• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

yedi -1
ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା

ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ। ଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ […]

yedu
କର୍ଣ୍ଣାଟକ ହାଇଡ୍ରାମାର ନାଟକୀୟ ଯବନିକା ; ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇଡ୍ରାମାରେ ନାଟକୀୟ ଯବନିକା ପଡ଼ିଛି। ଶପଥ ନେବାର ଦୁଇ ଦିନ ପରେ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା I ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ଇସ୍ତଫା ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଯାଇ ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି ଗୃହରେ ପ୍ରକାଶ କରିଥିଲେ। ସେ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ଗାଁ ଗାଁ ଯାଇ ଲୋକଙ୍କୁ ବୁଝାଇବେ ବୋଲି କହିଥିଲେ। ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ […]

୫୫
ଅଣ୍ଡା,ପଥର, ଗୁଳି ମାରିଲେ ବି କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ବିକାଶ ପାଇଁ କାମ କରିବି: ବୈଜୟନ୍ତ

କେନ୍ଦ୍ରାପଡ଼ା: ଅଣ୍ଡା,ପଥର, ଗୁଳି ମାରିଲେ ବି କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରେ ଆଉ ଏକ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ଅବସରରେ ସାଂସଦ ବୈଜୟନ୍ତ ଏ କଥା କହିଛନ୍ତି । ବୈଜୟନ୍ତ ଆହୁରି କହିଛନ୍ତି, ମୁଁ ବିଜୁବାବୁଙ୍କ ଆଦର୍ଶରେ ଚାଲୁଛି।  ଏହାକୁ କେତେକ ଲୋକ ସହିପାରୁନାହାନ୍ତି। ସାଂସଦ ପାଣ୍ଠିରେ ଗାଙ୍ଗପଡ଼ାରେ ନିର୍ମିତ ଗ୍ରାମ୍ୟ ଉନ୍ନୟନ ଜଳ ପ୍ରକଳ୍ପକୁ ବୈଜୟନ୍ତ ଉଦଘାଟନ କରିଛନ୍ତି । […]

  • Saturday, 17 July 2021
result up
କମିଲା ଯୁକ୍ତ ୨ ବିଜ୍ଞାନ ପାସ୍ ହାର

ଭୁବନେଶ୍ୱର: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର କମ୍ ରହିଛି।  ଗତ ବର୍ଷ ପାସ୍ ହାର ୮୧ ଦଶମିକ ୧୧ ପ୍ରତିଶତ ରହିଥିବା ବେଳେ ଏ ବର୍ଷ ପାସ୍ ରହିଛି ୭୬ ଦଶମିକ ୯୮ ପ୍ରତିଶତ ।  ଏ ବର୍ଷ ୯୫ ହଜାର ୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୭୩ ହଜାର ୨୧୧ ଜଣ ଛାତ୍ରଛାତ୍ରୀ । ଏ ବର୍ଷ ମଧ୍ୟ ପାସ୍ ହାରରେ […]

  • Saturday, 17 July 2021
bus accident
ପାହଡ଼ ଉପରୁ ଖସିଲା ବସ୍ : ୪୨ ମୃତ, ୩୦ରୁ ଅଧିକ ଆହତ

ମନାଲୀ: ହିମାଳଚଳ ପ୍ରଦେଶର କୁଲୁରେ ଆଜି ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଘାଟିରୁ ୨୦୦ ମିଟର ତଳକୁ ଖସିପଡ଼ିବାରୁ ୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ  ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାର ଆଶଙ୍କା ସୃଷ୍ଟି ହୋଇଛି। ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବଞ୍ଜାର ଏସ୍‌ଡିଏମ ଏମ୍‌ଆର ଭରଦ୍ୱାଜ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ […]

  • Saturday, 17 July 2021
yoga
ଆସନ୍ତାକାଲି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ

ରାଞ୍ଚି : ଆସନ୍ତାକାଲି ପଞ୍ଚମ ଆର୍ନ୍ତଜାତିକ ଯୋଗ ଦିବସ। ଯୋଗରେ ଯୋଡ଼ି ହେବ ସାରା ଜଗତ। ଏଥିପାଇଁ ସାରା ଦେଶରେ ଚୁଡାନ୍ତ ହୋଇଛି ପ୍ରସ୍ତୁତି। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଆସନ୍ତାକାଲି ରାଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରାୟ ୩୦ ହଜାର ଲୋକ ମୋଦିଙ୍କ ସହ ଯୋଗ କରିବେ। ମୋଦିଙ୍କ ସମେତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। […]

  • Saturday, 17 July 2021
ls
ଲୋକସଭାରେ ସ୍ଳୋଗାନ୍ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ : ଲୋକସଭାରେ ସ୍ଳୋଗାନ୍ ପ୍ରତିଦ୍ୱନ୍ଦ୍ୱିତା। ନିଜ ନିଜ ଈଶ୍ୱରଙ୍କ ନାଁକୁ ନେଇ ଜପ, ନାରାବାଜି। ସପ୍ତଦଶ ଲୋକସଭା ଆରମ୍ଭରେ ସଦସ୍ୟଙ୍କ ଶପଥପାଠ ବେଳେ ଏଥର ଗୃହରେ ଦେଖିବାକୁ ମିଳିଥିଲା ଏମିତି ବିଚିତ୍ର ଦୃଶ୍ୟ। ଏପରିକି ଶପଥ ପାଠ ଶେଷରେ କେହି କେହି ସଦସ୍ୟ ନିଜ ଦଳର ସୁପ୍ରିମୋଙ୍କ ଜୟଜୟକାର ବି କରିଥିଲେ। ଗଣତନ୍ତ୍ର ମନ୍ଦିରରେ ପ୍ରଥମଥର ପାଇଁ ସଦସ୍ୟଙ୍କ ଶପଥପାଠ ଉତ୍ସବ ବେଳର ଏଭଳି ସ୍ଲୋଗାନ୍ ପ୍ରତିଦ୍ୱନ୍ଦ୍ୱୀତାକୁ ନେଇ ଏବେ ଚର୍ଚ୍ଚା। ଜୟ ଶ୍ରୀରାମ…ଜୟ ମା’ […]

  • Saturday, 17 July 2021
tdp
ବିଜେପିରେ ମିଶିଲେ ଟିଡିପିର ୪ ରାଜ୍ୟସଭା ସାଂସଦ

ହାଇଦ୍ରାବାଦ୍‌ : ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡପି) ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଶକ୍ତ ଝଟ୍‌କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଏହି ୪ ଜଣ ସାଂସଦ ହେଲେ ୱାଇଏସ୍‌ ଚୌଦରୀ, ସିଏମ୍‌ ରମେଶ, ଗାରିକାପୋଆଟି ମୋହନ ରାଓ ଏବଂ ଟିଜି ଭେଙ୍କଟେଶ। ଏହି ୪ ଜଣ ସାଂସଦ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ […]

  • Saturday, 17 July 2021