• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kumar swami-=1
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏଚ୍‌.ଡି. କୁମାରସ୍ୱାମୀ

ବେଙ୍ଗାଲୁରୁ : ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚ.ଡି. କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ କୁମାରସ୍ୱାମୀ ବିଧାନସଭାରେ ବହୁମତ ପ୍ରମାଣ କରିବା ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ଶପଥ ନେବେ। କଂଗ୍ରେସରୁ ମୋଟ ୨୨ଟି ଓ ଜେଡିଏସ୍‌ରୁ ୧୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଆପାତତଃ ସୂଚନା ମିଳିଛି। ତେବେ କାହାକୁ କେଉଁ […]

tutucorin protest
ତାମିଲନାଡୁରେ ପୋଲିସ-ବିକ୍ଷୋଭକାରୀ ରକ୍ତାକ୍ତ ସଂଘର୍ଷ, ଗୁଳିରେ ଟଳିଲେ ୯ ବିକ୍ଷୋଭକାରୀ

ତୁତିକୋରିନ: ତାମିଲନାଡୁର ତୁତିକୋରିନରେ ପ୍ରଦୂଷଣ ସୃଷ୍ଟିକାରୀ ଷ୍ଟେରଲାଇଟ୍ କମ୍ପାନୀକୁ ବିରୋଧ ବେଳେ ପୋଲିସ-ବିକ୍ଷୋଭକାରୀ ରକ୍ତାକ୍ତ ସଂଘର୍ଷ। ପୋଲିସର ଅନ୍ଧାଧୁନ୍ ଗୁଳିରେ ୯ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଆହତ ହୋଇଛନ୍ତି ୪୦ରୁ ଅଧିକ ଲୋକ। ଷ୍ଟେରଲାଇଟ୍ କମ୍ପାନୀକୁ ବନ୍ଦ କରିବା ଦାବିରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସ ଗୁଳିଚାଳନା କରିଥିଲା। ସୂଚନା ଅନୁସାରେ ଷ୍ଟେରଲାଇଟ୍ କମ୍ପାନୀ ବନ୍ଦ କରିବା ଦାବିରେ ଗତ ଶହେ ଦିନ ଧରି ଆନ୍ଦୋଳନ ଚାଲିଥିଲା । ଆଜି ଆନ୍ଦୋଳନକୁ ଶହେ ଦିନ […]

  • Saturday, 17 July 2021
toll
ପୁଣି ତେଜିଲା ସମ୍ବଲପୁର ଟୋଲ ଗେଟ୍ ବିବାଦ

ସମ୍ବଲପୁର : ପୁଣି ତେଜିଲା ସମ୍ବଲପୁର ଟୋଲ ଗେଟ୍ ବିବାଦ। ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେରେ ଥିବା ଟୋଲ ଗେଟ୍‌ରେ ସମ୍ବଲପୁର ରେଜିଷ୍ଟ୍ରେସନ୍ ଗାଡିକୁ ଫ୍ରିରେ ଛାଡିବା ପାଇଁ ସମ୍ବଲପୁର ହାଇେୱେ ୟୁଜର ଦାବି କରିଛି। କିଛି ଦିନ ତଳେ ସେଠାରେ ବହୁ ଗାଡି ମୋଟର ଅନେକ ସମୟ ଧରି ବନ୍ଦ କରାଯାଇଥିଲା। ହେଲେ ପ୍ରଶାସନ ନଶୁଣିବାରୁ ଆସନ୍ତା ୨୬ ତାରିଖରୁ ସେହି ସ୍ଥାନରେ ପୁଣି ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହ ଏ ସମ୍ପର୍କରେ […]

  • Saturday, 17 July 2021
ash
ଭୂଷଣ କାରଖାନାରୁ ନିର୍ଗତ ପାଉଁଶ ହଟାଇବା ଦାବିରେ ଆନ୍ଦୋଳନ

ଝାରସୁଗୁଡ଼ା  : ପାହାଡର ଭ୍ରମ ସୃଷ୍ଟି କରୁଛି କାରଖାନାରୁ ନିର୍ଗତ ପାଉଁଶ ଗଦା। ଝାରସୁଗୁଡା ବଡମାଲ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଥର ଗାଁ ଆଖପାଖରେ କୁଢାଯାଇଛି ଏଭଳି ପାଉଁଶ। ସମ୍ବଲପୁର ଜିଲ୍ଲା ଭୂଷଣ କାରଖାନାରୁ ଶହ ଶହ ଡମ୍ପର ଓ ଟ୍ରକ୍‌ରେ ବୁହା ହୋଇ ଏଠାରେ ଗଦା କରାଯାଇଛି ପାଉଁଶ। ଗତ ୧୫ ଦିନ ହେଲାଣି ପଣ୍ଡରିପଥର, ବେହେରାପାଟ, ସିଂହାବଗାଠାରେ ପାଉଁଶ କୁଢାଯାଉଛି। ଏଥିପାଇଁ ବିରୋଧ ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ବଡମାଲ ଥାନାରେ ଲିଖିତ ଅଭିଯୋଗ କରିବା ସହ […]

  • Saturday, 17 July 2021
sabarimala-temple
ଆଜି ଠାରୁ ୫ ଦିନ ପାଇଁ ଖୋଲା ସାବରିମାଳା ମନ୍ଦିର : ପ୍ରତିଦିନ ୫୦୦୦ ଭକ୍ତଙ୍କ ଦର୍ଶନକୁ ଅନୁମତି

ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରଥମେ ଅନଲାଇନ୍ ବୁକିଂ କରିବାକୁ ପଡିବ ଏବଂ ପ୍ରତିଦିନ କେବଳ ୫ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ଭକ୍ତଙ୍କୁ ସାବରିମାଳା ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି

representational image
ଇଂଜିନିୟରିଂ କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଅଫୁଟା ଗୁଳି ଜବତ

ଭୁବନେଶ୍ୱର : ରାଜଧାନୀରେ ଛାତ୍ର ଗୋଷ୍ଠୀ ସଂଘର୍ଷ। ଏକ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଛି ଗଣ୍ଡଗୋଳ। ଏହି ଘଟଣାରେ ୨ ଛାତ୍ରଙ୍କ ଠାରୁ ୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି। ଗଣ୍ଡଗୋଳ ଖବର ପାଇ କଲେଜରେ ପହଞ୍ଚିଛି ପୁଲିସ। ଗୋଟିଏ ଗୋଷ୍ଠୀର ୨ ଛାତ୍ରଙ୍କୁ ଧରି ଥାନାକୁ ନେଇଛି ପୁଲିସ। ତେବେ ୨ ଛାତ୍ରଙ୍କ ଠାରୁ ୩ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି। ଅନ୍ୟପଟେ ପିସ୍ତଲକୁ ଛାତ୍ର ଫିଙ୍ଗି […]

  • Saturday, 17 July 2021
food park
ଓଡ଼ିଶାରେ ହେବ ୨ ମେଗା ଫୁଡ୍ ପାର୍କ ଓ ୨ ଶୀତଳ ଭଣ୍ଡାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ)ରେ ଓଡ଼ିଶାରେ ୨ଟି ମେଗା ଫୁଡ୍ ପାର୍କ ଓ ୨ଟି ଶୀତଳ ଭଣ୍ଡାର ସମେତ ମୋଟ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ ପିଏମକେଏସୱାଇ ଅଧୀନରେ ଅନେକ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ମୋଟ ୧୦ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରେ […]

  • Saturday, 17 July 2021
nipah virus
ନିପା ଭାଇରସ ମୁକାବିଲା: ଶହେ ନୂଆ ନମୁନା ପରୀକ୍ଷଣ ପାଇଁ ପଠାଗଲା

ନୂଆଦିଲ୍ଲୀ: ନିପା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ନିର୍ଦେଶରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ, ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟରୁ ଏକ ଟିମ କୋଝିକୋଡକୁ ଯାଇଛନ୍ତି । ଟିମ ପହଞ୍ଚିବା ପରେ ପ୍ରାୟ ଶହେ ନୂଆ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟକୁ ପଠାଯାଇଛି। ସେପଟେ କେରଳ ମୁଖ୍ୟ ମନ୍ତ୍ରୀ ପି. ବିଜୟନ କହିଛନ୍ତି ଯେ ସ୍ଥିତି ଉପରେ ନଜର ରଖାଯାଇଛି । ଆଉ ଯେପରି […]

  • Saturday, 17 July 2021
Nipah virus
ନିପା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି; ସ୍ପଷ୍ଟ କଲା କେରଳ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ନିପା ଭାଇରସ୍‌ରେ ସଂକ୍ରମିତ ହୋଇ କେରଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ରକ୍ତ ନମୁନା ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛି କେରଳ ସ୍ୱାସ୍ଥ୍ୟ ବିଭାଗ। ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ବୋଲି କେରଳ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଥିଲା। ତେବେ ମୃତ୍ୟୁ ଘଟିଥିବା ଏହି ପରିବାର ଭାଇରସ୍‌ ସଂକ୍ରମଣର କେନ୍ଦ୍ରସ୍ଥଳୀ ବୋଲି ଜଣାପଡ଼ିଛି। ମୃତକ ମାନେ କେରଳର କୋଝିକୋଡ୍ […]

  • Saturday, 17 July 2021
petrol
୯ ଦିନରେ ୯ଥର ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର।  ସାଧାରଣ ଲୋକଙ୍କ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଲଗାତାର ଭାବେ ନବମ ଦିନ ମଧ୍ୟ ବଢିଲା ପେଟ୍ରୋଲ ଦର। ପେଟ୍ରୋଲ ଦର ଆଜି ୩୦ ପଇସା ବଢିଥିବା ବେଳେ ଡିଜେଲ ୨୬ ପଇସା ବଢିଛି।  ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦର ୭୬ ଟଙ୍କା ୮୭ ପଇସା ଓ ଡିଜେଲ ଦର ୬୮ ଟଙ୍କା ୮ ପଇସା ରହିଛି। ସେହିପରି ଦେଶର ବାଣିଜ୍ୟ ନଗରୀ […]

  • Saturday, 17 July 2021
headmaster in vigilance net
କୋଟିପତି ହେଡ଼୍‌ମାଷ୍ଟର!

ସୁନ୍ଦରଗଡ଼: ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଏଭଳି ଅଭିଯୋଗ ନେଇ ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ୍ ଜଳଙ୍ଗବିରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମଲାଲ ତନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ରାଏବଗା ରୋଡ଼୍‌ରେ ଥିବା ତାଙ୍କର ଦୁଇଟି ଘର, ଶ୍ୱଶୁର ଘର ଓ  ଅଫିସରେ ଚଢାଉ କରିଛି ଭିଜିଲାନ୍ସ। ଏବେ ସୁଦ୍ଧା ପ୍ରଧାନଶିକ୍ଷକଙ୍କ ଘରୁ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।

  • Saturday, 17 July 2021
murder
ପରକୀୟା ପ୍ରୀତି ହେଲା କାଳ; ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ସୋର: ସୋର ବରୁଣସିଂରେ ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ। ପରକୀୟା ପ୍ରୀତି ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ପୋଲିସର ସୂଚନା ଅନୁସାରେ ଜୟଦେବଙ୍କ ହତ୍ୟା ପଛରେ ତାଙ୍କ ପତ୍ନୀ ଓ  ପତ୍ନୀଙ୍କ ପ୍ରେମିକର ହାତ ରହିଛି। ହତ୍ୟା ଅଭିଯୋଗରେ ଖନ୍ତାପଡ଼ା ପୋଲିସ ଗତକାଲି ରାତିରେ ଜୟଦେବଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ ମିତେଶ ପରିଡ଼ାକୁ ଗିରଫ କରିଛି। ସୂଚନାଥାଉ କି, ଗତ ୧୯ ତାରିଖରେ ଜୟଦେବ ରାତିରେ […]

  • Saturday, 17 July 2021
ipl match
ଆଜି ରାତିରେ ଦର୍ଶକ ଏହି ଷ୍ଟାଡ଼ିୟମ୍‌ରେ ମାଗଣା ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ସହ ବିଭିନ୍ନ ପୁରସ୍କାର ମଧ୍ୟ ଜିତିପାରିବେ

ଭୁବନେଶ୍ୱର: ରାଜଧାନୀ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଜି ରାତିରେ ଖେଳାଯିବାକୁ ଥିବା ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ ମ୍ୟାଚ୍‌ ବଡ ସ୍କ୍ରିନରେ ଦେଖି ଷ୍ଟାଡ଼ିୟମର ମଜା ନେଇ ପାରିବେ ଦର୍ଶକ। କିଟ୍ ଷ୍ଟାଡ଼ିୟମରେ ବିସିସିଆଇ ଆଇପିଏଲ ପକ୍ଷରୁ ଏହି ଫ୍ୟାନ୍‌ପାର୍କ ଆୟୋଜନ କରାଯାଇଛି।  ମାଗଣାରେ ଦର୍ଶକମାନେ ଏଠାରେ ବସି ମ୍ୟାଚ୍‌ ଦେଖିବା ସହ ବିଭିନ୍ନ ପୁରସ୍କାର ପାଇ ପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇପିଏଲ ଫ୍ୟାନ୍‌ପାର୍କ ପକ୍ଷରୁ ସୂଚନା […]

  • Saturday, 17 July 2021
jagannath temple
ଶ୍ରୀମନ୍ଦିରରେ CCTV ଜଗିବ ଭିତରକାଠ

ପୁରୀ: ପୁରୀ ଶ୍ରୀମନ୍ଦିରରେ CCTV ଜଗିବ ଭିତରକାଠ। ଶ୍ରୀମନ୍ଦିର ଭିତରକାଠରେ CCTV ଲଗାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।  ଶ୍ରୀଜିଉଙ୍କ ଦର୍ଶନ ବେଳେ ସ୍ଥିତି ଜାଣିବାକୁ CCTV ଲଗାଯିବ। ଶ୍ରୀଜିଉଙ୍କ ନୀତି ବେଳେ CCTV ବନ୍ଦ ରହିବ। ସାଧାରଣ ଦର୍ଶନ ବେଳେ ଏହି ସିସିଟିଭିକୁ ଚାଲୁ କରାଯିବ।  ଭିତରକାଠରେ ଭକ୍ତ-ସେବାୟତ ଗଣ୍ଡଗୋଳ ପରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ। ଅନ୍ୟପଟେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଭକ୍ତଙ୍କୁ ମାଡ଼ ମରାଯିବ ଘଟଣାରେ […]

  • Saturday, 17 July 2021
child theft
ପିଲାଚୋର ଭାବି ନିର୍ଧୂମ ପିଟିଲେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପିଲାଚୋର ଆତଙ୍କ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ବିଭିନ୍ନ ଅଞ୍ଚଳରେ ଉଠିଥିବା ପିଲା ଚୋରି ଅଭିଯୋଗ ପରେ ପୋଲିସ ୫ ଜଣଙ୍କୁ ଅଟକ ରଖି ସେମାନଙ୍କ ସମ୍ପର୍କରେ ତଦନ୍ତ କରୁଛି। ତେବେ କୌଣସି ଅଟକ ଥିବା ବ୍ୟକ୍ତି କୌଣସି ଗ୍ୟାଙ୍ଗ୍ ସହ ସଂପୃକ୍ତ ନ ଥିବା ରାୟଗଡ଼ା ଏସ୍‌ପି କହିଛନ୍ତି। ଗତକାଲି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ବାହାରୁ ଆସିଥିବା ପିଲାଚୋର ଗ୍ୟାଙ୍ଗ୍ ପିଲା ଚୋରି କରୁଥିବା ନେଇ […]

  • Saturday, 17 July 2021
encounter in cuttack
କଟକରେ ପୁଣି ଏନ୍‌କାଉଣ୍ଟର

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। ସଦର ଥାନା ବ୍ରାହ୍ମଣଝରିଲୋରେ ପୋଲିସର ଏନ୍‌କାଉଣ୍ଟରରେ ଯୁଗ ଓରଫ୍ ବସିର ଖାନ୍‌ ଆହତ। ବସିରର ଡାହାଣ ଗୋଡ଼ରେ ଗୁଳି ବାଜିଛି, ଚିକିତ୍ସା ଲାଗି ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଯୁଗଙ୍କୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ଼୍‌ ମିଳିତ ଭାବେ ଚଢ଼ାଉ କରିଥିଲେ। ହେଲେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। ଯୁଗ ନିକଟରୁ ୩ଟି […]

  • Saturday, 17 July 2021
tiger
ପ୍ରଥମ ଥର ଲାଗି କ୍ୟାମେରାରେ ଧରାପଡିଲା ବ୍ଲାକ୍ ପାନ୍ଥର

ଭୁବନେଶ୍ୱର: ଦେଶରେ ପ୍ରଥମ ଥର କ୍ୟାମେରାରେ କଏଦ୍ ହୋଇଛି ବ୍ଲାକ୍ ପାନ୍ଥର ଫଟୋ । ସୁନ୍ଦରଗଡ଼ ହେମଗିରି ବନାଞ୍ଚଳ ଗର୍ଜନପାହାଡ଼ ରେଞ୍ଜରେ କଳାବାଘଟି ମାଆ ସହ ବୁଲୁଥିବା ନେଇ ସ୍ଥାନୀୟ ଲୋକେ  ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ବାଘକୁ ଠାବ କରିବାକୁ ଉଦ୍ୟମ କରିଥିଲା। ୨୦୧୫ରେ ସ୍ଥାନୀୟ ଲୋକେ ଏହି କଳା ବାଘକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ କଳା ବାଘ ଥିବା ନେଇ ସାମାନ୍ୟତମ ଝଲକ […]

  • Saturday, 17 July 2021
modi-sarangi
ପ୍ରତାପ ଷଡ଼ଙ୍ଗୀ ଯେଭଳି ପ୍ରସ୍ତୁତ ହୋଇଥିଲେ ଏବଂ ଉପସ୍ଥାପନ କଲେ, ମୁଁ ନ କହିଥିଲେ ମଧ୍ୟ ଚଳିଥାନ୍ତା : ମୋଦି

ନୂଆଦିଲ୍ଲୀ: ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଗତକାଲି ‘ଧନ୍ୟବାଦ ପ୍ରସ୍ତାବ’ ଆଗତ କରିଥିଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଆଜି ମୋଦି ତାଙ୍କ ବକ୍ତବ୍ୟରେ କହିଥିଲେ, “ଯେତେବେଳେ ଚର୍ଚ୍ଚା ଆରମ୍ଭ ହେଲା, ସଂସଦକୁ ପ୍ରଥମ ଥର ଆସିଥିବା ପ୍ରତାପ ଷଡ଼ଙ୍ଗୀ ତାଙ୍କ ଭାଷଣ ପାଇଁ ଯେଭଳି ଭାବରେ ନିଜକୁ […]

  • Saturday, 17 July 2021