ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ତାଲାବନ୍ଦ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ତାଲାବନ୍ଦ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଘୋଷଣା କରିଛନ୍ତି। ସମ୍ପ୍ରତି ଦିଲ୍ଲୀରେ ମେ ୩ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ତାଲାବନ୍ଦ ଜାରି ରହିଛି। ବର୍ତ୍ତମାନ ଏହାକୁ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ପଜିଟିଭ୍ ହାର ବର୍ତ୍ତମାନ ୩୦% ରୁ ଅଧିକ ରହିଛି। ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଏହାପୂର୍ବରୁ, କରୋନା […]
କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ଏହାର ନା ଶୁଣୁ ଶୁଣୁ ସମସ୍ତଙ୍କ ଭିତରେ ଛନକା ପଶୁଛି। ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏହା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି ଯେ ଆମେ ଅଧିକରୁ ଅଧିକ ନିଜ ଯତ୍ନ ନେବା ଏବଂ ସୁସ୍ଥ ରହିବା। ବର୍ତ୍ତମାନ, କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ କାରଣରୁ ଲୋକମାନେ ଅଧିକରୁ ଅଧିକ ଶିକାର ହେଉଛନ୍ତି ଏବଂ ଏହି ଲୋକମାନେ ଅଧିକ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି। […]
ମୁମ୍ବାଇ: ବର୍ତ୍ତମାନ କରୋନା ଭାଇରସ୍ ପ୍ରଭାବ ସାଘାଂତିକ ଭାବେ ବଢିବାରେ ଲାଗିଛି। ସେ ସାଧାରଣ ଲୋକ ହୁଅନ୍ତୁ ବା କୋଟିପତି କରୋନା କବଳରୁ କେହି ରକ୍ଷା ପାଉ ନାହାନ୍ତି। ଏହି ସମୟରେ ସିନେମା ଜଗତରୁ ପୁଣି ଥରେ ଶୋକ ଖବର ଆସିଛି। ବଲିଉଡ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କାନୱରପାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଚିକିତ୍ସା ଗତ କିଛି ଦିନ ଧରି ଚାଲିଥିଲା କିନ୍ତୁ ସେ କୋଭିଡ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୋଧରେ ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି ଦେଶର ପ୍ରମୁଖ କମ୍ପାନୀ ତଥା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି। ଚୀନ୍ଠାରୁ ୧୦ ଗୁଣ ଶସ୍ତା ଟେଷ୍ଟିଂ ସ୍ୱାବ୍ ରିଲାଏନ୍ସ ପକ୍ଷରୁ ପ୍ରସ୍ତୁତ କରାଯିବା ସହିତ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। କରୋନା ସଂକ୍ରମଣ ବିରୋଧରେ ଭାରତର […]
ମୁମ୍ବାଇ: ଜ୍ୟାକି ଶ୍ରଫ ଓ ସଞ୍ଜୟ କପୁରଙ୍କ ସହ ଫିଲ୍ମ ‘କହିଁ ହେ ମେରା ପ୍ୟାର’ରେ ନଜର ଆସିଥିବା ଇଶା ଅଗ୍ରୱାଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ହୁଏତ ବଲଉଡ୍ ରେ ଅଧିକ ଚଳଚ୍ଚିତ୍ର କରି ନାହାଁନ୍ତି, କିନ୍ତୁ ସାଉଥ୍ ଚଳଚ୍ଚିତ୍ର ମାଧ୍ୟମରେ ସେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ମିସ୍ ବିୟୁଟି ଟପ୍ ଅଫ୍ ୱାର୍ଲ୍ଡ ୨୦୧୯ ଟାଇଟଲ୍ ଜିତିଥିବା ଇଶା ଅଗ୍ରୱାଲଙ୍କୁ ପରଦାରେ ଦେଖାଯିବା ପୂର୍ବରୁ କାଷ୍ଟିଂ […]
ମୁମ୍ବାଇ: ବଲିଉଡ୍ ଜଗତରେ ଭିଲେନମାନଙ୍କ ନାମ ଉଠିଲେ ଅମ୍ରିଶ ପୁରୀ ଶୀର୍ଷରେ ରହିବେ। ଅମ୍ରିଶ ପୁରୀ ହିନ୍ଦୀ ସିନେମାର ସବୁଠାରୁ ସଫଳ ତଥା ମହଙ୍ଗା ଭିଲେନ୍ ଭାବରେ ବିବେଚିତ ହୋଇଥିଲେ। ତାଙ୍କର ଗମ୍ଭୀର ସ୍ୱର ଏବଂ ତାଙ୍କ ଲୁକ୍ ସହିତ ଡାଏଲଗ୍ ଉପସ୍ଥାପନା ଏପରି ଥିଲା ଯେ ଲୋକମାନେ ଭୟଭୀତ ହୋଇଯାଉଥିଲେ। ତାଙ୍କର ଉପକୋଟୀର ସଂଳାପ ଉପସ୍ଥାପନା ହେତୁ ହିନ୍ଦୀ ଚଳଚ୍ଚିତ୍ରରେ ଆଲୋଡ଼ନ ସୃଷ୍ଟି କରିଥିବା ଅମ୍ରିଶ ଆଉ ଆମ ମଧ୍ୟରେ ନାହାଁନ୍ତି। ମସ୍ତିଷ୍କ ରକ୍ତସ୍ରାବ ହେତୁ […]
ସମସ୍ତେ ଚାହାଁନ୍ତି ଯେ ତାଙ୍କ ପାଖରେ କେବେବି ଟଙ୍କା ଅଭାବ ନ ରହୁ ଏବଂ ମା ଲକ୍ଷ୍ମୀ ତାଙ୍କ ପ୍ରତି ସର୍ବଦା ଦୟାଳୁ ରୁହନ୍ତୁ। | ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଉତ୍ତରକୁ ପ୍ରଭୁ ଧନ କୁବେରଙ୍କ ଦିଗ ବୋଲି ବିବେଚନା କରାଯାଏ। ଏନେଇ ଏହି ଦିଗକୁ ସ୍ଵଚ୍ଛ ରଖିବା ଉଚିତ। ଏହାସହିତ ଆଉ କିଛି ବାସ୍ତୁ ଉପାୟ ଅବଲମ୍ବନ କରିଲେ ଧନ ପ୍ରାପ୍ତ ହୋଇଥାଏ। ଆପଣଙ୍କ ଘରେ ମଧ୍ୟ ସୁଖ, ଶାନ୍ତି, ସମୃଦ୍ଧତା, ଧନ ଏବଂ ସମୃଦ୍ଧତା ବୃଦ୍ଧି […]
ଅଧିକାଂଶ ଲୋକ ବେଳବେଳେ ମେକଅପ୍ କରିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ଲୋକ ପ୍ରତିଦିନ ମେକଅପ୍ ପ୍ରୟୋଗ କରିବାକୁ ବହୁତ ପସନ୍ଦ କରନ୍ତି। ବାସ୍ତବରେ, ମେକଅପ୍ ସେମାନଙ୍କର ଆତ୍ମବିଶ୍ୱାସ ବଢାଇଥାଏ। ସେମାନେ ଘରେ ରୁହନ୍ତୁ ବା ରହିବାକୁ କୌଣସି ସ୍ଥାନକୁ ଯାଆନ୍ତୁ, ମେକଅପ୍ ବିନା ସେମାନେ ନିଜ ଚେହେରାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ପ୍ରତିଦିନ ମେକଅପ୍ ବ୍ୟବହାର କରିବା ସତ୍ତ୍ଵେ ସେ କିଛି ଜିନିଷର ଯତ୍ନ ନିଅନ୍ତି ନାହିଁ ଯାହା ତାଙ୍କର ଅନେକ ସମସ୍ୟାକୁ ବଢାଇପାରେ। […]
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ଵିତୀୟ ଲହରରେ ସବୁ ବୟସର ଲୋକମାନେ ସଂକ୍ରମିତ ହେଉଛନ୍ତି। କିନ୍ତୁ ଏହି ମହାମାରୀକୁ ଶେଷ କରିବା ପାଇଁ ସୃଷ୍ଟି ହୋଇଥିବା ଟିକା କେବଳ ବୟସ୍କମାନଙ୍କୁ ଦିଆଯାଉଛି। ତେବେ ଏହି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଖୁବ ଶୀଘ୍ର ପିଲାମାନଙ୍କ ପାଇଁ ଟିକା ଆସିବ। ଫାଇଜର ଓ ବାୟୋନେଟିକ ପିଲାମାନଙ୍କ ପାଇଁ ଟିକାର ଅନୁମୋଦନ ଲୋଡିଛନ୍ତି। ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ କମ୍ପାନୀର କରୋନା ଭାଇରସ୍ ଟିକା ଅନୁମୋଦନ […]
ମୁମ୍ବାଇ: ସଲମାନ ଖାନ ଓ ଦିଶା ପାଟାନୀଙ୍କ ଫିଲ୍ମ ‘ରାଧେ: ଔର ମୋଷ୍ଟ୍ ୱାଣ୍ଟେଡ ଭାଇ’ର ‘ସିଟି ମାର’ ଗୀତ ଲୋକଙ୍କୁ ବହୁତ ପସନ୍ଦ ଆସିଛି। ସୋମବାର ଏହି ଗୀତ ୨୪ ଘଣ୍ଟା ମଧ୍ୟରେ ୩୦ ମିଲିୟନ୍ ଭ୍ୟୁ ପାଇଛି। ସଲମାନ ଓ ଦିଶାଙ୍କ ଉପରେ ଚିତ୍ରିତ ଏହି ଗୀତଟି ପ୍ରଥମେ ଅଲୁ ଅର୍ଜୁନ ଓ ପୂଜା ହେଗଡେ ଫିଲ୍ମ ‘ଡିଜେ’ରେ ସୁଟିଂ କରାଯାଇଥିଲା। ଏହି ଗୀତଟି ବହୁ ଚର୍ଚ୍ଚିତ ହୋଇଥିବାରୁ ଚଳଚ୍ଚିତ୍ର ନିର୍ମାତା ଏକ ଭିଡିଓ […]
ମୁମ୍ବାଇ: ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ଦେଖିବା ନେଇ କିଏ ବା ଆଶାବାନ୍ଧି ନ ବସିଥାଏ। ତାହା ପୁଣି ସୁଟିଂ ଶେଷ ହୋଇ ରିଲିଜ ଅପେକ୍ଷାରେ ଥିବ ଆଉ ତାରିଖ ଗଡ଼ି ଗଡ଼ି ଯାଉଥିବ ଏହାକୁ କୋଉ ସିନେପ୍ରେମୀ ବା ଧୈର୍ଯ୍ୟର ସହ ଅପେକ୍ଷା କରିବ। ସେହିପରି ଏକ ଫିଲ୍ମ ହେଲା ‘ବେଲ ବଟମ’। ଦୀର୍ଘ ଦିନ ଧରି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ’ ରିଲିଜକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। କିନ୍ତୁ କରୋନାର […]
ଓଡିଆ ଘରର ପ୍ରାୟ ସମସ୍ତଙ୍କ ଘରେ ଆଳୁର କୌଣସି ନା କୌଣସି ତରକାରୀ ପ୍ରତିଦିନ ତିଆରି ହୁଏ। କେତେବେଳେ ଅନ୍ୟାନ୍ୟ ପନିପରିବା ପଡି ହୋଇଥାଏ ତ ପୁଣି କେତେବେଳେ ଖାଲି ଆଳୁ ହିଁ ଯଥେଷ୍ଟ। କିନ୍ତୁ ଆପଣ କେବେ ଆଳୁ ରାଇତା ତିଆରି କରିଛନ୍ତି କି। ବୋଧେ କରି ନ ଥିବେ। ବାସ୍ତବରେ, ଆପଣ ନିଶ୍ଚୟ ଅନେକ ପ୍ରକାରର ରାଇତା ଖାଇଥିବେ। କିନ୍ତୁ ଆଳୁ ଓ ଦହି ରାଇତା ଆପଣଙ୍କ ଭୋକକୁ ବଢେଇଦେବା ସହିତ ଖାଦ୍ୟର ସ୍ୱାଦ […]
ପାନାଜୀ: ଭାରତରେ ନିର୍ମିତ ଏକ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଆଉ ଏକ ମାରାତ୍ମକ ଅସ୍ତ୍ର ଯୋଗ କରାଯାଇଛି। ଏହି ଅସ୍ତ୍ର ୨୭ ଏପ୍ରିଲ ୨୦୨୧ରେ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା। ତେଜସ୍ ଯୁଦ୍ଧ ବିମାନରେ ପଞ୍ଚମ ପିଢିର ପାଇଥନ୍ -୫ କ୍ଷେପଣାସ୍ତ୍ର ଲଗାଯାଇଛି। ଏହି କ୍ଷେପଣାସ୍ତ୍ର ଶତ୍ରୁ ପକ୍ଷ ବିମାନ, ହେଲିକପ୍ଟର ଏବଂ ଡ୍ରୋନ୍କୁ ଆଖି ପିଛୁଳାକା ମାଟିରେ ମିଶେଇଦେବ। ଏହି ପରୀକ୍ଷଣ ପରେ ତେଜସରେ ପରବର୍ତ୍ତୀ ଡର୍ବି ବିଏଣ୍ଡ ଭିଜୁଆଲ୍ ରେଞ୍ଜ (BVR-AAM) […]
ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନ ସଙ୍କଟକୁ ଦୂରକରିବା ପାଇଁ କେନ୍ଦ୍ରର ମୋଦୀ ସରକାର ଆଉ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ପିଏମ କେୟାର ଫଣ୍ଡରୁ ଏକ ଲକ୍ଷ ପୋର୍ଟେବଲ୍ ଅମ୍ଳଜାନ କନସେଣ୍ଟରେଟର କ୍ରୟକୁ ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କ୍ରୟ ପ୍ରକ୍ରିୟା ଶୀଘ୍ର ସମାପ୍ତ କରି ଅଧିକ ପ୍ରଭାବିତ ରାଜ୍ୟମାନକୁ ଅମ୍ଳଜାନ ପ୍ରଦାନ କରାଯିବା ଉଚିତ। ଏହି ସମୟରେ ପ୍ରତିରକ୍ଷା […]
ମୁମ୍ବାଇ: କରୋନା ଯୁଦ୍ଧରେ ବିଜୟୀ ହେଲା ୩୬ ଦିନର ଶିଶୁ। ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ଏଭଳି ଖୁସି ଖବର। ୩୬ ଦିନର କରୋନା ପଜିଟିଭ୍ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫମାନେ ତାଳି ମାରି ଶିଶୁକୁ ଉତ୍ସାହିତ କରିଛନ୍ତି। ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ […]
ମୁମ୍ବାଇ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଟିକାକରଣ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଛି। ସେ କହିଛନ୍ତି ଯେ ଭିତ୍ତିଭୂମିର ଉପସ୍ଥିତି ଥାଇ ମଧ୍ୟ ଟିକାକରଣରେ ସମସ୍ୟା ରହିଛି କାରଣ ପର୍ଯ୍ୟାପ୍ତ ପରିମାଣର ଟିକା ଷ୍ଟକ୍ ନାହିଁ। ଏନେଇ ଟିକା କମ୍ପାନୀଗୁଡିକ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆଲୋଚନା ଚାଲିଛି। ଟୋପେ କହିଛନ୍ତି ଯେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଅଲଗା ଟିକାକରଣ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇପାରିବ। ଏହା […]
tନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗରେ ଦେଶ ଏବେ ସଂଘର୍ଷ କରୁଛି। ଅନେକ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ବହୁ ଲୋକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହି ସଂଗୀନ କାଳରେ ଦେଶର ଅନେକ ରାଜ୍ୟରେ ଅମ୍ଳଜାନ ସଙ୍କଟ ଦେଖିବାକୁ ମିଳିଛି। ଏହି ସଂଟକୁ ଦୂର କରିବାକ ପାଇଁ ସରକାର ଓ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥହିବା ବେଳେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି ଯେ ସେ ୫୦୦ ମେଡିକାଲ ଅମ୍ଳଜାନ କାରଖାନା […]
ନୂଆଦିଲ୍ଲୀ: ଚୀନ୍ ସହ ତିକ୍ତତାର ସମାଧାନ ଲାଗି ମଧ୍ୟସ୍ଥତା କରିବାକୁ ଆମେରିକାର ପ୍ରସ୍ତାବ ଉପରେ ଭାରତର ପ୍ରତ୍ୟାଖ୍ୟାନ। ଭାରତ ନିଜେ ଏହାର ସମାଧାନ କରିବାକୁ ସକ୍ଷମ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅନ୍ୟ କାହାରି ହସ୍ତକ୍ଷେପ ଆବଶ୍ୟକ ନଥିବା କହିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ ଲାଗି ନୂଆଦିଲ୍ଲୀ ଏବଂ ବେଜିଂ ଉଦ୍ୟମ ଜାରି ରଖିଛନ୍ତି। ଉପୁଜିଥିବା ସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ […]
ନୂଆଦିଲ୍ଲୀ: ପାଣ୍ଠି ଯୋଗାଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏକ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଛି। ଏହି ଫାଉଣ୍ଡେସନ ଦ୍ୱାରା ସର୍ବସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଉଛି। ଏଥିସହ କର୍ପୋରେଟ ସଂସ୍ଥାମାନଙ୍କ ଠାରୁ ମଧ୍ୟ ପାଣ୍ଠି ସଂଗ୍ରହ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଫାଉଣ୍ଡେସନ ଜରୁରୀକାଳୀନ ପରିସ୍ଥିତି ଓ ମହାମାରୀର ମୁକାବିଲା ପାଇଁ ପଦକ୍ଷେପ ନେବ। ଗତ ୭୫ ଦିନ ମଧ୍ୟରେ ଏହି ଫାଉଣ୍ଡେସନ ଦ୍ୱାରା ୪ଲକ୍ଷ ଲୋକ ଓ କଂପାନୀଙ୍କ ଠାରୁ ମିଳିତଭାବେ ୨୧୪ […]
ଭୁବନେଶ୍ୱର: ରାଜ୍ୟରେ ଆଜି ବି ଭୟଙ୍କର ଗରମ। ଆଉ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ। ଆଜି ୪୫.୨ ଡିଗ୍ରୀ ସହ ଟିଟିଲାଗଡ଼ର ତାପମାତ୍ରାରେ ସର୍ବାଧିକ ରହିଥିବାବେଳେ ୧୨ଟି ସହରରେ ପାରଦ ୪୦ ପାର୍ କରିଛି। ବଲାଙ୍ଗିରରେ ୪୩.୮, ଭବାନୀପାଟଣା ୪୩, ମାଲକାନଗିରି ୪୨.୫, ସମ୍ବଲପୁର ୪୨.୩, ସୋନପୁର ୪୨.୨, ବୌଦ୍ଧରେ ୪୨, ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୧, ଫୁଲବାଣୀରେ ୪୦.୮, ସୁନ୍ଦରଗଡ଼ରେ ୪୦.୫ ଏବଂ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତେବେ କିଛି ଜିଲ୍ଲାରେ […]