରେ କେନ୍ଦ୍ର ସରକାର […]

  • Friday, 16 July 2021