ନୋଜ୍ ରିଙ୍ଗ୍ ଫ୍ୟାସନ୍ ନୂଆ ନୁହେଁ। ଏହା ବହୁ ପୁରୁଣା। କାହିଁ କେଉଁ କାଳରୁ ଆମ ସମାଜରେ ରହି ଆସିଛି। ହେଲେ ଆସ୍ତେ ଆସ୍ତେ ଝିଅମାନେ ଏହାକୁ ଆପଣାଉ ନଥିଲେ। କିନ୍ତୁ ଏବେ ପୁଣି ଥରେ ନୋଜ୍ ରିଙ୍ଗ୍ ନାକଫୁଲ ଫ୍ୟାଶନକୁ ଆପଣାଉଛନ୍ତି । ଆସନ୍ତୁ ଜାଣିବା ନାକଫୁଲ ଫ୍ୟାଶନ୍ ସମ୍ପର୍କରେ କିଛି ଫ୍ୟାସନ ଟିପ୍ସ ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୬ ତାରିଖ, ବୁଧବାର, ମକର୧୩ ଦିନ, ମାଘମାସ, କୃଷ୍ଣପକ୍ଷ, ନବମୀତିଥି, ସ୍ୱାତୀନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର, ଲାଉ ନ ଖାଇଲେ ଭଲ । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଜାଣନ୍ତୁ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ..
ଯଦି ଆପଣଙ୍କ ଓଠ କଳା ପଡିଯାଇଛି ତେବେ ଚିନ୍ତା କରିବାର କିଛି ନାହିଁ। ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ । ଆଜି ଜାଣିବା ଓଠର ପ୍ରାକୃତିକ ରଙ୍ଗ କିପରି ପାଇବା ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୫ ତାରିଖ, ମଙ୍ଗଳବାର, ମକର୧୨ଦିନ, ମାଘମାସ, କୃଷ୍ଣପକ୍ଷ, ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି, ଚିତ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୫ ତାରିଖ, ମଙ୍ଗଳବାର, ମକର୧୨ଦିନ, ମାଘମାସ, କୃଷ୍ଣପକ୍ଷ, ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି, ଚିତ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆପଣ ଜାଣିଛନ୍ତି କି ସଠିକ୍ ଭାବେ କେଶ ରଙ୍ଗ ନ କଲେ ଏହା ଆମ କେଶକୁ ଖରାପ ମଧ୍ୟ କରିପାରେ। ତେବେ ଆପଣ ଯଦି କେଶ ରଙ୍ଗ କରୁଥାନ୍ତି ତାହାଲେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଏକ ଅଲଗା ଲୁକ୍ ଦେବ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୪ତାରିଖ, ସୋମବାର, ମକର୧୧ ଦିନ, ମାଘମାସ, କୃଷ୍ଣପକ୍ଷ,ଷଷ୍ଠୀତିଥି, ହସ୍ତାନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ....
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୪ତାରିଖ, ସୋମବାର, ମକର୧୧ ଦିନ, ମାଘମାସ, କୃଷ୍ଣପକ୍ଷ,ଷଷ୍ଠୀତିଥି, ହସ୍ତାନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ....
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୩ତାରିଖ, ରବିବାର, ମକର୧୦ ଦିନ, ମାଘମାସ, କୃଷ୍ଣପକ୍ଷ ପଞ୍ଚମୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର,ମେଷ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର । ତେବେ ଜାଣନ୍ତୁ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ..
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୨ ତାରିଖ, ଶନିବାର, ମକର ୯ଦିନ, ମାଘମାସ, କୃଷ୍ଣପକ୍ଷ ଚତୁର୍ଥୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, କଣ ରହିଛି ଆଜି ଦିନର ମହତ୍ତ୍ୱ ଜାଣନ୍ତୁ...
ଆଜି କେମିତି କଟିବ ଆପଣଙ୍କ ଦିନ ଦେଖନ୍ତୁ ଭାଗ୍ୟ ରେଖା…
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୧ତାରିଖ, ଶୁକ୍ରବାର। ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା।
ପର୍ବପର୍ବାଣୀ ହେଉ କି କୈଣସୀ ବାହାଘର ଫଙ୍କସନ୍, ଏଭଳି ନିଆରା ଅବସରରେ କେବଳ ଟ୍ରାଡିସନାଲ୍ ଆଉଟ୍ଫିଟ୍ ପିନ୍ଧି ଦେଲେ ହେବନାହିଁ । ବରଂ ପର୍ଫେକ୍ଟ୍ ଲୁକ୍ ପାଇଁ ଆପଣଙ୍କ ପାଇଁ ମେକଅପ୍ ମଧ୍ୟ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ପାରମ୍ପରିକ ପୋଷାକରେ କିଭଳି ମେକ୍ଅପ୍ ନେବା ଆବଶ୍ୟକ ତାହା ଜଣାଇବୁ।
ଜ୍ୟୋତିଷ ବାଣୀ-ଯଦି ଚାକିରି କରିବା ପାଇଁ ଯୋଗ୍ୟତା ଥାଇବି ଚାକିରି ପାଇବାରେ ବିଫଳ । ତେବେ ଶନିଙ୍କ ଖରାପ ପ୍ରଭାବ ଯୋଗୁଁ ଏହିପରି ହୋଇଥାଏ । ତେଣୁ ଏହି ପ୍ରତିକାର କରନ୍ତୁ । ୧- କାଉକୁ ଖାଦ୍ୟ ଦିଅନ୍ତୁ । ୨- ଓସ୍ତ ଗଛ ମୂଳରେ ରାଶିତେଲର ଦୀପଟିଏ ଜଳାନ୍ତୁ । ୩ - ଶନିଙ୍କର ସ୍ତୋତ୍ର ପାଠ କରନ୍ତୁ ।
ଜୌତିଷବାଣୀ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ରହିବା ପାଇଁ କରନ୍ତୁ ଏହି ସରଳ ପ୍ରତିକାର । ୧- ପ୍ରତ୍ୟେକ ଗୁରୁବାର ଅରୁଆଚାଉଳ ମନ୍ଦିରରେ ଦାନ କରନ୍ତୁ । ୨-ଶନିବାର ତେଲ ଦୀପ ଜାଳନ୍ତୁ । ୩-ଅସହାୟ ବ୍ୟକ୍ତିଙ୍କୁ ଯଥା ସମ୍ବବ ସାହାଯ୍ୟ କରନ୍ତୁ ।
ଯଦି ଆପଣ ନିଜ ଚେହେରାକୁ ସୁଟ୍ କଲା ଭଳି ଚଷମା ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଚଷମାର ଫ୍ରେମ୍ ପସନ୍ଦ କରିବା ପାଇଁ ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ୍ ଦେଉଛୁ । ଏହି ଅନୁସାରେ, ଚଷମା ଫ୍ରେମ୍ ବ୍ୟବହାର କଲେ, ଆପଣଙ୍କୁ ଖୁବ୍ ମାନିବ ଏବଂ ଆପଣ ବି ବେଶ୍ ଷ୍ଟାଇଲିଶ୍ ଦିଶିବେ । କେଉଁ ଫ୍ରେମ୍ର ଚଷମା ଆପଣଙ୍କ ମୁହଁକୁ ଖୁବ୍ ମାନିବ, ଜାଣନ୍ତୁ !
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୮ ତାରିଖ, ମଙ୍ଗଳବାର, ମକର ୫ ଦିନ, କୃଷ୍ଣପକ୍ଷ ପ୍ରତିପଦା ତିଥି, ପୂଷ୍ୟା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି ।
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ, ଆପଣ ଅତୀତରେ ପାଇ ନଥିବା ସୁଯୋଗଗୁଡିକ ଏହି ସପ୍ତାହରେ ପ୍ରାପ୍ତ ହୋଇପାରିବ । ବୃତ୍ତିଗତ ଭାବରେ, ଏହା ଆପଣଙ୍କ ପାଇଁ ଏକ ଅନୁକୂଳ ସପ୍ତାହ ହେବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୭ ତାରିଖ, ସୋମବାର, ମକର ୪ ଦିନ, ପୌଷ ମାସ , ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ପୁନର୍ବସୁ ନକ୍ଷତ୍ର । ଆସନ୍ତୁ ଜାଣିବା ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶିର ବ୍ୟକ୍ତିଙ୍କ ରାଶିଫଳ ସମ୍ପର୍କରେ..
ଆପଣ ଶୀତଦିନିଆ ପୋଷାକକୁ ନେଇ ଚିନ୍ତିତ କି ? ସ୍ୱେଟର ବା ଜ୍ୟାକେଟ ପିନ୍ଧିଲେ ଆପଣ ମୋଟା କିମ୍ବା ବୟସ୍କ ଲାଗୁଛନ୍ତି କି ? ତାହେଲେ ହୋଇଯାଆନ୍ତୁ ଚିନ୍ତା ମୁକ୍ତ । ଆଜି ଆମେ ଆପଣଙ୍କୁ ଶୀତଦିନିଆ ବସ୍ତ୍ର ପିନ୍ଧିବାର ଏପରି କିଛି ଟିପ୍ସ ଦେବୁ, ଯାହାକୁ ଆପଣାଇଲେ ଆପଣ ଏକଦମ୍ ଷ୍ଟାଇଲିଶ୍ ଓ ଗ୍ଲାମରସ୍ ଲୁକ୍ରେ ରହିବେ।
ଆଜି ୨୦୨୨ ମସିହା ଜାନୁଆରୀ ତା ୧୬ ତାରିଖ ରବିବାର । ମକର ୩ ଦିନ ପୌଷ ମାସ ଶୁଳ୍କ ପକ୍ଷ ଚତୁର୍ଦ୍ଦଶୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…
ବାହାଘର ପ୍ରତ୍ୟେକ ମଣିଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ବିବାହ ଠିକ୍ ହେବା ମାତ୍ରେ ଆରମ୍ଭ ହୋଇଯାଏ ସପିଂ। ଲେହେଙ୍ଗାଠୁ ଆରମ୍ଭ କରି, ଚପଲ, ମେକ ଅପ୍ ଓ ଗହଣାର ସପିଂ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କୋଣସି ସାମଗ୍ରୀର ସପିଂରେ ଯଦି କିଛି ବି ଗଡ଼ବଡ଼ ହୁଏ, ତେବେ ପୂରା ବ୍ରାଇଡାଲ୍ ଲୁକ୍ ବିଗିଡ଼ିଯାଏ। ତେବେ ଆଜି ଆମେ ବାହାଘର ପାଇଁ ଗହଣା ସପିଂ ସମ୍ପର୍କରେ କିଛି ଟିପ୍ସ୍ ଦେବୁ, ଯାହା ଆପଣ ସପିଂ ବେଳେ ସାହାଯ୍ୟ କରିବ ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ, ୧୫ ତାରିଖ, ଶନିବାର, ମକର ୨ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…
ଆଜି ୨୦୨୨ ମସିହା, ଜାନୁୟାରୀ ମାସ, ୧୫ ତାରିଖ, ଶନିବାର, ମକର ୨ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…