Advertisment

ଉତ୍ତର ପୂର୍ବ ଦିଗର କଣ ରହିଛି ବିଶେଷତ୍ୱ, କଣ କହେ ବାସ୍ତୁ

ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ । ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି । ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ । ଆଜିର ବାସ୍ତୁଶାସ୍ତ୍ରରେ ଉତ୍ତର ପୂର୍ବ ଦିଗ ବିଷୟରେ ସମ୍ବଧିତ ଅଟେ ।

author-image
Pallipuspa Samal
Vastu shastra and Pot

Vastu shastra and Pot

ବାସ୍ତୁଶାସ୍ତ୍ରରେ ଘରର ନୀତି ନିୟମକୁ ନେଇ ବିଭିନ୍ନ ତଥ୍ୟ ଦିଆଯାଇଥାଏ । କାରଣ ବାସ୍ତୁଶାସ୍ତ୍ର ଗୋଟିଏ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ନିହାତି ଆବଶ୍ୟକ । ବାସ୍ତୁ ଶାସ୍ତ୍ରରେ ଏହିଭଳି କିଛି ତଥ୍ୟ ରହିଛି ଯାହା ଆମ ଘର ଓ ଜୀବନରେ ବିଭିନ୍ନ ସମସ୍ୟାର ସମାଧାନ କରିପାରିବ । ବାସ୍ତୁ ଅନୁସାରେ  ଘରର ଉତ୍ତର ପୂର୍ଵ ଦିଗ ଓ ମାଟିରେ ତିଆରି ବସ୍ତୁର ଅନେକ ମହତ୍ତ୍ୱ ରହିଛି । ତେବେ ଆଜିର ବାସ୍ତୁଶାସ୍ତ୍ର ଉତ୍ତର ପୂର୍ବ ଦିଗ ବିଷୟରେ ସମ୍ବଧିତ ଅଟେ । ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ଏହାର ବିଶେଷତ୍ୱ କଣ ରହିଛି । 

Advertisment
  • ଘରର ଉତ୍ତର ପୂର୍ଵ ଦିଗରେ ଯଦି ଆପଣ କୌଣସି ମାଟି ପାତ୍ରରେ ପାଣି ଭାରି ରଖିବେ ତେବେ ଏହା ଧନ ସମ୍ବଧୀୟ ସମସ୍ୟାକୁ ଦୂର କରିବ । କାରଣ ଉତ୍ତର ପୂର୍ବ ଦିଗରେ ଜଳ ଘଡି ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ପରିଚାଳିତ ହୋଇଥାଏ ।
  • ଯଦି ଆପଣ ଉତ୍ତର ପୂର୍ବ ଦିଗରେ କୌଣସି ମାଟି କୁଣ୍ଡରେ ବୃକ୍ଷ ରୋପଣ କରି ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ଓ ଶରୀର ସମ୍ବଧୀୟ ସମସ୍ୟା ମଧ୍ୟ ଦୂର ହେବ ।
Advertisment
VASTUVASTU
  • ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତରପୂର୍ବ ଦିଗରେ ସନ୍ଧ୍ୟା ସମୟରେ ମାଟି ଦୀପ ଜଳାଇବା ଦ୍ୱାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଥାଏ ଏବଂ କାର୍ଯ୍ୟ କରିବାର ମନ ବଳ ବୃଦ୍ଧି ପାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଦିଗରେ ମାଟିରେ ପ୍ରସ୍ତୁତ ଜିନିଷ ରଖିବା ଦ୍ୱାରା ମିଳିଥାଏ ଅନେକ ଲାଭ ।
  • ଉତ୍ତର ପୂର୍ବ ଦିଗରେ ମାଟିରେ ପ୍ରସ୍ତୁତ ଜିନିଷ ରଖିବା ଦ୍ୱାରା ଜୀବନରେ ଆସିବାକୁ ଥିବା ସମସ୍ତ ଅସୁବିଧାରୁ ଦୁରାଇ ରଖିଥାଏ l ଏହା ଦ୍ୱାରା ଘରର ସଦସ୍ୟ ମାନଙ୍କ କାମରେ କୌଣସି ପ୍ରକାରର ଅସୁବିଧା ଉପୁଜେ ନାହିଁ ।
  • ଘରର ଉତ୍ତର ପୂର୍ଵ ଦିଗରେ ଯଦି ଆପଣ କୌଣସି ମାଟି ପାତ୍ରରେ ପାଣି ଭାରି ରଖିବେ ତେବେ ଏହା ଧନ ସମ୍ବଧୀୟ ସମସ୍ୟାକୁ ଦୂର କରିବ । କାରଣ ଉତ୍ତର ପୂର୍ବ ଦିଗରେ ପାଣି ଘଡି ରଖିବା ଦ୍ୱାରା ସାକାରାତ୍ମକ ଶକ୍ତି ପରିଚାଳିତ ହୋଇଥାଏ ।
  • ଯଦି ଆପଣ ଉତ୍ତର ପୂର୍ବ ଦିଗରେ କୌଣସି ମାଟି କୁଣ୍ଡରେ ବୃକ୍ଷ ରୋପଣ କରି ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ଓ ଶରୀର ସମ୍ବଧୀୟ ସମସ୍ୟା ମଧ୍ୟ ଦୂର ହେବ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତରପୂର୍ବ ଦିଗରେ ସନ୍ଧ୍ୟା ସମୟରେ ମାଟି ଦୀପ ଜଳାଇବା ଦ୍ୱାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଥାଏ ଏବଂ କାର୍ଯ୍ୟ କରିବାର ମନ ବଳ ବୃଦ୍ଧି ପାଇଥାଏ ।
Vastu Tips
Advertisment
Advertisment