ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କୁପଓ୍ୱାଡ଼ା ଜିଲ୍ଲାର କେରନ୍ ସେକ୍ଟରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣା ପରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ଆଜିର ଏହି ଘଟଣା ପରେ ଗତ ୨ ସପ୍ତାହ ମଧ୍ୟରେ ୨୧ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାଥାଉ କି, ୨ […]
ଭୁବନେଶ୍ୱର: ରେଲୱେରେ ଚାକିରୀ କରାଇଦେବା ନାଁରେ ଯୁବକଙ୍କଠୁ ଠକେଇ। ଏହି ଘଟଣାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରି ପୋଲିସ୍ ପଚରାଉଚରା ଚଳାଇଛି। ସୂଚନା ଅନୁସାରେ, ରେଳ ବିଭାଗର ଆସିଷ୍ଟାଣ୍ଟ ଗୁଡ୍ସ ଗାର୍ଡ ପଦବୀରେ ଚାକିରି କରାଇଦେବା ନାଁରେ ଯୁବକଙ୍କଠୁ ୪୦ ହଜାର ଟଙ୍କା ନେଇଥିଲା ଭୁବନେଶ୍ୱର ଟଙ୍କପାଣି ରୋଡ଼୍ରେଥିବା ୟୁନିଭର୍ସାଲ ରେଲ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ। ତେବେ ସନ୍ଦେହ ହେବାରୁ ଠକାମିର ଶିକାର ବ୍ୟକ୍ତିମାନେ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ଏହି ଘଟଣା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକକୁ ସବ୍ ଡ଼ିଭିଜନ ଦାବିରେ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଏହି ବନ୍ଦ ପାଳନ କରାଯାଇଥିଲା। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ଆଳି ଓ ରାଜକନିକାର ଦୋକାନ ବଜାର ବନ୍ଦ ରହିଥିଲା। ଏଥିସହ ଯାତାୟତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।
ବାଲେଶ୍ୱର: ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କୁ ଏସିଡ୍ ମାଡ଼। ବାଲେଶ୍ୱରର ସହଦେବଖୁଣ୍ଟା ଥାନା ପୋଲିସ୍ ଲାଇନ୍ ଛକ ଉପରେ ଯୁବତୀଙ୍କୁ ଏସିଡ଼୍ ମାଡ଼ ହୋଇଛି। ଏହି ଘଟଣାରେ ସଂପୃକ୍ତ ୨ଜଣ ଦୁର୍ବୃତ୍ତ ଯୁବତୀଙ୍କ ଉପରେ ଏସିଡ ମାଡ଼ କରି ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ, ଯୁବତୀ ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଏସିଡ଼୍ ମାଡ଼ କରିଥିଲେ। ଏହି ଘଟଣା ପରେ ଯୁବତୀଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରକାଶ ପାଇଲା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ (ଜେଇଇ) ଆଡ଼ଭାନ୍ସଡ଼ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍ jeeadv.ac.in ରେ ରେଜଲ୍ଟ ଜାଣିପାରିବେ। JEE ଆଡ଼ଭାନ୍ସଡ଼ ୨୦୧୮ର Common Rank List (CRL)ରେ ରୁର୍କି ଜୋନର ପ୍ରଣବ ଗୋଏଲ୍ ସାରା ଦେଶରେ ୧ ନମ୍ବର ସ୍ଥାନରେ ରହି ଟପ୍ପର ହୋଇଛନ୍ତି। ସେ ତାଙ୍କର କଠିନ ପରିଶ୍ରମ, ବାପା ମାଙ୍କ ପ୍ରେରଣା ଓ ଶିକ୍ଷକଙ୍କୁ ସେ ତାଙ୍କ ସଫଳତାର ଶ୍ରେୟ ଦେଇଛନ୍ତିା ସେହିପରି ଦିଲ୍ଲୀ ଜୋନ୍ର ମୀନାଲ ପାରଖ CRL 6 […]
ଭୁବନେଶ୍ୱର: ‘ମୋ ପାଇଁ ସବୁ ବିକଳ୍ପ ଖୋଲା ଅଛି।’ ବିଜେଡି ଛାଡ଼ିବା ପରେ ନିଜ ରାଜନୈତିକ ଭବିଷ୍ୟତ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକ୍ ଟିଭି ସହ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ବିଜେପିରେ ଯୋଗ ଦେବା ନେଇ ଏକ ପ୍ରଶ୍ନ ପଚରାଯିବାରେ, ବୈଜୟନ୍ତ କହିଥିଲେ ଯେ, ସେ କେଉଁଠି ଯୋଗଦେବେ ଏଯାଏଁ ମନ ସ୍ଥିର କରିନାହାନ୍ତି। ଏହା ସହିତ କେଉଁ […]
ମୁମ୍ବାଇ: ମହାରାଷ୍ଟ୍ରର ଲଗତପୁରୀ ରେଲୱେ ଷ୍ଟେସନ ନିକଟରେ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ। ମୁମ୍ବାଇ-ହାୱଡ଼ା ମେଲ୍ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଟ୍ରେନ୍ର S-12, S-13 ଓ ପାଣ୍ଟ୍ରି କାର୍ ବଗି ଲାଇନ୍ଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିସହ ଅନେକ […]
ଖୋର୍ଦ୍ଧା: କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ ନେଇ ଯୁକ୍ତ ୩ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବଡ଼କୂଳ ଅଞ୍ଚଳରେ ରହୁଥିବା ସମ୍ପୃକ୍ତ ଛାତ୍ରୀ ଓ ଅଭିଯୁକ୍ତ ପଡ଼ୋଶୀ ପ୍ରକାଶ ଦଳେଇଙ୍କ ମଧ୍ୟରେ ଗତମାସ ବାଲୁଗାଁ ବଜାରରେ ଗଣ୍ଡଗୋଳ ହୋଇଥିଲା। ଘଟଣାରେ ପୋଲିସ ପ୍ରକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ୧୦ ଦିନ ତଳେ […]
ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଫଶିଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଆଜି ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହେବ। ନିଖୋଜ ୫ ଜଣଙ୍କ ମଧ୍ୟରୁ ଗତକାଲି ଜଣକର ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତଦେହଟିକୁ ଚିହ୍ନଟ କରାଯାଇ ପାରିନଥିବାବେଳେ ବାକି ଯୁବକଙ୍କ ସନ୍ଧାନ ମିଳି ପାରିନାହିଁ। ଗତକାଲି ସନ୍ଧ୍ୟା ହେବା ପରେ ସର୍ଚ୍ଚ ଅପରେସନକୁ ବନ୍ଦ ରଖାଯାଇଥିଲା। ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଓଡ଼ିଶା ପୋଲିସ, CISF ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଟେକ୍ନିକାଲ […]
ଭୁବନେଶ୍ୱର : ଓଡ଼ିଶାର ୧୦ଟି ଜିଲ୍ଲାକୁ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ମୁଖ୍ୟତଃ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ସମେତ ରାୟଗଡ଼ା ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି। ସେହିଭଳି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଭାଗକୁ ଆଜି ମୌସୁମୀ ସ୍ପର୍ଶ କରିଛି। ଏବେ ପାଗ ଅନୁକୁଳ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର […]
ଭୁବନେଶ୍ୱର: ନୂଆଦିଲ୍ଲୀର ତୁଗ୍ଲକ୍ ଲେନ୍ର ରାହୁଲ ଗାନ୍ଧୀଙ୍କ ସରକାରୀ ବାସଭବନରେ ଓଡ଼ିଶା ପିସିସିର ଟିମ୍। ଟିମ୍ ନିରଞ୍ଜନ, ଏଆଇସିସି ପ୍ରଭାରୀ ଓ ରାହୁଲ ଗାନ୍ଧୀଙ୍କ ସହ ମାରାଥନ୍ ବୈଠକ ପରେ ପ୍ରକାଶ ପାଇଛି ୩୩ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ। ପିସିସିର ନୂଆ ଟିମ୍ ଗଠନ ହେବା ପରେ ଜିଲାୱାରୀ ଗସ୍ତ, ସାଧାରଣ ସଭା ଓ ଘନଘନ ବୈଠକ ପରେ ବିଭିନ୍ନ ମାପକାଠିକୁ ଆଖି ଆଗରେ ରଖି ବଛା ହୋଇଛନ୍ତି ଜିଲ୍ଲା ମୁଖିଆ। ଆଗାମୀ ନିର୍ବାଚନରେ ଜିଲ୍ଲା […]
ଚୀନ: ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଅ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୀନ ଯାଇଛନ୍ତି ମୋଦି। ଆଜି ଅପରାହ୍ନରେ ମୋଦି କିଙ୍ଗାଦାଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୁଇ ଦେଶର ବାଣିଜ୍ୟ କାରବାରକୁ ନେଇ ତର୍ଜମା ହୋଇଛି। ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ କାରବାରକୁ ଏହି ବୈଠକ ନୂଆ ଦିଶା ଦେବ […]
ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ରଜନୀପାଳ ଗାଁରେ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ। ରଜନୀପାଳ ଗାଁରେ ଦୁଇ ସମ୍ପର୍କୀୟ ଭାଇ ଉତ୍ସବ ବେହେରା ଓ ପଣ୍ଡିତ ବେହେରାଙ୍କ ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଏହାକୁ ନେଇ ଗତକାଲି ଉତ୍ସବ ଓ ପଣ୍ଡିତଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ପଣ୍ଡିତ ଓ ତାଙ୍କ ଦୁଇ ପୁଅ ଉତ୍ସବକୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଉତ୍ସବଙ୍କୁ […]
ନୂଆଦିଲ୍ଲୀ : ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଲେ ଟିମ୍ ନିରଞ୍ଜନ। ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ୩ କାର୍ଯ୍ୟକାରୀ ସଭାପତି ଓ ସଂପାଦକ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଦଳର ସାଂଗଠାନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଗତକାଲି ଓଡ଼ିଶାରୁ ଦିଲ୍ଲୀ ଯାଇଥିଲେ। ଆଲୋଚନା ପରେ ପିସିସିରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏମିତିକି ବୈଠକରେ ପିସିସି କର୍ମକର୍ତ୍ତା ତାଲିକାରେ ମୋହର […]
ଯାଜପୁର: ବୈତରଣୀରେ ଭାସି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଦୁଲାଖାପାଟଣା ନିକଟ ବନ୍ଦାଳ ଗାଁରେ ଏହି ଅଘଟଣ ଘଟିଛି। ମୃତ ନାବାଳକର ବୟସ ୧୪ ବର୍ଷ ହେବ। ତେବେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ତାଙ୍କ ମାଆ। ଆଜି ସକାଳେ ବୈତରଣୀ ନଦୀରେ ଗାଧୋଉ ଥିବା ବେଳେ ନାବାଳକ ଜଣକର ଗୋଡ଼ ଖସି ଯିବା ଫଳରେ ସେ ଭାସି ଯାଇଥିଲେ। ଫଳରେ ପୁଅକୁ ବଞ୍ଚାଇବାକୁ ଯାଇ ମାଆ ଗଭୀର ପାଣି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାନ୍ତସାହିରେ ଜଣେ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ଜଣକ ହେଲେ ରତିକୃଷ୍ଣ ଖୁଣ୍ଟିଆ। ଏ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫେଲ୍ ହେବାରୁ ମାନସିକ ବିଷାଦରେ ରହୁଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରତିକୃଷ୍ଣ ଗତ ରାତିରେ ବାପା ମଳୟ ଖୁଣ୍ଟିଆଙ୍କ ପାଖରେ ଶୋଇଥିଲେ। ରାତିରେ ଉଠି ଘର ଭିତରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା […]
ଭୁବନେଶ୍ୱର: ନିର୍ଦ୍ଧାରିତ ତାରିଖର ୨ ଦିନ ଆଗରୁ ମୌସୁମୀ ଓଡ଼ିଶା ଛୁଇଁ ଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଗତକାଲିଠୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ତେବେ ୪୮ ଘଣ୍ଟାରେ ମୌସୁମୀ ସଂପୂର୍ଣ୍ଣ ଓଡ଼ିଶା ଛୁଇଁବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି […]
ବାରିପଦା: ଜବରଦଖଲକାରୀଙ୍କ କବ୍ଜାରେ ବାରିପଦା ସହର। ସହରର ରାସ୍ତା କଡ଼ରେ ଉଠା ଦୋକାନୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଏଥିସହ ରାସ୍ତା କଡ଼ରେ ବେଆଇନ ପାର୍କିଂ ଲୋକଙ୍କୁ ଅସୁବିଧାରେ ପକାଉଛି। ଫଳରେ ଟ୍ରାଫିକ ସମସ୍ୟା ଲୋକଙ୍କ ଦୈନନ୍ଦୀନ ଜୀବନକୁ ବେଶ୍ ପ୍ରଭାବିତ କରିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନୀ ଆଉ ରାସ୍ତାର ଉପରେ ଥିବା ବିଭିନ୍ନ ଛୋଟ ବଡ଼ ଦୋକାନ ରାସ୍ତାକୁ ବେଆଇନ ଭାବେ କବ୍ଜା କରିବା ଦ୍ୱାରା ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଲୋକଙ୍କୁ ନାହିଁ […]
ଭୁବନେଶ୍ୱର: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥର ପରୀକ୍ଷା ଦେଇଥିଲେ ମୋଟ ୨, ୩୦, ୨୦୬ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ […]
କୋରାପୁଟ: କୋରାପୁଟ ୟୁନିଅନ ବ୍ୟାଙ୍କରେ ୨ କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ଟାଉନ ଥାନାରେ ରିଜିଓନାଲ ହେଡ୍ ଏତଲା ଦେଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜର ଅମ୍ରିତା ପ୍ରିୟଦର୍ଶିନୀ ପାତ୍ର ବିଭିନ୍ନ ଉପାୟରେ ନିଜ ପରିବାର ଓ ସଂପର୍କୀୟଙ୍କ ନାଁରେ ୨ କୋଟିରୁ ଅଧିକ ଟଙ୍କାର ଋଣ ଆକାରରେ ଠକି ନେଇଥିବା ଅଭିଯୋଗ ହୋଇଛି। ଇଣ୍ଟରନାଲ ଅଡିଟରୁ ଏହା ଜଣାପଡ଼ିବା ପରେ ରିଜିଓନାଲ ହେଡ୍ ସୁଶାନ୍ତ ମିଶ୍ର ଥାନାରେ […]