• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

farmer
ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଅନ୍ନଦାତା ! ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଭାଙ୍ଗିଲାଣି ଚାଷୀର ଧୈର୍ଯ୍ୟର ବନ୍ଧ । ମାସ ମାସ ଧରି ସମସ୍ୟା ସମାଧାନ ହେଉନଥିବାରୁ କିଛି ସ୍ଥାନରେ ଚାଷୀ ଆଜି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଖରିଫ୍ ଧାନ କିଣାରେ ଅବ୍ୟବସ୍ଥା ନେଇ ପୁଳାପୁଳା ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ଓ କଂଗ୍ରେସ୍ । ପାଦେ ଆଗକୁ ଯାଇ ଆସନ୍ତାକାଲି ସମ୍ବଲପୁରେ ବିଶାଳ ଚାଷୀ ସାମବେଶ କରିବା ସହ ଆରଡ଼ିସିଙ୍କ ଅଫିସ୍ ବି […]

  • Tuesday, 13 July 2021
minister
ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା ? ଛୁଟିରେ ଥାଇ ବି ନେଇଛନ୍ତି ମାସ ମାସର ଦରମା

ଖଣିମନ୍ତ୍ରୀଙ୍କ କ୍ଷମତାର ଅପବ୍ୟବହାର! ଅଧ୍ୟାପିକା ବୋହୂଙ୍କୁ ଦେଖାଇଛନ୍ତି ଅହେତୁକ ଅନୁକମ୍ପା! କଲେଜ ନଯାଇ ବି ମାସ ମାସ ଧରି ମନ୍ତ୍ରୀଙ୍କ ବୋହୂ ଉଠାଇଛନ୍ତି ଦରମା ଆରଟିଆଇ ତଥ୍ୟରୁ ମିଳିଛି ସାଂଘାତିକ ପ୍ରମାଣ ଯାହାକୁ ନେଇ ଏବେ ବିବାଦରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ( ବିଦ୍ୟାଧର ବରାଳ) : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ଖୋଲିଛି କାମାକ୍ଷାନଗର କଲେଜରେ ଦୁର୍ନୀତିର ନୂଆ ଗୁମର । ଖୋଦ୍ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ […]

  • Tuesday, 13 July 2021
lekhashree
ଧାନ କିଣା ସମସ୍ୟାକୁ ନେଇ ଆନ୍ଦୋଳନ, କାଲି ପଶ୍ଚିମାଞ୍ଚଳ ଆରଡ଼ିସି ଅଫିସ୍ ଘେରାଉ କରିବ ବିଜେପି

ଭୁବନେଶ୍ୱର : ରାଜ୍ୟରେ ଧାନ କିଣାରେ ସମସ୍ୟାକୁ ନେଇ ବିଜେପି କରିବ ଆନ୍ଦୋଳନ । ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ରାସ୍ତା ଅବରୋଧ ଓ ଦାବି ସତ୍ତ୍ୱେ ମଣ୍ଡିଗୁଡ଼ିକରେ ଧାନ କିଣା ଯାଉନଥିବାରୁ ବିଜେପି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି  । ଆସନ୍ତାକାଲି ସମ୍ବଲପୁରରେ ପଶ୍ଚିମାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେବେ ବିଜେପି ନେତା ଓ କର୍ମୀ । ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ରର ସାଂସଦ, ୩୫ଟି ବିଧାନସଭା […]

  • Tuesday, 13 July 2021
business man
ରାସ୍ତା ମଝିରୁ ବ୍ୟବସାୟୀଙ୍କୁ କିଡ୍‌ନାପ୍‌

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡଙ୍କୁ ଶନିବାର ସନ୍ଧ୍ୟାରେ କେହି ଅପହରଣ କରି ନେଇଛନ୍ତି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ବୀରମିତ୍ରପୁର ଥାନାରେ ଏତଲା ଦିଆଯାଇଛି। ଗତ ସନ୍ଧ୍ୟାରେ ପ୍ରଦୀପ ବିଜାବାହାଲରେ ଥିବା କ୍ରସରରୁ ଘରକୁ ଫେରୁଥିଲେ। ଏହି ସମୟରେ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ରାଜପଥଠାରୁ ୨୦୦ ମିଟର ଦୂରରୁ ପ୍ରଦୀପଙ୍କ କାର୍‌ ମିଳିଛି। କାର୍‌ରୁ ତାଙ୍କ ମୋବାଇଲ୍ ଫୋନ୍ ଓ ଗୋଟିଏ […]

  • Tuesday, 13 July 2021
7am-puri
ହଟିବ କଟକଣା, କାଲି ଠାରୁ ବିନା କୋଭିଡ଼୍ ରିପୋର୍ଟରେ କାଳିଆ ଦର୍ଶନ

ପୁରୀ (ମଧୁସୁଦନ ମିଶ୍ର) : ଆଉ ମାତ୍ର ଦିନକର ବ୍ୟବଧାନ, ବିନା କୋଭିଡ଼୍ ରିପୋର୍ଟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ । ବଡଠାକୁରଙ୍କ ଦର୍ଶନ ନପାଇ ଆସନ୍ତାକାଲି ଠାରୁ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରି ଯିବନି ।  ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସଓପି ମାନି ଭଗବାନଙ୍କ ନିକଟକୁ ଯାଇପାରିବେ ଶ୍ରଦ୍ଧାଳୁ  । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବରୁ ଦର୍ଶନ ପାଇଁ କୋଭିଡ଼ […]

odia-puanku-guru-daitya
ଦେଶରେ ବଢ଼ୁଛି ଓଡ଼ିଆଙ୍କ ପତିଆରା, ଏଲଆଇସି MD ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର : ଦେଶରେ ବଢ଼ିବାରେ ଲାଗିଛି ଓଡ଼ିଆଙ୍କ ପତିଆରା । ବଡ଼ ବଡ଼ ପଦବୀରେ ଓଡ଼ିଆ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ରୂପରେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ଭାବେ ଚୟନ ହେବାର ଘୋଷଣାର ଦିନକ ପରେ ଆଉ ଏକ ଗୌରବାନ୍ୱିତ କଲାପରି ଖବର ମିଳିଛି । ଦେଶର ସର୍ବବୃହତ୍ତ ବୀମା କଂପାନି ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ […]

  • Tuesday, 13 July 2021
collage (7)
ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର ପାରାଦ୍ୱୀପ(ରମାକାନ୍ତ ନାୟକ) : ରାଗରେ ପୋଲିସ ଗାଡି ଉପରେ କୋଇଲା ବୋଝେଇ ଟ୍ରକ ଚଢାଇ ଦେଲା ଡ୍ରାଇଭର । ଫଳରେ ପିସିଆର ଗାଡ଼ି ଓ ଗୋଟିଏ ବାଇକ କ୍ଷତିଗ୍ରସ୍ତ ହୋଇଛି । ଟ୍ରକ ଡ୍ରାଇଭରକୁ ପାରାଦ୍ୱୀପ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଦୋଛକିରେ ଭିଡ ନିୟନ୍ତ୍ରଣ କରୁଥିବା ବେଳେ କଟକ-ପାରାଦୀପ ପଟୁ ଆସୁଥିବା କୋଇଲା ବୋଝେଇ ଟ୍ରକ […]

patato
ପ୍ରକୃତିର ଚମତ୍କାର ! ଗୋଟିଏ ଗଛରେ ଦୁଇ ପ୍ରକାର ଫଳ, ଆଳୁ ଗଛରେ ଫଳିଛି ଟମାଟୋ

ପାରାଦ୍ୱୀପ (ରମାକାନ୍ତ ନାୟକ) : ପ୍ରକୃତିର ଚମତ୍କାର । ଆଳୁ ଗଛରେ ଫଳିଛି ଟମାଟୋ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଲଗାଯାଇଥିବା ୩ଟି ଆଳୁ ଗଛ ମଧ୍ୟରୁ ଗୋଟିକରେ ଉଭୟ ଆଳୁ ଓ ଟମାଟୋ ଫଳିଛି ।  ଅର୍ଥାତ୍ ମାଟିତଳେ ଆଳୁ ଫଳିଥିବା ବେଳେ ଗଛର ଦୁଇଟି ଶାଖାରେ ଦୁଇ […]

  • Tuesday, 13 July 2021
corona-tika
ଏବେ ମନାକଲେ ପରେ ମାଗଣାରେ ମିଳିବନି କରୋନା ଟିକା

ଭୁବନେଶ୍ୱର : ପରେ ମାଗଣାରେ ମିଳିବନି କରୋନା ଟିକା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି । ହେଲେ ଏବେ କିଛି  ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଛନ୍ତି ।  ବର୍ତ୍ତମାନ  ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ […]

sulia-ptha
ଶୁଲିଆ ପୀଠରେ ପୁଣି ପଡ଼ିଲା ବଳି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । କରୋନା କଟକଣା ଭିତରେ ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ବଳି ପଡ଼ିଛି । ବଡ଼ଖଳା ଓ ସାନଖଳାରେ ମାନସିକଧାରୀ ବଳି ପକାଇଛନ୍ତି । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ପଡ଼ିଛି ବଳି । ପରମ୍ପରା ଅନୁସାରେ ପୂଜା ପାଠ ପରେ ପ୍ରଥମେ ପାଟ ବୋଦାକୁ ବଳି ଦିଆଯାଇଛି । ତା ପରେ ମାନସିକଧାରୀମାନେ ନିଜେ ଆଣିଥିବା ପଶୁ ପକ୍ଷୀ […]

  • Tuesday, 13 July 2021
collage (6)
ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା, ଧାନ ମଣ୍ଡିରେ ଅବ୍ୟବସ୍ଥା . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ମୟୂରଭଞ୍ଜ : ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର କଳମଗାଡ଼ିଆ ପଞ୍ଚାୟତ ନାକଚିଡା ଗାଁରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ରାସ୍ତା ଭଲ ନଥିବାରୁ ଗାଁକୁ ୧୦୮ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ଅଣାଯାଇଥିଲା । ୧୦୮ ଆମ୍ବୁଲାନ୍ସରେ ଆଣି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି ।  ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା […]

  • Tuesday, 13 July 2021
1pm-usuna-cauala
ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର

ଭୁବନେଶ୍ୱର : ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡ଼ି । ପ୍ରେସମିଟ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ । ଓଡ଼ିଶାରୁ ଉତ୍ପାଦନ ଉଷୁନା ଚାଉଳର ମାତ୍ର ୫୦ ପ୍ରତିଶତ ନେବ କେନ୍ଦ୍ର । ୨୦୧୯-୨୦ରେ ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ  ରବିରେ ୭୦ […]

  • Tuesday, 13 July 2021
accident
ଟ୍ରାକ୍ଟରକୁ ପିଟିଲା ଟ୍ରଲର : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ପାଳଲହଡ଼ା : (ରବି ନାରାୟଣ ପ୍ରଧାନ) : ଟ୍ରାକ୍ଟରକୁ ପିଟିଲା ଟ୍ରଲର । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଝିମିରିପାଲି ନିକଟରେ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଦୃତ ଗତିରେ ଯାଉଥିବା ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି । ଫଳରେ  ଟ୍ରାକ୍ଟରରେ ବସି ଯାଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଗୋଡ଼ାପଦା ଗାଁର […]

  • Tuesday, 13 July 2021
coronavirus
କମୁଛି ସଂକ୍ରମଣ, ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଲଗାତାର ଚତୁର୍ଥ ଦିନ ପାଇଁ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହିଛି ।  ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୫ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  […]

  • Tuesday, 13 July 2021
amanianku-jagiba-cctv
ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା

ଭୁବନେଶ୍ୱର( ଅତୁଲ୍ୟ ବାଉତ) : ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା । ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ । ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଏହି କ୍ୟାମେରା ଲଗାଯିବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର । ପରିବହନ କମିଶନର ସଂଜୀବ ପଣ୍ଡା କହିଛନ୍ତି,  ଏଥିପାଇଁ ଟେଣ୍ଡର ଆବେଦନ ଶେଷ […]

winter
୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ନାହିଁ, କେଉଁ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ?

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ହେବନାହି ।  ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ରହିବ। ତେବେ ଏହାପରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୪ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୨ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ । ଝାରସୁଗୁଡ଼ା ଓ କନ୍ଧମାଳ […]

  • Tuesday, 13 July 2021
Live-loot
ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ, ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ଲୁଟେରା

କେନ୍ଦ୍ରାପଡା(ମନୋଜ କୁମାର ସ୍ୱାଇଁ)  : ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ । କେନ୍ଦ୍ରାପଡ଼ା ବଣିଆମାଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଗଲା ଲୁଟେରା ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଖୋଳତାଡ କରୁଛି । ଅଭିଯୋଗ ଅନୁସାରେ, ବଳଭଦ୍ର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ସମବାୟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ।  ରାସ୍ତାରେ ବାଇକ୍ ରଖି କଥା ହେଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ନେଇ ଫେରାର […]

  • Tuesday, 13 July 2021
134109353_3820168034670336_8861673869264240414_n
ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ, ଘରୁ ତଡ଼ିଦେଲେ ପୁଅବୋହୂ

ସୋର (ଶଶିକାନ୍ତ ବେହେରା) : ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ । ଜୀବନର ସଞ୍ଜ ନଇଁ ଆସିଛି ।  ବଳ ବୟସ ଚାଲିଗଲାଣି । ଅଣ୍ଟା ସଳଖି ଛିଡ଼ା ହେବା କଷ୍ଟକର । ଯେଉଁ ବୟସରେ ବୋହୂ ପରସା ଖାଇ ଘରେ ନାତିନାତୁଣୀଙ୍କ ସହ ଖେଳିବା କଥା, ସହି ସମୟରେ ବୁଢ଼ା ବରଗଛ ପାଲଟିଛି ସାହାଭରସା ।  ପରିଣତ ବୟସରେ ଅଲୋଡା ହୋଇପଡିଛନ୍ତି ବାପା ମାଆ । ରକ୍ତକୁ ପାଣି କରି ଗଢ଼ିଥିବା ସୁନାର ସଂସାର […]

  • Tuesday, 13 July 2021
news_210116_COLOUR_CAULI_FLOWER_PKG_SK
ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା, ଚାଷୀ ଉତ୍ତମ ସାହୁଙ୍କ ଭିନ୍ନ ପ୍ରୟାସ

ବଣାଇ (ରଞ୍ଜିତ ଚୌଧୁରୀ)  : ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା । ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କିନ୍ତୁ ଧଳା ସବୁଜ ସହ ହଳଦିଆ ଓ ବାଇଗଣୀ ରଙ୍ଗର କୋବି ଚାଷ କରି ଚର୍ଚ୍ଚାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ । ଭିନ୍ନ ରଙ୍ଗର କୋବି ଦେଖିବାକୁ ସବୁଦିନ ତାଙ୍କ ବାଡ଼ିରେ ଲୋକଙ୍କ ଗହଳି ଲାଗୁଛି । ଯିଏ ଦେଖୁଛି ଘଡ଼ିଏ ଚାହିଁ ରହୁଛି । ଏବେ […]

  • Tuesday, 13 July 2021
collage (3)
ରାସ୍ତା ନଥିବାରୁ ଅସୁସ୍ଥ ବୃଦ୍ଧାଙ୍କୁ ତିନି କିଲୋମିଟର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

ରେଳଧରଣାରେ କାମ କରୁଥିବା ବେଳେ ଛିଣ୍ଡିଲା ବିଦ୍ୟୁତ ତାର, ଶ୍ରମିକ ଗୁରୁତର ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ

  • Tuesday, 13 July 2021
bbsr-vaccine
କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ, ସଫେଇ କର୍ମଚାରୀ ବିରଞ୍ଚି ନାଏକଙ୍କୁ ଦିଆଗଲା ପ୍ରଥମ ଟିକା

ଭୁବନେଶ୍ୱର : ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ । କୋଭିଡ ଯୁଦ୍ଧର […]

hacked to death
ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ

ସୁନ୍ଦରଗଡ଼ : ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ। ଦୁଇଟି ମୃତଦେହକୁ ଅଟକ ରଖିଛନ୍ତି ଲୋକେ । ସୁନ୍ଦରଗଡ଼ ତଳସରାରେ ଏଭଳି କିଛି ଘଟଣା ଘଟିଛି । ଗତକାଲି ଦୁଇ ବାଇକ୍ ଆରୋହୀଙ୍କୁ ଏକ ବୁଲେରୋ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ  ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ […]

  • Tuesday, 13 July 2021
supreme court
ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା : ଘଟଣାର ସିବିଆଇ ତଦନ୍ତ ଦାବିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲେ ନାବାଳିକାଙ୍କ ମା’

ନୟାଗଡ଼ : ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା । ନ୍ୟାୟ ପାଇବା ଆଶାରେ ନାବାଳିକାଙ୍କ ମାଆ ସୁୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।  ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ SIT ତଦନ୍ତ କରୁଛି । ଏସଆଇଟି ତଦନ୍ତ ଉପରୁ ଆସ୍ଥା ଉଠିବା ପରେ ଘଟଣାର ସିବିଆଇ ତଦନ୍ତ ଦାବିରେ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମାଆ । ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଆଇଟି । ତେବେ ଏଥିରେ ପ୍ରଥମ […]

  • Tuesday, 13 July 2021
brain-maping
ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲା : ବ୍ରେନ୍ ମ୍ୟାପିଂ ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କଲା ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ନାବାଳକ ଅଭିଯୁକ୍ତ ଅମଙ୍ଗ ହେଉଛି । ଆଉ ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କରି ଦେଇଛି ଅଭିଯୁକ୍ତ । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ନାବାଳକ ଅଭିଯୁକ୍ତ । ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି […]

TALENTED-GIRL
କୁନି ଓଠରେ ଶିବ ତାଣ୍ଡବ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ପ୍ରତିଭା କେବେ ଲୁଚି ରହେନା । କଅଁଳ ବୟସରେ କମାଲ କରୁଛନ୍ତି ବାଲେଶ୍ୱର କୁନି ଝିଅ ଅୟାନା ରାଉତରାୟ । ବୟସ ତାଙ୍କର ମାତ୍ର ୮ ବର୍ଷ, କିନ୍ତୁ ମନେ ରଖିଛନ୍ତି ଏକାଧିକ ଶ୍ଲୋକ ଓ ମନ୍ତ୍ର ।  ଅନର୍ଗଳ ଭାବେ ଗାଇ ପାରୁଛନ୍ତି ଶିବ ତାଣ୍ଡବ, ବିନାୟକଙ୍କ ଶ୍ଲୋକ ସମେତ ଅନେକ କିଛି । ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଗାଇ ସମସ୍ତଙ୍କୁ ଚକିତ କରିଛନ୍ତି  । ଇଣ୍ଟରନେଟ୍ […]

  • Tuesday, 13 July 2021