ବାସ୍ତୁଶାସ୍ତ୍ରରେ ଘରର ନୀତି ନିୟମକୁ ନେଇ ବିଭିନ୍ନ ତଥ୍ୟ ଦିଆଯାଇଥାଏ । କାରଣ ବାସ୍ତୁଶାସ୍ତ୍ର ଗୋଟିଏ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ନିହାତି ଆବଶ୍ୟକ । ବାସ୍ତୁ ଶାସ୍ତ୍ରରେ ଏହିଭଳି କିଛି ତଥ୍ୟ ରହିଛି ଯାହା ଆମ ଘର ଓ ଜୀବନରେ ବିଭିନ୍ନ ସମସ୍ୟାର ସମାଧାନ କରିପାରିବ । ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ଵ ଦିଗ ଓ ମାଟିରେ ତିଆରି ବସ୍ତୁର ଅନେକ ମହତ୍ତ୍ୱ ରହିଛି । ତେବେ ଆଜିର ବାସ୍ତୁଶାସ୍ତ୍ର ଉତ୍ତର ପୂର୍ବ ଦିଗ ବିଷୟରେ ସମ୍ବଧିତ ଅଟେ । ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ଏହାର ବିଶେଷତ୍ୱ କଣ ରହିଛି ।
Also Read
- ଘରର ଉତ୍ତର ପୂର୍ଵ ଦିଗରେ ଯଦି ଆପଣ କୌଣସି ମାଟି ପାତ୍ରରେ ପାଣି ଭାରି ରଖିବେ ତେବେ ଏହା ଧନ ସମ୍ବଧୀୟ ସମସ୍ୟାକୁ ଦୂର କରିବ । କାରଣ ଉତ୍ତର ପୂର୍ବ ଦିଗରେ ଜଳ ଘଡି ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ପରିଚାଳିତ ହୋଇଥାଏ ।
- ଯଦି ଆପଣ ଉତ୍ତର ପୂର୍ବ ଦିଗରେ କୌଣସି ମାଟି କୁଣ୍ଡରେ ବୃକ୍ଷ ରୋପଣ କରି ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ଓ ଶରୀର ସମ୍ବଧୀୟ ସମସ୍ୟା ମଧ୍ୟ ଦୂର ହେବ ।
- ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତରପୂର୍ବ ଦିଗରେ ସନ୍ଧ୍ୟା ସମୟରେ ମାଟି ଦୀପ ଜଳାଇବା ଦ୍ୱାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଥାଏ ଏବଂ କାର୍ଯ୍ୟ କରିବାର ମନ ବଳ ବୃଦ୍ଧି ପାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଦିଗରେ ମାଟିରେ ପ୍ରସ୍ତୁତ ଜିନିଷ ରଖିବା ଦ୍ୱାରା ମିଳିଥାଏ ଅନେକ ଲାଭ ।
- ଉତ୍ତର ପୂର୍ବ ଦିଗରେ ମାଟିରେ ପ୍ରସ୍ତୁତ ଜିନିଷ ରଖିବା ଦ୍ୱାରା ଜୀବନରେ ଆସିବାକୁ ଥିବା ସମସ୍ତ ଅସୁବିଧାରୁ ଦୁରାଇ ରଖିଥାଏ l ଏହା ଦ୍ୱାରା ଘରର ସଦସ୍ୟ ମାନଙ୍କ କାମରେ କୌଣସି ପ୍ରକାରର ଅସୁବିଧା ଉପୁଜେ ନାହିଁ ।
- ଘରର ଉତ୍ତର ପୂର୍ଵ ଦିଗରେ ଯଦି ଆପଣ କୌଣସି ମାଟି ପାତ୍ରରେ ପାଣି ଭାରି ରଖିବେ ତେବେ ଏହା ଧନ ସମ୍ବଧୀୟ ସମସ୍ୟାକୁ ଦୂର କରିବ । କାରଣ ଉତ୍ତର ପୂର୍ବ ଦିଗରେ ପାଣି ଘଡି ରଖିବା ଦ୍ୱାରା ସାକାରାତ୍ମକ ଶକ୍ତି ପରିଚାଳିତ ହୋଇଥାଏ ।
- ଯଦି ଆପଣ ଉତ୍ତର ପୂର୍ବ ଦିଗରେ କୌଣସି ମାଟି କୁଣ୍ଡରେ ବୃକ୍ଷ ରୋପଣ କରି ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ଓ ଶରୀର ସମ୍ବଧୀୟ ସମସ୍ୟା ମଧ୍ୟ ଦୂର ହେବ ।
- ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତରପୂର୍ବ ଦିଗରେ ସନ୍ଧ୍ୟା ସମୟରେ ମାଟି ଦୀପ ଜଳାଇବା ଦ୍ୱାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଥାଏ ଏବଂ କାର୍ଯ୍ୟ କରିବାର ମନ ବଳ ବୃଦ୍ଧି ପାଇଥାଏ ।