• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

mahanadi meeting
ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ମହାନଦୀ ସୁରକ୍ଷା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭୁବନେଶ୍ୱରରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା। ଏଥିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି। ବିଜେଡିରୁ ବରିଷ୍ଠ ନେତା ଦେବୀମିଶ୍ର, କଂଗ୍ରେସରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିଜେପିରୁ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ […]

  • Saturday, 17 July 2021
karnataka
କର୍ଣ୍ଣାଟକ କାହାର? ଜାଣନ୍ତୁ କେଉଁ ଏକ୍‌ଜିଟ୍‌ ପୋଲ୍‌ କ’ଣ କହୁଛି

ନୂଆଦିଲ୍ଲୀ: ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ କୁହାଯାଇଛି ଯେ, କର୍ଣ୍ଣାଟକରେ ଝୁଲା ବିଧାନସଭା ହୋଇପାରେ।  କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଅଧିକାଂଶ ଏକ୍‌ଜିଟ୍ ପୋଲ୍‌ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୁବର୍ଣ୍ଣା ନ୍ୟୁଜ୍‌ ସର୍ଭେ ଅନୁସାରେ କଂଗ୍ରେସକୁ ୧୦୬ରୁ ୧୧୬ ସିଟ୍, ବିଜେପିକୁ ୭୯ରୁ ୯୨ ଏବଂ ଜେଡିଏସ୍‌କୁ୨୨-୩୦ ଆସନ ମିଳିବ। ସେହିପରି ଟାଇମ୍ସ ନାଓ-ଭିଏମ୍ଆର୍ ସର୍ଭେରେ କଂଗ୍ରେସକୁ ୯୦ରୁ ୧୦୩, ବିଜେପିକୁ ୮୦-୯୩ ଏବଂ ଜେଡିଏସ୍‌କୁ ୩୧ରୁ […]

Tej Pratap Wedding
ତେଜ୍‌ ପ୍ରତାପ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ମଞ୍ଚ ଭୁଶୁଡିଲା, ଖାଇବା ଓ ବାସନ ଲୁଟିନେଲେ ଲୋକେ

ପାଟନା: ବାହାହେଲେ ଲାଲୁଙ୍କ ଲାଡ଼୍‌ଲା। ଆର୍‌ଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇଛନ୍ତି ତେଜ୍।   ବିହାର ରାଜଧାନୀ ପାଟ୍‌ନା ସ୍ଥିତ ଭେଟନାରୀ କଲେଜ ପଡ଼ିଆରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି।  ଏହି ହାଇପ୍ରୋଫାଇଲ୍ ବିବାହ ଉତ୍ସବରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେହିପରି ଉତ୍ତରପ୍ରଦେଶ […]

maoist killed
ଏନ୍‌କାଉଣ୍ଟରରେ ୨ ମାଓବାଦୀ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ ଡୁଡୁକାମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଏଥିରେ ୨ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି।  ମୃତକଙ୍କ ମଧ୍ୟରେ  କ୍ୟାଡର ମାଓବାଦୀ ସଞ୍ଜୀବ ଥିବା କୁହାଯାଉଛି।  ତାଙ୍କ ନାଁରେ ୨୫ରୁ ଅଧିକ ମାମଲା ଥିବା କୁହାଯାଉଛି। ସୂଚନା ଅନୁସାରେ ଡ଼ୁଡ଼ୁକାମାଲ ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇବା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।  ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୋଟିଏ AK ୪୭ ଏବଂ ଗୋଟିଏ ଇନ୍‌ସାସ […]

jee
ଆଜି OJEE: ୮୧ କେନ୍ଦ୍ରରେ ପ୍ରାୟ ୪୮ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍‌ (ଓଜେଇଇ)। ପ୍ରାୟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟର ପ୍ରମୁଖ ସହରରେ ୮୧ଟି କେନ୍ଦ୍ର ଖୋଲା ଯାଇଛି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ  ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। OJEE ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। […]

mothers day
ମାତୃତ୍ୱ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ। ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର।  ମା-ରେ ମାଟି, ଆ-ରେ ଆକାଶ।  ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।  ମାଆର ବାତ୍ସଲ୍ୟ […]

bda
ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲା

ଭୁବନେଶ୍ୱର : ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲାରେ ପଦାକୁ ଆସିଲା ସରକାରଙ୍କ ପାରିବାପଣିଆ। ପାଖାପାଖି ୪ ବର୍ଷରେ ବାତିଲ ହୋଇଛି ମାତ୍ର ୪ଟି ଇଛାଧୀନ କୋଟାରେ ନିଆଯାଇଥିବା ଘର। ଆଉ ଅନ୍ୟ ଇଚ୍ଛାଧୀନ କୋଟା ମାମଲାର ଶୁଣାଣି ହୋଇଛି। ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ। ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି ବା ବିଡିଏର ୭୯୧ଟି ମାମଲା ମଧ୍ୟରୁ ୬୩୨ ମାମଲାର ଶୁଣାଣି ହୋଇଥିବାବେଳେ ବାକି ରହିଛି ୧୫୯। ଠିକ୍ […]

  • Saturday, 17 July 2021
Dowry system
ଯୌତୁକ ପ୍ରଥାର ଅନ୍ତ ପାଇଁ ରାଜ୍ୟପାଳଙ୍କ ପରାମର୍ଶ : ଛାତ୍ରଛାତ୍ରୀ ଡିଗ୍ରି ନେବା ପୂର୍ବରୁ ବଣ୍ଡ୍ ସାଇନ୍ କରିବା ଆବଶ୍ୟକ

ଶିକ୍ଷା ଭଲ ମନ୍ଦ ବିଚାର କରିବାର ଶକ୍ତି ଦେଇଥାଏ । ଯୌତୁକ ଦେବା ଓ ନେବା ଜଘନ୍ୟ ଅପରାଧ । ତେବେ ବଣ୍ଡ ସାଇନ୍ କରିବାର ଏହି ନିୟମ କେବଳ ଛାତ୍ରମାନଙ୍କ ମଧ୍ୟରେ ସୀମିତ ରହିବ ନାହିଁ ।

vote
ସରିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ : ସରିଲା କର୍ଣ୍ଣାଟକ ଭୋଟ୍। ଇଭିଏମରେ ସିଲ୍ ହୋଇଛି ୨ହଜାର ୬୫୪ ପ୍ରାର୍ଥୀଙ୍କ ଭାଗ୍ୟ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୨୨ ଆସନ ଲାଗି ମତଦାନ ଶେଷ ହୋଇଛି। ମତଦାନ ବେଳେ କିଛି ଅଞ୍ଚଳରେ ଭୋଟିଂ ମେସିନରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା। ସେପଟେ ମତଦାନ ଚାଲିଥିବା ବେଳେ କିଛି ସ୍ଥାନରେ ମାରପିଟ୍ ଓ ଭୋଟରଙ୍କୁ ଟଙ୍କା ବଣ୍ଟାର ଅଭିଯୋଗ ବି ଆସିଛି। ଏହି ହାଇଭୋଲଟେଜ୍ ଲଢ଼େଇରେ ବିଜେପି, କଂଗ୍ରେସ ଓ […]

  • Saturday, 17 July 2021
asif
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦାରି ଗିରଫ

ଇସ୍‌ଲାମାବାଦ : ନକଲି ବ୍ୟାଙ୍କ ଆକାଉଣ୍ଟ ଘଟଣାରେ ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦାରି ଗିରଫ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ସବୁଠାରୁ ବଡ଼ ଦୁର୍ନୀତି ନିରୋଧ ସଂସ୍ଥା ଗିରଫ କରିଛି। ଜର୍ଦ୍ଦାରି ନକଲି ବ୍ୟାଙ୍କ ଆଉଣ୍ଟ ଖୋଲି ପାକିସ୍ତାନରୁ ବିଦେଶକୁ ଟଙ୍କା ପଠାଉଥିବା ଜଣାପଡ଼ିଛି। ଏକଥା ଜଣା ପଡ଼ିବା ପରେ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ବିଏ) ଆଜି ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲା। ଏହି ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରାଯାଇଛି। […]

  • Saturday, 17 July 2021
omr
ମାଟ୍ରିକ୍ ପରୀକ୍ଷାରେ ଓଏମ୍ଆର୍ ବ୍ୟବସ୍ଥା ଉଚ୍ଛେଦ ନିଷ୍ପତ୍ତି

ଭୁବନେଶ୍ୱର :  ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଏଇ ସୂଚନା ପରେ ଦ୍ୱନ୍ଦ୍ୱ ଓ ଆଶଙ୍କାରରେ ଛାତ୍ରଛାତ୍ରୀ, ଅଭିଭାବକ।କାରଣ ଏହା ଭିତରେ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଲାଣି। ତେଣୁ ହଠାତ୍ ନୂଆ ଢାଞ୍ଚାରେ ଛାତ୍ରଛାତ୍ରୀ କିପରି ନିଜକୁ ପ୍ରସ୍ତୁତ କରିବେ, ନମୁନା ପ୍ରଶ୍ନପତ୍ର ପିଲାଙ୍କ ପାଖକୁ କେବେ ଆସିବ ତାହାହିଁ ବଡ଼ପ୍ରଶ୍ନ। ହେଲେ ସରକାରଙ୍କ ଯୁକ୍ତି, ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର […]

school
ଅବ୍ୟବସ୍ଥା ଘେରରେ ଶିକ୍ଷା ବ୍ୟବସ୍ଥା

ରାୟଗଡ଼ା  : ଅବ୍ୟବସ୍ଥା ଘେରରେ ରାୟଗଡ଼ା ଜିଲା ଡେଗାଲବୁଡୁଣୀ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଗୋଟିଏ ଶ୍ରେଣୀ ଘରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ଉପରେ ଛାତ ଫାଟି ଆଁ କଲାଣି। ରୋଷେଇ ଘରେ କବାଟ ଝରକା ନାହିଁ। ସ୍କୁଲର ପାଇଖାନା, ପରିଶ୍ରାଗାର ଭାଙ୍ଗିରୁଜି ଯାଇଥିବା ପିଲାଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି। ସେପଟେ ସ୍କୁଲର ପାହାଚକୁ ଲାଗି ରହିଥିବା ଖୋଲା କୁଅକୁ ନେଇ ସବୁବେଳେ ଲାଗିରହୁଛି ଚିନ୍ତା। ଏନେଇ କୂଅକୁ ପୋତିବା ସହ […]

  • Saturday, 17 July 2021
fire
NIT ଲ୍ୟାବ୍‌ରେ ଅଗ୍ନିକାଣ୍ଡ

ରାଉରକେଲା  : ରାଉରକେଲା NIT ଲ୍ୟାବ୍‌ରେ ଅଗ୍ନିକାଣ୍ଡ। କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଲ୍ୟାବ୍‌ରେ ଆଜି ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏସି ସଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଲ୍ୟାବ୍ ହଲ୍ ଓ ଆଖପାଖ ରୁମ୍‌ରେ ଧୂଆଁ ଭରି ହୋଇଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଖବର ପାଇବା ପରେ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା। ଏହି ଅଗ୍ନିକାଣ୍ଡ ପରେ ଏନ୍ଆଇଟି […]

Woman Thrashed By Cops
ଯୁବତୀଙ୍କୁ ପିଟିଲା ପୋଲିସ୍‌, ଭାଇରାଲ ହେଲା ମାଡ଼ ଦାଗର ଭିଡ଼ିଓ!

ଭୁବନେଶ୍ୱର: ଯୁବତୀଙ୍କୁ ପୋଲିସର ମାଡ଼ ଅଭିଯୋଗ।  ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ପୋଲିସ ମାଡ଼ରେ ଦୁଇ ଜଣ ଯୁବତୀ ଆହତ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି।  ଆହତ ଯୁବତୀ ସମ୍ପର୍କରେ ଦୁଇ ଭଉଣୀ ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଜମିଜମା ଗଣ୍ଡଗୋଳକୁ ନେଇ ୨ ପରିବାର ମଧ୍ୟରେ ମାଡ଼ପିଟ ହୋଇଥିଲା।  ଗୋଟିଏ ପରିବାରର ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପ୍ରତିପକ୍ଷ ପରିବାରର ଦୁଇ ଯୁବତୀଙ୍କୁ  ଥାନାକୁ ଯିବା ପାଇଁ […]