• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କେମିତି କଟିବ ସପ୍ତାହ

ଏହି ସପ୍ତାହରେ ଆପଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ସଂପର୍କ ଭଲ ରହିବ । ଏହି ସପ୍ତାହରେ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରେ । 

ମେଷ:

ଏହି ସପ୍ତାହଟି ଆପଣଙ୍କୁ ସତର୍କ ହେବା ଆବଶ୍ୟକ । ଚାକିରୀ ବା ବୃତ୍ତିଗତ କ୍ଷେତ୍ରରେ ସମସ୍ୟା ଉପୁଜିପାରେ । ଛାତ୍ରମାନେ ଆତ୍ମବିଶ୍ୱାସର ଅଭାବ ଅନୁଭବ କରିପାରନ୍ତି ଏବଂ ନିରନ୍ତର ଅସୁରକ୍ଷିତତାର ସମ୍ମୁଖୀନ ହୋଇପାରନ୍ତି । ଏହି ସପ୍ତାହରେ ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ବୃଷ:

ଏହା ଆପଣଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ସପ୍ତାହ ହୋଇପାରେ । କର୍ମକ୍ଷେତ୍ରରେ ସାବଧାନ ରୁହନ୍ତୁ ନିଜର କାର୍ଯ୍ୟ କରନ୍ତୁ । ଛାତ୍ରମାନେ ସେମାନଙ୍କର ଶିକ୍ଷାଗତ ଜୀବନରେ ଏକାଗ୍ରତା ସମସ୍ୟା ଅନୁଭବ କରିପାରିବେ । ଚାକିର କ୍ଷେତ୍ରରେ ପଦୋନ୍ନିତ ପାଇପାରନ୍ତି । ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । ସ୍ୱସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ ।

ମିଥୁନ:

ଏହି ସପ୍ତାହଟି ଆପଣଙ୍କର ଭଲରେ କଟିବ । ପାରିବାରିକ ସଂପର୍କ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବୃତ୍ତିଗତ କ୍ଷେତ୍ରରେ ସଫଳତା ମିଳିବ । ପରିବାର ସହିତ ଭ୍ରମଣର ଯୋଗ ରହିଛି । ଛାତ୍ରମାନଙ୍କର ଏକାଗ୍ରତା ଉନ୍ନତି ହେବ । ସ୍ୱସ୍ଥ୍ୟ ଭଲ ରହିବ ।

କର୍କଟ:

ଆପଣ ଏହି ସପ୍ତାହରେ ମଧ୍ୟମ ଧରଣ ରହିବ । କର୍ମ କ୍ଷେତ୍ରରେ ସମସ୍ୟ ଉପୁଜିପାରେ । ବ୍ୟବସାୟୀ କ୍ଷେତ୍ରରେ ସଫଳତା ମିଳିବ । ଯେଉଁମାନେ ସରକାରୀ ଚାକିରିରେ ଅଛନ୍ତି ସେମାନଙ୍କ ସ୍ଥିତି ବଜାୟ ରଖିବା କଷ୍ଟକର ହୋଇପାରେ। ଆଗକୁ ଥିବା ଆର୍ଥିକ ସମସ୍ୟାର ସମାଧାନ ହେବ । ସେମାନଙ୍କର ରୋଜଗାର ବୃଦ୍ଧି ପାଇବ ଯାହା ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ।

ସିଂହ:

ଏହି ସପ୍ତାହରେ ଆପଣ ସଫଳତା ଦିଗରେ କାର୍ଯ୍ୟ କରିବେ ଏବଂ ଆପଣଙ୍କର ସର୍ବୋତ୍ତମ ପ୍ରୟାସ କରିବେ । ସମସ୍ତ ପ୍ରତିବନ୍ଧକ ଲୋପ ପାଇବ ଏବଂ ଆପଣ ସମସ୍ତ ବିଚାରାଧୀନ କାର୍ଯ୍ୟ ସମାପ୍ତ କରିବେ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଏକ ମନୋରମ ପରିବେଶ ରହିବ, ଏହା ଆପଣଙ୍କୁ ଆପଣଙ୍କର ଦକ୍ଷତା ପ୍ରମାଣ କରିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ।

କନ୍ୟା:

ଆପଣ ଏହି ସପ୍ତାହରେ ବହୁତ ଖର୍ଚ୍ଚ କରିବାର ସମ୍ଭାବନା ଅଛି ଯାହା ଆପଣଙ୍କର ସଞ୍ଚୟ ଉପରେ ପ୍ରଭାବ ପକାଇପାରେ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ । ଏହି ସପ୍ତାହରେ ଭ୍ରମଣ ଯୋଗ ରହିଛି । ପାରିବାରିକ ସମସ୍ୟା ଦେଖା ଦେବ । ସ୍ୱସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ ।

ତୁଳା:

ଏହି ସପ୍ତାହରେ ତୁମେ ତୁମର ଚେହେରା ଏବଂ ବ୍ୟକ୍ତିତ୍ୱ ବିଷୟରେ ସଚେତନ ରହିବେ । କର୍ମକ୍ଷେତ୍ରରେ ମଧମ୍ୟ ଫଳ ମିଳିବ । ବନ୍ଧୁ ମାନଙ୍କ ସହ କଳହ ହୋଇପାରେ । ନିଜର କଥା ଓ ଶଦ୍ଦ ପ୍ରତି ସାବାଧାନ ରୁହନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ବିଛା:

ଏହି ସପ୍ତାହରେ, ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନରେ ସଫଳତା ପାଇବେ । ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ ସମସ୍ୟା ଦୂର ହେବ । ଏହି ସପ୍ତାହରେ ଦୂର ଯାଗାକୁ ଯାତ୍ରା କରିପାରନ୍ତି । ପାରିବାରିକ ଜୀବନ ସନ୍ତୋଷଜନକ ରହିବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ।

ଧନୁ:

ଏହି ସପ୍ତାହରେ ଆପଣଙ୍କର ଆୟ ଭଳ ରହିବ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ସମସ୍ୟା ଦେଖାଦେବ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଧ୍ୟାନ ଦେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ ହୋଇପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ।

ମକର:

ଏହା ଆପଣଙ୍କ ପାଇଁ ଏକ ମିଶ୍ରିତ ସପ୍ତାହ ହେବ । ବ୍ୟବସାୟ କ୍ଷେତ୍ରରେ ସୁଫଳ ମିଳିବ । ଚାକିରି କ୍ଷେତ୍ରରେ ସମସ୍ୟା ଉପୁଜି ପାରେ । ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେବ । ଆୟ ଦେଖି ବ୍ୟୟ କରନ୍ତୁ ।

କୁମ୍ଭ:

ଏହି ସପ୍ତାହରେ, ବିବାହିତ ବ୍ୟକ୍ତିମାନେ ସେମାନଙ୍କ ସମ୍ପର୍କରେ ଅସନ୍ତୋଷ ଅନୁଭବ କରିପାରନ୍ତି । ବ୍ୟବସାୟୀମାନେ ଏହି ସପ୍ତାହରେ ଅଧିକ ସଫଳତା ହାସଲ କରିବେ । ଏହି ସମୟ ମଧ୍ୟରେ, ଛାତ୍ରମାନେ ସେମାନଙ୍କର ପରିଶ୍ରମର ଫଳ ପାଇବେ ଏବଂ ନିଜ କ୍ଷେତ୍ରରେ ସଫଳତା ହାସଲ କରିବାକୁ ସକ୍ଷମ ଅନୁଭବ କରିବେ । ଏହି ସପ୍ତାହରେ ପାରିବାରିକ ସଂପର୍କ ଭଲ ରହିବ ।

ମୀନ:

ଏହି ସପ୍ତାହରେ ଅନେକ ଉପାୟରେ ଆପଣଙ୍କୁ ସକରାତ୍ମକ ସୂଚନା ମିଳିବ । ଛାତ୍ରମାନଙ୍କ ପାଇଁ ଆଶା କରାଯାଉଥିବା ଠାରୁ ସପ୍ତାହ ଅଧିକ ଅନୁକୂଳ ହେବାକୁ ଯାଉଛି । ଏହି ସପ୍ତାହରେ, ଆପଣ ଆତ୍ମବିଶ୍ୱାସୀ ରହିବେ ଏବଂ ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ପାଇପାରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ପାରିବାରିକ ସଂପର୍କ ଭଲ ରହିବ ।