Advertisment

୩ ପ୍ରତିଶତକୁ ଖସିଲାଣି ଟିପିଆର୍‌

୩ ପ୍ରତିଶତକୁ ଖସିଲାଣି ଟିପିଆରପି । ରାଜ୍ୟର ୨୬ଟି ଜିଲ୍ଲାରେ ୫ ପ୍ରତିଶତ ତଳେ ଟିଆରପି । ଅନଲକ୍ ପ୍ରକ୍ରିୟାକୁ ଗଲା ବେଳେ କଟକ ଭୁବନେଶ୍ୱର ପାଇଁ ହୋଇପାରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି ।

author-image
Prangyan Parimita
ଅଦ୍ୟତନ ହୋଇଛି

୩ ପ୍ରତିଶତକୁ ଖସିଲାଣି ଟିପିଆର୍‌ । ରାଜ୍ୟର ୨୬ଟି ଜିଲ୍ଲାରେ ୫ ପ୍ରତିଶତ ତଳେ ଟିପିଆର୍‌ । ଅନଲକ୍ ପ୍ରକ୍ରିୟାକୁ ଗଲା ବେଳେ କଟକ ଭୁବନେଶ୍ୱର ପାଇଁ ହୋଇପାରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି । ମଲ୍ ,ପାର୍ଲର,ସ୍ପା,ଜିମ୍ ଓ ବସ୍ ଚଳାଚଳକୁ ମିଳିପାରେ ଅନୁମତି ।

Advertisment
Odisha Lucknow
Advertisment
Advertisment