• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Jharafula
ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ଡେମୋ ଦେଖାଇଲେ ବୟଫ୍ରେଣ୍ଡ୍‌

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ। ଗତକାଲି ପୋଲିସ୍‌  ରାକେଶଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା। ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ତା’ର ଡେମୋ କରି ଦେଖାଇଥିଲେ ରାକେଶ। ଏହାପରେ ତାଙ୍କୁ ପୁଣି କୁଆଖିଆ ଥାନାକୁ ଅଣାଯାଇଥିଲା। ରିମାଣ୍ଡର ପ୍ରଥମ ଦିନରେ ରାକେଶଙ୍କୁ ପୋଲିସ୍‌ ଥାନାରେ ପଚରାଉଚରା କରିଥିଲା। ଏହାପରେ […]

Police Commissioner Sudhanshu Sarangi
ମାସକରେ ୧୨୦୭ ଫ୍ରଡ୍ କଲ୍ : ସିପି

ମାସକରେ ୧୨୦୭ ଫ୍ରଡ୍ କଲ୍ ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ ରାଜ୍ୟରେ ମୋଟ ଠକେଇ ହୋଇଛି ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଭୁବନେଶ୍ୱରରେ ୩୬୮ଟି ଫ୍ରଡ୍ କଲ୍ ଦ୍ୱାରା ଅଧ କୋଟି ଟଙ୍କା ଲୁଟ୍  ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା ବ୍ଲକ ହୋଇ ରହିଛି ଭୁବନେଶ୍ୱର: ସାଇବର ଠକେଇ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ‌ଆଜି ଏକ ପ୍ରେସମିଟ୍ କରିଛନ୍ତି। ସାଇବର ହେଲ୍ପ ଡେସ୍କକୁ […]

  • Tuesday, 13 July 2021
kamala-pujari
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର(ଟି.ଗୌରୀଶଙ୍କର): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ତାଙ୍କୁ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗତ ମାସେ ଧରି ଅସୁସ୍ଥ ହେବା ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଅଧିକ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର […]

  • Tuesday, 13 July 2021
sonepur
ଦାରିଦ୍ର୍ୟର କଷାଘାତ ଭିତରେ ପରିବାରର ୩ ଦିବ୍ୟାଙ୍ଗ

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ଗୋଟିଏ ପଟେ ଦାରଦ୍ର୍ୟତା, ଅନ୍ୟପଟେ ପରିବାରରେ ତିନି ତିନି ଜଣ ଦିବ୍ୟାଙ୍ଗ। ଏହି ଭଳି ସ୍ଥିତିକୁ ନେଇ ଚିନ୍ତାରେ ପୂରା ପରିବାର। ଲୁହ ପୋଛିବାକୁ କେହି ନାହାନ୍ତି। ଜଣେ ଜଣକୁ ସାହାଯ୍ୟ କରିବାକୁ ଅକ୍ଷମ। ଏ ଦୁଃଖଦ କାହାଣୀ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସୁବର୍ଣ୍ଣପାଲି ଗାଁର ସଚ୍ଚିକାନ୍ତ ବଗର୍ତ୍ତିଙ୍କ ପରିବାରର। ବର୍ତ୍ତମାନ ଭଗବାନଙ୍କ ଭରସାରେ ପଡ଼ି ରହିଛନ୍ତି ତିନିପ୍ରାଣୀ କୁଟୁମ୍ବ। ଗରିବ ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର କରୁଛନ୍ତି […]

  • Tuesday, 13 July 2021
121943453_3702558863164461_7536466257296732586_n
୫ ବର୍ଷ ପରେ ସ୍ୱାମୀସ୍ତ୍ରୀଙ୍କର ଦେଖାସାକ୍ଷାତ : ଏତେ ଦିନ ପରେ ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହୋଇଗଲେ ମେଦିନପୁର ଅଞ୍ଚଳର ଜୟା ବିବି

ଦୀର୍ଘ ୫ ବର୍ଷର ଅପେକ୍ଷା, ଆଉ ଏବେ ସ୍ୱାମୀସ୍ତ୍ରୀଙ୍କର ଦେଖାସାକ୍ଷାତ ଏତେ ଦିନ ପରେ ସ୍ୱାମୀଙ୍କୁ ଦେଖି ଅମାନିଆ ଲୁହ ବୋଲ ମାନୁନି ଛଳଛଳ ଆଖିରେ ସ୍ତ୍ରୀକୁ ପାଖରେ ପାଇଁ ଖୁସିରେ ଆତ୍ମହରା ସ୍ୱାମୀ ପୁଣି ଥରେ ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହେଲେ ମେଦିନପୁର ଅଞ୍ଚଳର ମହିଳା କଟକ : ୫ ବର୍ଷ ପରେ ପରିବାର ପାଖକୁ ଫେରିଲେ ମହିଳା। ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ମହିଳାଙ୍କୁ ଖୋଜି ପାଇଛନ୍ତି ପରିବାର ଲୋକେ। କଟକ ଚୌଦ୍ୱାର ଅଞ୍ଚଳରେ […]

  • Tuesday, 13 July 2021
school-opening
୧୦ ମାସ ପରେ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର : ୧୦ ମାସ ପରେ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା। ପିଲାମାନେ ଦୀର୍ଘମାସ ପରେ ସ୍କୁଲ୍ ଯାଇ ବେଶ୍ ଉତ୍ସାହିତ ଅଛନ୍ତି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସମସ୍ତ ସ୍କୁଲରେ  କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପିଲାଙ୍କ ଓରିଏଣ୍ଟେସନ କ୍ଲାସ କରାଯାଉଛି। ପିଲାମାନେ ରୋଲ୍ ନମ୍ବର ଜାଣି ନ ଥିବା ବେଳେ ସେମାନଙ୍କୁ ଏ ନେଇ ତଥ୍ୟ ପ୍ରଦାନ କରାଯାଉଛି। କ୍ଲାସ୍ ନେଇ ଟାଇମ୍ ଟେବୁଲ୍ ମଧ୍ୟ ପିଲାଙ୍କୁ […]

142317078_5013717595369184_2890488471238805495_n
ରୋଜଗାରର ନୂଆ ପନ୍ଥା : ଚାକିରିରୁ ଅବସର ପରେ କୁଣ୍ଡରେ ମାଛଚାଷ ଆରମ୍ଭ କଲେ କପିଳ ଚରଣ

ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ ବାୟୋଫ୍ଲକ୍ ମାଛ ଚାଷ ରୋଜଗାରର ରାସ୍ତା ଦେଖାଇଛି ନିଆଳି(ବିନୟ ମିଶ୍ର): ରୋଜଗାରର ନୂଆ ବାଟ ଦେଖାଇଛି ବାୟୋଫ୍ଲକ୍ ମାଛ ଚାଷ। କଟକର କପିଳ ଚରଣ ନାୟକ ଚାକିରିରୁ ଅବସର ପରେ ଗାଁରେ ଆରମ୍ଭ କରିଛନ୍ତି ମାଛଚାଷ। ଘର ଅଗଣାର କୁଣ୍ଡରେ ମାଛ ଚାଷ କରି ସଫଳ ହୋଇଛନ୍ତି। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ କଟକ ଜିଲ୍ଲାରେ ମୁଖ୍ୟତଃ ଧାନ, ପାନ, ମାଛ ଓ ପନିପରିବା […]

  • Tuesday, 13 July 2021
kuladi village
ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗାଁ : ଲୋକଙ୍କ ସମସ୍ୟା ଓ ଦାରିଦ୍ର୍ୟତାର ଫାଇଦା ନେଉଛି ପଡ଼ୋଶୀ ରାଜ୍ୟ

ପାତ୍ରପୁର(ଅଶୋକ ବ୍ରହ୍ମା): ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ଗଂଜାମର ସୀମାନ୍ତବର୍ତ୍ତୀ ଗାଁ। ସମସ୍ୟା ଓ ଦାରିଦ୍ର୍ୟର ଫାଇଦା ନେଉଛି ଆନ୍ଧ୍ର। କେବଳ କୋଟିଅ ନୁହେଁ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଗଂଜାମ ଜିଲା ପାତ୍ରପୁର ବ୍ଲକର ଅନେକ ଗାଁ ଉପରେ ଆନ୍ଧ୍ର କବଜା କରିବାକୁ ବସିଲାଣି। ଆସନ୍ତା ୧୩ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଲୋକଙ୍କୁ ନିଜ ଭୋଟର ଭାବେ ବ୍ୟବହାର କରିବାକୁ ମସୁଧା ଚଳାଇଛି ଆନ୍ଧ୍ର। ଗଂଜାମ ଜିଲା ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତର […]

  • Tuesday, 13 July 2021
Leopard..
କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୬ ଗିରଫ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁରୁ ୩ ଜଣ ଓ ପଙ୍କଳ ସାହିରୁ ଅନ୍ୟ ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ବାର୍‌ହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି। ଗତ ଶୁକ୍ରବାର ଦିନ ବୁଗୁଡ଼ା ବନାଞ୍ଚଳ ମାଣିତର ନଗୁଡ଼ୁ ନିକଟରେ ଶିକାରୀ ବସାଇଥିବା ବାର୍‌ହା ଫାଶରେ ଏହି କଲରାପତରିଆ ବାଘ ପଡ଼ି […]

  • Tuesday, 13 July 2021
italian couple
୩ ବର୍ଷର ଅପେକ୍ଷା ପରେ ଗଞ୍ଜାମର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀୟ ଦମ୍ପତି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଜଣେ ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଇଟାଲୀୟ ଦମ୍ପତି ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ ଗ୍ରହଣ କରିଛନ୍ତି। ସ୍ପେଶାଲ୍‌ ଆଡପସନ୍‌ ଏଜେନ୍ସି ମାଧ୍ୟମରେ ଇଟାଲୀୟ ଦମ୍ପତିଙ୍କ ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ୍ କରାଯାଇଥିଲା। ଏନେଇ ଜାଣିବା ପରେ ଇଟାଲିର ଏହି  ଦମ୍ପତି ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହିଁଥିଲେ। ୩ ବର୍ଷର ଅପେକ୍ଷା ପରେ ଶେଷରେ […]

  • Tuesday, 13 July 2021
prithviraj-harichandan
’ଓଡ଼ିଶାର ଚାଷୀଙ୍କୁ ବିଭ୍ରାନ୍ତ କରି ରାଜନୀତି କରିବା ବନ୍ଦ କର’

ଭୁବନେଶ୍ୱର : ରାଜ୍ୟସଭାରେ ସ୍ୱାମୀନାଥନ କମିଟି ରିପୋର୍ଟ ପ୍ରସଙ୍ଗରେ ବିଜେଡିକୁ ବିଜେପିର ଟାର୍ଗେଟ୍। ପାର୍ଲିଆମେଣ୍ଟରେ ବିଜେଡ଼ି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଥିବା ବିଜେପି ଅଭିଯୋଗ କରିଛି। ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପାର୍ଲିଆମେଣ୍ଟରେ ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ  ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। କଷ୍ଟ ଅଫ ପ୍ରଡ଼କ୍ସନକୁ ନେଇ ସସ୍ମିତ ପାତ୍ର ଦ୍ୱନ୍ଦ ଉଠାଇଥିଲେ, ତେବେ ଏଥିପାଇଁ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି […]

  • Tuesday, 13 July 2021
139724180_1374747546206111_8610181816336001784_n
ଜଣେ ନିଃସ୍ୱାର୍ଥପର ମଣିଷର ତ୍ୟାଗକୁ ସଲାମ୍ ! ଚାକିରି ଛାଡ଼ି ଯୁବକଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଛନ୍ତି ୨୮ବର୍ଷୀୟ ଯୁବକ ସିଲୁ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନଦୀ କୂଳରେ ବାଲିପଠା ଉପରେ ଖୋଲିଛି ଆର୍ମି ବାରାକ୍। ସେନା ପ୍ରଶିକ୍ଷଣ ପାଇଁ ହୋଇଛି ବିପୁଳ ବ୍ୟବସ୍ଥା। ପାରିଶ୍ରମିକ ଦେବାକୁ ପଡ଼ୁନି। ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗରେ ଚାଲିଛି ପ୍ରଶିକ୍ଷଣ। ଚାକିରି ଛାଡ଼ି ନିଜ ଅଂଚଳର ପିଲାଙ୍କୁ ମାଗଣାରରେ ଟ୍ରେନିଂ ଦେଉଛନ୍ତି ସିଲୁ ନାୟକ। ଶିକ୍ଷିତ ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଏବଂ ପୋଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଳା ନାଉଗାଁ ଥାନା ଅନ୍ତର୍ଗତ ଦେବୀ ନଦୀକୂଳରେ ପ୍ରତିଷ୍ଠା କରାଯାଇଛି ମହାଗୁରୁ ବାଟାଲିଅନ। […]

  • Tuesday, 13 July 2021
odisha
ରାଜସ୍ଥାନ ଯାଏ ଲମ୍ବିଛି ମୂର୍ତ୍ତି ଚୋରି ରାକେଟ୍‌ର ଚେର

ବାଲୁଗାଁ(ଶକ୍ତି ମହାପାତ୍ର): ଖୋର୍ଦ୍ଧା ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ୨୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌। ଏହି ମୂର୍ତ୍ତି ଚୋରି ରାକେଟ୍‌ର ଚେର ରାଜସ୍ଥାନକୁ ଲମ୍ବିଥିବା ଜଣାପଡ଼ିଛି। ମାମଲାରେ ବାଣପୁର ପୋଲିସ୍‌ ୪ ଆନ୍ତଃରାଜ୍ୟ ପେସାଦାର ମୂର୍ତ୍ତି ଚୋରଙ୍କୁ ଗିରଫ କରିବା ସହ ୯ଟି ମୂର୍ତ୍ତି ଉଦ୍ଧାର କରିଛି। ଏଥିସହ ୪ଟି ଧାତବ ଅବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତମାନେ ରାଜସ୍ଥାନର ବୋଲି ପୋଲିସ ସୂଚନା ଦେଇଛି। ମାମଲାରେ ଅନ୍ୟ ୨ ଜଣଙ୍କର […]

  • Tuesday, 13 July 2021
mines
ସାରଦା ମାଇନ୍ସକୁ ୨ ହଜାର ୫୬ କୋଟିରୁ ଅଧିକ ଟଙ୍କାର ଜରିମାନା

କେନ୍ଦୁଝର(ପ୍ରଣୟ କୁମାର ପାଣି ): ପରିବେଶ ଅନୁମୋଦନଠାରୁ ଅଧିକ ଖଣି ଖନନ କରିବା ଅଭିଯୋଗରେ ସାରଦା ମାଇନ୍ସକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କାର ଜରିମାନା କରଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ସାରଦା ମାଇନ୍ସକୁ ଯୋଡ଼ା ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି। ଯୋଡ଼ା ଯୁଗ୍ମ ଖଣି ନିର୍ଦ୍ଦେଶାଳୟର ଚିଠି ଅନୁସାରେ ସାରଦା ଖଣି କର୍ତ୍ତୃପକ୍ଷ ପରିବେଶ ମଞ୍ଜୁରୀ ନିୟମର ଉଲ୍ଲଂଘନ କରି […]

  • Tuesday, 13 July 2021
collage (17)
ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ, ଡାକ୍ତରଖାନା ପହଞ୍ଚୁ ପହଞ୍ଚୁ ଚାଲିଗଲା ଜୀବନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା। ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବାରୁ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋଷଲାଙ୍ଗ ଗାଁରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କୋଷଲାଙ୍ଗ ଗାଁର ୬୫ ବର୍ଷୀୟ ବୃଦ୍ଧ କଣ୍ଠ କହଁର ନାମକ ବ୍ୟକ୍ତି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ତେବେ ଗାଁକୁ ରାସ୍ତା ନଥିବାରୁ ପାଖାପାଖି ୨କିଲୋମିଟର ପୂର୍ବରୁ […]

  • Tuesday, 13 July 2021
odisha
ଚାକିରିରୁ ବିଦା ହେଲେ ବରିଷ୍ଠ କିରାଣୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜାଲ୍ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରି କରିବା ଏବଂ ପଦୋନ୍ନତି ପାଇଥିବା ଜଣେ ବରିଷ୍ଠ କିରାଣୀଙ୍କୁ ମାଲକାନଗିରି ଜିଲ୍ଲାପାଳ ଓ୍ୱାଇ ବିଜୟ ଚାକିରିରୁ ବହିଷ୍କୃତ କରିଛନ୍ତି। ବହିଷ୍କୃତ ହୋଇଥିବା କର୍ମଚାରୀ ହେଉଛନ୍ତି ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା। ଖୋଳତାଡ଼ ପରେ ୨୪ବର୍ଷ ତଳେ ହୋଇଥିବା ଏହି ଜାଲିଆତି ସାମ୍ନାକୁ ଆସିଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଲକ୍ଷ୍ମୀପ୍ରିୟାଙ୍କୁ ଚାକିରିରୁ ବିଦା କରାଯାଇଛି। ପ୍ରାୟ ୨୪ ବର୍ଷ ଧରି ସେ […]

  • Tuesday, 13 July 2021
139531945_799991090876146_8195716436512410822_n
କଳିକାଳର କୁଲାଙ୍ଗାର ପୁଅ! ଗାଁ ବୁଲାଇନେବା ବାହାନାରେ ହାଡ଼ଭଙ୍ଗା ଜାଡ଼ରେ ମା’କୁ ରାସ୍ତାକଡ଼ରେ ଛାଡ଼ିଦେଲା

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମା’ ଚାଲ କୁଣିଆ ଯିବା। ଘରେ ବସି ବସି ବିରକ୍ତ ଲାଗିବଣି। ଗାଁ ବୁଲି ଆସିଲେ ଆସିଲେ ତତେ ବି ଭଲ ଲାଗିବ। ମାଡ଼ପିଟ୍ କରୁଥିବା ପୁଅ ମୁହଁରୁ ସରାଗଭରା କଥା ଶୁଣି ଖୁସି ଖୁସି ବାହାରି ପଡ଼ିଲା ମା’। ବୟସର ଅପରାହ୍ନରେ ପୁଅ ମନରେ ଥିବା ଛନ୍ଦକପଟକୁ ବା କିପରି ବୁଝି ପାରିଥାଆନ୍ତା। ହେଲେ ବୁଢ଼ୀ ମା’ର ବିଶ୍ୱାସରେ ବିଷ ଦେଲା ପୁଅ। ବୁଲାଇନେବା ବାହାନାରେ ଶୀତୁଆ ସଞ୍ଜରେ ମାମୁ ଘର ଗାଁ […]

  • Tuesday, 13 July 2021
suicide
’ବକେୟା ଦରମା ନଦେଲେ ଏଇଠି ମରିବି, ମୋ ଶବ ପଡ଼ିଥିବ ଆଉ ମୋ ସ୍ତ୍ରୀ କାନ୍ଦୁଥିବ’

’ଦରମା ନଦେଲେ ଏଇଠି ମରିବି’! ୩ କିମ୍ବା ୪ ଦିନ ଭିତରେ ମୋତେ ଦରମା ନମିଳିଲେ, ବିଡ଼ିଓ ସାର୍ ନିଜେ ଦେଖିବେ ମୋ ଶବ ଏଇଠି ପଡ଼ିଥିବ। ପାଖରେ ମୋର ସ୍ତ୍ରୀ କାନ୍ଦୁଥିବ। ବକେୟା ଦରମା ନପାଇ ଅଭିମାନ ଭରା କଣ୍ଠରେ ଏମିତି କହି କ୍ଷୋଭ ପ୍ରକାଶ କରିଛନ୍ତି ଜଣେ ଜିଆରଏସ୍‌। ଦୀର୍ଘ ୧୦ ମାସ ହେଲା ହେଲା ତାଙ୍କ ଦରମା ବନ୍ଦ କରାଯାଇଛି। ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଦରମା ମିଳୁନି। ବିଡିଓ ବ୍ୟକ୍ତିଗତ ରାଗ […]

  • Tuesday, 13 July 2021
schl
ଅନ୍ଧାରରେ ପିଲାଙ୍କ ଭବିଷ୍ୟତ: ଜଣେ ମାତ୍ର ଖେଳ ଶିକ୍ଷକରେ ଚାଲୁଛି ହାଇସ୍କୁଲ

ଆସିକା (ମନୋଜ ମୁନୀ): କେମିତି ଚାଲିଛି ପାଠପଢା? ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା। ୪୯ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ପଢ଼ାଉଛନ୍ତି। ତେଣୁ ଚିନ୍ତାରେ ଅଭିଭାବକ। ଏପରି ପରିସ୍ଥିତି ଉପୁଜିଛି ଆସିକା ଏନ ଏ ସି ହାଇସ୍କୁଲରେ।  ଏଠି କ୍ରୀଡା ଶିକ୍ଷକ ହିଁ ସ୍କୁଲ ଚଳାଉଛନ୍ତି। ସଭିଏ ପଢିବେ, ସଭିଏଁ ବଢିବେ ନାରା ଯେମିତି ଏଠାରେ ହାସ୍ୟାସ୍ପଦ ମନେହେଉଛି । ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି […]

PRadeep-panigrahi
ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ : ଅଦାଲତରେ ରଦ୍ଦ ହେଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

କଟକ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଯାଇଛି। ଦୀର୍ଘ ସମୟ ଶୁଣାଣି କରି ଏକଥା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ। ମାମଲାର ଆବେଦନକାରୀ ଖୋଦ୍ ଭିଜିଲାନ୍ସ ହୋଇଥିବାରୁ ଏହାକୁ ଖାରଜ କରିଛନ୍ତି ଅଦାଲତ। କୋର୍ଟଙ୍କ ଏହି ରାୟରେ ସାମାନ୍ୟ  ଆଶ୍ୱସ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ […]

duplicate_drinks
ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିର ମାଲିକ, କୋଲ୍ଡ ଡ୍ରିକ୍ସ ନାଁରେ ଭେଜାଲ ସାମଗ୍ରୀ ବିକୁଥିଲେ

ଭୁବନେଶ୍ୱର: ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ। ଭୁବନେଶ୍ୱର ମଞ୍ଚେଶ୍ୱରରୁ ନକଲି ମୃଦୁ ପାନୀୟ ଜବତ ଘଟଣାରେ ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ଆଜି ପୋଲିସ ଗିରଫ କରିଛି। କାରଖାନାରେ ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡର ଭେଜାଲ ମୃଦୁ ପାନୀୟ ତିଆରି ହେଉଥିଲା। ଗତକାଲି ଅତର୍କିତ ଚଢ଼ାଉ କରି ଫ୍ୟା୍କ୍ଟ୍ରି ସିଲ୍ କରିଥିଲା ପୁଲିସ୍‌। ବିଭିନ୍ନ ବ୍ରାଣ୍ଡର କୋଲ ଡ୍ରିଙ୍କସ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ […]

  • Tuesday, 13 July 2021
collage (15)
ଆଳିରେ ମାତିଛନ୍ତି ଏଟିଏମ୍ ଲୁଟେରା. . ସଂକ୍ଷେପରେ ରାଜ୍ୟର ମୁଖ୍ୟ ଖବର ଉପରେ ନଜର ପକାନ୍ତୁ

ଆଳିରେ ମାତିଛନ୍ତି ଏଟିଏମ୍ ଲୁଟେରା ଆଳି: କେନ୍ଦ୍ରାପଡ଼ା ଆଳିରେ ମାତିଛନ୍ତି ଲୁଟେରା। ଦୁଇ ଦୁଇଟି ଏଟିଏମକୁ ତାଡ଼ି ନେଇଛନ୍ତି ଦୁର୍ବୃତ୍ତ। ସ୍ଥାନୀୟ ପତ୍ରପୁର ଓ ନିଆଳହାଟରେ ଥିବା ଦୁଇଟି ଏସବିଆଇ ଏଟିଏମକୁ ତାଡ଼ି ନେଇଛନ୍ତି। ଗ୍ୟାସ୍ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟ୍ ନେଇଥିବା ସନ୍ଦେହ କରାଯାଉଛି। ଏପରିକି ଏଟିଏମ୍ ମେସିନକୁ କାଟିବା ପରେ ଲାଗିଥିବା ସିସିଟିଭିକୁ ନଷ୍ଟ କରି ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ଗତକାଲି ହିଁ ଉଭୟ ଏଟିଏମରେ […]

  • Tuesday, 13 July 2021
madi-asuchi
୧୬ ଜିଲ୍ଲାକୁ ଶୀତ ସତର୍କତା : ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ

ରାଜ୍ୟର ୧୬ଟି ଜିଲ୍ଲାକୁ ଶୀତଲହରୀ ନେଇ ସତର୍କ ସୂଚନା ଜାରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିର ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତଅରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଭୁବନେଶ୍ୱର : ଶୀତରେ ଥରହର ହେଉଛନ୍ତି ରାଜ୍ୟବାସୀ। କିଛି […]

  • Tuesday, 13 July 2021
OTV-KHABAR-aniki-sahajare-
ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର: ଯେକୌଣସି RTOରେ ହୋଇପାରିବ ରେନୱାଲ, ରେଜିଷ୍ଟ୍ରେସନ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି।ଗାଡ଼ିର କାଗଜପତ୍ର ପ୍ରସ୍ତୁତି ଏବେ ଆହୁରି ସହଜ ହେବ। ରେନୱାଲ, ରେଜିଷ୍ଟ୍ରେସନ ଏବେ ରାଜ୍ୟର ଯେକୌଣସି RTOରେ ହୋଇପାରିବ। ଏହାସହ ମାଲିକାନା ଓ ଠିକଣା ପରିବର୍ତ୍ତନ ବି ଆପଣ ନିକଟସ୍ଥ ଯେକୌଣସି RTOରେ କରାଇପାରିବେ। ଏଥଇପାଇଁ ଆଉ ବାରମ୍ବାର ଆରଟିଓ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ପୂର୍ବରୁ ଅନ୍ୟ ଅଞ୍ଚଳରୁ ଆସିଥିବା ଲୋକେ ଗାଡ଼ି କାଗଜପତ୍ର ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ  ପାଖ RTOରେ କାମ କରାଇପାରିବେ। ଡ୍ରାଇଭିଂ […]

  • Tuesday, 13 July 2021
coldrinks
ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ : ବିଭିନ୍ନ ନାମୀ କମ୍ପାନୀର ନାଁ ବଦଳାଇ ବିକ୍ରି କରୁଥିବା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟସାରା ନକଲି କାରବାରର ଚେର। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଯୁଆଡ଼େ ଦେଖିବ, ସିଆଡ଼େ ନକଲି ସାମଗ୍ରୀ। ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍‌ସନ୍‌ରେ ପଡ଼ିଯାଇଛନ୍ତି ଖାଉଟି।  ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। କେଇଟା ଟଙ୍କା ଲୋଭରେ ଲକ୍ଷ ଲକ୍ଷ ଲୋକଙ୍କୁ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି ମରଣ ମୁହଁକୁ ଠେଲି […]

  • Tuesday, 13 July 2021