• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bjp-leader
କଟକରେ ବିଜେପି ନେତାଙ୍କୁ ହତ୍ୟା

କଟକ: କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା। ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କୁଳମଣି ସାଲେପୁର ବିଜେପିର ମଣ୍ଡଳ […]

  • Thursday, 15 July 2021
naveen
୨୦ ବର୍ଷ ପରେ ମନେ ପଡ଼ିଲା ପଛୁଆ ବର୍ଗଙ୍କ କଥା ?

ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବସ୍ଥା କଣ? ରାଜ୍ୟ ପଛୁଆ ବର୍ଗ କମିଶନ୍ ମାଧ୍ୟମରେ ଏହି ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥିଲା। ଗତବର୍ଷ ଫେବ୍ରୁଆରୀରେ ଓଡିଶା ପଛୁଆ ବର୍ଗ କମିଶନ୍ ସଂଶୋଧନ ବିଲ୍ ବି ବିଧାନସଭାରେ ପାରିତ ହୋଇଥିଲା। ତେବେ କମିଶନ୍ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆଜି […]

  • Thursday, 15 July 2021
lekhashree
ଆଈମା' କାହାଣୀ କହି ପଦୋନ୍ନତି ପାଇଲେ ବୋଥ୍ରା

ଭୁବନେଶ୍ୱର: ଆଈମା କାହାଣୀ କହି ପଦୋନ୍ନତି ପାଇଲେ SIT ମୁଖ୍ୟ ଅରୁଣ ବୋଥ୍ରା। ଏକଥା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ। ପରୀ ପ୍ରସଙ୍ଗରେ ସରକାରଙ୍କୁ ସେ କଡ଼ା ସମାଲୋଚନା କରିବା ସହ ୭ଟି ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି। ପଢନ୍ତୁ:- ପ୍ରତି ବର୍ଷ  ପରୀ ଭଳି ୫୫୦୦ କୁନି ପିଲାମାନେ ଓଡ଼ିଶାରୁ ନିଖୋଜ ହେଉଛନ୍ତି। ୨୭ ହଜାର ସିଶୁ ଗତ ୫ ବର୍ଷ ଭତରେ ନିଖୋଜ ହୋଇଛନ୍ତି। ଅଥଚ ସାଢେ ୪ କୋଟି ଓଡ଼ିଆ ମୋ ପରିବାର କହୁଥିବା […]

school
ସ୍କୁଲ ଖୋଲିବା ନେଇ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। […]

  • Thursday, 15 July 2021
school
୮ରୁ ଖୋଲିବ ସ୍କୁଲ: କେବେ ହେବ ପରୀକ୍ଷା, ଜାଣନ୍ତୁ

ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।  ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ […]

  • Thursday, 15 July 2021
obc
ଗରିବ ନ ହୋଇଥିଲେ ଓବିସି ତାଲିକାରୁ ନାଁ କଟିବ !

ଭୁବନେଶ୍ୱର: ରାଜ୍ୟ ଏସସିବିସି କମିଶନ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ରଘୁନାଥ ବିଶ୍ୱାଳ। ଏଥିସହ କମିଶନରେ ତିନିଜଣ ସଦସ୍ୟ ଭାବେ ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ କମିଶନ ରଘୁନାଥ ବିଶ୍ୱାଳ ପ୍ରାଥମିକ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ତ୍ୱରାନିତ ହେବ। ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ […]

  • Thursday, 15 July 2021
file
କେବେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ?

ଭୁବନେଶ୍ୱର: ମେ ୪ରୁ ଜୁନ୍ ୧୦ ଭିତରେ ବୋର୍ଡ ପରୀକ୍ଷା ଦେବେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା। କାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶଙ୍କ ଏ ଘୋଷଣା ପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସିବିଏସଇ ଛାତ୍ରଛାତ୍ରୀ। ଏଣେ ସିବିଏସଇର ପରୀକ୍ଷା ତାରିଖ ଧାର୍ଯ୍ୟ ପରେ କେବେ ହେବ ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା, ତାକୁ ନେଇ ବଢିଛି ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ରାଜ୍ୟରେ ଏଯାଏ ସ୍କୁଲ୍ […]

  • Thursday, 15 July 2021
fraud
ମିଛ ବିଜ୍ଞାପନକୁ ସାବଧାନ ! କାଗଜ ଦେଖାଇ ଟଙ୍କା ପୋଛିନେଲେ

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନକଲି ସନ୍ତକ କରି ଆଟେଣ୍ଡାଣ୍ଟ ପଦବୀ ପୂରଣ ନେଇ ସ୍ପଷ୍ଟ କଲେ ସିଡିଏମଓ। ଜଣେ ବ୍ୟକ୍ତି ଏହି ଜାଲ ଦସ୍ତଖତ ଜରିଆରେ ଜିଲ୍ଲାର ବିଭିନ୍ନ ମେଡିକାଲରେ ଆଟେଣ୍ଡାଣ୍ଟ ପଦବୀ ଲାଗି ବିଜ୍ଞାପନ ଦେବା ସହ ଶିକ୍ଷିତ ଯୁବକ ଯୁବତୀଙ୍କ ଠାରୁ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଧରାପଡିବା ପରେ ସିଡିଏମଓ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। […]

  • Thursday, 15 July 2021
hati
ଗୋଠଖଣ୍ଡିଆ ହାତୀ ପାଇଁ କଣ ଥାଏ ବିପଦ ?

ବ୍ରହ୍ମପୁର: ମାତ୍ର ଦୁଇଟା ଦିନରେ କି କିମିଆଁ ଲଗେଇଦେଲା କେଜାଣି। ଆଖିର ଲୁହ ବୋଲ ମାନୁନି। ମା ଭଳି ବୋତଲରେ କ୍ଷୀର ପିଆଉଛନ୍ତି। ଶେଷ ଥର ପାଇଁ ସ୍ନେହବୋଳା ହାତରେ ଛୁଆ ହାତୀକୁ ଆଉଁସି ଦେଉଛନ୍ତି ଫରେଷ୍ଟଗାର୍ଡ ସନ୍ତୋଷ। ସନ୍ତୋଷ ଜାଣିଥିଲେ, ଦିନେ ନା ଦିନେ ଗୋଠଖଣ୍ଡିଆ ଏ ହାତୀଛୁଆକୁ ତାଙ୍କୁ ଛାଡ଼ିବାକୁ ହେବ ପ୍ରକୃତି କୋଳକୁ। ହେଲେ ସେ ଦିନ ଯେ ଏତେ ଜଲ୍‌ଦି ଆସିବ, ଭାବିପାରି ନଥିଲେ। ଖାଲି ସନ୍ତୋଷ ନୁହନ୍ତି ହାତୀ ଛୁଆଟିକୁ […]

  • Thursday, 15 July 2021
fine-1
ନୂଆବର୍ଷରୁ ଟ୍ରାଫିକ୍‌ ନିୟମ ହେବ କଡ଼ାକଡ଼ି, ପଛବାଲା ପିନ୍ଧିବେ ବି ହେଲମେଟ୍

ଭୁବନେଶ୍ୱର: ନୂଆବର୍ଷରୁ ଟ୍ରାଫିକ୍‌ ନିୟମ ଆହୁରି ହେବ କଡ଼ାକଡ଼ି। ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ହେଲମେଟ୍ ପିନ୍ଧିବେ। ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଆସନ୍ତାକାଲିଠାରୁ କଡାକଡି ହେବ ଚେକିଂ। ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ ହେବ ବୋଲି ଆଜି ସ୍ପଷ୍ଟ କରିଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ମନ୍ତ୍ରୀ କହିଛନ୍ତି, ବାଇକରେ ଅଧିକ ଦୁର୍ଘଟଣା ଘଟୁଛି। ରୋଡ ସେଫଟି କମିଟି ଚେୟାରମ୍ୟାନ ରାଜ୍ୟକୁ ଦୁର୍ଘଟଣା ପାଇଁ ତାଗିଦ […]

  • Thursday, 15 July 2021
khabar-odisha-kendrar
କେନ୍ଦ୍ର ଦେଉଛି, ରାଜ୍ୟ ହାଇଜାକ୍‌ କରୁଛି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରିଥିବା ଅଭିଯୋଗରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଉଛି। ରାଜ୍ୟର ବିଭିନ୍ନ ଥାନାରେ ଦଳ ପକ୍ଷରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦିଆଯାଉଛି। କ୍ୟାପିଟାଲ ଥାନାରେ ବିଜେପି ମହିଳା ମୋର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯାଇଛି। ଏହା ପୂର୍ବରୁ ଗତକାଲି ରାଜ୍ୟର ସମସ୍ତ ୩୧୪ଟି ବ୍ଲକ ଆଗରେ ଦଳ ଧାରଣା ଦେବା ସହ ପ୍ରତିବାଦ କରିଥିଲା। କେନ୍ଦ୍ର ସରକାରଙ୍କ […]

  • Thursday, 15 July 2021
khabar-odisha-barsa-anubhav
ଆସିଲେ ବର୍ଷା, ଏବେ ଅନୁଭବଙ୍କୁ ଅପେକ୍ଷା

ଭୁବନେଶ୍ୱର: ସେଲିବ୍ରିଟି ବିବାଦ ଆସି ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି। ମହିଳା କମିଶନ ଅଫିସ୍‌ରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ବିବାଦ ନେଇ ବର୍ଷା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ହାଜର ପାଇଁ ନୋଟିସ ହୋଇଛି। ଆଜି ହାଜର ହେବାକୁ ୩ ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ। ଓଲିଉଡ୍ ଦମ୍ପତି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ଘରୋଇ ବିବାଦ ମାମଲାରେ ଆଜି ରାଜ୍ୟ ମହିଳା […]

wife-dead-body
ସୈତାନ ସ୍ୱାମୀ: ସ୍ତ୍ରୀକୁ ହତ୍ୟା କରି କଦଳୀ ଗଛ ତଳେ ପୋତିଦେଲା

ସୁନ୍ଦରଗଡ଼: ଏତେ ନୃଶଂସ କଣ ମଣିଷ ହୋଇପାରେ ! ଯାହାକୁ ବିଶ୍ୱାସ କରି ହାତ ଧରିଥିଲା, ଆଜି ସେଇ ବିଶ୍ୱାସର ହାତ ନୃଶଂସ ଭାବେ ହତ୍ୟା କରିବାକୁ ପଛାଇଲାନି। ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସୈତାନ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ତଳସରା ଥାନା ସବଡେଗା ଗାଁରେ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ରୁହନ୍ତି ଖଏରୁ ନାଏକ ଓ ସ୍ତ୍ରୀ ଶକୁନ୍ତଳା ନାଏକ। ସ୍ତ୍ରୀ ଶକୁନ୍ତଳା ନାଏକ ୩୦ […]

  • Thursday, 15 July 2021
naxal
ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ସଫା

ଦାନ୍ତେୱାଡ଼ା: ଛତିଶଗଡ଼ରେ ସୁରକ୍ଷାବଳକୁ ବଡ଼ ସଫଳତା। ଦୁଇ ହାର୍ଡ କୋର୍ ମହିଳା ମାଓବାଦୀ ଏନକାଉଣ୍ଟରରେ ନିହତ। ଛତିଶଗଡ଼ ଦାନ୍ତେୱାଡ଼ା କାଲୋପଲ୍ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଖବର ପାଇଁ କମ୍ବିଂ କରିଥିଲେ ଯବାନ। ତେବେ ଏହି ସମୟରେ ପୋଲିସ୍ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଏଥିରେ ୱାଣ୍ଟେଣ୍ଡ ମାଓବାଦୀ ଇଜେ ମରକୋମ୍ ଓ ମାଲାଙ୍ଗିରିଙ୍କ ମୃତ୍ୟୁ ହୋଇଛି। ଇଜେ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା […]

  • Thursday, 15 July 2021
goda-bhangi
ଯୌତୁକ ଯାତନା: ଗୋଡ଼ ବାନ୍ଧି ନବବଧୂକୁ ଫିଙ୍ଗିଦେଲେ !

ଭୁବନେଶ୍ୱର: ଯୌତୁକ ଜୁଇରେ ଜଳିବା ଆଗରୁ ଅଳ୍ପକେ ବର୍ତ୍ତିଗଲା ବୋହୂଟିଏ। ମରଣ ମୁହଁକୁ ଠେଲି ହୋଇ ନିଶ୍ଚିହ୍ନ ହେବା ଆଗରୁ ଫେରିଆସିଲା ଝିଅଟିଏ। ଆଉ ମାତ୍ର କେଇ ଘଣ୍ଟା ବିଳମ୍ବ ହୋଇଥିଲେ ହୁଏତ କିଛି ବି ଘଟିଯାଇଥାନ୍ତା। ସୌଭାଗ୍ୟକୁ ପଡୋଶୀଙ୍କ ଆଖିପଡ଼ିଲା ବୋଲି ଜୀବନ ବଞ୍ଚିଗଲା। ଦେଖନ୍ତୁ କେତେ ବର୍ବର, ବୀଭତ୍ସ ଆଉ ବେଦନାଦାୟକ ଦୃଶ୍ୟ। ବାନ୍ଧି ଦିଆଯାଇଛି ହାତଗୋଡ଼। ଡୋଲିରେ ପକାଇ ଚେତାଶୂନ୍ୟ କରି ଫିଙ୍ଗିଦିଆଯାଇଛି ଗାଇ ଗୁହାଳରେ। ଏ ହେଉଛନ୍ତି ବୁଗୁଡ଼ା ଥାନା ମଙ୍ଗରାଜପୁର […]

  • Thursday, 15 July 2021
madi-asuchi
ନୂଆବର୍ଷରେ ଥରିବ ଓଡ଼ିଶା ! ଏଇ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ। ଅସହ୍ୟ ଜାଡ଼ରେ ଥରିବ ଓଡ଼ିଶା। ୩୦ରୁ ଜାନୁଆରୀ ୨ ଯାଏ ପ୍ରବଳ ଶୀତ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ଶୀତ ଲହରି ନେଇ ସତର୍କ ସୂଚନା ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ। ସଂପୃକ୍ତ ୬ ଜିଲ୍ଲା ଲାଗି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ ସୂଚନା ଆଧାରରେ […]

  • Thursday, 15 July 2021
sea-beach
ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ମିଳିଲା ମାନ୍ୟତା

ଭୁବନେଶ୍ୱର: ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ଆଜି ବିଧିବଦ୍ଧ ଭାବେ ମିଳିଲା ମାନ୍ୟତା। ଆନୁଷ୍ଠାନିକ ଭାବେ ଆଜି ସମୁଦ୍ରକୂଳରେ ଲାଗିଛି ବ୍ଲୁଫ୍ଲାଗ୍। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନ୍ଫେରେନ୍ସିଂରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ପୁରୀ ବିଚ୍‌ରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍‌ରେ ବ୍ଲୁଫ୍ଲାଗ୍‌କୁ ଉଡ଼ାଇଛନ୍ତି। ପୁରୀ ସମେତ ୮ଟି ବିଚ୍‌ର ଏକାସଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ପ୍ରଦୂଷଣମୁକ୍ତ କରିବା ନେଇ ପଦକ୍ଷେପ ପାଇଁ ପୂର୍ବରୁ […]

school
ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ଯେକୌଣସି ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା ରହିବ। ଏନେଇ ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଶିକ୍ଷାବର୍ଷରୁ ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ ହୋଇଛି। ସଂକଳ୍ପକୁ […]

  • Thursday, 15 July 2021
pradipta-main
'ମହିଳାଙ୍କ ପାଇଁ ପ୍ରତୀକାତ୍ମକ ନୁହେଁ, ଠୋସ୍ ପଦକ୍ଷେପ ନେବା ଜରୁରୀ'

ଭୁବନେଶ୍ୱର: କରୋନା ବେଳେ ମୋଦି ୮୫ ଲକ୍ଷ ୨୦ ହଜାର ମହିଳାଙ୍କ ଜନଧନ ଖାତାକୁ ୧୨୫୮ କୋଟିରୁ ଅଧିକ ଟଙ୍କା ପହଞ୍ଚାଇଛନ୍ତି। ୪୭ ଲକ୍ଷରୁ ଅଧିକ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ମିଳିଛି। ହେଲେ ମୋଦି ସରକାର ମହିଳାଙ୍କ ରୋଷେଇରେ ସୀମିତ ରଖୁଛନ୍ତି ବୋଲି ବିଜେଡି ପ୍ରଣବ ପ୍ରକାଶ ଦାସ କହୁଛନ୍ତି। କିଛି ଏଭଳି ଢଙ୍ଗରେ ପ୍ରଣବଙ୍କୁ କଡ଼ା ସମାଲୋଚନା କରି ଟ୍ୱିଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମହିଳା ସଶକ୍ତିକରଣର ବଡ଼ ନିଦର୍ଶନ […]

  • Thursday, 15 July 2021
Abhaya
ରାଜ୍ୟରେ ଅପରାଧର ମାତ୍ରା କମିଛି: ଅଭୟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ପୋଲିସ ଡିଜି ଅଭୟ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମିଳନୀକୁ ସମ୍ବୋଧନ କରି ଅଭୟ କହିଛନ୍ତି ଯେ, ୨୦୨୦ରେ ପୋଲିସ ବାହିନୀ ଭଲ ଭାବେ କରୋନା ମୁକାବିଲା କରିଛି। କରୋନା ସହ ଲଢ଼େଇରେ ୪୭ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି। ଏହାସହ ୯୦୦ରୁ ଅଧିକ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ଏହାସହ ଚଳିତ ବର୍ଷ ମାଓ ମୁକାବିଲା […]

  • Thursday, 15 July 2021
santa-cluz
ପତ୍ରରୁ ସାଣ୍ଟା କହିଲା ହାପି ଖ୍ରୀଷ୍ଟମାସ୍

ରାତି ପାହିଲେ ବଡ଼ ଦିନ। ଏଭଳି ଦିନରେ ଛୋଟ ପିଲାଠୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଏହି ଅବସରରେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ। ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ପତ୍ର ଆର୍ଟ। ଏକ ନିଆରା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ଖ୍ରୀଷ୍ଟ ଧର୍ମର ଲୋକଙ୍କୁ। ଏକ ଗଛର ଛୋଟ ପତ୍ରରେ ଅତି ନିଖୁଣ ଭାବେ ଖ୍ରୀଷ୍ଟମାସର ଶୁଭେଚ୍ଛା ଓ ତାହା ସହ କରୋନା ସଚେତନତାର […]

  • Thursday, 15 July 2021
Death
କୋକେଇରେ ଶୋଇଥିଲେ ବାପା, ଷ୍ଟେଥୋସ୍କୋପ ପକାଇ ଚିକିତ୍ସା କଲା ପୁଅ

ଜୟପୁର(ଟି. ଗୌରୀ ଶଙ୍କର): ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେବ ଲୋକଙ୍କ ସେବା କରିବ, ଆଉ ତାହା ଭାବି ପୁଅକୁ ଡାକ୍ତରୀ ପାଠ ପଢାଇଲେ ବାପା। ଆଉ କିଛି ଦିନ ପରେ ପୁଅର ଡାକ୍ତରୀ ପାଠ ବି ସରିଥାନ୍ତା ହେଲେ ପୁଅର ସେବା ଦେଖିବା ଆଗରୁ ଚାଲିଗଲେ ବାପା। ପୁଅର ଡାକ୍ତରୀ ପାଠ ସରିନି କି ଡାକ୍ତର ହୋଇ ଲୋକଙ୍କ ସେବା କରିବା ବି ବାପା ଦେଖିପାରିଲେନି। କିନ୍ତୁ ବାପାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ […]

  • Thursday, 15 July 2021
lootera
ଫୁଲ୍ ଫିଲ୍ମି ଷ୍ଟାଇଲ୍‌ରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ

ଭୁବନେଶ୍ୱର: ପୁଣି ଲୁଟେରାଙ୍କ ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ। ହେଲେ ଏଥର ଫୁଲ୍ ଫିଲ୍ମି ଷ୍ଟାଇଲ୍, ଜବରଦସ୍ତ ପ୍ରି ପ୍ଲାନିଂ  ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ କହି, ସଚେତନ କରିବା ନାଁରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା। ଘଟଣା ଘଟିଛି ଭୁବନେଶ୍ୱର ପଟିଆ ସ୍ୱର୍ଣ୍ଣପୁରୀ ରୋଡ୍ RJ ଲଞ୍ଜ୍ ସମ୍ମୁଖରେ। ସିସିଟିଭିରେ କଏଦ୍ ହୋଇଛି ଗତ ସୋମବାରର ପୁରା ଘଟଣା। ଅଭିଯୋଗ ଅନୁସାରେ, ବାସୁଦେବ ଏନକ୍ଲେଭରେ ରହୁଥିବା ବିଶ୍ୱରଞ୍ଜନ ଆଚାର୍ଯ୍ୟଙ୍କ ବାପା ବିଭୂତି ଭୂଷଣ ଓ ମାଆ […]

  • Thursday, 15 July 2021