• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Untitled-1
ମହାମାରୀ କାରଣରୁ ଆପଣଙ୍କ ପିଲାଙ୍କ ଠାରେ ମାନସିକ ଚାପ ବଢୁଛି କି? ତେବେ ଧ୍ୟାନ ଦିଅନ୍ତୁ

କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ନିଃସଙ୍ଗତା ଓ ମାନସିକ ଚାପକୁ ପ୍ରୋତ୍ସାହିତ କରିଛି। ଗୃହ ସଂଘରୋଧ ଯୋଗୁଁ ସବୁ ବୟସର ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ପାଖରେ ଉଦାସୀନତା ଓ ମାନସିକ ଚାପର ଏକ ଗୁରୁତର ଅବସ୍ଥା ଦେଖିବାକୁ ମିଳୁଛି। ଆମେରିକୀୟ ଏକାଡେମୀ ଅଫ୍ ଚାଇଲ୍ଡ ଆଣ୍ଡ୍ ଆଡୋଲେସେଣ୍ଟ୍ ସାଇକିଆଟ୍ରି (JAACAP) ସାଇନ୍ସ ଡେଲିରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହାକି କୋଭିଡ କାରଣରୁ ୪ ବର୍ଷରୁ ୨୧ ବର୍ଷ ବୟସର ପିଲାମାନଙ୍କୁ ନେଇ […]

  • Wednesday, 14 July 2021
Untitled-1
୭୭ ବର୍ଷୀୟ ଉର୍ମିଳାଙ୍କ ପ୍ରେରଣା : ମାସକୁ କରୁଛନ୍ତି ୨-୩ ଲକ୍ଷ ରୋଜଗାର

ଏହା ହେଲା ୭୭ ବର୍ଷୀୟ ଉର୍ମିଳାଙ୍କ କରୁଣ କାହାଣୀ। ତାଙ୍କ ଦୁଃଖ-ଯନ୍ତ୍ରଣାରୁ ଆରମ୍ଭ ହେଲା ନୂଆ ବ୍ୟବସାୟ। ଲକ୍ଡାଉନ୍ରେ ଆରମ୍ଭ କରିଥିବା ଘରୋଇ ଦ୍ରବ୍ୟକୁ ବିକ୍ରିକରି ସେ ମାସକୁ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ଉର୍ମିଳା ଜାମନାଦାସ ଆଶେର ପ୍ରତ୍ୟେକ ଦିନ ସକାଳ ୫.୩୦ରେ ଶର୍ଯ୍ୟା ତ୍ୟାଗ କରନ୍ତି। ଏଇଠୁ ଆରମ୍ଭ ହୁଏ ତାଙ୍କ ଦିନର କାମ। ସେ ତାଙ୍କ ବୋହୂ ରାଜଶ୍ରୀ ଏବଂ ନାତି ହର୍ଷଙ୍କ ପାଇଁ ଚା’ […]

  • Wednesday, 14 July 2021
1
କରୋନା ବେଳେ ରୋଷେଇ ଘରର କେଉଁ କେଉଁ ଜିନିଷ ସଫା କରିବା ଜରୁରୀ

ସଫା ସୁତୁରା ରହିବା ତ ସବୁବେଳେ ଜରୁରୀ, ତେବେ ଯଦି କରୋନାକୁ ନେଇ ଚିନ୍ତା କରାଯାଏ ତେବେ ଏହାର ଆବଶ୍ୟକତା ଦୁଇଗୁଣା ବଢିଯାଏ। ଏନେଇ ଘରର ଅନ୍ୟାନ୍ୟ ଜିନିଷ ସହିତ ରୋଷେଇ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକର ସଫାସୁତୁରା ମଧ୍ୟ ସବୁଦିନେ କରିବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା ଯେ ରୋଷେଇ ଘରର କେଉଁ ସବୁ ଜିନିଷକୁ ସଫା ସୁତୁରା କରିବା ନେଇ ଆମେ ଅଧିକ ଗୁରୁତ୍ୱ ଦେବା। ବାସନ ଧୂଆ ବେସିନ(ସିଙ୍କ୍): ଅନେକ […]

  • Wednesday, 14 July 2021
a
ଘଞ୍ଚ ଓ ରେଶମୀ କେଶ ପାଇଁ ଏହି ଖାଦ୍ୟ ଖାଆନ୍ତୁ

ବୟସ ବଢିବା ସାଙ୍ଗକୁ ଶରୀରର ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସେ। ସେଥିରୁ କେଶ ଅନ୍ୟତମ। ଏହି ସମୟରେ କେଶରେ ଅନେକ ସମସ୍ୟା ଦେଖାଯାଏ। ତେବେ କେଶ ହେଉଛି ଏକ ଏପରି ଜିନିଷ ଯାହା ମଣିଷର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଏହାର ଯତ୍ନ ନେବା ଜରୁରୀ। କେଶର ସମସ୍ୟା ମୂଳରେ ଅନେକ ମାତ୍ରାରେ ଖାଦ୍ୟ ଓ ଜୀବନଶୈଳୀ ରହିଥାଏ। କେଶ ସମସ୍ୟା ପଛରେ ଯଦିଓ ବୟସ ବୃଦ୍ଧି ରହିଛି, ତେବେ ଆମେ ବୟସକୁ ତ ରୋକିପାରିବାନି […]

  • Wednesday, 14 July 2021
Doodh-cola
ଗରମରେ ମଜ୍ଜା ଦେବ ‘ଦୁଧ୍ କୋଲା’

ଗରମର ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି। ଲୋକେ ଖରାରେ ବୁଲି ଶୋଷ ମେଣ୍ଟେଇବା ନେଇ ବିଭିନ୍ନ ପାନୀୟ ଉପରେ ନିର୍ଭର କରୁଛନ୍ତି। ଏଥିରେ କିଛି ପାରମ୍ପରିକ ପାନୀୟ ଥିବାବେଳେ କେତେକ ଆଧୁନିକ ପାନୀୟ ମଧ୍ୟ ରହିଛି। ତେବେ ଆପଣ କେବେ ‘କୋଲା’ ଓ  ‘କ୍ଷୀର’ର ମିଶ୍ରଣଯୁକ୍ତ ପାନୀୟ ବିଷୟରେ ଶୁଣିଛନ୍ତି କି? ଏହାକୁ ‘ଦୁଧ୍ କୋଲା’ କୁହାଯାଏ। ଏଭଳି ନାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ତେବେ ଆସନ୍ତୁ ଜାଣିନେବା ଏହି ପାନୀୟ ବିଷୟରେ। […]

  • Wednesday, 14 July 2021
Puffy
ପୁଫି ଆଇଜର ନିରାକରଣ ମନ୍ତ୍ର

ଶରୀରର ଅଙ୍ଗପ୍ରତ୍ୟେଙ୍ଗରେ ସାମାନ୍ୟତମ ଏପଟସେପଟ ଅସୁନ୍ଦରତାର କାରଣ ହୋଇପାରେ। ସେଥିମଧ୍ୟରେ ଆଖି ହେଉଛି ଅନ୍ୟତମ। ପୁଫି ଆଇଜ୍ ବା ସ୍ଫୀତ ଆଖି ହେଉଛି ଏକ ସାଧାରଣ ସମସ୍ୟା ଯାହା ସୌନ୍ଦର୍ଯ୍ୟରେ ପ୍ରଭାବ ପକାଇଥାଏ। ଯେତେବେଳେ ଆଖି ଚାରିପାଖରେ ଥିବା ଚର୍ମ ଫୁଲିବାକୁ ଆରମ୍ଭ କରେ ସେତେବେଳେ ଏହି ସମସ୍ୟା ଦେଖାଯାଏ। ଏଭଳି ହେବା ପଛରେ ଅନେକ କାରଣ ରହିଛି। ସେ ସବୁ ମଧ୍ୟରେ କମ ଶୋଇବା, ଥକ୍କାପଣ, ଅଧିକ କାନ୍ଦିବା ଆଦି ରହିଛି। ଯଦି ଆପଣ ଏଭଳି […]

  • Wednesday, 14 July 2021
W
ଏହି ୫ ଆସନ ମୋଟାପା ହ୍ରାସ ପାଇଁ ଅତ୍ୟନ୍ତ ଜରୁରୀ

ଆଜିକାଲି ପ୍ରାୟ ସମସ୍ତେ ନିଜର ମୋଟାପାକୁ ନେଇ ଚିନ୍ତିତ। ଏନେଇ କିଏ ଡାଏଟ ଉପରେ ଧ୍ୟାନ ଦେଉଛନ୍ତି ତ ଆଉ କେହି ଡାକ୍ତରଙ୍କ ପରାମର୍ଶ ଲୋଡୁଛନ୍ତି। କେହି କେହି ଜିମ ଯାଇ ଝାଳ ବୁହାଉଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କିଛି ଯୋଗ ବିଷୟରେ କହିବୁ ଯାହାକୁ ଆପଣ ଆପଣେଇ ଘରେ କରି ଉପକୃତ ହୋଇପାରିବେ। ଯୋଗ ଯେ କେବଳ ଶାନ୍ତି ଆଣେ ତାହା ନୁହେଁ, ଏହା ମଧ୍ୟ ଶାରୀରିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥାଏ। ତେଣୁ […]

  • Wednesday, 14 July 2021
Acne
ଏହିସବୁ ଖାଦ୍ୟ ଖାଉଛନ୍ତି କି? ତେବେ ହୁସିଆର! ମୁଖବ୍ରଣ ହେଇପାରେ

ଆଜିକାଲି ପ୍ରାୟ ସବୁ ଯୁବଗୋଷ୍ଠୀ ମୁଖବ୍ରଣ ପରି ସମସ୍ୟାରେ ପିଡିତ । ଏହାର ସମାଧାନ ପାଇଁ କିଏ କେତେ ଉପାୟ ଅବଲମ୍ବନ କରୁଥିବା ବେଳେ ଭୁଲିଯାଆନ୍ତି ଯେ ଏହା ପଛରେ ଥିବା ଭୁଲ ଖାଦ୍ୟ ଗ୍ରହଣର କାରଣଟିକୁ। ଏପରି ବହୁତ ଖାଦ୍ୟ ଅଛି ଯାହାକୁ ଆମେ ଆମ ଦୈନିନନ୍ଧୀନ ଜୀବନରେ ଆପଣେଇ ନେଇଛେ ଯାହା ମୁଖବ୍ରଣର ପ୍ରଧାନ କାରଣ ପାଲଟିଛି। ତେବେ କେଉଁ କେଉଁ ଖାଦ୍ୟ ସାଧାରଣତଃ ମୁଖବ୍ରଣର ପ୍ରମୁଖ କାରଣ ପାଲଟିଥାଏ ଆସନ୍ତୁ ନଜର ପକେଇବା […]

  • Wednesday, 14 July 2021
Sareeee
ଗ୍ରୀଷ୍ମରେ ପିନ୍ଧିବେ କିପରି ଶାଢୀ?

ଗ୍ରୀଷ୍ମ ପ୍ରଭାବ ବଢିବାରେ ଲାଗିଛି। ଧିରେ ଧିରେ ଅସହ୍ୟ ହେବାକୁ ଲାଗିଲାଣି ତାତି । ତାତି ବଢିବା ସାଙ୍ଗକୁ ଲୋକଙ୍କ ପୋଷାକର ରୁଚି ମଧ୍ୟ ପରିବର୍ତ୍ତନ ହେବାକୁ ଲାଗିଛି। ଲୋକେ ଦେହକୁ ଥଣ୍ଡା ପ୍ରଦାନ କରୁଥିବା ପୋଷାକ, ପତଳା ସାର୍ଟ୍, ସର୍ଟ୍ସ୍, ଘାଗରା, ରିସୋର୍ଟ ପୋଷାକ ସହିତ ଶାଢୀ ପିନ୍ଧିବାକୁ ଅଧିକ ଆଗ୍ରହ ପ୍ରକାଶ କରିବାକୁ ଲାଗିଲେଣି। ଯଦି ଆମେ ମହିଳାମାନଙ୍କ କଥା କହିବା ତେବେ ସେମାନେ ଶାଢୀ ପ୍ରତି ବେଶି ରୁଚି ଦେଖାଉଥିବା ଜଣାଯାଏ। ଯଦିଓ […]

  • Wednesday, 14 July 2021
Joboba-oil
ଚିକ୍କଣ କେଶ ଓ ଚର୍ମ ପାଇଁ ବ୍ୟବହାର କରନ୍ତୁ ଜୋଜୋବା ଅଏଲ୍

ଆଜିକାଲି ସମସ୍ତେ ନିଜ କେଶ ଓ ଚର୍ମର ସୁରକ୍ଷା ପ୍ରତି ବ୍ୟସ୍ତ। ଏନେଇ ଅନେକ ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ବ୍ୟବହାର କରି ଖର୍ଚ୍ଚାନ୍ତ ମଧ୍ୟ ହୁଅନ୍ତି। କିନ୍ତୁ ଅନେକ ଉପାୟ ଅଛି, ଯାହାକୁ ଆପଣ ଘରେ ବ୍ୟବହାର କରି ଖୁବ କମ୍ ଖର୍ଚ୍ଚରେ ଆପଣଙ୍କ କେଶ ଓ ଚର୍ମକୁ ଚିକ୍କଣ ରଖିପାରିବେ। ଆସନ୍ତୁ ଜାଣିବା ସେଭଳି ଏକ ଉପାୟ ବିଷୟରେ ଯାହା ଆପଣଙ୍କ ଶତ ପ୍ରତିଶତ କାମରେ ଆସିବ। ଜୋଜୋବା ଅଏଲ୍ […]

  • Wednesday, 14 July 2021
raincoat
ନୂଆ ଟ୍ରେଣ୍ଡ:ମାତ୍ର ୪୦ ଟଙ୍କାରେ ମିଳୁଛି ରେନ୍ କୋଟ୍

ବଜାରକୁ ଆସିଛି ନୂଆ ଟ୍ରେଣ୍ଡର ରେନ୍ କୋଟ୍ । କଟକରେ ମିଳୁଛି ବିଭିନ୍ନ ଟ୍ରେଣ୍ଟର ରେନ୍ କୋଟ୍ । ଗ୍ରାହକଙ୍କୁ ବହୁତ କମ୍ ଟଙ୍କା ଓ ସୁବିଧାରେ ରେନ୍ କୋଟ୍ ମିଳିପାରୁଛି । ସବୁଠୁ ଅଧିକ ଚାହିଦାରେ ଅଛି ପକେଟ୍ ରେନ୍ କୋଟ୍ ଯାହା ଗ୍ରାହାକଙ୍କୁ ବେସ୍ ପସନ୍ଦ ଆସୁଛି ।

dry skin
ଶୁଷ୍କ ତ୍ୱଚାରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଭୁବନେଶ୍ୱର:  ସମସ୍ତେ ଚାହାନ୍ତି ତାଙ୍କ ତ୍ୱଚା କୋମଳ, ଉଜ୍ୱଳ ଓ ସୁନ୍ଦର ଦେଖାଯାଉ। କିନ୍ତୁ ବାହାର ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ପାଇଁ ଏଭଳି ତ୍ୱଚା ପାଇବା କେବଳ ସ୍ୱପ୍ନରେ ରହିଥାଏ । ପରଫେକ୍ଟ ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ନିଜ ସ୍କିନ୍‌ ଟାଇପ୍‌ ଜାଣିପାରିବେ। କାରଣ ଭିନ୍ନ ଭିନ୍ନ ଟାଇପ୍‌ ସ୍କିନ୍‌ ପାଇଁ ଭିନ୍ନ ଭିନ୍ନ ଉପଚାର ରହିଛି। ଆଜି ଆମେ ଆପଣଙ୍କ ଶୁଷ୍କ ତ୍ୱଚାର କେମିତି ଯତ୍ନ ନେବେ ସେ ବିଷୟରେ […]

  • Tuesday, 13 July 2021
chandra-bhedna pranayam
ଗ୍ରୀଷ୍ମର ପ୍ରକୋପରୁ ରକ୍ଷାଦେବ ଏହିସବୁ ପ୍ରାଣାୟାମ

ଗ୍ରୀଷ୍ମର ପ୍ରଭାବରେ ରୌଦ୍ରତାପ ବଢିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବାକୁ କେହି ଥଣ୍ଡା ପାଣି ଉପରେ ନିର୍ଭର କରୁଛି ତ ଆଉ କେହି ପଇଡ କିମ୍ବା ପାଣିଜାତୀୟ ଫଳମୂଳ ଉପରେ ଧ୍ୟାନ ଦେଉଛନ୍ତି। ଗରମର ପ୍ରଭାବରୁ ମୁକ୍ତି ପା‍ଇବାକୁ ଅନେକ କୁଲର ବା ଏସିକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳେ। କିନ୍ତୁ ଏ ସବୁ ବ୍ୟତୀତ ଆମେ କିଛି ଅନ୍ୟ ଉପାୟ ଦେଉଛୁ ଯାହା ଆପଣଙ୍କୁ ଗ୍ରୀଷ୍ମର ପ୍ରଭାବରୁ ମୁକ୍ତି ଦେବ। ଏହା ହେଉଛି ପ୍ରାଣାୟାମ। ତେବେ […]

  • Tuesday, 13 July 2021
short Shorts
ଖରାଦିନରେ ଆରାମଦାୟକ ଡ୍ରେସ ସର୍ଟ୍ସ; ପୁରୁଷମାନେ ବି ମୋହରେ ପଡିଲେଣି

ଖରା ବଢିଲାଣି। ଅସହ୍ୟ ହେଲାଣି ହିଟ୍‌ ୱେଭ। ଗରମରୁ ମୁକ୍ତି ମିଳିବାର ବାଟ ସମସ୍ତେ ଖୋଜୁଛନ୍ତି। ଅଫିସ ବାହାରିବା ବେଳେ ହେଉ, କିମ୍ବା ମାର୍କେଟ ଯିବା ବେଳେ ହେଉ, ଆଗର ସେ ଷ୍ଟାଇଲିଶ୍‌…ଫ୍ୟାଶନେବୁଲ୍‌ ଡ୍ରେସ ଆଉ ଚଳୁନି। ଏବେ ଦରକାର କମ୍ଫର୍ଟେବୁଲ୍‌ ପୋଷାକ। ଖାଲି ମହିଳାମାନେ ଯେ କେବଳ ସର୍ଟ୍ସ  ପିନ୍ଧିବାକୁ ପସନ୍ଦ କରନ୍ତି ତାହା ନୁହେ, ପୁରୁଷମାନେ ମଧ୍ୟ ଏହାର ମୋହରେ ପଡିଲେଣି । ଗ୍ରୀଷ୍ମର ପ୍ରଭାବରୁ ନିଜକୁ ମୁକ୍ତିଦେବାକୁ ପୁରୁଷମାନେ ସର୍ଟ୍ସ ପିନ୍ଧୁଥିବା ଦେଖିବାକୁ […]

  • Tuesday, 13 July 2021
injury
ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଛୋଟବେଳେ ଆପଣ ସାଇକେଲ୍‌ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସବୁ ଲୋକ ଏପରି ଚିକିତ୍ସା […]

  • Tuesday, 13 July 2021
food
ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ...

ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ ? […]

  • Tuesday, 13 July 2021
acidity
ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁ ଲୋକଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ଏଥିମଧ୍ୟରୁ ଏସିଡିଟି ଗୋଟିଏ। ଏସିଡିଟି ହେବା ଫଳରେ ପେଟ ଜ୍ୱଳନ,ଆମ୍ୱିଳା ହାକୁଟି ହୋଇଥାଏ। ଏହାର ଉପଶମ ପାଇଁ ଲୋକେ ଅନେକ ଔଷଧ ସେବନ କରିଥାନ୍ତି। ଆପଣ ଚାହିଁଲେ ବିନା ଔଷଧରେ ଘରୋଇ ଉପଚାର ଦ୍ୱାରା ଏସିଡିଟି ସମସ୍ୟାକୁ ଦୂରେଇ ପାରିବେ। ଲବଙ୍ଗ : ଯଦି ଆପଣଙ୍କୁ ଏସିଡିଟି ହୋଇଛି , ତେବେ ଲବଙ୍ଗ ଚୋବାନ୍ତୁ। ଲବଙ୍ଗ ପାଣିକୁ ଗରମ […]

  • Tuesday, 13 July 2021
knee pain
ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଆଜିକାଲି ଆଣ୍ଠୁ ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା। ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି।  ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି।  ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର। ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ। ଥଣ୍ଡା ପାଣି ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ହେଉଛି ତେବେ ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ […]

  • Tuesday, 13 July 2021
hair fall home remedies
କେଶ ଝଡ଼ିବା ସମସ୍ୟାରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଘରୋଇ ଉପାୟ

ନାରୀ ହୁଅନ୍ତୁ କି ପୁରୁଷ, କେଶ ହିଁ ସମସ୍ତଙ୍କ ସୌନ୍ଦର୍ଯ୍ୟର ଚାବିକାଠି। ଏ କଥାକୁ କେହି ଅସ୍ୱୀକାର କରିବେନି। ହେଲେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର କେଶ ଝଡ଼ିବା ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ବର୍ତ୍ତିବା ବଡ଼ ମୁସ୍କିଲ। କିନ୍ତୁ କିଛି ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକୁଳିବା ସମ୍ଭବ। କାରଣ ଏହି ସମସ୍ୟାଟି ଆମ ଦୈନନ୍ଦିନ ଖାଦ୍ୟ ପାନୀୟ ସହିତ ଜଡ଼ିତ। ପ୍ରଥମ ଉପାୟ କେଶକୁ ଟ୍ରିମିଂ କରି ଏକଦମ୍‌ ଛୋଟ ଛୋଟ କରିଦିଅନ୍ତୁ। […]

prepare chicken curry without ginger garlic
ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ର ଏହି ସୁଆଦିଆ ଆଇଟମ୍‌

ଅଧିକାଂଶ ଲୋକଙ୍କୁ ଚିକେନ୍‌ ଖାଇବାକୁ ଭଲ ଲାଗିଥାଏ। କେହି କେହି ଚିକେନ୍‌କୁ ଝୋଳ କରି ଖାଆନ୍ତି ତ ଆଉ କେହି ଏହାକୁ କଷା କରି ଖାଆନ୍ତି। ହେଲେ ବିନା ପିଆଜ, ରସୁଣରେ ଏସବୁ ପ୍ରସ୍ତୁତ କଲେ ଖାଇବାରେ ସ୍ୱାଦ ଆସି ନ ଥାଏ ବୋଲି ସମସ୍ତେ ଭାବନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଚିକେନ୍‌ର ଏମିତି ଏକ ଆଇଟମ୍‌ କହିବୁ ଯାହାକୁ ଆପଣ ବିନା ପିଆଜ, ରସୁଣ ଓ ଅଦାରେ ପ୍ରସ୍ତୁତ କରି ଖାଇ ପାରିବେ। ଏହା […]

chukandar
ବିଟ୍‌ ଖାଇଲେ ଶରୀରକୁ ଏହିସବୁ ଫାଇଦା ମିଳିଥାଏ

ବିଟ୍‌ ପାଟିକୁ ସୁଆଦିଆ ଲାଗୁ ନ ଥିଲେ ମଧ୍ୟ ଏହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ଜନିତ ଲାଭ ମିଳିଥାଏ। ବିଶେଷ କରି ଶୀତ ଦିନେ ଖାଦ୍ୟରେ ବିଟ୍‌କୁ ସାମିଲ କରିବା ଉଚିତ୍‌। ତା’ହେଲେ ଆସନ୍ତୁ ଜାଣିବା ବିଟ୍ ଖାଇଲେ କେଉଁ ସବୁ ଫାଇଦା ମିଳେ… ବିଟ୍‌ରେ ଭିଟାମିନ୍‌ ବି ଓ ସି ସହିତ ଫସ୍‌ଫରସ୍, କ୍ୟାଲସିୟମ୍‌, ପ୍ରୋଟିନ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟସ୍‌ ରହିଛି। ବିଟ୍‌ ଖାଇଲେ ରକ୍ତ ସଫା ହୁଏ ଓ ଶରୀରରେ ଅମ୍ଳଜାନର ପରିମାଣ ବଢ଼ାଇବାରେ ମଧ୍ୟ […]

  • Monday, 12 July 2021
Stress
ସୁସ୍ଥ ମନ ପାଇଁ ଏହି ଅଭ୍ୟାସ ଛାଡନ୍ତୁ

ମାନସିକ ଚାପ ମଧ୍ୟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ଆମେ ଆମ ଜୀବନରୁ ଚାପକୁ ହଟାଇ ପାରିବୁ ନାହିଁ କିନ୍ତୁ ଆମେ ଏହାକୁ ପରିଚାଳନା କରିପାରିବା ଏବଂ ଏହାର ପ୍ରଭାବ ହ୍ରାସ କରିପାରିବା।

A stressful day at the office
ପାଚିଲା ଚୁଟିକୁ ନେଇ ଚିନ୍ତିତ କି? କଳା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ଯଦି ଅଳ୍ପ ବୟସରେ ମୁଣ୍ଡର କେଶ ଧଳା ପଡ଼ିଗଲେ  ବା ପାଚି ଗଲେ ଦୁଃଖ ଲାଗିବା ସ୍ୱାଭାବିକ୍‌। ହେଲେ  ଏହାକୁ ନେଇ ଲୋକମାନେ ଚିଡ଼ାଇବା ଆରମ୍ଭ କରି ଦେଇଥାନ୍ତି। ଯାହା ଆମକୁ ଖରାପ ଲାଗିବା ସହ କଷ୍ଟ ମଧ୍ୟ ହୋଇଥାଏ। ଆଜିକାଲି ଅଧିକାଂଶ ଲୋକଙ୍କର ମୁଣ୍ଡର କେଶ ଧଳା ପଡ଼ି ଯାଉଥିବା ଦେଖିବାକୁ ମିଳିଛି। ଅଳ୍ପ ବୟସର ଯୁବକ ଯୁବତୀମାନେ ମଧ୍ୟ ଏନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଆମେ ଭାବିଥାଉ କି ମୁଣ୍ଡରେ ଅନେକ ଜିନିଷ ପ୍ରୟୋଗ […]

  • Monday, 12 July 2021
asthma
ଜାଣନ୍ତୁ ଆଜ୍‌ମାର ଘରୋଇ ଉପଚାର

ଭୁବନେଶ୍ୱର: ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍‌ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଏହାର କାରଣ ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆର ବୃଦ୍ଧି। କେବଳ ଏତିକି ନୁହେଁ, ପ୍ରଦୂଷଣ ଆଜ୍‌ମାର ଏକ ବଡ଼ କାରଣ। ଘରର ପରଦା, ଗାଲିଚା ଓ କାର୍‌ପେଟ୍‌ରେ ଧିବା ଧୂଳି ଯୋଗୁ ମଧ୍ୟ ଆଜ୍‌ମା ସମସ୍ୟା ଅଧିକ ବଢ଼ିଥାଏ। ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆଜ୍‌ମା ରୋଗ […]

  • Monday, 12 July 2021
face pack 2
ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭୁବନେଶ୍ୱର: ଚମକଦାର ଏବଂ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଘରୋଇ ଉପଚାର ଠୁ ଆରମ୍ଭ କରି ମହଙ୍ଗା କ୍ରିମ୍‌ ପର୍ଯ୍ୟନ୍ତ ସବୁକିଛି ବ୍ୟବହାର କରିଥାନ୍ତି। ବୟସର ଛାପ ଯେପରି ଖୁବ୍‌ ଶୀଘ୍ର ଚେହେରାରେ ନ ପଡିବ ସେ ସମ୍ପର୍କରେ ଜାଣନ୍ତୁ କିଛି ଟିପ୍ସ। ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନରେ ଆମେ ଭାତ ନିହାତି ଖାଇଥାଉ। କିନ୍ତୁ ଆପଣ କେବେ ଭାବି ନ ଥିବେ ଏହାକୁ ବ୍ୟବହାର କରି ଆପଣ ସୁନ୍ଦର ତ୍ୱଚା ପାଇପାରିବେ। ଏଥିରେ ଥିବା […]

  • Monday, 12 July 2021