• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kidnap
ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ମାଗିଥିଲେ, ଆଜି ଧରାପଡ଼ିଲେ

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଏରଡ଼ଙ୍ଗା ଗ୍ରାମର ଶିକ୍ଷକ ରବି ନାରାୟଣ ମିଶ୍ର ଅପହରଣ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ସମେତ ଆଉ ୩ ଜଣ ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ ଗତ ଡିସେମ୍ବର ୨ ତାରିଖ ରାତି ୯ଟାରେ ରବି ନାରାୟଣ ମିଶ୍ର ନାଲିବର ବଜ଼ାରରୁ ଘରକୁ ଫେରୁଥିଲେ। ୬-୭ ଜଣ ଯୁବକ ତାଙ୍କୁ […]

  • Thursday, 15 July 2021
pradeeep-naveeen
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ। ମାମଲାରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ଏହି ସୁପାରିସ କରିଛନ୍ତି। ପାଠକ ବାପ, ପୁଅଙ୍କ ସମ୍ପର୍କରେ ଇଡିର ତଦନ୍ତ ପାଇଁ ସୁପାରିସ ହୋଇଥିବା ବେଳେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ […]

  • Thursday, 15 July 2021
students
ବର୍ତ୍ତମାନ ହେବନି  ୟୁଜି ଏବଂ ପିଜି ପରୀକ୍ଷା

ଭୁବନେଶ୍ୱର: ବର୍ତ୍ତମାନ ହେବନି  ୟୁଜି ଏବଂ ପିଜି ପରୀକ୍ଷା। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚଶିକ୍ଷା ବିଭାଗ। ଏବେ କରୋନା ସ୍ଥିତି ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢ଼ା ଯାଉଛି କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଏହାର ସୁବିଧା ନେଇ ପାରୁନାହାନ୍ତି। ଏଥିଲାଗି ଅନଲାଇନ ପାଠପଢ଼ାକୁ ନେଇ ଏବେ ପରୀକ୍ଷା କରିବା ଉଚିତ ହେବନି। ଯେତେବେଳ କ୍ଲାସରୁମ ପାଠପଢା ସମ୍ଭବ ହେବ ସେତେବେଳେ ପରୀକ୍ଷା କଥା ଚିନ୍ତା କରାଯିବ। କ୍ଲାସରୁମ୍ ପାଠପଢ଼ା […]

  • Thursday, 15 July 2021
manoj-das
କେମିତି ଅଛନ୍ତି ପଦ୍ମ ଭୂଷଣ ମନୋଜ ଦାସ ?

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମ ଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ମନୋଜ ଦାସଙ୍କ ପୁତୁରା ବୋହୂ ରଂଜିତା ଦାସ। ସେ କହିଛନ୍ତି ଯେ, ସେ ସଚେତନ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି। ମାତ୍ର ସେ ଦୁର୍ବଳ ହୋଇପଡ଼ିଛନ୍ତି। ଆଗ ଅପେକ୍ଷା ଭଲ ଅଛନ୍ତି, ଚିନ୍ତାଜନକ ସ୍ଥିତିରେ ନାହାନ୍ତି। ପୁତୁରା ବୋହୂ ରଂଜିତା ପଣ୍ଡିଚେରୀରେ ମନୋଜ ଦାସଙ୍କ ପାଖରେ ଅଛନ୍ତି।  

  • Thursday, 15 July 2021
abadha
'ଅବଢ଼ାର ପବିତ୍ରତା ପ୍ରତି କୁଠାରଘାତ'

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ। ଅନ୍‌ଲାଇନ୍‌ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଛି। ଅନ୍‌ଲାଇନ୍‌ରେ ଘରକୁ ଘର ବୁଲି ଅବଢ଼ା ବିକ୍ରି କରିବା ଓ ଯୋଗାଇବା ଦ୍ୱାରା ଅସମ୍ମାନ ହେଉଛି। ଅବଢ଼ାର ପବିତ୍ରତା ପ୍ରତି ଏହା କୁଠାରଘାତ କରୁଥିବା ଅଭିଯୋଗ କରି ସଂସ୍ଥା […]

  • Thursday, 15 July 2021
pradeep-panigahrui
ପ୍ରଦୀପଙ୍କ ସହ ଆଉ କିଏ କିଏ ସଂପୃକ୍ତ ?

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଉ କିଏ କିଏ ସଂପୃକ୍ତ ? କେଉଁ ମଦ ଓ ବାଲି ମାଫିଆଙ୍କ ସହ ସମ୍ପର୍କରେ ଥିଲେ ପ୍ରଦୀପ ? ଏହି ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଭାବେ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରି ପରେ ପ୍ରତିକ୍ରିୟା ରଖିଛନ୍ତି ସାନୁଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା। ସୋରଡ଼ାରେ ଶହେ ଏକରରୁ ଅଧିକ ଜମି ପ୍ରଦୀପଙ୍କ ନାଁରେ […]

  • Thursday, 15 July 2021
kharasrota
ଖରସ୍ରୋତା ନଦୀ ଭିତରେ ପଶିଲେ ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଆଜି ଶତାଧିକ ମହିଳା ଏକାଠି ହୋଇ ଖରସ୍ରୋତା ନଦୀ ଭିତରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି। ପ୍ରଥମେ ଖରସ୍ରୋତା ନଦୀର ତଳ ମୁଣ୍ଡରେ ବ୍ୟାରେଜ ର୍ନିମାଣ ସହ ଆଳି ଓ ରାଜକନିକା ବ୍ଲକରେ ପାନୀୟଜଳ […]

  • Thursday, 15 July 2021
gold-take
କାର ଭିତରୁ ବାହାରିଲା ମହଣ ମହଣ ସୁନା ରୂପା

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋଟିଏ କାର୍‌ରୁ ଜବତ ହେଲା ୪ କିଲୋ ସୁନା ଓ ୨୩୫ କିଲୋ ରୁପା। କାର୍‌ରେ ବେଆଇନ ଚାଲାଣ ବେଳେ ଜବତ କଲା ପୋଲିସ। ତାମିଲନାଡୁ ସେଲମରୁ ସୁନା ଓ ରୁପା ଆସିଥିବା ସୂଚନା ମିଳିଛି। ୩ ଜଣଙ୍କୁ ଅଟକ ରଖି ଗୋଷାଣୀ ନୂଆଗାଁ ପୋଲିସ ଜେରା କରୁଛି। ଏ ନେଇ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

  • Thursday, 15 July 2021
dr
ଆଶଙ୍କା କମୁଛି, ବଡ଼ ବିପଦ ଟଳୁଛି !

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆଶଙ୍କା ନାହିଁ। ଏ ନେଇ କହିଛନ୍ତି ଏସ୍‌ସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। ତାଙ୍କ କହିବାନୁସାରେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରିର ଆଶଙ୍କା ନାହିଁ। ଶୀତ ଦିନରେ ଯେଉଁ ବଡ଼ ବିପଦ ଆଶଙ୍କା କରୁଥିଲୁ, ଭାବୁଛୁ ତାହା ହେବନି। ରାଜ୍ୟରେ କରୋନା ଗ୍ରାଫ୍ ଢେର୍ ହ୍ରାସ ପାଇଛି ଜୟନ୍ତ ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କରୋନାକୁ ଯଥେଷ୍ଟ ନିୟନ୍ତ୍ରଣ […]

  • Thursday, 15 July 2021
corona
ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ : କୋଭିଡ ପରିଚାଳନା ନେଇ ଘୋଷଣା ହୋଇପାରେ ଆକ୍ସନ ପ୍ଲାନ

କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ ମୁଖ୍ୟ ଶାସନ ସଚିବ

corona
ଆଉ କେଉଁଠି ବନ୍ଧା ହେଉନି ସାଂସ୍କୃତିକ ରଙ୍ଗ ମଞ୍ଚ : ଦୁର୍ଦ୍ଦିନରେ ମେଲୋଡି କଳାକାରଙ୍କ ପରିବାର

ରୋଜଗାର ହରାଇ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି କଳାକାରଙ୍କ ପରିବାର । ଦିନେ ଯେଉଁମାନେ ମଞ୍ଚରେ ରଙ୍ଗବୋଳି ଦର୍ଶକ ଓ ଶ୍ରୋତାଙ୍କ ମନୋରଞ୍ଜନ କରୁଥିଲେ, ଏବେ ସେମାନେ ହାତବାନ୍ଧି ଘରେ ବସିଛନ୍ତି ।

odisha
ଭୁଲ୍‌ ପ୍ରମାଣିତ ହେଲା ସୂଚନା, ରାସ୍ତା ମଝିରେ ହଟହଟା ହେଲେ ଅବକାରୀ ଅଧିକାରୀ

ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଟିମ୍‌ ରାସ୍ତା ମଝିରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ। ଏପରିକି ଗାଡ଼ିର କାଚ ମଧ୍ୟ ଭାଙ୍ଗି ଥିବା ଅଭିଯୋଗ ହୋଇଛି। 

Salepur
ଜନ୍ମରୁ ଦୃଷ୍ଟିବାଧିତ : ବିନା ଗୁରୁରେ ନାକରେ ଚମତ୍କାର ବଂଶୀ ବଜାନ୍ତି କୃଷ୍ଣଚନ୍ଦ୍ର

୭୦ ବର୍ଷୀୟ କୃଷ୍ଣଚନ୍ଦ୍ର କେବେବି ବଂଶୀ ଦେଖିନାହାଁନ୍ତି, କେବଳ ଯାହା ତାକୁ ଅନୁଭବ କରିଛନ୍ତି

odisha Bandh
ଆଜି ବାମଦଳର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା : ତୈଳ ଓ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ପ୍ରତିବାଦ

ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବାମ ଦଳ

Balasore Prabhati panda
ବୟସ ୭୦ ଟପିଲାଣି, ଆଖିକୁ ଦେଖାଯାଉନି ! ତଥାପି ପୁରୀ ଯାଇ କାଳିଆ ସାଆନ୍ତକୁ ଦର୍ଶନ କରିବାକୁ ମନ

ଜଗତ ନିୟନ୍ତା ଜଗନ୍ନାଥ ଭକ୍ତ ବଚ୍ଛଳ । ସେ ରତ୍ନ ସିଂହାସନରେ ବସୁଛନ୍ତି ସତ, ହେଲେ ଭକ୍ତ ଡାକ ଦେଲେ କୁଡ଼ିଆ ଘର ହେଉ ଅବା ଶ୍ମଶାନ, ସବୁଠି ବିଦ୍ୟମାନ ହୁଅନ୍ତି ।

notes
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୧୧% ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । DA-କୁ ୧୭%ରୁ ବଢ଼ାଇ ୨୮%କୁ କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟରେ ଏହି ୧୧% DA ବଢ଼ାଇବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

luckdown
୩ ପ୍ରତିଶତକୁ ଖସିଲାଣି ଟିପିଆର୍‌

୩ ପ୍ରତିଶତକୁ ଖସିଲାଣି ଟିପିଆରପି । ରାଜ୍ୟର ୨୬ଟି ଜିଲ୍ଲାରେ ୫ ପ୍ରତିଶତ ତଳେ ଟିଆରପି । ଅନଲକ୍ ପ୍ରକ୍ରିୟାକୁ ଗଲା ବେଳେ କଟକ ଭୁବନେଶ୍ୱର ପାଇଁ ହୋଇପାରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି ।

viral-video
ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି ?

ଭୁବନେଶ୍ୱର: ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଏକ ସ୍ପର୍ଶକାତର ମାମଲାର ତଦନ୍ତରେ ଯଦି ଆଉ କିଛି ରହିଯାଇଥିଲା, ତାହେଲେ ଦେଢ଼ବର୍ଷ ଧରି କଣ କରୁଥିଲା କେନ୍ଦୁଝର ପୋଲିସ୍? ଏହି ମାମଲାରେ ଦେଢ଼ବର୍ଷ ତଳୁ ଓଟିଭର ଜଣେ ପୂର୍ବତନ ସାମ୍ବାଦିକଙ୍କ ସହ ମୋଟ୍ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହା ଭିତରେ ଅଭିଯୁକ୍ତମାନେ […]

  • Wednesday, 14 July 2021
corona
ତୃତୀୟ ଲହର ଭାରତକୁ ଆସିନାହିଁ:DMET

ରାଜ୍ୟରେ କରୋନା ସଂକ୍ରମଣ କମିଛି କିନ୍ତୁ ଭୁବନେଶ୍ୱର, କଟକରେ ଟିକେ ଉଦେବେକ ସ୍ଥିତି ରହିଛି। ସଂକ୍ରମଣ କମିବା ଉପରେ ପଦକ୍ଷେପ ନିଆଯାଉଛି। ଛତିଶଗଡ଼ ସୀମାନ୍ତ ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

arrested
୨ ସୁପରଭାଇଜରଙ୍କୁ ଅପହରଣ, ୧୦ ଲକ୍ଷ ଦେବାକୁ ଧମକ

କଲ୍ୟାଣସିଂହପୁର: ୨ ସୁପରଭାଇଜରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରି ଗିରଫ ହେଲେ ୧୧ଜଣ। ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ସୁପରଭାଇଜରଙ୍କୁ ଉଦ୍ଧାର କରିଛି ପୋଲିସ୍। ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ। ସୂଚନା ଅନୁସାରେ କାଶୀପୁର ବ୍ଲକର ମାଣ୍ଡିବିଶି ଅଞ୍ଚଳରେ ରାସ୍ତାର ଡ୍ରେନେଜ୍ ନିର୍ମାଣ କାର୍ଯ୍ୟରେ ଠିକାଦାର ସାରଦା ନାୟକଙ୍କ ଦୁଇ ସୁପରଭାଇଜର ନିୟୋଜିତ ଥିଲେ। ସେହି ସମୟରେ ୧୧ଜଣ ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଦାଦା […]

  • Wednesday, 14 July 2021
manab
ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ପୋଲିସ୍‌ର ବଡ଼ ଖୁଲାସା !

ଭୁବନେଶ୍ୱର:  ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗେଉଛି ସେତିକି ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ଆଦିତ୍ୟ ମୃତ୍ୟୁ ମାମଲାରେ ଜିଆରପି ପୋଲିସ ତନାଘନା ଚଳାଇଛି।  ଜିଆରପି ପୋଲିସ୍‌ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟର ଏକ ବଡ଼ ଖୁଲାସା କରିଛି।  ମୃତ୍ୟୁ ପୂର୍ବରୁ ଆଦିତ୍ୟ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ଫୁଟେଜ୍‌ରେ ସେ ଷ୍ଟେସନ୍ ଆଡ଼କୁ ଯାଉଥିବା ଜଣାଯାଇଛି। ଏହି CCTV ଫୁଟେଜକୁ GRP ଜବତ କରିଛି। ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କା […]

  • Wednesday, 14 July 2021
aditya das odisha death news
ସମାଜସେବୀ ଆଦିତ୍ୟ ଦାଶଙ୍କ ବନ୍ଧୁଙ୍କୁ ଦୀର୍ଘ ସମୟ ଧରି ଜେରା

ଭୁବନେଶ୍ୱର: ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।  ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ  ନେଇ ସନ୍ଦେହ ଲାଗିରହିଥିବା ବେଳେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଜିଆରପି ତନାଘନା କରିଛି। ଆଜି ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ ଥାନାକୁ ଆଣି ଜେରା କରିଛି ପୋଲିସ। ପପୁଙ୍କୁ ଦୀର୍ଘ ସମୟ ଜେରା କଲା […]

  • Wednesday, 14 July 2021
high
ନିଜ ମୃତ୍ୟୁକୁ ନିଜେ ଡାକିଦେଲା ଦୁଷ୍କର୍ମ ଅଭିଯୁକ୍ତ !

ରାୟଗଡା: ଥାନାରୁ ଖସି ପଳାଇବା ବେଳେ ଥାନା ସାମ୍ନାରେ ଅଭିଯୁକ୍ତଙ୍କ ଉପରେ ଚଢିଗଲା ଟ୍ରକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଥାନା ସାମ୍ନାରେ। ପ୍ରେମ ପ୍ରତାରଣା ଓ  ଦୁଷ୍କର୍ମ ଅଭିଯୋଗରେ ଟିକିରି ପୋଲିସ ଅଭିଯୁକ୍ତ ସନ୍ତୋଷ କୁମାର ପଣ୍ଡୁକୁ ଗତକାଲି ଗିରଫ କରିଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ରାୟଗଡ଼ା ଅଣାଯାଇଥିଲା। ତେବେ କୋର୍ଟକୁ ନେବା ପୂର୍ବରୁ ମେଡିକାଲ ଟେଷ୍ଟ ପରେ ରାୟଗଡ଼ା ଥାନାରେ ରଖାଯାଇଥିଲା। ତେବେ ଅପରାହ୍ନରେ କୋର୍ଟଚାଲାଣ ପାଇଁଥାନାରୁ ସନ୍ତୋଷକୁ […]

  • Wednesday, 14 July 2021
strecher
କଣ୍ଟେନମେଣ୍ଟ ଜୋନକୁ ଆସିଲାନି ଆମ୍ୱୁଲାନ୍ସ

କନ୍ଧମାଳ: କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଯୋଗୁଁ ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ଗର୍ଭବତୀ ମହିଳା। କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ମାଣିକେଶ୍ୱର ପଞ୍ଚାୟତ ବରେପାଙ୍ଗାର ରିପୁଚନ୍ଦ୍ର ଦିଗାଲଙ୍କ ପତ୍ନୀ ଦେବୀ ଦିଗାଲଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଗମାଣ୍ଡିଠାରେ କଣ୍ଟେନମେଣ୍ଟ ଜୋନ୍ ଯୋଗୁଁ ରାସ୍ତା ବନ୍ଦ ଥିବାରୁ ଆମ୍ବୁଲାନ୍ସଟି ଆସିପାରିଲା ନାହିଁ। ଶେଷରେ ଏକ ଅଟୋରେ ଗର୍ଭବତୀ ମହିଳାଙ୍କୁ […]

  • Wednesday, 14 July 2021
marriage
ବିବାହ ଭୋଜିରେ ଏକାଠି ହୋଇଥିଲେ ହଜାରେ ଲୋକ, ତା' ପରେ...

ମୋହନା: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିରୋଧରେ ମାମଲା ରୁଜୁ। ଭୋଜି ପାଇଁ ହଜାରେ ଲୋକେ ଏକାଠି ହୋଇଥିବା ବେଳେ ଭୋଜିକୁ ବନ୍ଦ କଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଠକେଳି ଗାଁରେ। ଏହି ଗାଁର ସୁଶାନ୍ତ ମାଳି ତାଙ୍କ ବିବାହ ପାଇଁ ୫୦ ଜଣଙ୍କୁ ନେଇ ବିବାହ ଭୋଜି ଆୟୋଜନ କରିବେ ବୋଲି ଗତ ଜୁଲାଇ ୩ ତାରିଖରେ ପୋଲିସ ଠାରୁ ଅନୁମତି ନେଇଥିଲେ। କିନ୍ତୁ ବାହାଘର ସମୟରେ […]

  • Wednesday, 14 July 2021