• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kotia
କୋଟିଆରେ ଆନ୍ଧ୍ର ଭୋଟ୍;‌ ୩ ଗାଁରୁ ଛିଡ଼ା ହେଲେ ୧୫ ଜଣ

ଜୟପୁର(ଟି.ଗୌରୀଶଙ୍କର): ଧିରେ ଧିରେ ଆନ୍ଧ୍ର-ଓଡ଼ିଶା ବିବାଦ ଅଧିକ ଜଟିଳ ହେଉଛି। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଓଡ଼ିଶାର ତଳଗଞ୍ଜେଇପଦରର ନୂଆ ନାଁ ଆନ୍ଧ୍ର ଗଞ୍ଜେଇବାଦ୍ରା ଦେଇ ଏଠାରୁ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ଜଣ ସରପଞ୍ଚ, ୧୦ ଜଣ […]

  • Tuesday, 13 July 2021
Dharmendra Pradhan
ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ : ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ ରାଜ୍ୟର ଭୌଗୋଳିକ ସୀମାକୁ ସୁରକ୍ଷିତ କରିବା ଆମ ଦାୟିତ୍ୱ ଆନ୍ଧ୍ର ହେଉ ବା ଅନ୍ୟ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ତିକ୍ତତା ଆଣୁଛି ଆମ ଭୌଗୋଳିକ ସୀମାରେ ପଶି କାଲି ଆନ୍ଧ୍ର ନିର୍ବାଚନ କରିବା ଚିନ୍ତାର ବିଷୟ ମାତୃଭୂମି ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବାକୁ ମିଳିତ ପ୍ରୟାସ କରିବା ଉଚିତ୍ ଭୁବନେଶ୍ୱର: ’ନେଡିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ […]

  • Tuesday, 13 July 2021
koraput collector
ବଦଳିଲେ କୋରାପୁଟ ଜିଲ୍ଲାପାଳ

ଜୟପୁର: କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଛି। କଟକ ପିଡି ଡିଆର୍‌ଡିଏ ମହମ୍ମଦ ଅବଦାଲ ଅଖତରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଘଟଣା ପରେ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ମଧୁସୂଦନ ମିଶ୍ରଙ୍କୁ ଏବେ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ତାଙ୍କୁ ଜଙ୍ଗଲ ଓ ପରିବେଶ […]

  • Tuesday, 13 July 2021
anganabadi
ବିପଦସଙ୍କୁଳ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ପିଲାଙ୍କୁ ପଠାଇବାକୁ ଭୟ କରୁଛନ୍ତି ଅଭିଭାବକ

କେନ୍ଦ୍ରାପଡା( ମନୋଜ ସ୍ୱାଇଁ) :କୁନି କୁନି ଶିଶୁଙ୍କ ବୌଦ୍ଧିକ ବିକାଶ ସାଙ୍ଗକୁ ମୌଳିକ ଶିକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଅଙ୍ଗନୱାଡି କେନ୍ଦ୍ରର ବ୍ୟବସ୍ଥା ହୋଇଛି।  ହେଲେ ଅଙ୍ଗନୱାଡି କେନ୍ଦ୍ରର ପ୍ରକୃତ ଅବସ୍ଥା ଦେଖିଲେ ଜଣାପଡୁଛି ସରକାରଙ୍କ ଆନ୍ତରିକତା।  କେଉଁଠି କେନ୍ଦ୍ର ଘର ଅଧା ପଡିଛି ତ ଆଉ କେଉଁଠି ଭଙ୍ଗା ଚାଳ ଘରେ ଅସୁରକ୍ଷିତ ଅବସ୍ଥାରେ ପଢୁଛନ୍ତି କୋମଳମତି ଶିଶୁ। ଚାଳ କଣା ହୋଇ ଖରା ପଡୁଛି। ପରିଥିନ୍ ଜରି ଫାଟି ଠାଏ ଠାଏ କଣା […]

  • Tuesday, 13 July 2021
deadbody found
ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମୃତଦେହ ନିକଟରୁ ଛୁରୀ, ଗ୍ଲୋଭସ୍ ମିଳିଛି। ଏ ସବୁକୁ ତଦନ୍ତ ଲାଗି ଫୋରେନସିକ୍ ଟିମ୍ ସଂଗ୍ରହ କରିଛି। […]

  • Tuesday, 13 July 2021
Jharaphula death case
ଝରାଫୁଲ ମୃତ୍ୟୁ ରହସ୍ୟ; ପୋଲିସ୍‌ ହାତରେ ଲାଗିଲା ନୂଆ ସୁରାକ୍

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍‌ ହାତରେ ନୂଆ ସୁରାକ୍‌ ଲାଗିଛି। ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଯାଜପୁର ପୋଲିସ ଏକ ସ୍କୁଟର ଜବତ କରିଛି। ଜବତ ହୋଇଥିବା ଏହି ସ୍କୁଟରଟି ରାକେଶଙ୍କର ବୋଲି ଜଣାପଡ଼ିଛି। ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ। ଅନ୍ୟପକ୍ଷେ, ଅଭିଯୁକ୍ତ ରାକେଶ […]

rathajatra
ଆଉ ଏକ ରଥଯାତ୍ରା ଆସିଲାଣି:ଏଯାଏଁ ଖଞ୍ଜା ହୋଇପାରିଲାନି ତିନି ରଥ

ପୁରୀ (ମଧୁସୂଦନ ମିଶ୍ର): ଗତ ବର୍ଷ ରଥଯାତ୍ରାରେ ଯେଉଁ ରଥ ତିଆରି ହୋଇଥିଲା, ସେହି ତିନି ରଥକୁ ସଂଗ୍ରହାଳୟରେ ରଖିବାକୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେତେବେଳେ କୁହାଯାଇଥିଲା, ଯେହେତୁ ଭକ୍ତମାନେ ପୁରୀ ଆସି ରଥଯାତ୍ରା ଦେଖିପାରିନାହାନ୍ତି, ସେଥିପାଇଁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ୩ ରଥକୁ ରଖାଯିବ। ଏହା ଦ୍ୱାରା ଭକ୍ତମାନେ ୩ ରଥକୁ ଦେଖିପାରିବେ କିନ୍ତୁ ବିଡମ୍ବନା, ସେ ରଥଯାତ୍ରା ଯାଇ ଆଉ ଏକ […]

  • Tuesday, 13 July 2021
andhra-nirbachana
ବାରଣ ସତ୍ତ୍ୱେ ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ:ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ

କୋରାପୁଟ: ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତରେ ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗ୍ରହଣ ଆରମ୍ଭ ସାରିଛି । ଆନ୍ଧ୍ର ବିଜିୟନଗରମ ଜିଲ୍ଲା ପ୍ରଶାସନ ପଟୁସିନେରିକୁ ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି। ଏହି ଗାଁରେ ୧୦୨୫ ଜଣ ଭୋଟରଙ୍କ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ବୁଥ୍ ବ୍ୟବସ୍ଥା କରିଛି। କୋରାପୁଟ ଜିଲ୍ଲାରେ ଥିବା ପଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି। ଏଥିରେ ରହିଛି […]

  • Tuesday, 13 July 2021
marriage
ଇଏ ସେହି ମୁଣ୍ଡବିହୀନ ମହିଳା: ଆସିଲା ବିବାହ ବେଳର ଫଟୋ

ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ କଟାମୁଣ୍ଡ ମିଳିଲା ପରେ ରହସ୍ୟ ଉପରୁ ଉଠିଲା ପରଦା। ତ୍ରିକୋଣୀୟ ପ୍ରେମ କାହାଣୀରୁ ବିବାଦ ଉପୁଜିଥିଲା, ଏବଂ ପ୍ରତିଶୋଧପରାୟଣ ହୋଇ ପ୍ରଥମେ ତଣ୍ଟି ଚିପି ମାରିବା ପରେ ମୁଣ୍ଡ କାଟ କରିଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡର ୭ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ୍। ପ୍ରେସମିଟରେ ହତ୍ୟା ରହସ୍ୟର ଖୁଲାସା କଲେ ସୁଧାଂଶୁ ଷଡ଼ଙ୍ଗୀ। ମୁଣ୍ଡ ମିଳିବା ପରେ କମିଶନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି।  ମୃତ ମହିଳା ଜଣକ […]

cp-pressmeet
ମୁଣ୍ଡକାଟ ରହସ୍ୟର ଖୁଲାସା: ବିବାହ ବିବାଦରୁ ହୋଇଛି ହତ୍ୟାକାଣ୍ଡ, ପ୍ରଥମେ ତଣ୍ଟି ଚିପିବା ପରେ ମୁଣ୍ଡ କାଟିଥିଲା ଅଭିଯୁକ୍ତ

ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟିଲା। ପ୍ରେସମିଟରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ କଟାମୁଣ୍ଡର ଅବଶେଷ ଜବତ କରିଛି ପୋଲିସ। ମୃତ ମହିଳା ଜଣକ ପୁଷ୍ପଲତା ରାଉଳ ଏବଂ ତାଙ୍କର ବୟସ ୨୮ ବୋଲି ଜଣାପଡ଼ିଛି, ତାଙ୍କ ଘର […]

  • Tuesday, 13 July 2021
sunamuhin dam
ଖଣ୍ଡପଡାର ସୁନ୍ଦରୀ ସୁନାମୁହିଁ : ଡ୍ୟାମ ନିକଟସ୍ଥ ପ୍ରାକୃତିକ ଶୋଭାରାଜି ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି କିରଣ ଦର୍ଶକଙ୍କ ମନ ମୋହୁଛି

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ସୁନାମୁହିଁର ସୌନ୍ଦର୍ଯ୍ୟରେ ବିମୋହିତ ଦର୍ଶକ।ଏହି ସ୍ଥାନ ପ୍ରକୃତିର ଅସାଧାରଣ ଅପରୂପ। ବିଦେଶର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାର ଏକ ଅଳ୍ପ ପରିଚିତ ପର୍ଯ୍ୟଟନସ୍ଥଳୀ। ସାଧାରଣତଃ ଆମେ କୌଣସି ସୁନ୍ଦର ଛବି ଦେଖିଲେ ମନରେ ପ୍ରଶ୍ନ ଉଠେ, ସତରେ କ’ଣ ଦୁନିଆର ଏମିତି ସ୍ଥାନ ଅଛି। ନା ଚିତ୍ରକରର ଏହା କଳ୍ପନା ମାତ୍ର । ହେଲେ ମନରେ ଏପରି ପ୍ରଶ୍ନ ଉଙ୍କି ମାରୁଥିଲେ କ୍ଷଣିକରେ […]

  • Tuesday, 13 July 2021
Bhubaneswar
ଓଡ଼ିଶାରେ ରେଲ୍‌ୱେ ପ୍ରକଳ୍ପ ପାଇଁ କେନ୍ଦ୍ର ଘୋଷଣା କଲା ଅନୁଦାନ

ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରାଯିବ। ଏଥିଲାଗି ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ […]

  • Tuesday, 13 July 2021
135250793_134731711830688_2142624355856633506_n
ଶିକୁଳିରେ ବନ୍ଧା ପଡ଼ିଛି ଜୀବନ : ଚାଳଘର ଆଗରେ ଛଳଛଳ ଆଖିରେ ବାପା ଗୋଡ଼ରେ ବେଡ଼ି ପକାଉଛି କୁନିଝିଅ

ଭଦ୍ରକ( ପାର୍ଥସାରଥି ନାୟକ) : ବାପା ଗୋଡ଼ରେ ବେଡ଼ି ପକାଉଛି କୁନି ଝିଅ। ଚାଳଘର ଆଗରେ ଲୁହା ଶିକୁଳିର ବନ୍ଧା ପଡ଼ିଛି ଜୀବନ। ଆଜି ନୁହେଁ ଦୀର୍ଘ ୨ରୁ୩ ବର୍ଷ ହେଲା ଏମିତି ବନ୍ଧା ପଡ଼ିଛନ୍ତି ଭଦ୍ରକର ଖଗେନ୍ ନାୟକ। ଆଉ ଛଳଛଳ ଆଖିରେ ବାପାକୁ ଶିକୁଳିରେ ବାନ୍ଧିବାକୁ ବାଧ୍ୟ ଝିଅ। ହେଲେ ଏବୟସରେ ବି ସବୁକିଛି ବୁଝିପାରୁଛି ଟିକି ଝିଅ। ବାପାକୁ ଶିକୁଳି ଦେବା ପରେ ଘର ଭିତରକୁ ଯାଇ ନୀରବରେ ଆଖିରୁ ଲୁହ ଝରାଉଛି। […]

  • Tuesday, 13 July 2021
Elephant killed
ରେଳ ଲାଇନ୍‌ ପାର୍‌ ବେଳେ ଧକ୍କା ଦେଲା ଟ୍ରେନ୍‌, ୨ ହାତୀ ମୃତ

ରାଉରକେଲା(ପୱନ ତିୱାରୀ): ଗଜରାଜଙ୍କ ପାଇଁ ପୁଣି ବିପଦ ସାଜିଲା ଟ୍ରେନ୍। ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ଜରେଇକେଲା ନିକଟ ମହିପାଣିରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ୨ ହାତୀ ରେଳ ଲାଇନ୍‌ ପାର୍‌ ହେଉଥିବାବେଳେ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଥିଲା। ଫଳରେ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରେଲ୍‌ୱେ ଟ୍ରାକ୍‌ରେ ୨ ହାତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ରହିଥିବା […]

  • Tuesday, 13 July 2021
collage (18)
ଧାନ ବିକ୍ରି ସମସ୍ୟା:ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ

ସୁନ୍ଦରଗଡ଼ : ଧାନ ବିକ୍ରି ସମସ୍ୟାକୁ ନେଇ ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ। ମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ଆଗରେ ଏହି ଘଟଣା ଘଟିଛି।  ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଆସିଥିବା ମନ୍ତ୍ରୀ ପ୍ରତାପ ଜେନା ଆଜି ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟକୁ ସମୀକ୍ଷା ପାଇଁ ଆସିଥିଲେ। ଆଉ ମନ୍ତ୍ରୀଙ୍କ ଆସିବା ଜାଣି ଚାଷୀମାନେ ବ୍ଲକ କାର୍ଯ୍ୟାଳୟ ସାମ୍ନା ରାସ୍ତା ଅବରୋଧ କରି […]

  • Tuesday, 13 July 2021
odisha cm
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସରକାରୀ ITI ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ITIରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ୍‌‌ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଏପ୍ରିଲ୍ ମାସ‌ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି’ ଛାଡ୍‌ କରାଯାଇଛି। କରୋନା ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ତେଣୁ ଏହି ସମୟରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାରୀ […]

  • Tuesday, 13 July 2021
olx
OLXରେ ଓ୍ୱାସିଂମେସିନ୍ ବିକ୍ରି ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା

ଭୁବନେଶ୍ୱର:  ଅନଲାଇନରେ ଓ୍ୱାସିଂମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା। ୧୯ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଲୁଟେରା। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା […]

  • Tuesday, 13 July 2021
college reopen
ଆରମ୍ଭ ହେଲା +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଠପଢ଼ା : କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି

ଆଜିଠାରୁ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କ୍ଲାସ୍ ଆରମ୍ଭ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାର ହେବ କଡ଼ାକଡ଼ି ପାଳନ ଭୁବନେଶ୍ୱର: ଦୀର୍ଘ ୧୦ ମାସ ପରେ କରୋନାର ପ୍ରାଦୁର୍ଭାବ ଟିକିଏ କମିବା ପରେ ଆଜିଠାରୁ ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍। ଏତେ ଦିନ ପରେ ଛାତ୍ରଛାତ୍ରୀ ପାଇଁ ଚଳଚଞ୍ଚଳ ହୋଇପଡିଛି […]

  • Tuesday, 13 July 2021
minor girl
ନାବାଳିକା କୋଳରେ ଶିଶୁପୁତ୍ର : ବିବାହର ପ୍ରତିଶ୍ରୁତି ଦେଇ ଧୋକାବାଜ ପ୍ରେମିକ ଫେରାର

ବାସୁଦେବପୁର(କିର୍ତ୍ତୀ ଦାସ): ପୁଣି ଲଭ୍-ସେକ୍ସ-ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ନାବାଳିକା ସହ ପ୍ରେମ କରି ପ୍ରତାରଣା। ପ୍ରେମିକ ଫେରାର ହୋଇଯାଇଥିବା ବେଳେ, ମା ହୋଇଥିବା ନାବାଳିକାଟି ଏବେ ସ୍ତ୍ରୀର ସ୍ୱୀକୃତି ମାଗୁଛି। ଆଉ କଅଁଳ ଶିଶୁଟି ବାପର ପରିଚୟ ପାଇଁ ଅନାଇ ରହିଛି । ପ୍ରେମିକ ପ୍ରତାରଣା କରିବା ପରେ ବାପଘରେ କୁନି ପୁଅକୁ ଧରି ପଡିରହିଛି ନାବାଳିକା। ତେବେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ ବି ଆଜିଯାଏ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିନି କି […]

  • Tuesday, 13 July 2021
accident-1
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପରିବାର ଲୋକଙ୍କ ଆଖି ସାମ୍ନାରେ ଚାଲିଗଲା ୮ ବର୍ଷ ପୁଅର ଜୀବନ

ପାରାଦୀପ/ନୟାଗଡ଼(ରମାକାନ୍ତ ନାୟକ/ଆର୍ତ୍ତତ୍ରାଣ ପ୍ରଧାନ): ଗୋଟିଏ ପରେ ଗୋଟିଏ ତିନି ତିନିଟି ଦୁର୍ଘଟଣା। ନୟାଗଡ଼ରେ ୨ଟି ଦୁର୍ଘଟଣା ଘଟିଥିବା ବେଳେ ପାରାଦୀପରେ ଗୋଟିଏ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଡ଼ଗାଁ ରଘୁନାଥ ଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା […]

  • Tuesday, 13 July 2021
Bus
ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଶାଖାପାଟଣା:  ଚଳନ୍ତା ବସରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବିଶାଖାପାଟଣା ପାଇକରାଓପେଟା NH୫ ନିକଟରେଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଜଳିଯାଇଛି। ସର୍ଟସର୍କିଟ ହୋଇ ବସରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ବସରେ ଡ୍ରାଇଭର, ହେଲପରଙ୍କ ସମେତ ୩୨ ଜଣ ଯାତ୍ରୀ ଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା   ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ବିଶାଖାପାଟଣା ପାଇକରାଓପେଟା ନିକଟରେ NH୫ରେ […]

  • Tuesday, 13 July 2021
bank
ବ୍ୟାଙ୍କ୍‌ରୁ ୧୪ ଲକ୍ଷରୁ ଅଧିକ ଟଙ୍କାର କଏନ୍‌ ଗାଏବ

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ଗଡ଼ ୟୁନିଅନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍ ଗାଏବ ହୋଇଯାଇଛି। ଏନେଇ ବ୍ୟାଙ୍କ ମ୍ୟାନେଜର ପାରାଦୀପ ଲକ୍ ଥାନାରେ ୪ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ବ୍ୟାଙ୍କ୍‌ର କେହି ପୂର୍ବତନ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ୍‌ ବେଳେ ୧୪ ଲକ୍ଷରୁ ଅଧିକ ଟଙ୍କାର କଏନ୍ ଗାଏବ୍ ହୋଇଯାଇଥିବା ଜଣାପଡ଼ିଥିଲା। ୨୦୧୬ ରୁ ୨୦୨୦ ମସିହା ମଧ୍ୟରେ […]

  • Tuesday, 13 July 2021
shankar narayan
ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା: ମଫସଲି ମଣିଷ ପରି ସାଧାରଣ ଜୀବନ ବିତାଉଛନ୍ତି ରିଟାୟାର୍ଡ IAS

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା। ନା ଅଛି ବଡ଼ ଗାଡ଼ି ଓ ନା କୋଠାବାଡ଼ି। ଆଜିର ଯୁଗରେ ବି ତାଙ୍କ ପାଖରେ ମୋବାଇଲ୍ ଖଣ୍ଡେ ବୋଲି ନାହିଁ। ସହରୀ ଜୀବନର ଆଡ୍ଡାଚଉଡ଼ା ନୁହେଁ ତାଙ୍କ ପାଇଁ ବଡ଼ ତାଙ୍କର ଆଦର୍ଶ। ଚାକିରିରୁ ଅବସର ପରେ ଗାଁରେ ନିରାଡ଼ମ୍ବର ଜୀବନଯାପନ କାଟୁଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ। ଆଦର୍ଶ ଓ ସଂସ୍କାରକୁ ନେଇ ଜୀବନ ବିତାଉଥିବା ଏହି […]

  • Tuesday, 13 July 2021
Jharafula
ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ଡେମୋ ଦେଖାଇଲେ ବୟଫ୍ରେଣ୍ଡ୍‌

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ। ଗତକାଲି ପୋଲିସ୍‌  ରାକେଶଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା। ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ତା’ର ଡେମୋ କରି ଦେଖାଇଥିଲେ ରାକେଶ। ଏହାପରେ ତାଙ୍କୁ ପୁଣି କୁଆଖିଆ ଥାନାକୁ ଅଣାଯାଇଥିଲା। ରିମାଣ୍ଡର ପ୍ରଥମ ଦିନରେ ରାକେଶଙ୍କୁ ପୋଲିସ୍‌ ଥାନାରେ ପଚରାଉଚରା କରିଥିଲା। ଏହାପରେ […]

Police Commissioner Sudhanshu Sarangi
ମାସକରେ ୧୨୦୭ ଫ୍ରଡ୍ କଲ୍ : ସିପି

ମାସକରେ ୧୨୦୭ ଫ୍ରଡ୍ କଲ୍ ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ ରାଜ୍ୟରେ ମୋଟ ଠକେଇ ହୋଇଛି ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଭୁବନେଶ୍ୱରରେ ୩୬୮ଟି ଫ୍ରଡ୍ କଲ୍ ଦ୍ୱାରା ଅଧ କୋଟି ଟଙ୍କା ଲୁଟ୍  ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା ବ୍ଲକ ହୋଇ ରହିଛି ଭୁବନେଶ୍ୱର: ସାଇବର ଠକେଇ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ‌ଆଜି ଏକ ପ୍ରେସମିଟ୍ କରିଛନ୍ତି। ସାଇବର ହେଲ୍ପ ଡେସ୍କକୁ […]

  • Tuesday, 13 July 2021