• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

arnapurna
’ମାଗଣାରେ ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ’

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣା‌ରେ ଖାଦ୍ୟ ମିଳିବ ନାହିଁ, ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ପଡ଼ିବ ।  ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ୧ ଟଙ୍କାରେ ଖାଦ୍ୟ ଦିଆଯିବାରେ କିଛି ନିୟମ ଉଲ୍ଲଂଘନ ହୋଇନାହିଁ । କାହାକୁ ମାଗଣାରେ ଖାଦ୍ୟ ଦିଆଯାଉନାହିଁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ତା ଛଡ଼ା ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ଦିଆଯିବା ଭୁବନେଶ୍ୱର ମହାନଗର ନିଗମର କଟକଣା ଭିତରେ ଆସୁନାହିଁ । ଗତକାଲି ବିନା ଅନୁମତିରେ ମାଗଣା […]

  • Tuesday, 13 July 2021
1
ସମାଜର ଟାହିଟାପରାକୁ ଖାତିର ନାହିଁ, ବାଇକରେ ଗାଁ ଗାଁ ବୁଲି ମାଛ ବିକ୍ରି କରି ପରିବାର ଚଳାଉଛନ୍ତି ମହିଳା

ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ଅବଳା ଦୁର୍ବଳା ନୁହେଁ ନାରୀର ଜୀବନ । ଯୁଦ୍ଧଭୂମିରେ ହେଉ ଅବା କର୍ମଭୂମିରେ ମହିଳା ସବୁବେଳେ ଆଗରେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି  ମଞ୍ଜୁ । ଅଭାବ ଅନଟନ ସତ୍ତ୍ୱେ ହାର୍ ମାନିନାହାନ୍ତି । ବୃତ୍ତି ଏ ମୋ ପୋଷେ କୁଟୁମ୍ବ ଭଳି ମୋଟର ସାଇକେଲରେ ମାଛ ବିକ୍ରି କରି ନିଜେ ସ୍ୱାବଲମ୍ବି ହୋଇ ପାରିଛନ୍ତି । ରୋଗିଣା ସ୍ୱାମୀର ଭରଣପୋଷଣ ଏବଂ ଦୁଇ ପୁଅଙ୍କୁ ଶିକ୍ଷିତ କରିବା […]

  • Tuesday, 13 July 2021
Sulia-Yatra
ପୁଣି ରକ୍ତରଞ୍ଜିତ ହେବ ସୁଲିଆ ପୀଠ, ଆସନ୍ତା ୧୯ରେ ବଲାଙ୍ଗିରରେ ପାଳନ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗୀରରେ  ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଗାଁରେ ଆସନ୍ତା ୧୯ରେ ପ୍ରସିଦ୍ଧ ସୁଲିଆ ଯାତ୍ରା ସମ୍ପନ୍ନ ହେବ । ଏ ନେଇ ଆଜି ଶୁଲିଆ ଯାତ୍ରା କମିଟୀ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କାହିଁ କେତେ କାଳରୁ ପ୍ରତି ବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରାଯାଇଥାଏ । ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ବେ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟ‌ାରେ ପଶୁପକ୍ଷୀଙ୍କୁ ବଳି ପଡ଼ିଥାଏ […]

  • Tuesday, 13 July 2021
vaccine
ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ଟିକା !

ଭୁବନେଶ୍ୱର :  ମହମାରୀରୁ ମିଳିବ ମୁକ୍ତି, ରାଜ୍ୟକୁ ଆଜି ଆସୁଛି କରୋନା ସଞ୍ଜିବନୀ। ଆଜ ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱରରେ  ପହଞ୍ଚିବ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ କରୋନା ଟିକା । ତେବେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଇ ପ୍ରଥମେ ଟିକା ଦିଆଯିବ। ଭୁବନେଶ୍ୱରରେ ଟିକା ପହଞ୍ଚିଲେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ଯିବ। ସେଠାରୁ ନିଜ ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସେମାନେ […]

  • Tuesday, 13 July 2021
high-crt
ପୁରୀ ହାଜତ ମୃତ୍ୟୁ ଘଟଣାକୁ ଅସ୍ୱୀକାର କଲେ ରାଜ୍ୟ ସରକାର

କଟକ(ଗୌତମ ପଣ୍ଡା) : ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ବାସେଳି ସାହି ଥାନା ମୃତ୍ୟୁ ଘଟଣା ହାଜତ ମୃତ୍ୟୁ ନୁହଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସରକାର କୋର୍ଟରେ ଦାଖଲ କରିଛନ୍ତି  । ତେବେ  ଏହି ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି […]

  • Tuesday, 13 July 2021
maa
“ମା’, ତୁ କୁଆଡ଼େ ଗଲୁ ? ଅଭାଗା ପୁଅ କଥା ତୋର ମନେ ପଡ଼ୁନି ?”

ସମ୍ବଲପୁର : ମା’ ତୁ କୁଆଡ଼େ ଗଲୁ ? ଏ ଅଭାଗା ପୁଅ କଥା କ’ଣ ତୋର ମନେ ପଡ଼ୁନି । ନିଖୋଜ ମା’କୁ ଖୋଜି ଖୋଜି ପାଗଳପ୍ରାୟ ହୋଇଗଲାଣି ପୁଅ । ହାତ ଧରି ବାଟ ଚଲେଇ ଶିଖାଇଥିଲା, ହେଲେ ଏବ ବାଟ ଜାଣି ନପାରି ମୋତେ ବିକଳ ହୋଇ ଖୋଜୁଥିବ । ମୋ ଅବେହଳା ପାଇଁ କୁଆଡ଼େ ଚାଲିଯାଇଛି । ନିଜର ରକ୍ତକଣିକାରେ ଜୀବନ ଗଢ଼ିଥିବା ମା’ ଆଜି ଅସହାୟ ହୋଇ ବାରଦୁଆର ହେଉଥିବ।  […]

  • Tuesday, 13 July 2021
121919439_1298070253876686_4279124217071382735_n
ରାଜ୍ୟରେ ଘନ କୁହୁଡ଼ି, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସହ କିଛି ସ୍ଥାନରେ ସକାଳ ସମୟରେ ଘନ କୁହୁଡି ପଡିବ ।  ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କିଛି ମିଟର ଆଗକୁ ରାସ୍ତାଘାଟ ଦେଖାଯାଉ […]

  • Tuesday, 13 July 2021
youth suicide
ଋଣ ଭାର ସହି ନପାରି ବାପାର ଆତ୍ମହତ୍ୟା, ଝିଅ ବାହାଘର ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଋଣ ଆଣିଥିଲେ ରବୀନ୍ଦ୍ର

ସୋର(ଶଶିକାନ୍ତ ବେହେରା) : ଋଣ କରି ଅତି ଜାକଜମକରେ ଝିଅର ବିବାହ କରାଇଥିଲେ। ସୁରୁଖୁରୁରେ କନ୍ୟାଦାନ ସିନା କରିଦେଲେ, ହେଲେ ଠିକଣା ସମୟରେ କରଜ ଶୁଝିନପାରି ଶେଷରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ବାପା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ମାଣତ୍ରି ଅଞ୍ଚଳରେ। ମୃତକ ହେଲେ ମହନ୍ତ ସାହିର ରବୀନ୍ଦ୍ର ପରିଡା। ସୋର: ଝିଅ ବାହାଘର ପାଇଁ ଋଣ ଆଣି ସୁଝି ନ ପାରି ବାପାର ଆତ୍ମହତ୍ୟା, ମାଣେତ୍ରୀ ଥାନା ମହନ୍ତ […]

  • Tuesday, 13 July 2021
Puri-brking-Up
ଜାନୁଆରୀ ୨୧ ରୁ ହଟିବ ଜଗା ଦର୍ଶନ କଟକଣା, ଆଉ ବାଧ୍ୟତାମୂଳକ ନୁହେଁ କୋଭିଡ଼୍ ନେଗେଟିଭ୍ ରିପୋର୍ଟ

ପୁରୀ : ବଡଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରିବନି ।  ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ଼୍ ରିପୋର୍ଟ କଟକଣା ହଠାଇ ଦିଆଯାଇଛି । ସମୀକ୍ଷା ବୈଠକ ପରେ ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ଏବେ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ଦରକାର ପଡୁଛି । ଖୁବଶୀଘ୍ର ଏହି କଟକଣା ହଟିବା ସହ  ଆଗକୁ ଆଉ କୋଭିଡ଼୍ ନେଗେଟିଭ୍ […]

  • Tuesday, 13 July 2021
netaji
ନେତାଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଇଁ ପ୍ରସ୍ତୁତି ଆରମ୍ଭ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୩ ଜାନୁୟାରୀରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରୁ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବ ସମାରୋହର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । କରୋନା ମହାମାରୀ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ବଙ୍ଗଳା ଯାତ୍ରା ହେବ । ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Tuesday, 13 July 2021
Odisha Bandh
୧୫ରେ ଓଡ଼ିଶା ବନ୍ଦ

ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ରେ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ସାରା ଓଡ଼ିଶା ବନ୍ଦ କରିବାକୁ ଡାକରା ଦେଇଛି ବାମ ଦଳ। ବନ୍ଦକୁ ସଫଳ କରିବାକୁ ଆଜି ଭୁବନେଶ୍ୱରରେ ବାମ ଦଳ ପକ୍ଷରୁ ରାଲିର ଆୟୋଜନ କରାଯାଇଥିଲା। ବାମପନ୍ଥୀ ସଂଗଠନ ସିପିଆଇ, ସିପିଏମ୍, AITUC, BKMU ଓ AIKS ସଂଗଠନ ପକ୍ଷରୁ ମିଳିତ ଭାବେ ଏହି ବନ୍ଦ ଡାକରା ଦିଆଯାଇଛି।

kelua-7am
ଯାଜପୁର କେଲୁଅ ନଦୀବନ୍ଧ ଭାଙ୍ଗିବା ମାମଲା : ତଦନ୍ତ କରିବ ଭିଜିଲାନ୍ସ,୨ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଯାଜପୁର : ଯାଜପୁର କେଲୁଅ ନଦୀବନ୍ଧ ରାସ୍ତାରେ ମନୁଷ୍ୟକୃତ ଘାଇ ମାମଲାରେ ଭିଜିଲାନ୍ସ ତଦନ୍ତ କରିବ । କେଲୁଆ ନଦୀବନ୍ଧ ରାସ୍ତାକୁ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଥିବା ଅଭିଯୋଗର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।  ଏହାସହ ଆସନ୍ତା ୨ ମାସ ମଧ୍ୟରେ ତଦନ୍ତ ସାରି  ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଆଜି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ତାରିଖକୁ ଧାର୍ଯ୍ୟ କରାଯାଇ ଥିବାବେଳେ ତା’ପୂର୍ବରୁ ଭିଜିଲାନ୍ସ […]

  • Tuesday, 13 July 2021
canal-brust
ଭୁଶୁଡ଼ିଲା ଅପର୍ କୋଲାବର ମୁଖ୍ୟ କେନାଲ, ଏକର ଏକର ଚାଷ ଜମି ଜଳମଗ୍ନ

ଜୟପୁର(ଟି ଗୌରିଶଙ୍କର):  କେନାଲ ବନ୍ଧ ଭୁଶୁଡ଼ି ଯାଇ ଚାଷ ଜମିକୁ ମାଡ଼ି ଯାଇଛି ପାଣି । କୋରାପୁଟ ଜୟପୁର ସହର ଉପକଣ୍ଠ ଏକତାଗୁଡ଼ାରେ କେନାଲ ବନ୍ଧ ଭୁଶୁଡ଼ି ଯାଇଛି । ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶି ଯାଇଛି । ଗତକାଲି  ରାତିରେ ଏହି ଅଘଟଣ ଘଟିଛି । ନିକଟରେ ଥିବା ଏକର ଏକର ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଫଳରେ […]

  • Tuesday, 13 July 2021
pradipta
ବୋଥ୍ରାଙ୍କ ନାଁରେ ମାମଲା ହେଉ’ ! SITର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ନୟାଗଡ଼: ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ କୋର୍ଟରେ ସାବାଳକ ଦର୍ଶାଯାଇଥିବାରୁ ଏସଆଇଟି ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ  ନାୟକ ବର୍ଷିଛନ୍ତି । ସେ ଟ୍ୱିଟ୍ କରି ଏସଆଅଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ କରିବା ସହ ଏସଆଇଟିର ପାରିବାପଣିଆ ଉପରେ ପ୍ରଶ୍ନ କରିଛନ୍ତି । ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ଥିବା ସତ୍ତ୍ୱେ କେଉଁ କାରଣ ପାଇଁ ଏସଆଅଇଟି ଅଭିଯୁକ୍ତକୁ ସାବାଳକ ଦର୍ଶାଇଥିଲା।  ଏପରି ଘଟଣାକୁ ବେଆଇନ୍ ଦର୍ଶାଇ ଅରୁଣ ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ […]

  • Tuesday, 13 July 2021
Lingaraj_temple_Bhubaneswar
ଭକ୍ତଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ଅର୍ଚ୍ଚନା ଶତପଥୀ): ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ସବୁ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଲାଗି ଭୁବନେଶ୍ୱର ମହାନଗର ନିଗମ ଅନୁମତି ପ୍ରଦାନ କରିଛି । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି  । ରିପୋର୍ଟ ନେଗେଟିଭ୍ ଥିଲେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । କୌଣସି ଶ୍ରଦ୍ଧାଳୁ ଯଦି ରିପୋର୍ଟ ଆଣିନଥିବେ, ତାଙ୍କ ପାଇଁ ବିଏମସି […]

  • Tuesday, 13 July 2021
tea
କଟକରେ ନକଲି ଚା’ ପତି ଫ୍ୟାକ୍ଟ୍ରିଠାବ

କଟକ(ଦେବାଶିଷ ମହାନ୍ତି): ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବା କଟକରୁ ପୁଣି ନକଲି ଚା ପତି ଫ୍ୟାକ୍ଟ୍ରିଠାବ କରାଯାଇଛି । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଆଜି ଅପମିଶ୍ରିତ ଚା ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ। କଟକର ସଦର ଥାନା ମୁକାମେଶ୍ୱର ଗାଁରେ ଏହି ନକଲି ଚା ପତି ଫ୍ୟାକ୍ଟ୍ରି ଥିବା ଜଣାପଡ଼ିଛି। ପ୍ରାୟ ୫୦ କ୍ୱିଣ୍ଟାଲର ନକଲି ଚା ପତି ସହ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଜବତ ମଧ୍ୟ ଜବତ କରିଛି […]

  • Tuesday, 13 July 2021
suicide
ବାହାଘର ଭାଙ୍ଗି ଯିବାରୁ ଫିନାଇଲ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ : ବିବାହ ପ୍ରସ୍ତାବ ଭାଙ୍ଗିବାରୁ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ବର୍ତ୍ତମାନ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇ ଜୀବନ ସହ ଲଢ଼େଇ କରୁଛନ୍ତି। ସୂଚନା ଅନୁସାରେ, ଆସନ୍ତା ଫେବୃଆରୀ ୨ ତାରିଖରେ ଯୁବତୀ ଜଣକ ହାତକୁ ଦିହାତ ହୋଇଥାଆନ୍ତେ । ହେଲେ ଗତ କିଛିଦିନ ତଳେ ଯୁବତୀଙ୍କ  ନାମରେ ଅପପ୍ରଚାର କରାଯାଇ  ଲିଫଲେଣ୍ଟ ବଣ୍ଟାଯାଇଥିଲା। ବିବାହ ଠିକ ହୋଇଥିବା ବରପକ୍ଷଙ୍କ ନିକଟରେ ମଧ୍ୟ ଲିଫଲେଟ୍ ଗୁଡ଼ିକ […]

  • Tuesday, 13 July 2021
sextortion
ସାବଧାନ ! ସୋସିଆଲ ମିଡିଆରେ ନଗ୍ନ ଭିଡିଓ କଲିଂ ମାଧ୍ୟମରେ ଚାଲିଛି ବ୍ଲାକମେଲିଂ

ଭୁବନେଶ୍ୱର : ସାବଧାନ୍ ! ରାଜ୍ୟରେ ମାତିଛନ୍ତି ସାଇବର ଅପରାଧୀ । ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ଲୁଟି ଚାଲିଛନ୍ତି ।  ଅନଲାଇନ୍ ଠକେଇର ଚେର ଧୀରେ ଧୀରେ ରାଜ୍ୟର ଚାରିଆଡ଼କୁ ମାଡ଼ିବାକୁ ବସିଛି । ଯୁବଗୋଷ୍ଠୀଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବ୍ଲାକମେଲ କରି ଟଙ୍କା ଲୁଟିବା ପାଇଁ ଭିନ୍ନ ତରିକା ଆପଣାଉଛନ୍ତି ସାଇବର ଅପରାଧୀ । ଦିନକୁ ଦିନ ବଢ଼ି ଚାଲିଥିବା ସାଇବର ଅପରାଧ ପୁଲିସର ମୁଣ୍ଡବ୍ୟଥାର କାରଣ […]

  • Tuesday, 13 July 2021
pratap-jena
ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ରାଜନୀତି ଜୋର୍

କଟକ : ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ତେଜିଲା ରାଜନୀତି । ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି କଟକ ଜିଲ୍ଲାର ସବୁ ବ୍ଲକରେ ବିକ୍ଷୋଭ କରୁଛି ବିଜେପି । ରାସ୍ତାକୁ ଓହ୍ଲାଇ ଆସି ବରିଷ୍ଠ ବିଜେପି ନେତାଙ୍କ ହତ୍ୟାକାଣ୍ଡର ପ୍ରତିବାଦ କରିଛନ୍ତି କର୍ମୀ  । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକରାଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାଇ ଦେଇଛନ୍ତି ବିଜେପି କର୍ମୀ । ସେପଟେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର […]

  • Tuesday, 13 July 2021
winter
ରାଜ୍ୟର ୧୬ଟି ଜିଲ୍ଲାରେ ୩ ଦିନ ପାଇଁ ଘନ କୁହୁଡ଼ି

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଘନ କୁହୁଡ଼ି । ରାସ୍ତାଘାଟ ଜୁଆଡ଼େ ଦେଖିବ କୁହୁଡ଼ିରେ ଭର୍ତ୍ତି । ଘନ କୁହୁଡ଼ି ପାଇଁ ରାସ୍ତାଘାଟ ମଧ୍ୟ ଦେଖଯାଉନି । ଆସନ୍ତା ୩ ଦିନ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ସକାଳୁ ସକାଳୁ ଦେଖିବାକୁ ମିଳିବ ଘନ କୁହୁଡ଼ି । ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ୧୬ଟି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ । ସେଥି ମଧ୍ୟରୁ ୬ଟି […]

  • Tuesday, 13 July 2021
khbar-odisha-chinmaya-
ଅନୁଗୁଳର ମଦରଟେରେସା, ଦୁଃସ୍ଥ ଅବହେଳିତଙ୍କ ସାହାଭରସା ଚିନ୍ମୟୀ କିନ୍ନର

ଅନୁଗୁଳ : ( ରିପୋର୍ଟ- ବିରଜା ପ୍ରସାଦ ଦାଶ ) ସେବାର ଅନ୍ୟନାମ କିନ୍ନର ଚିନ୍ମୟୀ ଦାସ । ମାନବ ସେବା ହିଁ ମାଧବ ସେବା ଧର୍ମକୁ ଜୀବନର ବ୍ରତ କରିଛନ୍ତି । ଭୋକିଲାକୁ ଦାନା ଆଉ ଦରିଦ୍ରକୁ କନା ଖଣ୍ଡେ ଦେଇ ଆତ୍ମତୃପ୍ତିର ଜୀବନ ଜିଉଁଛନ୍ତି  । ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇପାରିନି । ସେ କାହା ପାଇଁ ମମତାମୟୀ ମା’ ତ ଆଉ କାହା ପାଇଁ ସ୍ନେହରେ […]

  • Tuesday, 13 July 2021
Bird
ଆଜିଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ । ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଚାଲିଛି ପକ୍ଷୀ ଗଣନା

ବାରିପଦା : ଆଜି ଠାରୁ ରାଜ୍ୟରେ ପକ୍ଷୀଗଣନା ଆରମ୍ଭ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳରେ ଚାଲିଛି ପକ୍ଷୀ ଗଣନା । ଶୀତ ଋତୁରେ ସୁଦୂର ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ଓଡ଼ିଶା ଆଡ଼କୁ ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ବାଟ ଉଡ଼ି ଆସିଥାନ୍ତି  ବିଦେଶୀ ପକ୍ଷୀ । ଏହି ପକ୍ଷୀମାନେ ମୟୁରଭଞ୍ଜ ଜିଲ୍ଲାର ଅନେକ ଜଳାଶୟରେ ମଧ୍ୟ ଆସି ରହିଥାନ୍ତି । ପକ୍ଷୀ ମାନଙ୍କର ସଂରକ୍ଷଣ, ସେମାନଙ୍କ […]

  • Tuesday, 13 July 2021
naveen-pattnaik
ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି ! ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ । ରାଜ୍ୟରେ ଆଜିଠୁ ଗଡ଼ିଲା ଆଉ  ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ । ନୂଆବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଏଜି ଛକ ସ୍ଥିତ ପରିବହନ ଭବନ ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି ।  ନିଜସ୍ୱ ପାଣ୍ଠିରେ ରାଜ୍ୟ ସରକାର ସମସ୍ତ ଆମ୍ବୁଲାନ୍ସ କିଣିଛନ୍ତି । ଏହି ୮୪ଟି ଆମ୍ବୁଲାନ୍ସ ରାଜ୍ୟର ୨୭ […]

  • Tuesday, 13 July 2021
khabar-odisha-hati
କପିଳାସ ଜଙ୍ଗଲରେ ରହିବ ଗୋଠଛଡା ଛୁଆ ହାତୀ

ବ୍ରହ୍ମପୁର : କପିଳାସ ଅଭିମୁଖେ ଗୋଠଛଡା ହାତୀ ଛୁଆ । ବ୍ରହ୍ମପୁର ଉପକଣ୍ଠ ସୁନାପୁରରୁ ଉଦ୍ଧାର ହୋଇଥିବା ତିନିମାସର ହାତୀ ଛୁଆକୁ ଏକ ସ୍ୱତନ୍ତ୍ର ଗାଡିରେ  କପିଳାସ ଜଙ୍ଗଲକୁ ନିଆଯାଉଥିବା ସୂଚନା ଦେଇଛନ୍ତି ଡିଏଫଓ ପ୍ରକାଶ ଚାନ୍ଦ ।  ଆଜି ଟମଣା ନର୍ସରୀରୁ ଏକ ଗାଡ଼ିରେ ବନ ବିଭାଗ କର୍ମଚାରୀ ତାକୁ କପିଳାସ ଅଭିମୁଖେ ନେଇ ଯାତ୍ରା କରିଛନ୍ତି । ସେଠାରେ ଜଙ୍ଗଲରେ ପ୍ରାକୃତିକ ଆବାସ ସ୍ଥଳୀରେ ହାତୀ ଛୁଆଟିକୁ ଛଡ଼ାଯିବ । ବ୍ରହ୍ମପୁରରୁ ଢେଙ୍କାନାଳ ପାଖାପାଖି […]

  • Tuesday, 13 July 2021
cm odisha
ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି ଆକାଶ ମାର୍ଗରୁ ତାର ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ବାତ୍ୟା କ୍ଷୟକ୍ଷତିକୁ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ […]